ବାସ୍ତବ ବ୍ୟୁରୋ : ଗୁଗୁଲ୍, ଆମାଜନ, ଫେସବୁକ୍ ପରି ବଡ କମ୍ପାନୀଗୁଡିକରେ କାହିଁକି ଚାଲିଛି ଛଟେଇ ପର୍ବ? କିଛି ମାସ ମଧ୍ୟରେ ୮୦ ହଜାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ୧୨,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛନ୍ତି। ଦୁନିଆର ବଡ ଟେକ୍ନୋଲୋଜି କମ୍ପାନୀଗୁଡିକରେ ଛଟେଇ ମଧ୍ୟରେ ଗୁଗୁଲର ମାମଲା ସର୍ବଶେଷ ଅଟେ। ଗତ କିଛି ଦିନ ମଧ୍ୟରେ ମାଇକ୍ରୋସଫ୍ଟ, ଟ୍ୱିଟର, ଫେସବୁକ୍ ପରି […]

ବାସ୍ତବ ବ୍ୟୁରୋ: ଗୁରୁବାର ଦିନ ଇରାକର ଫୁଟବଲ୍ ଷ୍ଟାଡିୟମରେ ହୋଇଥିବା ଦଳାଚକଟା ରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୦ ଜଣ ଆହତ ହୋଇଛନ୍ତି। ୪ ଦଶନ୍ଧି ପରେ ଇରାକରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଫୁଟବଲ୍ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍ ରେ ଯେତେବେଳେ ହଜାର ହଜାର ଲୋକ ବସ୍ରା ଷ୍ଟାଡିୟମ ଏବଂ ଏହାର ଆଖପାଖ ଅଞ୍ଚଳରେ ମ୍ୟାଚ୍ ଦେଖିବା ପାଇଁ ଏକାଠି ହୋଇଥିଲେ ଏହି ଘଟଣା ଘଟିଥିଲା । ଇରାକର […]

ବାସ୍ତବ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ମୁମ୍ବାଇରେ ପହଞ୍ଚି ୩୮,୮୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମୁମ୍ବାଇ ମେଟ୍ରୋ ଲାଇନ ୨ ଏ ଏବଂ ୭ ର ଉଦଘାଟନ କରିଛନ୍ତି। ଏଥିରେ ଆନ୍ଧେରିରୁ ଡାହିସର ପର୍ଯ୍ୟନ୍ତ ବିସ୍ତୃତ ୩୫ କିଲୋମିଟର ଉଚ୍ଚ କରିଡର ମଧ୍ୟ ଅନ୍ତର୍ଭୁକ୍ତ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସ୍ୱାଧୀନତା ପରେ ପ୍ରଥମ ଥର […]

ଶ୍ରୀଚରଣ ନାୟକ(ନୂଆଦିଲ୍ଲୀ): ଦୁଇ ଦିନ ଧରି ଦିଲ୍ଲୀରେ ଚାଲିଥିବା ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଆଜି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ ସହିତ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ମାତ୍ର ୪୦୦ ଦିନ ବାକି ଅଛି। ନିର୍ବାଚନ ପୂର୍ବରୁ ଦଳୀୟ ନେତା ଓ କର୍ମୀମାନଙ୍କୁ ଅଧିକରୁ ଅଧିକ ଭୋଟରଙ୍କ ପାଖରେ ପହଞ୍ଚିବାକୁ ସେ ଗୁରୁମନ୍ତ୍ର ଦେଇଛନ୍ତି । ବୈଠକର ଦ୍ୱିତୀୟ ଦିନରେ […]

ବାସ୍ତବବ୍ୟୁରୋ: ଯୁକ୍ତରାଷ୍ଟ୍ର ଆମେରିକାର ଆର୍‌’ବନି ଗେବ୍ରିଏଲ୍ ‘ମିସ୍‌ ୟୁନିଭର୍ସ ୨୦୨୨’ ମୁକୁଟ ବିଜୟିନୀ ହୋଇଛନ୍ତି। ଆମେରିକାର ନିୟୁ ଅର୍ଲିନ୍‌ସ୍‌ସ୍ଥିତ ‘ଆର୍ଣ୍ଣେଷ୍ଟ୍‌ ଏନ୍‌. ମୋରିଆଲ୍‌ କନ୍‌ଭେନ୍‌ସନ୍‌ ହଲ୍‌’ରେ ଅନୁଷ୍ଠିତ ଏହି ସୁନ୍ଦରୀ ପ୍ରତିଯୋଗିତାର ୭୧ତମ ସଂସ୍କରଣରେ ଭେନିଜୁଏଲାର ଆମାଣ୍ଡା ଡୁଡାମେଲ୍‌ ପ୍ରଥମ ଓ ଡୋମିନିକା ରିପବ୍ଳିକ୍‌ର ଆଣ୍ଡେରିନା ମାର୍ଟିନେଜ୍‌ ଦ୍ବିତୀୟ ରନର୍‌ ଅପ୍‌ ହୋଇଛନ୍ତି। ଏହି ପ୍ରତିଯୋଗିତାର ୧୬ଶ ସ୍ଥାନରେ ଥିବା ଭାରତୀୟ ପ୍ରତିଦ୍ବନ୍ଦ୍ବୀ ଦ୍ବିବିତା ରାୟ ବାଦ ପଡ଼ିଛନ୍ତି। ୧୯୯୪ […]

ବାସ୍ତବ ବ୍ୟୁରୋ: ଅଟାର ଅଭାବ ହେତୁ ପାକିସ୍ତାନରେ ହାହାକାର | ସବସିଡିଯୁକ୍ତ ଅଟାର ଷ୍ଟକ୍ ଶେଷ ହୋଇଯାଇଛି | ଏହି କାରଣରୁ ସରକାର ଦେଶର ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କୁ କମ୍ ମୂଲ୍ୟରେ ଅଟା ପ୍ୟାକେଟ୍ ଯୋଗାଉଛନ୍ତି। ଅଟାର ଅଭାବ ଏତେ ଭୟଙ୍କର ଯେ ଶସ୍ତା ଅଟା କିଣିବାକୁ ଚେଷ୍ଟା କରି ଏପର୍ଯ୍ୟନ୍ତ ୪ ଜଣ ପ୍ରାଣ ହରାଇଛନ୍ତି। ଶନିବାର ଦିନ ସିନ୍ଧ ରାଜ୍ୟର ମିରପୁର ଖାସ୍ ଜିଲ୍ଲାରେ ଖାଦ୍ୟ ବିଭାଗରୁ […]

ବାସ୍ତବ ବ୍ୟୁରୋ: ଆଜି(ଗୁରୁବାର) ସନ୍ଧ୍ୟାରେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ରେକର୍ଡ କରାଯାଇଛି। ଏହି ଭୂକମ୍ପ ଝଟକା ଜମ୍ମୁ-କଶ୍ମୀର ଠାରୁ ଆରମ୍ଭ କରି ଦିଲ୍ଲୀ-ଏନସିଆର ରିଜନରେ ମଧ୍ୟ ଅନୁଭବ ହୋଇଛି। ଦିଲ୍ଲୀ ଏନସିଆରରେ ଲୋକଙ୍କ ଘର ଏବଂ କାର୍ଯ୍ୟାଳୟରେ ରଖାଯାଇଥିବା ଆସବାବପତ୍ର ଦୋହଲିବାକୁ ଲାଗିଥିଲା । ଏହି ଭୂକମ୍ପ ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି […]

ନୂଆଦିଲ୍ଲୀ: ୨୦୧୬ ମସିହାରେ ମୋଦୀ ସରକାର ୧୦୦୦ ଟଙ୍କା ଏବଂ ୫୦୦ ଟଙ୍କିଆ ନୋଟ ବିମୁଦ୍ରୀକରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ସରକାରଙ୍କ ଏହି ପଦକ୍ଷେପକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ସୋମବାର ଏହି ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଏହାର ରାୟ ଦେଇପାରିବେ। ଜଷ୍ଟିସ୍ ଏସ୍ଏ.ନାଜିରଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଜାନୁଆରୀ ୨ ରେ ଏହି ମାମଲାର ଶୁଣାଣି କରିବାର ସମ୍ଭାବନା ରହିଛି। ସୋମବାର ସୁପ୍ରିମକୋର୍ଟର କାରଣ […]

ବାସ୍ତବ ବ୍ୟୁରୋ: ଆଜି(ରବିବାର) ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ କାର୍ଯ୍ୟକ୍ରମରେ ଦଳାଚକଟା ହୋଇଥିବାର ଖବର ସାମ୍ନାକୁ ଆସିଛି । ଏଥିରେ ତିନିଜଣଙ୍କର ମୃତ୍ୟୁ ହୋଇଯାଇଛି । ଆନ୍ଧ୍ରପ୍ରଦେଶର ଗୁଣ୍ଠୁର ଏସପି ଅରିଫ ହାଫିଜଙ୍କ ସୂଚନା ଅନୁଯାୟୀ, ଟିଡ଼ିପି ମୁଖ୍ୟ ଚନ୍ଦ୍ରବାବୁଙ୍କ ପକ୍ଷରୁ ଆଜି ଗୁଣ୍ଠୁରରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ । ଆଉ ପ୍ରବଳ ଭିଡ ଯୋଗୁଁ […]

ଆଜି ପୂର୍ବାହ୍ନରେ ଗାନ୍ଧୀନଗରସ୍ଥିତ ଶ୍ମଶାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆ ହୀରାବେନ୍‌ ମୋଦୀଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମାଆଙ୍କ ଚିତାରେ ନିଆଁ ଦେବା ପରେ ଯୋଡ଼ହସ୍ତ କରି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ। ଶୋକାଭିଭୂତ ପ୍ରଧାନମନ୍ତ୍ରୀଙ୍କ ପାଖରେ ଥିଲେ ତାଙ୍କ ଭାଇ ସୋମାଭାଇ ଏବଂ ପରିବାରର ଅନ୍ୟ ସଦସ୍ୟମାନେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନ୍ୟାନ୍ୟ ଆତ୍ମୀୟସ୍ବଜନ ଏବଂ ଗୁଜରାଟର ମୁଖ୍ୟମନ୍ତ୍ରୀ ମଧ୍ୟ ଶ୍ମଶାନରେ ଉପସ୍ଥିତ ଥିଲେ। ଅହମଦାବାଦସ୍ଥିତ ଡାକ୍ତରଖାନାରେ ଚିକିତ୍ସାଧୀନା ଅବସ୍ଥାରେ ହୀରାବେନ୍‌ […]

Pin It on Pinterest