ବାସ୍ତବବ୍ୟୁରୋ: (ଭୁବନେଶ୍ୱର) ସାରା ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି ।ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୪୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୨୦୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନାର ଦ୍ୱିତୀୟ ଲହରରେ ଭୁବନେଶ୍ବରରୁ ପ୍ରତିଦିନ ପ୍ରାୟ ୧୫୦ ଜଣ ଆକ୍ରାନ୍ତ ବାହାରୁଛନ୍ତି । ବିଏମ୍‌ସି ସୂଚନା ଅନୁସାରେ ମୁଖ୍ୟତଃ ଅନ୍ୟ ରାଜ୍ୟ ବା ସହରରୁ ରେଳ ଯୋଗେ ଭୁବନେଶ୍ୱର […]

ବାସ୍ତବବ୍ୟୁରୋ: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସଙ୍କ କହିବାନୁସାରେ,କାଳବୈଶାଖୀ ବର୍ଷା ରାଜ୍ୟର ୧୧ଟି ଜିଲ୍ଲାରେ ହେବାର ସମ୍ଭାବନା ଅଛି।ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ,ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବ।ତାତି କମିବା ସହ ପାଗ ଥଣ୍ଡାଳିଆ ରହିବ।ଗତକାଲି କୋରାପୁଟ ଜିଲ୍ଲା ଲମତାପୁଟଠାରେ ସର୍ବାଧିକ ୮୦ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି କଳାହାଣ୍ଡି ଲାଞ୍ଜିଗଡ଼ରେ ୩୦ ମିମି, କନ୍ଧମାଳ ନୂଆଗାଁ […]

ବାସ୍ତବବ୍ୟୁରୋ: ସାରା ଦେଶରେ ଆରମ୍ଭ ହୋଇଛି ଟିକା ଉତ୍ସବ ।ରାଜ୍ୟରେ ୯୦୦ ଟିକା କରଣ କେନ୍ଦ୍ର ଟିକା ଅଭାବରୁ ବନ୍ଦ ହୋଇଯାଇଥିବାବେଳେ, ୧୪ ତାରିଖ ଯାଏ ଚାଲିବ କରୋନା ଟିକା ଉତ୍ସବ | ପ୍ରଧାନମନ୍ତ୍ରୀଙ୍କ ଟୀକା ଉତ୍ସବ ଘୋଷଣା ଓ ରାଜ୍ୟରେ ଟୀକା ଅଭାବ କାହିଁନା କାହିଁ ତାଳ ମେଲର ଅଭାବ |ଖାଲି ଓଡିଶା ନୁହେଁ ସବୁ ରାଜ୍ୟର ଟୀକାର ସ୍ତିତି ବୁଝି ଏ ସିଧ୍ୟାନ୍ତରେ ପହଂଚିବାର ଥିଲା |ଓଡ଼ିଶାରେ […]

ବାସ୍ତବବ୍ୟୁରୋ: ୧୮ ଦିନ ପର୍ଯ୍ୟନ୍ତ ହାଇଦର ବଡ଼ ମେଡିକାଲରେ କରୁଥିଲା କଣ ?କାହିଁକି ହେଲା ବୁର୍ଲାରୁ କଟକ ରେଫର ?ଯଦି ସ୍ୱାସ୍ଥ ଭଲ ଥିଲା କାହିଁକି ଜେଲ ପଠାଯାଇନଥିଲା ? ଏମିତି ଅନେକ ପ୍ରଶ୍ନ ହେଲେ ଏ ପ୍ରଶ୍ନ ଆମର ନୁହେଁ ଖୋଦ ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ |ଚିକିତ୍ସା କରୁଥିବା ଡାକ୍ତରଙ୍କ ଉପରେ ସେ ପ୍ରଶ୍ନ ଉଠାଇଛନ୍ତି | ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବାପରେ, ଡିଜିଙ୍କ କ୍ୟାମ୍ପ ଅଫିସରେ […]

 ଗତ ୨୪ ଘଣ୍ଟା ମଧ୍ୟରେ ୧୩୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୯୫୬୧ରେ ପହଞ୍ଚିଛି । ଏଥି ମଧ୍ୟରୁ ୭୯୭୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୯୬୦୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏସସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର । ପୋଲିସ କମିଶନର କହିଛନ୍ତି ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଏସପିଙ୍କୁ ଏନେଇ ଆଲର୍ଟ କରାଯାଇଛି । ମୟୁରଭଞ୍ଜ […]

ବାସ୍ତବବ୍ୟୁରୋ:କଟକ ବଡ ମେଡିକାଲ ସର୍ଜରୀ ଓ୍ଵାର୍ଡ କ୍ୟାବିନ୍‌ ନମ୍ବର ୫ ରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର। ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ ସ୍ପଷ୍ଟ କରିଛନ୍ତିଯେ ସୁରକ୍ଷାକର୍ମୀଙ୍କୁ ସାନିଟାଇଜର ସ୍ପ୍ରେ କରି ଡାକ୍ତରଖାନା ବେଡ୍‌ରୁ ଛୁ ମାରିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର। କଟକରେ ସର୍ଚ୍ଚ ଅପରେସନ ଜୋରଧରିଛି ହାଇଦର ଧରିବା ପାଇଁ |ଡିସିପିଙ୍କ ନେତୃତ୍ଵରେ ଅପରେସନ ଜୋରଦାର ଜାରି ରହିଛି। ଗ୍ୟାଙ୍ଗଷ୍ଟର ହାଇଦର ପାଇଁ ଡାକ୍ତରଖାନାରେ ୪ ସୁରକ୍ଷାକର୍ମୀ ନିୟୋଜିତ ଥିଲେ […]

ବାସ୍ତବବ୍ୟୁରୋ:ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦି ଆ ଶନିବାର କହିଛନ୍ତି ଯେ ବିକାଶ ପାଇଁ ଦୂରଦୃଷ୍ଟି ଥିବା ଏକମାତ୍ର ନେତା ଅରବିନ୍ଦ କେଜ୍ରିୱାଲ ଏବଂ ସାଧାରଣ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିବା ଉଚିତ। ଏଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସିସୋଦିଆ ଦାବି କରିଛନ୍ତି ଯେ ଯେଉଁଠାରେ ନିର୍ବାଚନ ଚାଲିଛି ସେହି ରାଜ୍ୟରେ ଶାସନର ‘କେଜ୍ରିୱାଲ ମଡେଲ’ ଅନୁସରଣ କରିବାକୁ ସମସ୍ତ […]

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ମଧ୍ୟରେ କୂଚବିହାର ରେ ହିଂସା ଘଟଣାରେ ୪ ଜଣଙ୍କର ମୃତ୍ୟୁ କୁଚବିହାର ଘଟଣାରେ ମୋଦୀ ଟିଏମସି ଉପରେ ଅଭିଯୋଗ କରି, କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଏହି ଘଟଣା ପରେ ମମତା ବାନାର୍ଜୀ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଇସ୍ତଫା ମାଗିଛନ୍ତି ବାସ୍ତବବ୍ୟୁରୋ:ପଶ୍ଚିମବଙ୍ଗରେ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ କୋଚ ବେହେରାଠାରେ ଘଟିଥିବା ହିଂସାରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଉଭୟ ବିଜେପି ଏବଂ ଟିଏମସି ମୁହାଁମୁହିଁ ହୋଇଛନ୍ତି। […]

ବାସ୍ତବବ୍ୟୁରୋ:ଆଜି ବିଜେପି ନେତା ବିଷ୍ଣୁ ସେଠୀ ସାମ୍ବାଦିକ ସମ୍ମିଳନୀରେ, ନାଗା ସାଧୁ ବୈଷ୍ଣବ ପୁରୀଙ୍କୁ ଶୀଘ୍ର ଜେଲରୁ ମୁକିଳାଇବା ନେଇ ଦାବି କରିଛନ୍ତି | ସାମ୍ବାଦିକ ସମ୍ମିଳନୀରେ ବିଷ୍ଣୁ ସେଠୀ କହିଛନ୍ତି କି, ନାଗାସାଧୁ ବୈଷ୍ଣବ ପୁରୀଙ୍କୁ ଶ୍ରୀମନ୍ଦିରର ନିୟମ ଭଙ୍ଗ ଅଭିଯୋଗରେ ଚୌଦ୍ବାର ଜେଲରେ ରଖାଯାଇଥିଲା । ସାଧୁ ଜଣଙ୍କ ହେଉଛନ୍ତି ବ୍ରହ୍ମପୁରର ତୁମ୍ଭନାଥ ସୁବୁଦ୍ଧି । ୮ ବର୍ଷ ଧରି ସନ୍ନ୍ୟାସ ଭାବରେ ଦୀକ୍ଷିତ।ତାଙ୍କୁ ମାନସିକ ଓ […]

ଓଡ଼ିଶାକୁ ଆସୁଥିବା ରେଳଯାତ୍ରୀମାନେ ନିଶ୍ଚିତ ଭାବରେ ଆରଟିପିସିଆର ନେଗେଟିଭ୍ ଟେଷ୍ଟ ରିପୋର୍ଟ କିମ୍ବା କୋଭିଡ ଟିକାର ଦ୍ଵିତୀୟ ଡୋଜ ସାର୍ଟିଫିକେଟ୍ ଆଣିବା ଆବଶ୍ୟକ:ଭୁବନେଶ୍ୱର ରେଳଷ୍ଟେସନ ନିର୍ଦେଶକ ଚିତ୍ତରଞ୍ଜନ ନାୟକ । ପୁରୀର ଏମାର ମଠରୁ ମିଳିଛି ରୁପା ଇଟା । ଓଡିଶାକୁ ଆସୁଛି ୨ ଲକ୍ଷ ୫୦ ହଜାର କୋଭିସିଲ୍ଡ ଟିକା । ସବୁ ଜିଲ୍ଲାକୁ ଟିକା ବଣ୍ଟନ କରାଯିବ । ଟିକା ନେବା ପାଇଁ ଜିଲ୍ଲାରୁ ଟିକା ଗାଡି […]

Pin It on Pinterest