୧-ସର୍ବସାଧାରଣରେ ମଦ୍ୟପାନ ବେଳେ କମିଶନରେଟ ପୋଲିସର ଚଢାଉ, ୧୩୨ ମଦ୍ୟପଙ୍କ ନିକଟରୁ ୬୬ ହଜାର ଟଙ୍କା ଆଦାୟ। ୨-ପିଆଜ ଦର ଆକାଶଛୁଆଁ,୫୫ ଡେଇଁଲା। ୩-ଭୁବନେଶ୍ୱର ଜନତା ମଇଦାନରେ ଉଦଘାଟିତ ହେଲା ନ୍ୟାସନାଲ ଟ୍ରାଇଭାଲ ଫେଷ୍ଟିଭାଲ୍ ‘ଆଦି ମହୋତ୍ସବ’। ୪-କେନ୍ଦ୍ରାପଡ଼ା:କ୍ରେଡିଟ୍ କୋ. ସଭାପତିଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପୀଡିତା, ସେ ବିଜେଡି ଲୋକ ତେଣୁ ପୋଲିସ ଚାପରେ, ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବି। ୫-କୋରାପୁଟ:ନକ୍ସଲ ମୁକ୍ତ ହେବ ସ୍ୱାଭିମାନ […]
ଦେଶ ଓ ବିଦେଶ
ବାସ୍ତବ ବ୍ୟୁରୋ (ଭୁବନେଶ୍ୱର): ଭାରତୀୟ ମହିଳା ହକି ଟିମ୍ ଟୋକିଓ ଅଲିମ୍ପିକ-୨୦୨୦ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି। ଶନିବାର ମ୍ୟାଚ୍ରେ ଆମେରିକା ଠାରୁ ପରାସ୍ତ ହୋଇଥିଲେ ମଧ୍ୟ ୨ ଦିନର ଖେଳ ପ୍ରଦର୍ଶନ ଆଧାରରେ ଭାରତୀୟ ଟିମ୍ ଟୋକିଓ ପାଇଁ ଟିକେଟ ହାସଲ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଉଭୟ ଭାରତ ଓ ଆମେରିକା ମଧ୍ୟରେ ୨ଟି ମ୍ୟାଚ ଖେଳାଯାଇଛି। ଭାରତୀୟ ମହିଳା ହକି ଟିମ୍ର ସଫଳତାରେ ମୁଖ୍ୟମନ୍ତ୍ରୀ ନବୀନ […]
୧-ସ୍ୱର୍ଗଦ୍ୱାରର ବିକାଶ ପାଇଁ ଖର୍ଚ୍ଚ ହେବ ୫କୋଟି, ହଟିବ ବିଜୁ ବାବୁଙ୍କ ସମାଧି। ୨-ଅଚାନକ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ମେଡିକାଲ ସମସ୍ୟା ସମ୍ପର୍କରେ କଲେ ଆଲୋଚନା। ୩-ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ: ୩ ତାରିଖ ସୁଦ୍ଧା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବା ସମ୍ଭାବନା। ୪-ଏବେ ସବୁ ଆରଟିଓରୁ ମିଳିବ ଡ୍ରାଇଭିଂ ଲାଇସେନ୍ସ ଓ ରେଜିଷ୍ଟ୍ରେସନ। ୫-ବାଲିଯାତ୍ରାକୁ ମିଳିଲା […]
ବାସ୍ତବ ବ୍ୟୁରୋ (ନୂଆଦିଲ୍ଲୀ): ଝାଡ଼ଖଣ୍ଡ ବିଧାନମଭା ପାଇଁ ଆଜି ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେପରେ ଆଜିଠାରୁ ଝାଡଖଣ୍ଡରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇ ଯାଇଛି । ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ପାଇଁ ଆସନ୍ତା ନଭେମ୍ବର ୩୦ ତାରିଖ ଠାରୁ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ କମିଶନ ଆଜି ଅପରାହ୍ଣରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ପ୍ରଥମ […]
ବାସ୍ତବ ବ୍ୟୁରୋ: ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବିଜେପିର ନବ ନିର୍ବାଚିତ ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡନାବୀସ୍ ଆସନ୍ତା ୫ କିମ୍ବା ୬ ତାରିଖ ଦିନ ଶପଥ ଗ୍ରହଣ କରିବେ। ଏକ ବିରାଟ ଆକାରରେ ଆୟୋଜିତ ହେବାକୁ ଥିବା ଏହି ଶପଥ ଗ୍ରହଣ ଉତ୍ସବ ମୁମ୍ବାଇର ୱାେଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଶପଥ ଗ୍ରହଣ ପାଇଁ ଆୟୋଜିତ ହେବାକୁ ଥିବା ଉତ୍ସବକୁ ଭବ୍ୟ ଆକାରରେ ଆୟୋଜନ କରିବା ପାଇଁ […]
୧-ଭୁବନେଶ୍ୱର ଚନ୍ଦକା ସ୍ଥିତ ଶ୍ୟାମସୁନ୍ଦରପୁରରେ ହେବ ଷ୍ଟେଟ ଫରେଷ୍ଟ ଏକାଡେମୀ, ୪୦ କୋଟି ଟଙ୍କା ମଞ୍ଜୁର କଲା ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ। ୨-ଓଡ଼ିଶା ସରକାରୀ ସେବାର କଣ୍ଡକ୍ଟ ରୁଲର ଧାରା ୭ କୁ ସରକାର କଲେ କଡା କଡି, ଏଣିକି ଗଣ ମାଧ୍ୟମରେ ଆଉ ମୁହଁ ଖୋଲିବେନି ସରକାରୀ ବାବୁ , ବିଭିନ୍ନ ସ୍ତରରେ ଅସନ୍ତୋଷ ଜାରି। ୩-କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ […]
୧-ନଭେମ୍ବର ୩୦ରୁ ଡିବିଟି ଜରିଆରେ ହିତାଧିକାରୀଙ୍କ ବ୍ୟାଙ୍କଖାତାକୁ ଆସିବ ପେନ୍ସନ ରାଶି। ୨-ଶିଶୁ କଲ୍ୟାଣ ଅନୁଷ୍ଠାନକୁ ୧୦ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ୩-୧୩ଟି ମେଡିକାଲ ପାଇଁ ନିଯୁକ୍ତ ହେବେ ବରିଷ୍ଠ ଆଇଏଏସ୍ ଅଫିସର ପରଖିବେ କାର୍ଯ୍ୟଶୈଳୀ ଓ ଭିତ୍ତିଭୂମି । ୪-ଆଉ ରାସ୍ତାରେ ଗଡ଼ିନପାରେ ୧୫ବର୍ଷରୁ ଅଧିକ ପୁରୁଣା ଗାଡ଼ି। ଦେଶରେ ବଢ଼ି ଚାଲିଥିବା ପ୍ରଦୂଷଣକୁ ରୋକିବା ପାଇଁ ସ୍କ୍ରାପ୍ ପଲିସି ଆଣୁଛନ୍ତି କେନ୍ଦ୍ର ସରକାର। ୫-ରବି […]
୧-ଦୃତ ଗତିରେ ପୁରୀ ସୈ।ନ୍ଦର୍ଯ୍ଯକରଣ ଅଭିଯାନ, ଖର୍ଚ୍ଚ ହେବ ୬୮୪କୋଟି। ୨-କ୍ରୀଡା ହଷ୍ଟେଲ ଛାତ୍ରଛାତ୍ରୀଙ୍କ ଭତ୍ତା ବୃଦ୍ଧି : ମାସକୁ ଛାତ୍ରଙ୍କୁ ମିଳିବ ୩ଶହ, ଛାତ୍ରୀଙ୍କୁ ୫ଶହ। ୩-ଅଡିଟ୍ ହେଉ ରତ୍ନ ଭଣ୍ଡାର : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ୪-ପ୍ରକାଶ ପାଇଲା ଜାତୀୟ ଶିକ୍ଷା ନୀତି: ପ୍ରଥମରୁ ବିଶ୍ବବିଦ୍ୟାଳୟ ଶିକ୍ଷା ପର୍ଯ୍ୟନ୍ତ ସବୁ ଶ୍ରେଣୀର ବଦଳିବ ପାଠ୍ୟକ୍ରମ। ୫-ନଭେମ୍ବରରେ ମିଳିବ କାଳିଆ ଦ୍ୱିତୀୟ […]
୧-ଅଭିନବ ଢ଼ଙ୍ଗରେ ଦୀପାବଳି ପାଳିଲେ ପୋଲିସ ଅଧିକାରୀ, ଏସ୍ପିମାନେ ବିଭିନ୍ନ ଜିଲ୍ଲାର ବାଳାଶ୍ରମକୁ କରିଥିଲେ ଗସ୍ତ। ୨-ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ରହିବ ଶୁଖିଲା । ୩-ଏଣିକି ଜନ୍ମ ଓ ମୃତୁ୍ୟର ଇ-ପଞ୍ଜୀକରଣ କରିବ ସ୍ୱାସ୍ଥ୍ୟ ବିଭାଗ। ୪-ସୋର: ମଦ ନିଶାରେ ବାପ ଭାରସାମ୍ୟ ହରାଇବାରୁ ପାଞ୍ଚବର୍ଷର ପୁଅ ବ୍ରିଜରୁ ଖସି ନଦୀରେ ନିଖୋଜ: ରାଗରେ ଗ୍ରାମବାସୀ ମଦ ଦୋକାନ ଜାଳିଦେଲେ। ୫-ଉପହାର ସହ SOS […]
୧-ଆବାସ ଯୋଜନା ସ୍ୱଚ୍ଛତା ପାଇଁ ଖୋଲାଯିବ କଲ ସେଣ୍ଟର, ପ୍ରତ୍ୟକ୍ଷ ଭାବେ ଲୋକଙ୍କ ମତାମତ ନେବେ ସରକାର। ୨-ଜଗତସିଂହପୁର:କାର ଅଟକାଇ ମୁଣ୍ଡରେ ବନ୍ଧୁକ ଲଗାଇ ୫ ଲକ୍ଷ ଟଙ୍କାର ଗହଣା ଲୁଟ୍-କାର୍ ଚାବି ନେଇ ଗଲେ ଲୁଟେରା । ୩-ସାରା ରାଜ୍ୟରେ ଦୀପାବଳି ଓ ବାଣଫୁଟା ପାଇ ଏପରି ନିଆଯାଇଛି ସୁରକ୍ଷା ପଦକ୍ଷେପ,ରାତି ୧୦ ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ – ସରୁ ଗଳି ପାଇଁ ଏଥର ବାଇକ୍ରେ ନିଆଁଲିଭା […]


