ବାସ୍ତବବ୍ୟୁରୋ: ଜନଜାତି ଓ ଅପପୃଷ୍ଟି ଦେଖା ଯାଉଥିବା ଅଞ୍ଚଳରେ, ଆଉ ୧୫୬୭ଟି ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ | ଆଜି ବିଧାନସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି। ପ୍ରଶ୍ନକାଳରେ ମନ୍ତ୍ରୀ ଟୁକୁନି ସାହୁ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି କି,ଅଦ୍ୟାବଧି ରାଜ୍ୟରେ ୬୨ହଜାର ୧୭୧ଟି ଅଙ୍ଗନବାଡ଼ି କେନ୍ଦ୍ର ଅଛି। ଏହା ବ୍ୟତିର ୧୦୪୧୬ଟି ମିନି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ରହିଛି ।କେନ୍ଦ୍ର ସରକାରଙ୍କୁ ଆଉ […]
ବାସ୍ତବବ୍ୟୁରୋ: କରୋନା ମହାମାରୀ ଗୋଟିଏପଟେ ରାଜ୍ୟବାସୀଙ୍କୁ ଭୟଭୀତ କରୁଥିବାବେଳେ,ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ରାଜ୍ୟରେ ବିଦ୍ୟୁତ୍ ଦର ବୃଦ୍ଧିକୁ ମଞ୍ଜୁରୀ ଦେଇଛି | ଆପଣ ବ୍ୟବହାର କରୁଥିବା ବିଦ୍ୟୁତ ବିଲ ବାବଦକୁ ଏଣିକି ୟୁନିଟ ପିଛା ସର୍ବନିମ୍ନ ୩୦ ପଇସା ଅଧିକ ଦେବାକୁ ପଡିବ |ଏପ୍ରିଲ ୪ ତାରିଖରୁ ବର୍ଦ୍ଧିତ ଦର ଲାଗୁ କରାଯିବ । ଖବର ଅନୁଯାୟୀ ମିଟର ରେଣ୍ଟ ଓ ମାସିକ ସର୍ବନିମ୍ନ ଚାର୍ଜ ମଧ୍ୟ ଅପରିବର୍ତ୍ତିତ […]
ହାଇଲାଇଟ୍ସ:ଦେଶରେ ଏହି ମହାମାରୀରେ ମୃତ୍ୟୁ ସଂଖ୍ୟା ୧ ,୬୧ ,୨୪୦ କୁ ବୃଦ୍ଧି ପାଇଛି।ଗତ ବର୍ଷ ଅକ୍ଟୋବର ୧୬ ରେ, ୨୪ ଘଣ୍ଟା ମଧ୍ୟରେ ୬୩ ,୩୭୧ ନୂତନ ମାମଲା ଗ୍ରହଣ କରାଯାଇଥିଲା |ଦେଶରେ ରୋଗୀଙ୍କ ପୁନରୁଦ୍ଧାର ହାର ୯୪ .୮୫ ପ୍ରତିଶତକୁ ଖସି ଆସିଛି। ବାସ୍ତବବ୍ୟୁରୋ:ଭାରତରେ ଗୋଟିଏ ଦିନରେ ୬୨ ,୨୫୮ ଟି ନୂଆ କରୋନା ଜୀବାଣୁ ସଂକ୍ରମଣ ହୋଇଥିବା ରିପୋର୍ଟ କରାଯାଇଥିଲା ଏବଂ ଏହା ସହିତ ଶନିବାର(ଆଜି) […]
ଗଡ ଅଫ୍ କ୍ରିକେଟ୍ ଭାବରେ ଜଣାଶୁଣା ପୂର୍ବତନ ଭାରତୀୟ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କୁ କରୋନା ପଜିଟିଭ୍ ବୋଲି ଜଣାପଡିଛି। ବାସ୍ତବବ୍ୟୁରୋ:ମାରାତ୍ମକ କରୋନା ଜୀବାଣୁ ପୁଣି ଥରେ ଦେଶରେ ନିଜର କାୟା ବିସ୍ତାର କରୁଛି। ସଂକ୍ରମଣର ନୂଆ ମାମଲା ପୁଣି ଥରେ ଭୟଭୀତ କରୁଛି ବିଶ୍ୱବାସୀଙ୍କୁ | ଏହି ସମୟରେ ଗଡ ଅଫ୍ କ୍ରିକେଟ୍ ଭାବେ ଜଣାଶୁଣା ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ କରୋନା ପଜିଟିଭ୍ ବୋଲି ଜଣାପଡିଛି। ସଚିନ […]
ବାସ୍ତବବ୍ୟୁରୋ:ଗୋଟିଏ ଦିନରେ ରାଜ୍ୟରେ ୨୩୪ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ଯାହାକି ଗତ ୨୪ ତାରିଖ ତୁଳନାରେ ୨୦ ଅଧିକ। ନୂଆପଡ଼ାରୁ ସର୍ବାଧିକ ୩୩ଜଣ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଖୋର୍ଧା ୩୨, କଟକ ୨୯, ବରଗଡ଼ ୨୪, କଳାହାଣ୍ଡି ୧୭, ବଲାଙ୍ଗୀର ଓ ସୁନ୍ଦରଗଡ଼ରେ ୧୫ ଲେଖାଏଁ ଓ ସମ୍ବଲପୁରରୁ ୧୧ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟର ୨୩ଟି ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବତଟ ରେଳପଥ ପକ୍ଷରୁ ପୁରୀ ଓ […]
ବାସ୍ତବବ୍ୟୁରୋ:’ମୁଁ ଟିକେଟ୍ ପାଇବା ଯାହା ମା ପାଇବା ସେୟା’ ଏ କଥା କହିଛନ୍ତି ପିପିଲି ଉପ ନିର୍ବାଚନ ପାଇଁ ଶାସକ ବିଜେଡି ପ୍ରାର୍ଥୀ, ସ୍ଵର୍ଗତଃ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ରପ୍ରତାପ ମହାରଥୀ ।ବହୁ କଳ୍ପନା ଜଳ୍ପନା ଆନ୍ତଘଟାଇ ଶାସକ ବିଜେଡି ଆଜି ରୁଦ୍ରପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପ୍ରାର୍ଥୀ ଘୋଷଣା ହେବା ପରେ ପିପିଲି ବିଜେଡିରେ ଖୁସିର ଲହରୀ | ସାମ୍ବାଦିକ ସମିଳନୀରେ ରୁଦ୍ରପ୍ରତାପ […]
ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ । ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଛନ୍ତି ଚାଷୀ । ସଂଯୁକ୍ତ କିଷାନ ମୋର୍ଚ୍ଚା ଆଜି ଦେଶବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି । ସନ୍ଧ୍ୟା ୬ଟା ଯାଏଁ ଗାଡି, ରେଳ ଚଳାଚଳ ଓ ଦୋକାନ ବଜାର ବନ୍ଦ ପାଇଁ ଡାକରା ଦିଆଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରେଭେନ୍ସାରୁ ବାହାରିଲେ ଆଉ ୨ ପଜିଟିଭ୍ । ପୂର୍ବରୁ ୩ ଜଣ ପଜିଟିଭ୍ ଟିହ୍ନଟ ହୋଇଥିବା ବେଳେ ଏବେ ଆଉ ୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ପଜିଟିଭ୍ ମାମଲା […]
ବାସ୍ତବବ୍ୟୁରୋ:ପୂର୍ବତଟ ରେଳପଥ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁଯାଇ,ଆସନ୍ତା ଏପ୍ରିଲ ୧୩ରୁ ଭୁବନେଶ୍ୱର-ନୟାଗଡ଼ ଟାଉନ୍ ସ୍ବତନ୍ତ୍ର ଟ୍ରେନ ସେବା ଆରମ୍ଭ ହେବ |ଏହି ଟ୍ରେନ (୦୮୪୨୩) ସନ୍ଧ୍ୟା ୬ଟା ୪୦ରେ ଭୁବନେଶ୍ବରରୁ ବାହାରି ରାତି ୮ଟା ୪୫ରେ ନୟାଗଡ଼ ଟାଉନ୍ରେ ପହଞ୍ଚିବ। ସେହିପରି (୦୮୪୨୪) ଟ୍ରେନ ନୟାଗଡ଼ରୁ ସକାଳ ୬ଟା ୩୦ରେ ଛାଡ଼ି ଭୁବନେଶ୍ୱରରେ ପୂର୍ବାହ୍ନ ୯ଟାରେ ପହଞ୍ଚିବ। ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍, ଖୋର୍ଦ୍ଧା ଟାଉନ୍, ବେଗୁନିଆ, ରାଜସୁନାଖଳା ଓ […]
ବାସ୍ତବବ୍ୟୁରୋ: କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ର(ଟିଟିପିଏସ)କୁ ବନ୍ଦ କରାଯାଇଥିବା ପରିପେକ୍ଷୀରେ କେନ୍ଦ୍ର ବିଦ୍ୟୁତ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ରାଓ ଇନ୍ଦରଜିତ ସିଂହଙ୍କୁ ଚିଠି ଲେଖିବା ସହ ଫୋନ୍ ଯୋଗେ କଥାବାର୍ତ୍ତା ମଧ୍ୟ କରିଛନ୍ତି। ଏ ସମ୍ଵଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶ୍ରୀ ସିଂହଙ୍କୁ ଚିଠି ଲେଖି ଉଦବେଗ ପ୍ରକାଶ କରି ତାଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଥିଲେ।ଟିଟିପିଏସ୍ ବନ୍ଦ ହେବ ନାହିଁ ଓ […]
ମେଦବହୁଳତା ଏବଂ ଅତ୍ୟଧିକ ଓଜନ ମଧ୍ୟରେ ପାର୍ଥକ୍ୟ କ’ଣ ? ଆପଣ ଜାଣିଲେ ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିପାରିବେ | ବାସ୍ତବବ୍ୟୁରୋ:ସାରା ବିଶ୍ୱରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଅଧିକ ଓଜନ ଏବଂ ମେଦବହୁଳତାର ଶିକାର ହୋଇ ବିଭିନ୍ନ ରୋଗଗ୍ରସ୍ତ ହେଉଛନ୍ତି । କିନ୍ତୁ ପ୍ରଶ୍ନ ହେଉଛି ମେଦବହୁଳତା ଏବଂ ଅତ୍ୟଧିକ ଓଜନ ମଧ୍ୟରେ ପାର୍ଥକ୍ୟ କ’ଣ, ଉଭୟଙ୍କ ମଧ୍ୟରେ କିପରି ପାର୍ଥକ୍ୟ ହେବ? ପ୍ରତ୍ୟେକ ମଣିଷର ଆଦର୍ଶ ଓଜନ […]


