ଭାରତୀୟ ସେନାକୁ ବିପୁଳ ମାତ୍ରାରେ ସମର୍ଥନ ସହ ଆର୍ଥିକ ସହାୟତା ମିଳୁଥିବା ଦେଖିବାକୁ ମିଳିଛି I ଗତ ଫେବ୍ରୁଆରି ୧୪ ତାରିଖରେ ଜାମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ଜୈଶ୍-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ପକ୍ଷରୁ ହୋଇଥିବା ଆକ୍ରମଣର ୧୨ ଦିନ ପରେ ରକ୍ତ ତର୍ପଣ କରିଛି ଭାରତୀୟ ବାୟୁସେନା। ସେନାର ଏପରି ପଦକ୍ଷେପକୁ ସାରା ଦେଶ ଏବେ ପ୍ରଶଂସା କରିବାରେ ଲାଗିଛି। ଏବଂ ଏହି ସମୟରେ ଭାରତର ଲୋକପ୍ରିୟ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଭାରତୀୟ ସେନାକୁ ୧ କୋଟି ଟଙ୍କା ପ୍ରଦାନ କରିବା ଘୋଷଣା କରିଛନ୍ତି I ଲତା ତାଙ୍କର ବାପାଙ୍କ ବାର୍ଷିକୀ ଉସଃଛବରେ ଏହି ଘୋଷଣା କରିଥିବା ଜଣାପଡିଛି I ପୂର୍ବରୁ ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ୨.୫ କୋଟି ଓ ଅକ୍ଷୟ କୁମାର ୫ କୋଟି ତାଙ୍କ ସହିଦଙ୍କ ପରିବାରକୁ ପ୍ରଦାନ କରିବାନେଇ ଘୋଷଣା କରିଥିଲେ I
Next Post
ମୋଦିଙ୍କୁ ଦିଦିଙ୍କ ପ୍ରଶ୍ନ ?ବାୟୁସେନାର ଏୟାରଷ୍ଟ୍ରାଇକକୁ ନେଇ ମମତାଙ୍କ ବୟାନ କଲା ସମସ୍ତଙ୍କୁ ତାଜୁବ !
Fri Mar 1 , 2019
ନୂଆ ଦିଲ୍ଲୀ: ପୁଲୱାମା ହମଲା ପରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ । ହେଲେ ଭାରତୀୟ ବାୟୁସେନାର ବିମାନ ପାକିସ୍ତାନ ଆତଙ୍କୀ ଶିବିରକୁ ନଷ୍ଟ କରିଥିବା କହୁଥିବାବେଳେ କିନ୍ତୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ରୋକଠୋକ୍ ପ୍ରଶ୍ନ ଉଠାଇଛନ୍ତି । ମମତାଙ୍କ କହିବା ଅନୁଯାୟୀ, ରିପୋର୍ଟ ଅନୁସାରେ ଭାରତୀୟ ବାୟୁସେନା ୧୦୦୦ କେଜିର ବମ୍ ବର୍ଷା କରିଛି । ହେଲେ ଏତେ ବଡ଼ ଷ୍ଟ୍ରାଇକ୍ ପରେ ମଧ୍ୟ ପ୍ରଧାନମନ୍ତ୍ରୀ […]

You May Like
-
7 years ago
ଅଶାନ୍ତ କାଶ୍ମୀର….
-
6 years ago
ଆଜିର ଖାସ୍ ଖବର
-
3 years ago
ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ମୁଶରଫଙ୍କ ଦେହାନ୍ତ…


