ବାସ୍ତୁ ଶାସ୍ତ୍ରରେ ତୁଳସୀ ବୃକ୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ |ଏହା ସୁଖ, ସମୃଦ୍ଧତା ଏବଂ କଲ୍ୟାଣ ଜୀବନର ପ୍ରତୀକ ଭାବରେ ବିବେଚନା କରାଯାଏ | କିନ୍ତୁ ଯଦି ଏହା ଭୁଲ ସ୍ଥାନରେ ବଢିଥାଏ କିମ୍ବା ତୁଳସୀ ବୃକ୍ଷକୁ ଧାରଣ କରିଥିବା ପାତ୍ର କୁ ସଠିକ୍ ସ୍ଥାନରେ ରଖାନଯାଏ ,ତେବେ ଏହାର ଅତ୍ୟନ୍ତ ଖରାପ ପ୍ରଭାବ ଅଛି | ଆସନ୍ତୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା | ବାସ୍ତବବ୍ୟୁରୋ:ତୁଲସୀ ଗଛ ହିନ୍ଦୁ […]
କରୋନା ଭାଇରସର ଗତି ପୁଣି ଭୟଙ୍କର ହେଲା, ଦେଶର କେଉଁଠି ରାତି କର୍ଫ୍ୟୁ ତ,କେଉଁଠି୧୪୪ ଧାରା | ବାସ୍ତବବ୍ୟୁରୋ:ଦେଶରେ କରୋନା ଜୀବାଣୁର ଗତି ପୁଣି ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ପରିସ୍ଥିତି ଏତେ ଖରାପ ହେଉଛି ଯେ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିଛନ୍ତି। ଦେଶରେ କରୋନାର ଦ୍ୱିତୀୟ ତରଙ୍ଗକୁ ଭୟ କରି ପ୍ରଧାନମନ୍ତ୍ରୀ ଦ୍ରୁତ ଗତିରେ ବଢୁଥିବା […]
ଆଜି ଆସାମ ଏବଂ ବଙ୍ଗଳାରେ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରିବେ ବାସ୍ତବବ୍ୟୁରୋ:ଆସାମ ଓ ପଶ୍ଚିମବଙ୍ଗରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବାର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବଙ୍ଗଳା ଲୋକଙ୍କ ମନରେ ପରିବର୍ତ୍ତନର ଇଚ୍ଛା ଜାଗ୍ରତ ହୋଇଛି ଏବଂ ଭଲ ଶାସନର ବିଜେପିର ଏଜେଣ୍ଡା ଲୋକଙ୍କ ମଧ୍ୟରେ ସ୍ଥାନ ସୃଷ୍ଟି କରୁଛି। ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ ଆସନ୍ତାକାଲି ମାର୍ଚ୍ଚ ୧୮ […]
ବାସ୍ତବବ୍ୟୁରୋ:(ଭୁବନେଶ୍ବର) ଏବେ କାହାର ହେବ ପିପିଲି ,ବାଜି ସାରିଛି ସାରିଛି ଉପନିର୍ବାଚନ ବିଗୁଲ୍ |ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଖାଲି ପଡିଥିଲା ପିପିଲି ଆସନ।କ୍ରମାଗତ ପାଞ୍ଚ ଥର ପିପିଲିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ପ୍ରଦୀପ ମହାରଥୀ। ମହାରଥୀଙ୍କ ଯୋଗୁଁ ପିପିଲି ଥିଲା ବିଜେଡିର ଗଡ । ତେବେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହନି ପ୍ରେସ୍ମିଟ୍ ଜରିଆରେ […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୪୦୫ରେ ପହଞ୍ଚିଛି । ଏଥି ମଧ୍ୟରୁ ୬୩୮ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୩୫୭୯୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବାକୁ ଏପ୍ରିଲ ୨ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଆଜି ବି ବିଧାନସଭା […]
ବାସ୍ତବବ୍ୟୁରୋ:(ଭୁବନେଶ୍ବର) ଓଡ଼ିଶାର ଧାନ କିଣା ପ୍ରସଙ୍ଗ ଏବେ ଦିଲ୍ଲୀ ଦରବାରରେ, ଚାଷୀଙ୍କ ଧାନ କିଣା ନେଇ ଓଡ଼ିଶା ସରକାରଙ୍କୁ ହଙ୍ଗେରୀଛନ୍ତି ବିଜେପି ଓ କଂଗ୍ରେସ ବିଧାୟକ। ସରକାରଙ୍କ ଠାରୁ ଠୋସ୍ ପ୍ରତିଶ୍ରୁତି ମାଗି ବିଧାନସଭାକୁ ଚାରି ଦିନ ହେଲା ଅଚଳ କରିଛନ୍ତି । ସରକାର ସବୁ ଧାନ କିଣିବାକୁ ନିର୍ଭର ପ୍ରତିଶ୍ରୁତି ଦେଲେ ଯାଇ ଗୃହ ଚାଲିବ ବୋଲି ସେମାନେ ଅଡ଼ି ବସିଥିବାବେଳେ,ସେପଟେ ବିଜେଡି ବିଜେପି କେନ୍ଦ୍ରସରକାରଙ୍କ ହସ୍ତକ୍ଷେପ ଲୋଡୁଛନ୍ତି […]
ବାସ୍ତବବ୍ୟୁରୋ:(ଭୁବନେଶ୍ବର) ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ଧାରୁଆ ପଂଚାୟତରେ,ବହୁ ବର୍ଷ ଧରି ଇଏସ୍ଆଇ ସୁପର ସ୍ପେସାଲିଟି ହସ୍ପିଟାଲ ନିର୍ମାଣ ପାଇଁ ଜାଗା ସ୍ଥିର ହୋଇଥିଲେମଧ୍ୟ ହୋଇପାରୁନଥିବାରୁ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଚିନ୍ତାବ୍ୟକ୍ତ କରିଛନ୍ତି |ଏଥିପାଇଁ ସେ କେନ୍ଦ୍ର ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟି ତୁରନ୍ତ ଏହି ହସ୍ପିଟାଲ ନିର୍ମାଣ ପାଇଁ ଅନୁରୋଧ କରିଛନ୍ତି । ଏହି ହସ୍ପିଟାଲକୁ ପୂର୍ବରୁ ସ୍ଥାନ ନିରୂପଣ କରାଯାଇଥିବା ଜଟଣୀ ନିର୍ବାଚନ […]
ବାସ୍ତବବ୍ୟୁରୋ:ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପାଇଁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏପ୍ରିଲ ୨ରେ ଓଡ଼ିଶା ଆସିବେ | ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ବିଧିବଧ୍ୟ ଭାବେ ଖବର ପ୍ରକାଶ ହୋଇଛି । ଏପ୍ରିଲ ୨ ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି।ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ, ଉପରାଷ୍ଟ୍ରପତିଙ୍କ ଗସ୍ତକୁ ସଫଳ କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ଉତ୍କଳ ବିଶ୍ବବିଦ୍ୟାଳ ।ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୩୨୩ରେ ପହଞ୍ଚିଛି । ଏଥି ମଧ୍ୟରୁ ୬୨୨ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୩୫୭୩୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ । ଶାସକ ଦଳ କ୍ଷମା ପ୍ରାର୍ଥନା ପାଇଁ ଅଡି ବସିଥିବାବେଳେ ବିରୋଧୀ ମଣ୍ଡି ଅବ୍ୟବସ୍ଥାକୁ […]
ବାସ୍ତବବ୍ୟୁରୋ:ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରିବା ପାଇଁ ସରକାର ମେରା ରାସନ ଆପ ଆରମ୍ଭ କରିଛନ୍ତି। ମେରା ରାସନ ଆପ୍ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଦ୍ୱାରା ଉନ୍ମୋଚିତ ହୋଇଛି ଏବଂ ଏହା ଭାରତ ସରକାରଙ୍କ ୱାନ୍ ନେସନ୍ ୱାନ୍ ରେସନ୍ କାର୍ଡ (ONRC) ର ଏକ ଅଂଶ | ମୋର ରେସନ ଆପ୍ ସେହି ଶ୍ରମିକମାନଙ୍କ ପାଇଁ ବହୁତ ଉପଯୋଗୀ, ଯେଉଁମାନେ କାର୍ଯ୍ୟ ସଂପର୍କରେ ସ୍ଥାନାନ୍ତର […]


