ନୂଆ ଦିଲ୍ଲୀ: ପୁଲୱାମା ହମଲା ପରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ । ହେଲେ ଭାରତୀୟ ବାୟୁସେନାର ବିମାନ ପାକିସ୍ତାନ ଆତଙ୍କୀ ଶିବିରକୁ ନଷ୍ଟ କରିଥିବା କହୁଥିବାବେଳେ କିନ୍ତୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ରୋକଠୋକ୍ ପ୍ରଶ୍ନ ଉଠାଇଛନ୍ତି । ମମତାଙ୍କ କହିବା ଅନୁଯାୟୀ, ରିପୋର୍ଟ ଅନୁସାରେ ଭାରତୀୟ ବାୟୁସେନା ୧୦୦୦ କେଜିର ବମ୍ ବର୍ଷା କରିଛି । ହେଲେ ଏତେ ବଡ଼ ଷ୍ଟ୍ରାଇକ୍ ପରେ ମଧ୍ୟ ପ୍ରଧାନମନ୍ତ୍ରୀ […]

ଭାରତୀୟ ସେନାକୁ ବିପୁଳ ମାତ୍ରାରେ ସମର୍ଥନ ସହ ଆର୍ଥିକ ସହାୟତା ମିଳୁଥିବା ଦେଖିବାକୁ ମିଳିଛି I ଗତ ଫେବ୍ରୁଆରି ୧୪ ତାରିଖରେ ଜାମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ପକ୍ଷରୁ ହୋଇଥିବା ଆକ୍ରମଣର ୧୨ ଦିନ ପରେ ରକ୍ତ ତର୍ପଣ କରିଛି ଭାରତୀୟ ବାୟୁସେନା। ସେନାର ଏପରି ପଦକ୍ଷେପକୁ ସାରା ଦେଶ ଏବେ ପ୍ରଶଂସା କରିବାରେ ଲାଗିଛି। ଏବଂ ଏହି ସମୟରେ ଭାରତର ଲୋକପ୍ରିୟ କଣ୍ଠଶିଳ୍ପୀ ଲତା ମଙ୍ଗେସ୍‌କର ଭାରତୀୟ […]

ବଢୁଛି କେନ୍ଦ୍ରସରକାରଙ୍କ ପ୍ରତି ଲୋକପ୍ରିୟତା I ରାଜନେତା ଠୁ ଆରମ୍ଭକରି ଜନସାଧାରଣଙ୍କ ନିକଟରେ ବଢିଚାଲିଛି ମୋଦିଙ୍କ ପ୍ରତି ଭରପୁର ଭଲପାଇବା ଓ ସନମାନ I ଖାଲିସେତିକି ନୁହେଁ ଦେଶ କଣ ବାହାର ଦେଶବି ମୋଦିଙ୍କର ସପକ୍ଷରେ ଯିବାର ଦେଖିବାକୁ ମିଳିଛି I ଆମେରିକା ରୁଷିଆ ପରି ବଡ ବଡ ଦେଶ ମଧ୍ୟ ମୋଦିଙ୍କର ସପକ୍ଷରେ ପାକିସ୍ତାନ ଉପରକୁ ନାଲି ଆଖି ସହ ତାଗିତ କରିବା ଦେଖିବାକୁ ମିଳିଲାଣି I ନିକଟରେ […]

ହୋଇପାରେ ଭାରତ ଓ ପାକିସ୍ତାନ ମଧ୍ୟରେ ବୁଝାମଣା l ଭୁଲିଯାଇପାରେ ଭାରତ ଫେବୃଆରୀ ୧୪ର ପୁଲ୍‌ୱାମା ଆକ୍ରମଣର ସେ ଅଭୁଲା ଦିନକୁ l ଯେଉଁ ଦିନରେ ଭାରତର ୪୪ ଯବାନଙ୍କୁ ପାକିସ୍ତାନ ତାର କୂଟନୀତି କରି ଜୀବନ ନେଇଥିଲା I ଏନେଇ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତମ ବୁଝାମଣା କରିବା ନିମନ୍ତେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉତ୍ତର କୋରିଆ ମୁଖ୍ୟ କିମ୍‌ ଜଙ୍ଗ ଉନ୍‌ଙ୍କ ସହିତ ଆଲୋଚନା କରିଛନ୍ତି I […]

ନୂଆଦିଲ୍ଲୀ: ପୁଲୱାମା ଆତଙ୍କୀ ଆକ୍ରମଣରେ ଜବାବ ଦେଇଛି ଭାରତ । ଗତକାଲି ଭୋର ୩.୨୦ମିନିଟରେ ଭାରତର ବାୟୁ ସେନା ପାକିସ୍ତାନ ପାହଡ଼ ଉପରେ ଥିବା ଆତଙ୍କୀ ଶିବିର ଉପରେ ଅଚାନକ ଆକ୍ରମଣ କରିଥିଲା । ଯାହାକି ପାକିସ୍ତାନର ମୁଣ୍ଡବ୍ୟଥାର କାରଣ ପାଲଟିଥିଲା । ତେଣୁ ପାକିସ୍ତାନ ଆଜିତାର ଆକ୍ରମଣ ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଥିଲା । ଏମିତି କହିବାକୁ ଗଲେ ଦୁଇ ଦେଶ ମଧ୍ୟରେ ମୁହାଁ ମୁହିଁ ହୋଇଥିବା ଦେଖିବାକୁ […]

Pin It on Pinterest