ବାସ୍ତବ ବ୍ୟୁରୋ: କେନ୍ଦ୍ର ସରକାର ଦେଶରେ ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ସମୟରେ ଆଧାର ଅଥେଣ୍ଟିକେସନ କୁ ଅନୁମତି ଦେଇଛନ୍ତି । ତେବେ ଆଉ ଏଭଳି ପଞ୍ଜିକରଣ ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ ହେବ ନାହିଁ । ଜୁନ ୨୭ ତାରିଖରେ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଜନ୍ମ ଏବଂ ମୃତ୍ୟୁ ପଞ୍ଜିକରଣ ସମୟରେ ପ୍ରଦାନ କରାଯାଇଥିôବା ପରିଚୟ ବିବରଣୀକୁ ପ୍ରମାଣୀକରଣ […]
ଦେଶ ଓ ବିଦେଶ
ବାସ୍ତବ ବ୍ୟୁରୋ: ଆଜି ‘କ୍ବାକ୍ବାରେଲି ସାଇମଣ୍ଡ୍ସ୍’ (କ୍ୟୁଏସ୍) ରିଲିଜ୍ କରିଥିବା ‘ୱାର୍ଡଲଡ୍ ୟୁନିଭର୍ସିଟି ରାଙ୍କିଙ୍ଗ୍’ରେ ସମଗ୍ର ବିଶ୍ବର ୧୫୦ଟି ଶ୍ରେଷ୍ଠ ବିଶ୍ବବିଦ୍ୟାଳୟରୁ ‘ଆଇଆଇଟି-ବମ୍ବେ’ ଅନ୍ୟତମ ବୋଲି ଉଲ୍ଲେଖ ଅଛି। ମୁମ୍ବାଇର ‘ଦି ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି’ ବା ‘ଆଇଆଇଟି-ବମ୍ବେ’ ମଧ୍ୟ ଅଫିସିଆଲ୍ ଷ୍ଟେଟ୍ମେଣ୍ଟ୍ ଜାରି କରି ଏ କଥା ସୂଚନା ଦେଇଛି। ପ୍ରଥମ କରି ସର୍ବୋଚ୍ଚ ରାଙ୍କ୍କୁ ଉଠିଥିବାରୁ ‘କ୍ୟୁଏସ୍’ର ସଂସ୍ଥାପକ ତଥା ‘ସିଇଓ’ ନନ୍ଜିଓ କ୍ବାକ୍ବାରେଲି ମଧ୍ୟ […]
ବାସ୍ତବ ବ୍ୟୁରୋ: ଗରମ ଯୋଗୁଁ ଟମାଟୋ ପଚିଯାଇ ବ୍ୟବସାୟୀଙ୍କୁ କ୍ଷତି ପହଞ୍ଚାଇଥିଲା ଆଉ ଏବେ ବର୍ଷା ଯୋଗୁଁ ଫସଲ ନଷ୍ଟ ହେବା ଯୋଗୁଁ ଆବଶ୍ୟକ ମୁତାବକ ଉତ୍ପାଦନ ହୋଇପାରୁନି । ତେଣୁ ୨୫ରୁ ୩୦ ଟଙ୍କାରେ ମିଳୁଥିବା ଟମାଟୋ ଏବେ ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି । ଦେଶର ବିଭିନ୍ନ ସ୍ଥାନରେ ଦର ଶହେ ଟଙ୍କା ପହଂଚିଲାଣି । ମେଟ୍ରୋ ସିଟିରେ ମଧ୍ୟ ଟମାଟୋ ଦର ପାଖାପାଖି ୧୦୦ରୁ […]
ବାସ୍ତବ ବ୍ୟୁରୋ: ଆଜି ପଶ୍ଚିମବଙ୍ଗର ବାଙ୍କୁରାରେ ପୁଣି ଦୁଇଟି ମାଲବାହୀ ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟିଛି। ରବିବାର ଭୋର ୪ଟାରେ ଦୁର୍ଘଟଣା ଘଟିଥିବା ବେଳେ ମାଲବାହୀ ଟ୍ରେନର ୧୨ଟି ବଗି ଲାଇନଚ୍ୟୁତ ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ଦୁଇଟି ମାଲବାହୀ ଟ୍ରେନ ମଧ୍ୟରୁ ଗୋଟିଏ ଅନ୍ୟଟିକୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ଦୁଇଟି ଯାକ ଟ୍ରେନ କ୍ଷତିଗ୍ରସ୍ତ ହେବାର ସହ ୧୨ଟି ବଗି ଲାଇନଚ୍ୟୁତ ହୋଇଯାଇଛି। ଓଣ୍ଡା ଷ୍ଟେସନରେ […]
ବାସ୍ତବ ବ୍ୟୁରୋ: ମୌସୁମୀ ଆସିବାରେ ବିଳମ୍ବ ହେବା, ବର୍ଷା ସ୍ୱାଭାବିକ ଭାବେ ନହେବା, ଅନେକ ସମୟରେ ଚିନ୍ତାର କାରଣ ହେଉଛି । ଏଭଳି ସ୍ଥିତିର ମୁକାବିଲା ପାଇଁ ଦେଶର ଜଣାଣୁଣା ଶିକ୍ଷାନୁଷ୍ଠାନ କାନପୁର ଆଇଆଇଟି ପକ୍ଷରୁ କୁତ୍ରିମ ବର୍ଷାର ପରୀକ୍ଷଣ କରାଯାଇଛି । ଉତ୍ତରପ୍ରଦେଶ ବୁନ୍ଦେଲଖଣ୍ଡର ଏକ ଅଂଚଳରେ କ୍ଲାଉଡ୍ ସିଡିଂ କରିବା ସହ କୁତ୍ରିମ ବର୍ଷାର ପରୀକ୍ଷଣ କରାଯାଇଛି । ସୂଚନା ଅନୁସାରେ ଏକ ବିମାନ ଯୋଗେ ୫ହଜାର […]
ବାସ୍ତବ ବ୍ୟୁରୋ: ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ହ୍ୱାଇଟ ହାଉସରେ ଭବ୍ୟ ସ୍ୱାଗତ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ ଓ ପ୍ରଥମ ମହିଳା ଜିଲ ବାଇଡେନ। ଦୁଇ ଦେଶର ଜାତୀୟ ସଂଗୀତ ସହ ୧୯ ତୋପ ସଲାମୀ ଦ୍ୱାରା ମୋଦିଙ୍କୁ ହ୍ୱାଇଟ ହାଉସରେ ସ୍ୱାଗତ କରାଯାଇଛି। ହ୍ୱାଇଟ ହାଉସ୍ରେ ମୋଦିଙ୍କୁ ସ୍ୱାଗତ କରି ବାଇଡେନ କହିଛନ୍ତି, “ଆମେ ଏକାଠି ଅନେକ ସମୟ ବିତାଇଛୁ। ମୁଁ ଉପ […]
ବାସ୍ତବ ବ୍ୟୁରୋ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଆସନ୍ତାକାଲି ଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତ ଆସୁଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର। ଆସନ୍ତାକାଲି ଅପରାହ୍ନ ୪ଟାରେ ଝାରସୁଗୁଡ଼ାରେ ପହଞ୍ଚିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ସେଠାରେ ବରଗଡ଼ ଲୋକସଭା କ୍ଷେତ୍ରର କର୍ମକର୍ତ୍ତାଙ୍କ ସହ ସେ ବୈଠକ କରିବେ। ତା’ପରେ ବୁର୍ଲା ଯାଇ ସେଠାରେ ରାତ୍ରଯାପନ କରିବେ। ୨୩ ତାରିଖରେ କଳାହାଣ୍ଡି ଜିଲ୍ଲାକୁ […]
ବାସ୍ତବ ବ୍ୟୁରୋ: ଭାରତର ଗୁଇନ୍ଦା ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW)ର ନୂଆ ମୁଖ୍ୟ ହେବେ ବରିଷ୍ଠ ଆଇପିଏସ୍ ଅଫିସର ରବି ସିହ୍ନା । ଛତିଶଗଡ କ୍ୟାଡରର ଏହି ଆଇପିଏସ୍ ଅଫିସରଙ୍କୁ କେନ୍ଦ୍ର ସରକାର ଏହି ନୂଆ ନିଯୁକ୍ତି ଦେଇଛନ୍ତି । ତେବେ ବର୍ତ୍ତମାନ ର’ର ମୁଖ୍ୟ ଥିବା ସାମନ୍ତ କୁମାର ଗୋୟଲଙ୍କ କାର୍ଯ୍ୟକାଳ ଜୁନ୍ ୩୦ ତାରିଖରେ ଶେଷ ହେବାକୁ ଯାଉଛି । ଯାହା ପରେ ତାଙ୍କ […]
ବାସ୍ତବ ବ୍ୟୁରୋ: ଆସାମରେ ବନ୍ୟା। ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ବ୍ରହ୍ମପୁତ୍ର ନଦୀ। ଫଳରେ ଅନେକ ତଳିଆ ଅଞ୍ଚଳ ଏବେ ଜଳମଗ୍ନ। ୧୩ ଜିଲ୍ଲାର ପ୍ରାୟ ୩୮ ହଜାର ଲୋକେ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ୭୭ଟି ଗାଁ ପାଣି ଘେରରେ ରହିଥିବା ବେଳେ ୨୦୯.୬୭ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିବାରୁ ବ୍ୟାପକ ଫସଲ ନଷ୍ଟ ହୋଇଛି। ସ୍ଥିତି ମୁକାବିଲା ଲାଗି ପ୍ରସ୍ତୁତ ଥିବା କହିଛନ୍ତି ରାଜ୍ୟ ସରକାର। ରିଲିଫ ଏବଂ ଉଦ୍ଧାର […]
ବାସ୍ତବ ବ୍ୟୁରୋ: ପ୍ରକାଶ ପାଇଲା ଜେଇଇ ଆଡଭାନସଡ ରେଜଲ୍ଟ। ଏଥିରେ ୧୦୦ ପ୍ରତିଶତ ନମ୍ବର ରଖି ହାଇଦ୍ରାବାଦ ଜୋନର ଭି.ସି. ରେଡ୍ଡି ଟପ୍ପର ହୋଇଛନ୍ତି । ଯେତେବେଳେ କି ୫୬ ରାଙ୍କରେ ଥିବା ଏନ୍ଏନ୍ ଭାଭ୍ୟଶ୍ରୀ ମହିଳାଙ୍କ ବର୍ଗରେ ଟପ୍ର ହୋଇଛନ୍ତି। ସମୁଦାୟ ୩୬୦ ନମ୍ବରରୁ ରେଡ୍ଡୀ ରଖିଛନ୍ତି ୩୪୧ ନମ୍ବର। ୨୯୮ ନମ୍ବର ରଖିଥିବା ଶ୍ରୀ ସର୍ବଭାରତୀୟସ୍ତରରେ ୫୬ତମ ସ୍ଥାନରେ ଅଛନ୍ତି। ଉଭୟ ଆଇଆଇଟି-ହାଇଦ୍ରାବାଦ ଜୋନ୍ର ଛାତ୍ରଛାତ୍ରୀ। ଆଜି ପୂର୍ବାହ୍ନରେ ‘ଆଇଆଇଟି-ଗୌହାଟି’ ଦ୍ବାରା ‘ଜଏଣ୍ଟ୍ ଏଣ୍ଟ୍ରାନ୍ସ୍ […]


