ବାସ୍ତବ ବ୍ୟୁରୋ: ଶୁକ୍ରବାର ରାତିରେ ଉତ୍ତର ପ୍ରଦେଶର ଅଯୋଧ୍ୟା ଅନ୍ତର୍ଗତ ଲକ୍ଷ୍ନୌ-ଗୋରଖପୁର ରାଜପଥରେ ଗୋଟାଏ ଯାତ୍ରୀବାହୀ ବସ୍‌ ଗୋଟାଏ ଟ୍ରକ୍‌ ସହିତ ଧକ୍କାଖାଇବାରୁ ୭ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସୂଚନାନୁସାରେ, ଅଯୋଧ୍ୟାରୁ ଆସୁଥିବା ଉକ୍ତ ଘରୋଇ ବସ୍‌ ଆମ୍ବେଦକର ନଗର ଆଡ଼କୁ ଯିବା ପାଇଁ ରାଜପଥ ମୋଡ଼ରେ ବୁଲୁଥିବା ବେଳେ ବିପରୀତ ପାର୍ଶ୍ବରୁ ଆସୁଥିବା ଗୋଟାଏ ମାଲ୍‌ବାହୀ ଟ୍ରକ୍‌ ସହିତ ଧକ୍କା […]

ବାସ୍ତବ ବ୍ୟୁରୋ: କାନାଡାର ସର୍ବବୃହତ ଟରୋଣ୍ଟୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୭ ଏପ୍ରିଲ ସନ୍ଧ୍ୟାରେ ପହଞ୍ଚିଥିଲାଏକ ସ୍ୱତନ୍ତ୍ର କଣ୍ଟେନର । ଏଥିରେ ୧୪.୮ ମିଲିୟନ ଡ଼ଲାର ଅର୍ଥାତ୍ ୧୨୧ କୋଟି ଟଙ୍କା ମୂଲ୍ୟର ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ରହିଥିଲା । ଏହାକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା । ପରେ ଏପ୍ରିଲ୍ ୨୦ ରେ ସମସ୍ତ ମାଲ ଚୋରି ହୋଇଥିବା ଜଣା ପଡିଥିଲା । ସେବେଠାରୁ କାନାଡା ପୋଲିସ […]

ତ୍ରିନାଥ ବାରିକ(ସତ୍ଯବାଦୀ): ଗତ କାଲି ଆତଙ୍କବାଦୀ ଆକ୍ରମଣରେ ଆଉ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ଆଜି ସେନା ବାହିନୀର ଗାଡ଼ିକୁ ଗ୍ରେନେଡ୍ ମାଡ଼ ଘଟଣାରେ ଜଣେ ଓଡ଼ିଆ ପୁଅ ସହିଦ ହୋଇଛନ୍ତି । ସହିଦ ହୋଇଥିବା ଯବାନଙ୍କ ନାଁ ଦେବାଶିଷ ବିଶ୍ୱାଳ । ତାଙ୍କ ଘର ପୁରୀ ଜିଲ୍ଲା ଅଳଗୁମା ପଞ୍ଚାୟତ ଖଣ୍ଡାୟତ ସାହିର ବୋଲି ଜଣାପଡ଼ିଛି । ସହିଦ ଯବାନ ଦେବାଶିଷଙ୍କ ବାପାଙ୍କ ନାଁ ପ୍ରତାପ […]

ବାସ୍ତବ ବ୍ୟୁରୋ: ୟେମେନ୍‌ର ରାଜଧାନୀ ସନାରେ ଏକ ଦୁଃଖଦାୟକ ଘଟଣା ସାମ୍ନା କୁ ଆସିଛି। ଗୁରୁବାର ସନ୍ଧ୍ୟାରେ ଯୁଦ୍ଧ-ବିକ୍ଷତ ୟେମେନ୍‌ରେ ଏକ ଖୈରାତ୍‌ (ଆର୍ଥିକ ସହାୟତା ବିତରଣ) କାର୍ଯ୍ୟକ୍ରମରେ ଦଳାଚକଟା ହେବାରୁ ଅନ୍ୟୂନ ୮୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୩୨୨ ରୁ ଅଧିକ ଲୋକ ଆହତ ହୋଇଛନ୍ତି ବୋଲି ହୌଥୀ ଅଧିକାରୀମାନେ କହିଛନ୍ତି। ଆହତଙ୍କ ମଧ୍ୟରୁ ୧୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ହୌଥୀର ଜଣେ ନିରାପତ୍ତା ଅଧିକାରୀ […]

ବାସ୍ତବ ବ୍ୟୁରୋ: ଭାରତ ବର୍ତ୍ତମାନ ଦୁନିଆର ସବୁଠାରୁ ଜନବହୁଳ ଦେଶ ପାଲଟିଛି। ‘ୟୁନାଇଟେଡ୍‌ ନେସନ୍‌ସ୍‌ ପପୁଲେସନ୍‌ ଫଣ୍ଡ୍‌’ର (ୟୁଏନ୍‌ଏଫ୍‌ପିଏ) ସଦ୍ୟତମ ରିପୋର୍ଟରୁ ଜଣାପଡ଼ିଛି ଯେ ଚୀନ୍‌ଠାରୁ ୨.୯ ନିୟୁତ ଅଧିକ ଜନସଂଖ୍ୟା ଥାଇ ଏବେ ଭାରତ ବିଶ୍ବର ସବୁଠୁ ଜନବହୁଳ ଦେଶ । ‘୮ ବିଲିୟନ୍‌ ଲାଇଭ୍‌ସ୍‌, ଇନ୍‌ଫିନାଇଟ୍‌ ପସିବିଲିଟିଜ୍‌’: ଦି କେସ୍‌ ଫର୍‌ ରାଇଟ୍‌ସ୍‌ ଆଣ୍ଡ୍‌ ଚଏସେସ୍‌’ ନାମରେ ବୁଧବାର ଦିନ ରିଲିଜ୍‌ ହୋଇଥିବା ‘ୟୁଏନ୍‌ଏଫ୍‌ପିଏ’ର ‘ଦି ଷ୍ଟେଟ୍‌ […]

ବାସ୍ତବ ବ୍ୟୁରୋ: ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୧୦,୦୦୦ ଅଧିକ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୦୦୦ ନିକଟବର୍ତ୍ତୀ ହୋଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଆଜି (ଗୁରୁବାର) ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୦,୧୫୮ କରୋନାଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୦,୧୫୮ […]

ବାସ୍ତବ ବ୍ୟୁରୋ: ରାଜସ୍ଥାନ ଭରତପୁରର ନଦବାଇ ଅଞ୍ଚଳରେ ମହାରାଜା ସୁରଜମଲ ଓ ଡା. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ସୃଷ୍ଟି ହୋଇଛିଥିବା ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି। ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ଟେକାପଥର ମାଡ଼ କରିବାକୁ ପଛାଇ ନାହାନ୍ତି। ଏହି ହିଂସାକାଣ୍ଡ ସମୟରେ ଟେକାମାଡ଼ ଯୋଗୁ ବହୁ ପୁଲିସ୍‌ଙ୍କ ସମେତ ସାଧାରଣ ଲୋକେ ବି ଆହତ ହୋଇଛନ୍ତି। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ […]

ବାସ୍ତବ ବ୍ୟୁରୋ: ଭାରତର ସର୍ବ ପୁରାତନ ଅରବପତି ତଥା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ର ଚେୟାରମ୍ୟାନ୍ ଏମିରିଟସ୍ କେଶବ ମହିନ୍ଦ୍ରାଙ୍କ ଆଜି (ବୁଧବାର) ଅର୍ଥାତ ଏପ୍ରିଲ୍ ୧୨ରେ ପରଲୋକ ହୋଇଛି। ସେ ୯୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କେଶବ ମହିନ୍ଦ୍ରା ୪୮ ବର୍ଷ ଧରି ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଥିଲେ । ୨୦୧୨ରେ ସେ ଏହି ପଦ ଛାଡିଥିଲେ। ୧୯୪୭ ମସିହାରେ ପେନସିଲଭାନିଆ […]

ବାସ୍ତବ ବ୍ୟୁରୋ: ରାଜସ୍ଥାନକୁ ମିଳିଲା ପ୍ରଥମେ ବନ୍ଦେ ଭାରତ ଏକ୍ସପ୍ରେସ। ଆଜି(ବୁଧବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ପ୍ରଥମ ତଥା ଦେଶର ୧୫ତମ ବନ୍ଦେ ଭାରତ ଏକ୍ସପ୍ରେସକୁ ଭିଡିଓ କନଫରେନ୍ସିଂ ଦ୍ୱାରା ଶୁଭାରମ୍ଭ କରିଛନ୍ତି। ବନ୍ଦେ ଭାରତ ଏକ୍ସପ୍ରେସ ଆଜି ଜୟପୁର ଓ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ମଧ୍ୟରେ ଯାତ୍ରା କରିଛି। ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ନିୟମିତ ସେବା ଏପ୍ରିଲ ୧୩ରୁ ଆରମ୍ଭ ହେବ। ଟ୍ରେନଟି ଆଜମେରରୁ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ […]

ବାସ୍ତବ ବ୍ୟୁରୋ: ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୭,୮୦୦ ଅତିକ୍ରମ କରିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୦,୦୦୦ ଉପରେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଆଜି (ବୁଧବାର) ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୭,୮୩୦ କରୋନାଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୫,୮୩୦ ନୂତନ […]

Pin It on Pinterest