ଭୁବନେଶ୍ୱର, ଅକ୍ଟୋବର ୩୦: ବିଶିଷ୍ଟ ସାହିତ୍ୟିକ, ଉଦୀୟମାନ କବି ତଥା ମର୍ମଜ୍ଞ ରାଜନୈତିକ ନେତା ଶ୍ରୀ ଶଙ୍କର୍ଷଣ ପରିଡ଼ା (ଶଙ୍କର ଭାଇ) ଆଉ ନାହାଁନ୍ତି। ଆଜି ୩୦/୧୦/୨୦୨୫ ତାରିଖରେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କ ବିୟୋଗରେ ଓଡ଼ିଶାର ସାହିତ୍ୟ, ରାଜନୀତି ଓ ସାମାଜିକ କ୍ଷେତ୍ରରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି ହୋଇଛି। ଫୁସଫୁସ କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱରସ୍ଥିତ AIIMS ଠାରେ ଚିକିତ୍ସାଧୀନ ଥିଲେ ଏବଂ ସେଠାରେ ହିଁ […]
କଳା
ବରଗଡ଼୨୯/(ନବୀନ କୁମାର ଦାଶ):ସ୍ବାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ କ୍ଷୁଦ୍ରଗଳ୍ପ ସାମାଜିକ ପ୍ରତିବଦ୍ଧତାର ମାର୍ମିକ ଉଚ୍ଚାରଣ। ବ୍ୟକ୍ତି ନୁହେଁ ଗୋଷ୍ଠୀ ର ବିକାଶ ପରିପ୍ରକାଶ ହିଁ ଏହାର ବ୍ୟାପ୍ତି ଓ ଦୀପ୍ତି। ଜାତୀୟ ଜୀବନ ର ଜୟଗାନ ହେଉଛି ତାର ଉଦ୍ଘୋଷିତ ମନ୍ତ୍ର।ସର୍ବୋ ପରି ମାନବବାଦର ମହନୀୟ ଉଚ୍ଚାରଣ ହିଁ ସ୍ବାଧୀନତା ପୂର୍ବ ବର୍ତ୍ତୀ ଓଡ଼ିଆ ଗଳ୍ପର ମର୍ମ ସ୍ବର ବୋଲି ବରଗଡ଼ ପଞ୍ଚାୟତ ମହା ବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ […]
–ଯାଜପୁର ଟାଉନ କାଳୀ ପୂଜା ଆମସାହି ମେଢ଼ ପ୍ରତିଯୋଗିତାର ବିଜେତା ଘୋଷଣା–ବେଷ୍ଟ ତୋରଣ- ମାଆ ଆଦ୍ୟ ଗରୁଡ଼ କାଳୀ ପୂଜା କମିଟି-ବେଷ୍ଟ ମୂର୍ତ୍ତି- ନାରାୟଣ ଛକ ପୂଜା କମିଟି-ବେଷ୍ଟ ମେଢ଼- ଗରିଆପୁର ଶ୍ୟାମାକାଳୀ କମିଟି-ବେଷ୍ଟ ସାଜସଜ୍ଜା- କିଆନାଳି କୂଳ କାଳୀପୂଜା କମିଟି-ବେଷ୍ଟ ବାରୁଆଳି- ମହାବୀର ଛକ ପୂଜା କମିଟି-ଜୁରି ଆୱାର୍ଡ- ମାର୍କେଟ୍ ଛକ ଶ୍ୟାମା ପୂଜା କମିଟି
ଭୁବନେଶ୍ବର(ନି.ପ୍ର): କବି, ଔପନ୍ୟାସିକ ଓ ପ୍ରଶାସକ ରାଜେନ୍ଦ୍ର କିଶୋର ପଣ୍ଡା ଆଉ ନାହାନ୍ତି। ଆଜି ପୂର୍ବାହ୍ନ ସାଢ଼େ ୧୧ଟା ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ୧୯୪୪ ଜୁନ୍ ୨୪ ତାରିଖରେ ଝାରସୁଗୁଡ଼ା ଜିଲ୍ଲାର ବତଲଗା ଗାଁରେ ସେ ଜନ୍ମଗ୍ରହଣ କରିଥିଲେ। ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ।୧୯୪୭ରେ ଶ୍ରୀ ପଣ୍ଡାଙ୍କର ପ୍ରଥମ କବିତା […]
ଭୁବନେଶ୍ବର(ନି.ପ୍ର): ପ୍ରତ୍ୟେକ ପର୍ବ ପର୍ବାଣୀରେ ଜୀ ସାର୍ଥକର ସମସ୍ତ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ସୁପରହିଟ ଫିଲ୍ମ ସବୁ ଓଡିଆ ଦର୍ଶକଙ୍କ ମନ ଜିତିବାରେ ସବୁବେଳେ ସଫଳ ହୋଇଛି । ଓଡ଼ିଶାର ୧ ନମ୍ବର ମନୋରଞ୍ଜନ ଚ୍ଯାନେଲ ଭାବରେ ପରିଚିତ ଜୀ ସାର୍ଥକରେ ଆସନ୍ତା ୨୬ ଅକ୍ଟୋବର ସନ୍ଧ୍ୟା ୬.୩୦ରେ ୱାର୍ଲ୍ଡ ଟିଭି ପ୍ରିମିୟର ହେବାକୁ ଯାଉଛି ଓଡିଆ ବ୍ଲକବଷ୍ଟର ଫିଲ୍ମ ‘ଅନନ୍ତା‘ । ଏଥି ପୂର୍ବରୁ ଜୀସାର୍ଥକର ଏକାଧିକ […]
ଭୁବନେଶ୍ୱର(ନି.ପ୍ର) ଲକ୍ଷେଶ୍ୱର ପ୍ରଡ଼କସନ ବ୍ୟାନରରେ,ପ୍ରସ୍ତୁତ ତଥା ସୌରଭ ପାଢ଼ୀଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଚକ୍ରାନ୍ତ‘ ର ପୋଷ୍ଟ ପ୍ରଡ଼କସନ ଶେଷ ଜାନୁଆରୀ ରେ ଶୁଭମୁକ୍ତି ପାଇଁ ପ୍ରସ୍ତୁତ ହୋଇସାରିଛି l ପ୍ରଥମଥର ପାଇଁ ଭୂମିକାଙ୍କ ସହିତ ନାୟକ ମଣ୍ଟୁ ନଜର ଆସୁଛନ୍ତି l ଚକ୍ରାନ୍ତ ର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଭାର କାନ୍ଧେଇଛନ୍ତି ବହୁ ଅଭିଜ୍ଞ ନିର୍ଦ୍ଦେଶକ ପିନୁ ନାୟକ।କାହାଣୀ ରଚନା କରିଛନ୍ତି ଦିଶା ପାଢ଼ୀ ଏବଂ ସଂଳାପ […]
ଭୁବନେଶ୍ୱର(ତ୍ରିଭୁବନ ମହାପାତ୍ର):ଅକ୍ଟୋବର ୧୫: ଓଡ଼ିଆ ନାଟକ ଜଗତର ଅନନ୍ୟ ବ୍ୟକ୍ତିତ୍ୱ ତଥା ବରିଷ୍ଠ ନାଟ୍ୟକାର,ନିର୍ଦ୍ଦେଶକ ଓ କୁଶଳୀ ମଞ୍ଚକଳାକାର ଡ଼.ସଚି ଦାସଙ୍କ ୯୧ତମ ଜନ୍ମଦିନ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ପାଳିତ ହୋଇଯାଇଛି।ଏହି ଶୁଭ ଅବସରରେ ଡ଼ଃ ଦାସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ, ତାଙ୍କ ନାମରେ ନାମିତ ନାଟକ “ଇନ୍ଦ୍ରପୁରୀରେ ସଚି” ପରିବେଷଣ କରାଯାଇଥିଲା। ଏହି ନାଟକ ମାଧ୍ୟମରେ ଡ଼ଃ ଦାସଙ୍କ ନାଟ୍ୟ ଜୀବନୀ ଓ […]
ଭୁବନେଶ୍ବର(ନି.ପ୍ର): ଅଗ୍ରଣୀ ସଂଗଠନ ଭାଗବତ ଟୁଙ୍ଗି ପ୍ରଚାର ସମିତି ଓଡ଼ିଶା ତରଫରୁ ଭୁବନେଶ୍ୱର ନଅ ନମ୍ବର ଲେନ୍ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ସମିତିର ସଭାପତି ବାବାଜି ସ୍ବାଇଁ (ନଙ୍ଗୁଳି ବାବା) ଙ୍କ ଅଧ୍ୟକ୍ଷତା ରେ ଏକ ରାଜ୍ୟ ସ୍ତରୀୟ ଭକ୍ତ ସମ୍ମିଳନୀ ଅନୁଷ୍ଠିତ ହୋଇ,ନୂତନ କର୍ମକର୍ତ୍ତାଙ୍କ ଚୟନ କରାଯାଇଛି। ଏହି ସଭାରେ ଓଡିଶାରୁ କୋଣ ଅନୁକୋଣରୁ ଭଗବତ ପ୍ରେମିମାନେ ଯୋଗ ଦେଇ ଥିଲେ।ଉକ୍ତ ସଭାରେ ନିୟମ ଅନୁଯାୟୀ ପରିଚାଳନା […]
ଭୁବନେଶ୍ୱର(ନି.ପ୍ର)୦୬/୦୯:ଦିବଂଗତ କବି ପ୍ରହରାଜ ସତ୍ୟ ନାରାୟଣ ନନ୍ଦଙ୍କ ସାରସ୍ୱତ ଅବଦାନ ବିପୁଳ କିନ୍ତୁ ବିଶେଷ ଭାବରେ ଅନାଲୋଚିତ।ସମକାଳ ଲେଖକମାନେ ପୂର୍ବସୂରୀମାନଙ୍କ ରଚନା ନେଇ ଅଧିକ ଆବଶ୍ୟକତା ରହିଛି ବୋଲି ପ୍ରସିଦ୍ଧ କବି ଫନୀ ମହାନ୍ତି ପ୍ରକାଶ କରିଛନ୍ତି । ଆଜି ସନ୍ଧ୍ୟାରେ ଜୟଦେବ ଭବନରେ ଅନୁଷ୍ଠିତ “ପ୍ରଣମ୍ୟ ପ୍ରହରାଜ ” କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥିମାନେ ଉପରୋକ୍ତ ମର୍ମରେ ମତ ଦେଇଛନ୍ତି।ବର୍ଷା ପବ୍ଲିକେସନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ବବିଦ୍ୟାଳୟର […]
ଭୁବନେଶ୍ଵର(ନି.ପ୍ର)୧୭/୮: ବର୍ଷା ପବ୍ଲିକେସନ୍ ପକ୍ଷରୁ ଭାରତୀୟ ବିଦ୍ୟାଭବନରେ ତୃତୀୟ ‘ବର୍ଷା ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି।ସାରାଦିନ ଉତ୍ସବରେ ‘ନଈ’ ସବୁ ସାହିତ୍ୟ ସ୍ରଷ୍ଟା ତଥା ସାହିତ୍ୟ ପ୍ରେମିଙ୍କୁ ବାନ୍ଧି ରଖିଥିଲା। ପ୍ରଥମ ଅଧିବେଶନରେ ଭଦ୍ରକ ମନ୍ତେଇ ନଦୀର କଥା ଓ କାହାଣୀକୁ ନେଇ ଏକ ଖୁଦାର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ କବି କେଶବ କୃଷ୍ଣପ୍ରସାଦ ବେହେରାଙ୍କ କାନ୍ଦଣାଗୀତ ଗାଇଥିଲେ ଅନ୍ନପୂର୍ଣ୍ଣା ମହାନ୍ତି ଏବଂ ପଲ୍ଲୀଗୀତ ଗାଇଥିଲେ ଅଭିମନ୍ୟୁ ଜେନା […]


