ନମୋଗୁରୁ ହୋତା(ସୋନପୁର): ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ତିରୁପତି ଠାରେ ଏମ.ଏ ପୁରାଣ ଇତିହାସ ବିଭାଗ ରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ ପଦକ ରେ ପୁରସ୍କୃତ ହେଲେ ସୋନପୁର କଲେଜ ଛାତ୍ର ସବ୍ୟସାଚୀ ବିଶି l ମହୋତି ପ୍ରେକ୍ଷାଳୟ ତିରୁପତି ଦ୍ଵିତୀୟ ଦୀକ୍ଷାନ୍ତ ସମାରୋହ ୨୦୨୩ ରେ ମୁଖ୍ୟ ଅତିଥି ଡା. ଅନିଲ ସାହସ୍ରବୁଦ୍ଧେ ଙ୍କ ଦ୍ୱାରା ସ୍ଵର୍ଣ ପଦକ ରେ ମେଧା ଛାତ୍ର ସବ୍ୟସାଚୀ ଙ୍କୁ […]

ବାସ୍ତବ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ‘ଆନ୍ତର୍ଜାତୀୟ ଅର୍ଥନୈତିକ ଅନୁସନ୍ଧାନ ପତ୍ରିକା ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ’ ଦ୍ୱାରା ୨୦୨୩ ବର୍ଷ ପାଇଁ ‘ବେଷ୍ଟ ଗଭର୍ଣ୍ଣର ଅଫ ଦ ଇୟର’ ପୁରସ୍କାରରେ ସମ୍ମାନିତ କରାଯାଇଛି। କଷ୍ଟ ସମୟରେ ତାଙ୍କର ସ୍ଥିର ନେତୃତ୍ୱ ପାଇଁ ଦାସ ଏହି ପୁରସ୍କାର ଦିଆଯାଇଛି । ଏଥି ସହିତ ୟୁକ୍ରେନର ନ୍ୟାସନାଲ ବ୍ୟାଙ୍କକୁ ‘ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଦି ଇୟର’ ପୁରସ୍କାର […]

ବାସ୍ତବ ବ୍ୟୁରୋ: ସୋମବାର ସକାଳେ ୯୫ ତମ ଓସ୍କାର ପୁରସ୍କାର ସମାରୋହରୁ ଭାରତ ପାଇଁ ଏକ ଖୁସି ଖବର ଆସିଛି । ଚଳଚ୍ଚିତ୍ର RRR ର ନାଟୁ ନାଟୁ କୁ ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବର୍ଗରେ ପୁରସ୍କାର ଲାଭ କରିଥିବା ବେଳେ ଦି ଏଲିଫ୍ୟାଣ୍ଟ୍‌ ୱିସ୍ପରର୍‌ସ୍‌ ବେଷ୍ଟ୍‌ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ ବର୍ଗରେ ଜିତିଛି। କାର୍ତିକି ଗନ୍‌ସାଲ୍‌ଭେସ୍‌ ଏବଂ ଗୁନୀତ୍‌ ମୋଙ୍ଗାଙ୍କ ‘ନେଟ୍‌ଫ୍ଲିକ୍ସ୍‌’ କ୍ଷୁଦ୍ର ପ୍ରାମାଣିକ ଛବି ‘ଦି ଏଲିଫ୍ୟାଣ୍ଟ୍‌ […]

ପ୍ରମୋଦ ନାୟକ(ଭୁବନେଶ୍ୱର)ତା.୧୧/୦୩: ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସନ୍ତା ୨୬ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ତଥା ସମବାୟ ବିଭାଗ ମନ୍ତ୍ରୀ ଶ୍ରୀ ଅମିତ୍ ଶାହା । ଏହି ଅବସରରେ ଶ୍ରୀ ଶାହା ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳିର ପାଳସାହି ଗ୍ରାମପଂଚାୟତ ଅନ୍ତର୍ଗତ ସାଁଆଳପୁରଠାରେ ଅନୁଷ୍ଠିତ ସାଧାରଣ ସଭାକୁ ଉଦ୍‌ବୋଦନ ଦେବେ ବୋଲି […]

ବାସ୍ତବ ବ୍ୟୁରୋ: ଆଜି (ଗୁରୁବାର) ସକାଳେ ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ପରଲୋକ ଘଟିଛି। ସେ ୬୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି। ତାଙ୍କ ପୋଷ୍ଟମର୍ଟମ ଦିଲ୍ଲୀର ଡିନ୍ ଡାୟାଲ୍ ହସ୍ପିଟାଲରେ କରାଯିବ। ବର୍ତ୍ତମାନ ତାଙ୍କ ମୃତଦେହକୁ ଡାକ୍ତରଖାନାର ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ପୋଷ୍ଟମର୍ଟମ ପରେ ତାଙ୍କ ମୃତଦେହ ମୁମ୍ବାଇକୁ ନିଆଯିବ। ସେ ଏକାଧାରରେ […]

ବାସ୍ତବ ବ୍ୟୁରୋ: NTA NEET UG ପରୀକ୍ଷା ଫର୍ମ ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ୬, ୨୦୨୩ ରୁ ପରୀକ୍ଷା ପାଇଁ ଅନଲାଇନ୍ ଆବେଦନ ଫର୍ମ ଆରମ୍ଭ ହୋଇ ୬ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ ଚାଲିବ । ଏହି ବର୍ଷ NTA ନ୍ୟାସନାଲ ଏଲିଜିବିଲିଟି କମ ପ୍ରବେଶିକା ପରୀକ୍ଷା (NEET-UG) 2023 ପାଇଁ ଆବେଦନ ଫି ବୃଦ୍ଧି କରିଛି। ଆସନ୍ତୁ ଜାଣିବା କେଉଁ ବର୍ଗ ପାଇଁ […]

ବାସ୍ତବ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୋମବାର କହିଛନ୍ତି ଯେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ମାଧ୍ୟମରେ ଲେଣ- ଦେଣ ଗତ ୧ ବର୍ଷରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଦୈନିକ କାରବାର ମଧ୍ୟ ୩୬ କୋଟି ଅତିକ୍ରମ କରିଛି, ଯାହା ଫେବୃଆରୀ ୨୦୨୨ ରେ ୨୪ କୋଟିରୁ ୫୦% ବୃଦ୍ଧି ପାଇଛି । ମୂଲ୍ୟ ଦୃଷ୍ଟିରୁ, ଏହି କାରବାରଗୁଡ଼ିକର ଟ୍ରାଞ୍ଜାକ୍ସନ ୬.୨୭ […]

ବାସ୍ତବ ବ୍ୟୁରୋ: ମାଣିକ ସାହା ଦ୍ୱିତୀୟ ଥର ପାଇଁ ତ୍ରିପୁରାର ସିଏମ୍ ହେବେ। ସୋମବାର ବିଜେପି ବିଧାନସଭା ପାର୍ଟି ବୈଠକରେ ସାହା ବିଧାନସଭା ଦଳର ନେତା ଭାବରେ ମନୋନୀତ ହୋଇଛନ୍ତି। ସନ୍ଧ୍ୟାରେ ସାହା ରାଜ ଭବନରେ ପହଞ୍ଚି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ବିଜେପିର ଜଣେ ମୁଖପାତ୍ର ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଏହି ଚୟନକୁ ଦଳର ସମସ୍ତ ବିଧାୟକ ସର୍ବସମ୍ମତି କ୍ରମେ […]

ବାସ୍ତବ ବ୍ୟୁରୋ : ସୋମବାର ଦିନ ବିଧବା ମାଆମାନେ ବୃନ୍ଦାବନରେ ଥିବା ଗୋପୀନାଥ ମନ୍ଦିରରେ ଫୁଲ ଏବଂ ଅଭିର ସହିତ ହୋଲି ଖେଳିଲେ। ଏଥିରେ ଅଂଶଗ୍ରହଣ କରିବାକୁ ଏକ ହଜାରରୁ ଅଧିକ ଦେଶୀ ତଥା ବିଦେଶୀ ମହିଳା ମଧ୍ୟ ପହଞ୍ଚିଥିଲେ। ବିଦେଶୀ ପର୍ଯ୍ୟଟକମାନେ କହିଛନ୍ତି – ଚମତ୍କାର, ପ୍ରଥମ ଥର ପାଇଁ ଏପରି ଦୃଶ୍ୟ ଦେଖି, ପ୍ରଥମ ଥର ପାଇଁ ଏପରି ଆନନ୍ଦ ଅନୁଭବ କରୁଛୁ । ଗୋପୀନାଥ ମନ୍ଦିରର […]

ବାସ୍ତବ ବ୍ୟୁରୋ:ଆଜି (ସୋମବାର) ବଡ଼ି ସକାଳେ ନିକୋବର ଦ୍ବୀପପୁଞ୍ଜ ଠାରେ ୫.୦ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ କହିଛି। ସେହିପରି ଆଜି ସକାଳ ପ୍ରାୟ ୬:୩୦ରେ ଗୁଜୁରାଟ ର ଦ୍ୱାରକାଠାରେ ମଧ୍ୟ ୪.୩ ତୀବ୍ରତା ର ଭୂମିକମ୍ପ ଅନୁଭୂତ ହୋଇଥିଲା । ନିକୋବର ଦ୍ବୀପପୁଞ୍ଜ ଠାରେ ଭୋର୍‌ ପ୍ରାୟ ୫.୭ରେ ସଂଘଠିତ ହୋଇଥିବା ଏହି ଭୂମିକମ୍ପ ଯୋଗୁଁ କୌଣସି ଧନଜୀବନ କ୍ଷୟକ୍ଷତି ହୋଇଥିବାର […]

Pin It on Pinterest