ବାସ୍ତବ ବ୍ୟୁରୋ: ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ପ୍ରଧାନ ବିଚାରପତି ଭାବରେ ୧୦୦ ଦିନ ପୂରଣ କରିଛନ୍ତି। CJI ଏହି ତିନି ମାସ ମଧ୍ୟରେ ସୁପ୍ରିମକୋର୍ଟରେ ୧୪,୦୦୦ ରୁ ଅଧିକ ମାମଲାର ସମାଧାନ କରିଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରି କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ପେପରଲେସ୍ ହୋଇଯାଇଛି। ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ ବିଷୟରେ ସବୁଠାରୁ ବଡ କଥା ହେଲା ୯ ନଭେମ୍ବର ୨୦୨୨ ରୁ ୧୫ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ […]

ବାସ୍ତବ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନରୁ ‘ଜଲ ଜନ ଅଭିଯାନ’ର ଶୁଭାରମ୍ଭ କରିଛନ୍ତି। ଏହି ମିଶନର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଗଛ ଲଗାଇବା ଏବଂ ଜଳ ସଂରକ୍ଷଣ କରିବା ପାଇଁ ପ୍ରେରିତ କରିବା । ମୋଦୀ ଏହାକୁ ଆବୁ ରୋଡ (ସିରୋହି) ର ବ୍ରହ୍ମ କୁମାରିସ୍ ପ୍ରତିଷ୍ଠାନରେ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଆରମ୍ଭ କରିଥିଲେ । ସେ କହିଛନ୍ତି ଯେ ଏହି ମିଶନ ଏମିତି ସମୟରେ ଆରମ୍ଭ […]

ବାସ୍ତବ ବ୍ୟୁରୋ: ଝାଡ଼ଖଣ୍ଡର ପାଲାମୁର ଏକୁ ବଜାରରେ ମହାଶିବରାତ୍ରୀ ତୋରଣ ନିର୍ମାଣକୁ ନେଇ ସାଂପ୍ରଦାୟିକ ଦଙ୍ଗା ଦେଖାଦେଇଛି । ଦୁଇ ସଂପ୍ରଦାୟ ମଧ୍ୟରେ ହିଂସାକାଣ୍ଡ, ପଥରମାଡ଼ ହୋଇଛି । ସୂଚନାନୁଯାୟୀ, ଏହି ଘଟଣାରେ ୬ ଜଣ ଲୋକ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଆସନ୍ତା ଶନିବାର ମହାଶିବରାତ୍ରୀ ପଡ଼ୁଥିବାବେଳେ ପାଲାମୁ ଜିଲ୍ଲାର ପାଙ୍କି ଟାଉନରେ ଶ୍ରଦ୍ଧାଳୁମାନେ ଏକ ତୋରଣ ଲଗାଉଥିଲେ । ତୋରଣଟି ମସଜିଦ ଛକଠାରୁ ୨୦୦ […]

ବାସ୍ତବ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ରବିବାର) ଦେଶର ସର୍ବବୃହତ ଏକ୍ସପ୍ରେସୱେ ଉଦଘାଟନ କରିଛନ୍ତି। ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସୱେ ଅନ୍ତର୍ଗତ ଦିଲ୍ଲୀ-ଦାଉସା-ଲାଲସୋଟ ଏକ୍ସପ୍ରେସୱେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ରାଜସ୍ଥାନର ଦୌସାରେ ୧୮ ହଜାର ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଡକ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ଏହା ସମ୍ପୂର୍ଣ୍ଣ ହୋଇଥିବା ପ୍ରଥମ ପର୍ଯ୍ୟାୟ। ଦିଲ୍ଲୀ ମୁମ୍ବାଇ […]

ବାସ୍ତବ ବ୍ୟୁରୋ: ବଦଳିଲେ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ । ଆଜି ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ବପୂର୍ଣ୍ଣ ସାମ୍ବିଧାନିକ ନିଯୁକ୍ତି କରିବାରୁ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ/ଉପରାଜ୍ୟପାଳ ବଦଳିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭଗତ ସିଂହ କୋଶୟାରୀଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ପରେ ଝାଡ଼ଖଣ୍ଡର ରାଜ୍ୟପାଳ ରମେଶ ବୈସ୍‌ ମହାରାଷ୍ଟ୍ରର ନୂଆ ରାଜ୍ୟପାଳ ହେବେ ବୋଲି ଆଜି ରାଷ୍ଟ୍ରପତିଙ୍କ ସଚିବାଳୟ ଜାରି […]

ବାସ୍ତବ ବ୍ୟୁରୋ: ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୁଗର ବୋମା ଶୁକ୍ରବାର ଦିନ ଇଂଲଣ୍ଡର ଗ୍ରେଟ୍ ୟାରମାଉଥରେ ନିଷ୍କ୍ରିୟ ହେବା ପୂର୍ବରୁ ବିସ୍ଫୋରଣ ହୋଇଗଲା । ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଏହି ଘଟଣା ଘଟିଥିଲା। ବୋମା ବିସ୍ଫୋରଣର ଶବ୍ଦ ୧୫ ମାଇଲ ଅର୍ଥାତ୍ ୨୪ କିଲୋମିଟର ଦୂର ଯାଏ ଶୁଭିଥିଲା । ପୋଲିସର ସୂଚନାନୁସାରେ, ବୋମା ବିସ୍ଫୋରଣରେ କେହି ଆହତ ହୋଇନାହାଁନ୍ତି, ଅଞ୍ଚଳର ସମସ୍ତ ଲୋକ ସୁରକ୍ଷିତ ଅଛନ୍ତି। ଏରିଆ […]

ବାସ୍ତବ ବ୍ୟୁରୋ: ହିମାଚଳ ପ୍ରଦେଶର ଅନେକ ଅଞ୍ଚଳରେ କ୍ରମାଗତ ତୁଷାରପାତ ହେଉଛି। ଏହି କାରଣରୁ ଚାରୋଟି ଜାତୀୟ ରାଜପଥ ସମେତ ୧୭୬ ଟି ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭୦ ବିଦ୍ୟୁତ୍ ଏବଂ ୧୦ ଟି ଜଳ ଯୋଗାଣ କାରଖାନା ଅଟକି ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାହାଡ ଏବଂ ସମତଳର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ଏବଂ ବଜ୍ରପାତ ପାଇଁ […]

ବାସ୍ତବ ବ୍ୟୁରୋ: ସୋମବାର ସକାଳେ ତୁର୍କୀ ଏବଂ ସିରିଆରେ ୩ ଟି ବଡ଼ ଭୂକମ୍ପ ହୋଇଥିଲା। ତୁର୍କୀ ସମୟ ଅନୁଯାୟୀ, ପ୍ରଥମ ଭୂକମ୍ପ ସକାଳ ୪ ଟା (ତୀବ୍ରତା ୭.୮), ଦ୍ୱିତୀୟଟି ସକାଳ ୧୦ ଟା (ତୀବ୍ରତା ୭.୬) ଏବଂ ତୃତୀୟଟି ସୋମବାର ଅପରାହ୍ନ ୩ ଟା (ତୀବ୍ରତା ୬.୦) ରେ ଘଟିଥିଲା। ତୁର୍କୀରେ ୩,୫୪୯ ଲୋକ ପ୍ରାଣ ହରାଇଛନ୍ତି ଏବଂ ୨୦ ହଜାର ୫୩୪ ରୁ ଅଧିକ ଲୋକ […]

ବାସ୍ତବ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ସୋମବାର) କର୍ଣ୍ଣାଟକର ତୁମକୁରୁରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (HAL) ର ହେଲିକପ୍ଟର କାରଖାନାର ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଲାଇଟ୍ ୟୁଟିଲିଟି ହେଲିକପ୍ଟର ମଧ୍ୟ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ବିରୋଧୀ ଦଳ ଉପରେ ଟାର୍ଗେଟ କରି ମୋଦୀ କହିଛନ୍ତି ଯେ ଏହି HAL କୁ ବାହାନା ବନେଇ ଆମ ସରକାର ବିରୋଧରେ ଅପପ୍ରଚାର କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, “ମିଥ୍ୟା ଯେତେ […]

ବାସ୍ତବ ବ୍ୟୁରୋ: ଆଜି (ସୋମବାର) ଅପରାହ୍ଣ ସାଢେ ଗୋଟାଏରେ ଭୂକମ୍ପରେ ଦୋହଲି ଯାଇଛି ଚାରିଟି ଦେଶ, ତୁର୍କୀ, ସିରିଆ, ଲେବାନନ୍ ଏବଂ ଇସ୍ରାଏଲ୍ । ଭୂକମ୍ପ କେନ୍ଦ୍ର ତୁର୍କୀ ର ଆଲବିଷ୍ଟାନ ଜିଲ୍ଲା ଏବଂ ଏହାର ନିକଟବର୍ତ୍ତୀ ସିରିଆ ଅଞ୍ଚଳରେ ସବୁଠାରୁ ଅଧିକ ବିନାଶ ଦେଖିବାକୁ ମିଳୁଛି।  ଏହି  ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୮ ବୋଲି ଜଣାପଡ଼ିଛି । ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ – ଏପର୍ଯ୍ୟନ୍ତ ତୁର୍କୀରେ […]

Pin It on Pinterest