ବାସ୍ତବ ବ୍ୟୁରୋ: ପରଲୋକରେ ଭବାନିପାଟଣା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଂଜୟ ଶତପଥି । ଆଜି (ବୁଧବାର) ସକାଳ ୮ ଟାରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। କିଛି ଦିନ ତଳେ ଗୁରୁତର ଅବସ୍ଥାରେ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ କର୍କଟ ରୋଗରେ ଆକ୍ରାନ୍ତ ଥିବାବେଳେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ ମଧ୍ୟ ହୋଇଥିବା ଜଣାପଡିଥିଲା। ଏନେଇ ସୂଚନା ଦେଇଛନ୍ତି ବିଶ୍ୱବିଦ୍ୟାଳୟ ଇନ୍ଚାର୍ଜ ଭିସି ନିବେଦିତା ନାଥ […]
ବାସ୍ତବ ବ୍ୟୁରୋ: ବଦଳିଲେ ୫ ରାଜ୍ୟର ରାଜ୍ୟପାଳ । ଓଡ଼ିଶା ସମେତ ୪ ରାଜ୍ୟର ରାଜ୍ୟପାଳଙ୍କ ବଦଳି ହୋଇଛି । ମିଜୋରାମ, କେରଳ, ବିହାର, ଓଡ଼ିଶା ଓ ମଣିପୁରର ରାଜ୍ୟପାଳଙ୍କ ବଦଳି ହୋଇଛି । ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ସ୍ଥାନରେ ଡକ୍ଟର ହରିବାବୁ କାମ୍ଭମପତିଙ୍କୁ ନିଯୁକ୍ତି ଦିଆଯାଇଛି । ହରି ବାବୁ ବର୍ତ୍ତମାନ ମିଜୋରାମର ରାଜ୍ୟପାଳ ଅଛନ୍ତି । ସେ ୧୬ତମ ଲୋକସଭାରେ ଆନ୍ଧ୍ର ପ୍ରଦେଶର ବିଶାଖାପଟନମ ସାଂସଦ […]
ବାସ୍ତବ ବ୍ୟୁରୋ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର କ୍ରୀଡ଼ାସୂଚୀ ଘୋଷଣା କରିଛି। ଫେବ୍ରୁଆରି ୨୩ରେ ଦୁବାଇରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଭାରତ ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଥମ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ୨୦ ଫେବ୍ରୁଆରିରେ ଖେଳିବ। ଦୁବାଇରେ ମଧ୍ୟ ଏହି ମ୍ୟାଚ୍ ଖେଳାଯିବ। ସୂଚନାନୁଯାୟୀ, ହାଇବ୍ରିଡ୍ ମଡେଲ ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ୟୁଏଇକୁ ବାଛିଥିଲା। ତେଣୁ ଭାରତୀୟ ଦଳ ନିଜର ସମସ୍ତ ମ୍ୟାଚ୍ ୟୁଏଇରେ ଖେଳିବ। […]
ବରଗଡ଼୨୪/୧୨(ନବୀନ କୁମାର ଦାଶ):ବ୍ୟସ୍ତ ବହୁଳ ଲୁହୁରାଚଟି- ସମ୍ବଲପୁର ୫୩ନଂ ଚାରି ଥାକିଆ ମୁଖ୍ୟ ଜାତୀୟ ରାଜପଥ ପ୍ରାୟତଃ ବରଗଡ଼ ରୁ ସମ୍ବଲପୁର ମଧ୍ୟରେ ଟ୍ରାଫିକ ସମସ୍ୟା ଅଣାୟତ୍ତ ।ଦିନକୁ ଦିନ ଛୋଟ ମୋଟ ଘଟଣା ଠାରୁ ଆରମ୍ଭ କରି ମର୍ମନ୍ତୁଦ ଘଟଣା ମାନ ଘଟି ମୂଲ୍ୟ ବାନ ଜୀବନ ବଳି ପଡ଼ି ମୁଣ୍ଡ ପରେ ମୁଣ୍ଡ ଗଡି ଯାଉଥିଲେ ହେଁ ପ୍ରଶାସନ ନିଦା ବିଷ୍ଣୁ ସାଜିଛି। ରାଜରାସ୍ତା ନିର୍ମାଣ କାରୀ […]
ବାସ୍ତବ ବ୍ୟୁରୋ: ବର୍ତ୍ତମାନ ରାଜ୍ୟରେ ଶୀତ ଜାରି ରହିଛି। ଆଗାମୀ ୩ ଦିନ ମଧ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ କମିବ। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସେପଟେ ଅଦିନିଆ ବର୍ଷାକୁ ନେଇ ସତର୍କ କରିଛନ୍ତି ଆଇ ଏମ ଡି ଡ଼ିଜି। ଆସନ୍ତାକାଲିଠୁ ରାଜ୍ୟରେ ପୁଣି ବର୍ଷା ହେବ। ବଙ୍ଗୋପସାଗରରେ ଥିବା ଲଘୁଚାପ ସୃଷ୍ଟି ହୋଇଥିବା ଯୋଗୁଁ ବର୍ଷା ହେବ। […]
ସଂଜୟ ଶତପଥୀ(କଟକ): କଟକ ର ନାରୀ ସଂଘ ସଦନ ଠାରେ ମହିଳା ସ୍ବାବଲମ୍ବୀ ଅନୁଷ୍ଠାନ ସାଫରନ୍ ର ଅଧ୍ୟକ୍ଷା ଶ୍ରୀମତୀ ଅରୁପା ପରିଜାଙ୍କ ସଭାପତିତ୍ବରେ ଏକ ଫୁଡ୍ ଫେଷ୍ଟିଭାଲ ର ଆୟୋଜନ କରାଯାଇଥୂଲା। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଶ୍ରୀ ରାମଚନ୍ଦ୍ର ଦାସ, ଅଧ୍ୟକ୍ଷ,ଓରଫ୍ରେସ୍, ସମ୍ମାନିତ ଅତିଥି ଭାବେ ଶ୍ରୀ ନିଶିକାନ୍ତ ମିଶ୍ର, ଅଧ୍ୟକ୍ଷ, ଟିମ୍ ଆଡମାର୍କ, ବିଶିଷ୍ଟ ଚିକିତ୍ସକ ଡ.ଅମୀୟ ମହାପାତ୍ର, ମୂଖ୍ୟ ବକ୍ତା ଭାବେ ଆଧ୍ୟାତ୍ମିକ […]
ବାସ୍ତବ ବ୍ୟୁରୋ: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨୪ ତାରିଖ ଠାରୁ ଦୁଇଦିନ ଯାଏଁ ରାଜ୍ୟରେ ପୁଣି ବର୍ଷା ସହ ଘନ କୁହୁଡ଼ି ହୋଇପାରେ। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷାର ସମ୍ଭାବନା ରହିଛି। ଫଳରେ ଡିସେମ୍ବର ୨୪ ତାରିଖରେ ରାଜ୍ୟର ୭ଟି ଜିଲ୍ଲାରେ ହାଲୁକରୁ ମଧ୍ୟମଧରଣର ବର୍ଷା ଆକଳନ କରାଯାଇଛି। କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି […]
ସଂଜୟ ଶତପଥୀ(କଟକ): ଆଜି କଟକ ର ବାଣିପୀଠ ଶ୍ରୀରାମଚନ୍ଦ୍ର ଭବନ ଠାରେ ଜନନେତା ପ୍ରଦ୍ୟୁମ୍ନ ବଳ ସ୍ମୁତି କମିଟି,ଓଡିଶା ପକ୍ଷରୁ ଓଡ଼ିଶା ର ବିଶିଷ୍ଟ ଜନନେତା, ପୂର୍ବତନ ସାଂସଦ, ଦୈନିକ ସମ୍ବାଦପତ୍ର “ପ୍ରଗତିବାଦୀ”ର ପ୍ରତିଷ୍ଠାତା ପ୍ରବାଦ ପୁରୁଷ ପ୍ରଦ୍ୟୁମ୍ନ ବଳଙ୍କ ସ୍ମୁତି ଉତ୍ସବ ମହାସମାରୋହରେ ଡକ୍ଟର ବିଜୟାନନ୍ଦ ସିଂହ, ପ୍ରଫେସର, ଗୋପବନ୍ଧୁ ଦାସ ରିସର୍ଚ୍ଚ ଚେୟାର, କିସ୍ ବିଶ୍ବବିଦ୍ୟାଳୟ ଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ […]
ବରଗଡ଼:-୨୦.୧୨(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଏନ ଏସି ଅନ୍ତର୍ଗତ ୫୩ନଂ ଚାରି ଥାକିଆ ମୁଖ୍ୟ ଜାତୀୟ ରାଜପଥ ବରଗଡ଼-ସମ୍ବଲପୁର ୱେ ଦୁର୍ଗା ମନ୍ଦିର ନିକଟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଅତାବିରା ଏଥେଲେଟିକ ଏସୋସିଏସନ ପକ୍ଷରୁ ଆଜି ଠୁ ତ୍ରି ଦିବସୀୟ ୧୩ତମ ସ୍ବର୍ଗତ ଟୁନୁ ପଣ୍ଡା ସ୍ମାରକୀ ରାଜ୍ୟ ସ୍ତରୀୟ ବ୍ୟାଡ ମିଣ୍ଟନ ଟୁର୍ଣ୍ଣାମେଣ୍ଟ ସଂଘ ର ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା ଙ୍କ ଅଧ୍ୟକ୍ଷତାରେ […]
ସଂଜୟ ଶତପଥୀ(କଟକ): କଟକ ର ଓଡ଼ିଶା ରିଜର୍ଭ ପୋଲିସ୍ ଲାଇନ୍ ରେ ଥୂବା ଓଡ଼ିଶା ପୋଲିସ୍ ହାଇସ୍କୁଲ ର ଦ୍ବିଦୀବସୀୟ ୧୭ ଦଶ କ୍ରୀଡ଼ା ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମମତା କରଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଆଜି ଉତ୍ସବ ର ଉଦଯାପନୀ ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ଓଡ଼ିଶା ପୋଲିସ୍ ମୂଖ୍ୟାଳୟ ର ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ବିଜୟଲକ୍ଷ୍ମୀ ଆଚାର୍ଯ୍ୟ […]


