ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏବର୍ଷ ସମସ୍ତଙ୍କ ପାଇଁ ଶୁଭଙ୍କର ହେଉ ବୋଲି ପ୍ରାର୍ଥନା କରିଛନ୍ତି। ପ୍ରଧାନମନ୍ତ୍ରୀ ଉଭୟ ଇଂରାଜୀ ଏବଂ ଓଡ଼ିଆ ଭାଷାରେ ଟୁଇଟ୍ କରି ଲେଖିଛନ୍ତି ଯେ, ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ବା ପଣାସଂକ୍ରାନ୍ତି ଅବସରରେ ଓଡ଼ିଶାର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭକାମନା।ନୂଆବର୍ଷରେ ଆପଣମାନଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେଉ, ଏହା ହିଁ […]
ବାସ୍ତବବ୍ୟୁରୋ:ବବି ବାବୁଙ୍କ ପାଠ କମ୍ ବସ୍ତାନୀ ବଡ଼… ଏ କଥା କହିଛନ୍ତି ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦୀ ସାମଲ | ଏ ଉକ୍ତିର ତାତ୍ପର୍ଯ୍ୟ, ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ପ୍ରତିଷ୍ଠା ଦିବସ ଭାବେ ପାଳନ କରିବା ପଛରେ ଭର୍ତ୍ତୃହରି ମହତାବଙ୍କର ପ୍ରମୁଖ ଭୂମିକା ରହିଛି। ୧୨ ତାରିଖରେ କଟକରେ ପ୍ରଜାତନ୍ତ୍ରର ବିଷୁବ ମିଳନ କାର୍ଯ୍ୟକ୍ରମରେ ଏକଥା କହିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଝିମିଟି ଖେଳରୁ ମହାଭାରତ ସୃଷ୍ଟି ହେଲାପରି,କଲି […]
ବାସ୍ତବବ୍ୟୁରୋ:’ହାଇଦରକୁ ଖସାଇବା ପାଇଁ ଡିସେମ୍ବରରୁ ଚାଲିଥିଲା ପ୍ଲାନ୍, ‘ଫେରାରର ସତ ଲୁଚାଇବାକୁ ଚେଷ୍ଟା କରାଯାଉଛି’,ସୁପରିକଳ୍ପିତ ଭାବେ ଫେରାର କରାଯାଇଛି’ଗ୍ୟାଙ୍ଗଷ୍ଟାର ହାଇଦରକୁ | ‘ଏଠି ଏସଟିଏଫ କରୁଥିଲା କଣ ? ଏମିତି ଅନେକ କଟୁ ସତ୍ୟ ଓ ପ୍ରଶ୍ନ ପରେ ପ୍ରଶ୍ନ,ଏ ଆଉ କେହି ନୁହନ୍ତି ଓଡିଶା ରାଜନୀତିର ପିତାମହ,ବର୍ଷିୟନ ରାଜନୀତିଜ୍ଞ ବିଜୟ ମହାପାତ୍ରଙ୍କର |ଶ୍ରୀ ମହାପାତ୍ରଙ୍କ ପ୍ରଥମ ଯୁକ୍ତି ‘ପ୍ରଥମେ ଏସଟିଏଫ ମୁଖ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ’ ।ସତ ଲୁଚାଇବାକୁ […]
ଆମ ରାଜ୍ୟରେ ଆଜିର ଦିନରେ ୫୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ୭ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିଲା | ଗତ ବର୍ଷ ଏହି ଦିନ ଟିକା ବିଷୟରେ କୌଣସି ଆଲୋଚନା ହୋଇନଥିଲା, କିନ୍ତୁ ଗୋଟିଏ ବର୍ଷ ପରେ ଦେଶରେ ମୋଟ ୧୦ ,୮୫ ,୩୩ ,୦୮୫ ଲୋକଙ୍କୁ ଟିକା ଦିଆଯାଇଛି। ଏହି ଆକଳନକୁ ଦେଖିଲେ, ଏପ୍ରିଲ ୧୩ , ୨୦୨୦ […]
ବାସ୍ତବବ୍ୟୁରୋ:(ଭୁବନେଶ୍ବର) ୧୯୪୮ ମସିହା ଏପ୍ରିଲ ୧୩ ତାରିଖ,ମାନେ ଆଜିର ଦିନରେ ଓଡ଼ିଶାର ରାଜଧାନୀ ଭାବେ ଭୁବନେଶ୍ୱର ସ୍ୱୀକୃତି ପାଇଥିଲା |ଆଜି ହେଉଛି ୭୩ତମ ରାଜଧାନୀ ପ୍ରତିଷ୍ଠା ଦିବସ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଓ ସୂଚନା ଲୋକ ସମ୍ପର୍କ ଓ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଟଣୀ ବିଧାୟକ ସୁରେଶ ରାଉତରାୟ,ବିଧାନସଭା ପରିସରରେ ଥିବା ରାଜଧାନୀ ଶିଳାନ୍ୟାସ ଫଳକରେ ମାଲ୍ୟାର୍ପଣ କରିଥିଲେ । ମାତ୍ର ୧୪ ହଜାର ଲୋକଙ୍କ ରହଣି ପାଇଁ […]
ବାସ୍ତବବ୍ୟୁରୋ:ଆଜି ସକାଳେ କୋଭିଡ ହସ୍ପିଟାଲ ପୁନଃକାର୍ଯ୍ୟକ୍ଷମ ନେଇ ସ୍ଥିତି ଅନୁଧ୍ୟାନ ପାଇଁ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର,୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସମେତ ପୂର୍ତ୍ତ ସଚିବ କ୍ରିଷ୍ଣନ କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଦିନିକିଆ ବାଲେଶ୍ବର ଗସ୍ତରେ ଅଛନ୍ତି ।ହେଲିକପ୍ଟର ଯୋଗେ ସକାଳ ୭ଟା ୪୦ମିନିଟରେ ବାଲେଶ୍ବର ସହରର ପୋଲିସ ପରେଡ୍ ପଡ଼ିଆରେ ଓହ୍ଲାଇ ଛନ୍ତି । ପହଁଚିବା ପରେ ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ […]
ବାସ୍ତବବ୍ୟୁରୋ:ଭୁବନେଶ୍ବର ୧୩।୦୪ : ଆମ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି | ନୂଆ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ କରୋନା ନୂଆ ସଂକ୍ରାମିତଙ୍କ ସଂଖ୍ୟା ୧୭୮୪ । ଏବେ ସୁଧା ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୩୦୮୬ରେ ପହଞ୍ଚିଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନାନୁଯାୟୀ ଏହି ସଂକ୍ରମିତଙ୍କ ମଧ୍ୟରୁ ୧୦୩୫ […]
ବାସ୍ତବବ୍ୟୁରୋ: ଢେଙ୍କାନାଳରେ ପୋଲିସ ଜନସାଧରଙ୍କୁ ମାସ୍କ ଚେକିଂ ନାଁରେ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ନିତିଦିନିଆ । ହେଲେ ଜଣେ କୋର୍ଟ କର୍ମଚାରୀଙ୍କୁ ପୋଲିସ ଅଶାଳୀନ ବ୍ୟବହାର କରିବାକୁ ନେଇ ଜିଲ୍ଲା ଓକିଲ ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବାସହ, ଜିଲ୍ଲା ଓକିଲ ସଂଘର ଶତାଧିକ ଆଇନଜୀବୀ କୋର୍ଟରୁ ଏକ ବିଶାଳ ଶୋଭାଯାତ୍ରାରେ ପୋଲିସର ମାନମାନି ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରି ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ ଏସପିଙ୍କ ଚାମ୍ବରରେ ପଶି ରିଲିଫ […]
ଲୋକମାନେ ଟିକା ନେବା ପୂର୍ବରୁ ଶରୀରରେ କୁପ୍ରଭାବ ଓ ସୁପ୍ରଭାଵ କୁ ନେଇ ଅନେକ ଚିନ୍ତାରେ ପଡନ୍ତି, ଏହି ଚିନ୍ତାଧାରାକୁ ଦୂର କରିବା ପାଇଁ ଶରୀରରେ ଜଳର ଅଭାବ ନହେବା ଜରୁରୀ ତା’ସହ ବିଶେଷଜ୍ଞ ଙ୍କ ପରାମର୍ଶ ବି ଜରୁରୀ | ବାସ୍ତବବ୍ୟୁରୋ:କରୋନାର ଦ୍ୱିତୀୟ ତରଙ୍ଗ ଜୋରସୋରରେ କାୟା ମେଲି ଚାଲିଛି ,ସେହିଭଳି ଦେଶରେ ଟୀକାକରଣ ପ୍ରକ୍ରିୟା ମଧ୍ୟ ଜୋରସୋରରେ ଚାଲିଛି।ହେଲେ କାହିଁ ନାକାହିଁ ଟିକା ନେବାରେ ପାର୍ଶ୍ୱ ପ୍ରତିକ୍ରିୟା […]
ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୬୩ ,୨୯୪ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଗତ ୨୦ ଦିନ ମଧ୍ୟରେ ମୁମ୍ବାଇରେ ୧ ,୫୪ ,୩୦୦ ଲୋକ ସଂକ୍ରମିତ ହୋଇଛନ୍ତି। ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ଚିନ୍ତାର କାରଣ ହୋଇଛି। ବାସ୍ତବବ୍ୟୁରୋ:(ମୁମ୍ବାଇ)କରୋନାର ଦ୍ୱିତୀୟ ତରଙ୍ଗ ଶୀଘ୍ର ଲୋକଙ୍କୁ ବେକାବୁ କରି ଚାଲିଛି | ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ କରୋନା ମାମଲା […]


