ଜୟନ୍ତ ଶତପଥୀ(କେନ୍ଦ୍ରାପଡ଼ା):ତା ୦୩/୦୬: କେନ୍ଦ୍ରାପଡ଼ା ଜିଲ୍ଲାରେ ଶାନ୍ତିପୂର୍ଣ୍ଣଭାବେ ସମାପ୍ତ ହୋଇଛି ଭୋଟ୍ ଗ୍ରହଣ। କେନ୍ଦ୍ରାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟଠାରେ ଆସନ୍ତାକାଲି ସକାଳ ୮ଘଟିକାରୁ ଆରମ୍ଭ ହେବ ଭୋଟଗଣତି । ପ୍ରତ୍ୟେକ ବିଧାନସଭା ପାଇଁ ୧୦ ଲେଖାଏଁ ଟେବୁଲ୍ର ଆୟୋଜନ କରାଯାଇଛି ।ବିଧାନସଭା ଭୋଟ ଗଣତି ପାଇଁ ମୋଟ୍ ୫୦ଟି ଟେବୁଲ୍ ରହିଛି ।କ୍ରମିକ ନମ୍ବର ୯୬-ପାଟକୁରା, ୯୭-କେନ୍ଦ୍ରାପଡ଼ା, ୯୮-ଆଳି, ୯୯-ରାଜନଗର, ୧୦୦-ମହାକାଳପଡ଼ା ବିଧାନସଭା କ୍ଷେତ୍ର ପାଇଁ ପ୍ରତିଦ୍ଵନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଭୋଗଣତି […]
ବାସ୍ତବ ବ୍ୟୁରୋ: ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥର ୬୫ ହଜାର ୭୪୨ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେଇଥିବା ବେଳେ ସେ୍ଥିମଧ୍ୟରୁ ୫୬ହଜାର ୪୭ ଜଣ ରାଙ୍କ ପାଇଛନ୍ତି। ବି.ଫାର୍ମାରେ ସାଗରିକା ଦାଶ ଟପ୍ପର ହୋଇଥିବା ବେଳେ ଏମ୍. ଫାର୍ମାରେ ପଦ୍ମାଳୟା ମିଶ୍ର ଟପ୍ପର ହୋଇଛନ୍ତି। ସେହିପରି ଏମବିଏରେ ସୂର୍ଯ୍ୟକାନ୍ତ ପୃଷ୍ଟି, ଏମସିଏ/ଏମଏସସି (କଂପ୍ୟୁଟର ସାଇନ୍ସ)ରେ ବ୍ରହ୍ମାନନ୍ଦ ମହାରଣା, ସିଭିଲ ଇଞ୍ଜିନିୟରିଙ୍ଗରେ ରବୀନ୍ଦ୍ର ସାହୁ, […]
ଭୁବନେଶ୍ବର: ସାରସ୍ବତ ସମାଜ, ଓଡିଶା, ଭୁବନେଶ୍ବର ର ମାସିକ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ସୁସାହିତ୍ଯିକ ତଥା କଣ୍ଠଶିଳ୍ପୀ ଭାରତୀ ଭୂଷଣ ପଟ୍ଟନାୟକ ଙ୍କ ସଭାପତିତ୍ବରେ ୟୁନିଟ ୩ ଭୁବନେଶ୍ଵର ସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଥା ସୁସାହିତ୍ଯିକା ଉଷାରାଣୀ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କ ବକ୍ତବ୍ଯରେ କବି ଓ କବୟତ୍ରୀ ମାନଙ୍କ ହୃଦୟରେ ଆତ୍ମାରେ ଅହରହ […]
ବାସ୍ତବ ବ୍ୟୁରୋ: ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିଲେ ଏବେ ଗାଡ଼ି ଜବତ ହେବା ସହ ମୋବାଇଲ୍ ମଧ୍ୟ ହେବ ଜବତ । ଗାଡ଼ି କୋର୍ଟ ଚାଲାଣ କରିବା ସହ ମୋବାଇଲକୁ ଜବତ କରିବ ପୋଲିସ । ଚେକିଙ୍ଗ ସମୟରେ ପୋଲିସ ଉପରକୁ ଗାଡ଼ି ଚଢାଇ କେତେକ ଅମାନିଆ ଡ୍ରାଇଭର ଖସି ପଲାଉ ଥିବା ନଜିର ଆସିଛି । ସେମାନଙ୍କୁ ସାବାଡ କରିବା ପାଇଁ କମିସନରେଟ ପୋଲିସ ଏବେ […]
କେନ୍ଦୁଝର,୨/୬ ): ଆଉ ନାହାଁନ୍ତି ବିଶିଷ୍ଟ କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । ୮୮ ବର୍ଷ ବୟସରେ କେନ୍ଦୁଝର ବୈଦ୍ୟରାଜ ସାହି ବାସଭବନରେ ତାଙ୍କର ଦେହାନ୍ତ ଘଟିଛି। ତାଙ୍କ ବିୟୋଗରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି । ଏପ୍ରିଲ ୧ରେ ଶ୍ରୀ କୁଅଁର ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ବୟସାଧିକ୍ୟ କାରଣରୁ ସେ […]
ସଂଜୟ ଶତପଥୀ(କଟକ): ବାଦାମବାଡି ଥାନା ଅନ୍ତର୍ଗତ ଓ ସି.ଏମ.ସି ୩୭ ୱାର୍ଡ ଅନ ବିଶିନାବର ଜେନାସାହିରେ ୨୫ ବର୍ଷରୁ ଉର୍ଷ ଘରକରି ରହିଆସୁଥିବା ଦଳିତ ବୁଲୁ ସାମଲଙ୍କ ପରିବାରର ଅନ୍ୟ ସଦସ୍ୟ ଙ୍କ ଘରୁ ହଠାତ TPCODL ବା ବିଦ୍ୟୁତ୍ ବିଭାଗ ବିଭିନ୍ନ ଆଳ ଦେଖାଇ ଜୋର ଜବରଦସ୍ତ ତାଙ୍କ ଘରୁ ବିଦ୍ୟୁତ୍ ବିଚ୍ଛିନ୍ନ କରିଦେବା ଦ୍ବାରା ୧୫ ଦିନରୁ ଉଦ୍ଧ ଦଳିତ ପରିବାର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ସମୟରେ […]
ବାସ୍ତବ ବ୍ୟୁରୋ: ଆଜି ଓଡିଶାରେ ମାରାଥନ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ, ରାଜ୍ୟ ସରକାର ଓ ବିଜେଡି ଉପରେ ଜୋରଦାର ବର୍ଷିଛନ୍ତି । ମଞ୍ଚ ଉପରୁ ରତ୍ନଭଣ୍ଡାର ଚାବିଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟା କଥା ଉଠାଇଛନ୍ତି ମୋଦୀ । ଶେଷ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ସଂସଦୀୟ କ୍ଷେତ୍ରରେ ପ୍ରଚାର କରି ବିଜେପି ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କ […]
ବାସ୍ତବ ବ୍ୟୁରୋ: ଖୁବ୍ ଶୀଘ୍ର ଗ୍ରୀଷ୍ମପ୍ରବାହରୁ ମିଳିବ ମୁକ୍ତି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନାନୁଯାୟୀ, ଆସନ୍ତା ୫ ଦିନ ମଧ୍ୟରେ ମୌସୁମୀ କେରଳ ଛୁଇଁବାକୁ ଯାଉଛି । ଆଇଏମଡି କହିଛି ଯେ ଏଥର ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ । ମୌସୁମୀ ପ୍ରବେଶ ପାଇଁ କେରଳରେ ସ୍ଥିତି ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ କହିଛି। ଆସନ୍ତା ୫ ଦିନ ପର୍ୟ୍ୟନ୍ତ ପାଗରେ ପରିବର୍ତ୍ତନ ହେବ। ଆଇଏମଡି କହିଛି […]
ନବୀନଦାଶ(ବରଗଡ):ଆଜି ସମଗ୍ର ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଅଛି।ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏ ସି ଅନ୍ତର୍ଗତ ଲାଦେରପାଲି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ୧୦୦(ଶତ ପ୍ରତିଶତ) ରେଜଲ୍ଟରେ ବାଜି ମାରି ସମସ୍ତ ଛାତ୍ରଛାତ୍ରୀ ୫୦%ରୁ ଉର୍ଦ୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ସହ ଅପୂର୍ବ ସଫଳତା ହାସଲ କରି ନୂତନ ଇତିହାସ ସୃଷ୍ଟି କରିଛନ୍ତି। ଯାହା ବିଦ୍ୟାଳୟ ପାଇଁ ଗର୍ବ ଏବଂ ଗୌରବର ବିଷୟ […]
ବାସ୍ତବ ବ୍ୟୁରୋ : ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ । ଚଳିତ ଥର ମାଟ୍ରିକ୍ ପରୀକ୍ଷାରେ ପାସ ହାର ରହିଛି ୯୬.୦୭ ପ୍ରତିଶତ । ଚଳିତ ଥର ପୁଅଙ୍କଠାରୁ ଆଗରେ ରହିଛନ୍ତି ଝିଅ । ଏଥର ମୋଟ ୫ ଲକ୍ଷ ୪୧ ହଜାର ୬୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିବା ବେଳେ ୫ ଲକ୍ଷ ୩୦ ହଜାର ୧୫୩ ଜଣ ପାସ୍ […]


