ଆଜିଠୁ ସାରା ରାଜ୍ୟର ସବୁ ସହରାଞ୍ଚଳ ଦୁଇ ଦିନିଆ ସଟଡାଉନ୍ । ଆଜି ସକାଳ ୫ଟା ଠାରୁ ସୋମବାର ସକାଳ ଯାଏ ବଳବତ୍ତର ରହିବ ସଟଡାଉନ୍ କଟକଣା । ତେବେ ଏହି ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଖୋଲା ରହିବ । ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ଯାତାୟତ କରିପାରିବେ । ଟେଲିକମ୍ ସର୍ଭିସ୍, ପେଟ୍ରୋଲ ପମ୍ପ, ଏଲପିଜି ବିତରଣ କଟକଣା ମୁକ୍ତ […]
ଦେଶ ଓ ବିଦେଶ
ବାସ୍ତବବ୍ୟୁରୋ:କରୋନାଭାଇରସର ଦ୍ୱିତୀୟ ତରଙ୍ଗ ପରେ କେନ୍ଦ୍ର ସରକାର ଗରିବ ପରିବାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଅନ୍ନ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ମେ ଏବଂ ଜୁନ୍ ମାସରେ ରାସନ କାର୍ଡ ଧାରୀମାନଙ୍କୁ ମାଗଣାରେ ୫ କିଲୋଗ୍ରାମ ଅତିରିକ୍ତ ଖାଦ୍ୟ ଶସ୍ୟ (ଚାଉଳ / ଗହମ) ଯୋଗାଇ ଦେବେ | ଏହାଦ୍ୱାରା ୮୦ କୋଟି ହିତାଧିକାରୀ ଉପକୃତ ହେବେ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ […]
କୋଭିଡ – ୧୯ ଲାଗି ଭାରତରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ନାଗରିକଙ୍କ ଟିକାକରଣରେ ୬୭, ୧୯୩ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରେ ମୋଟ ରାଜ୍ୟ ଗୁଡ଼ିକ ପାଇଁ ୪୬ ହଜାର ୩୨୩ କୋଟି ଟଙ୍କା ଖର୍ଚ୍ଚ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୨୧୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ […]
ବାସ୍ତବବ୍ୟୁରୋ: ନୂଆଦିଲ୍ଲୀ ଦେଶର ରାଜଧାନୀ ନୂଆଦିଲ୍ଲୀରେ ପ୍ରତିଦିନ ୨୦ ହଜାର ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ,।ଆଜି ଆସିଛି ବଡ ଖବର। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ କରୋନା ସଂକ୍ରମିତ ହୋଇଛନ୍ତି। ସେ ଘରେ ଆଇସୋଲେସନ ଅଛନ୍ତି। ଅରବିନ୍ଦ କେଜ୍ରିୱାଲ ମଧ୍ୟ ନିଜକୁ କ୍ଵାରେଣ୍ଟାଇନ କରିଛନ୍ତି। ଦିଲ୍ଲୀ ସରକାରଙ୍କ ୱେବସାଇଟରେ ପୋଷ୍ଟ ରିପୋଟ ଅନୁଯାୟୀ, ମଙ୍ଗଳବାର ସକାଳେ ୧୯ ହଜାର ୬୦୪ କୋଭିଡ ବେଡ଼ ମଧ୍ୟରୁ ୩୧୮୬ […]
ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ପ୍ରଥମ ସ୍ଥାୟୀ କୁଳପତି ଭାବରେ ପ୍ରଫେସର ଉମାବଲ୍ଲଭ ମହାପାତ୍ର ଆଜି (ମଙ୍ଗଳବାର) ଦାୟିତ୍ବ ଗ୍ରହଣ କରିଛନ୍ତି । ଭୁବନେଶ୍ୱରରେ ଥିବା ସମସ୍ତ ଧର୍ମାନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ଧର୍ମଗୁରୁଙ୍କ ସହ ଆଲୋଚନା ପରେ ଏପରି ନିଷ୍ପତ୍ତି ନେଇଛି ବିଏମ୍ସି । ଆଜିଠାରୁ ୧୫ ଦିନ ବନ୍ଦ ରହିବ ସମ୍ବଲପୁର ବାର୍ । ନିର୍ବାହୀ ପରିଷଦ ବୈଠକରେ ବାର୍ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି […]
ବାସ୍ତବବ୍ୟୁରୋ:ଆସନ୍ତା ୧ ତାରିଖରୁ କେନ୍ଦ୍ର ସରକାର ତୃତୀୟ ପର୍ଯ୍ୟାୟ ଟୀକାକରଣ ଘୋଷଣା କରିଛନ୍ତି। ଏହି ଅବଧିରେ, ୧୮ ବର୍ଷରୁ ଅଧିକ ସମସ୍ତ ଲୋକଙ୍କୁ ଟୀକାକରଣ କରିବାକୁ ସମର୍ଥ ହେବେ | ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗ ମଧ୍ୟରେ ସରକାର ଟୀକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଖୋଲା ବଜାରରେ ଟିକା ବିକ୍ରିକୁ ଅନୁମୋଦନ କରିଛନ୍ତି। ମୂଲ୍ୟ ପୂର୍ବରୁ ସ୍ଥିର କରାଯିବ। ଏହା ବ୍ୟତୀତ ରାଜ୍ୟ ସରକାରଙ୍କୁ ମଧ୍ୟ କ୍ରୟ କରିବାର […]
ବଢୁଥିବା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଜିଠୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ । ହେଲେ ରାଜ୍ୟ ଭିତରେ ପୂର୍ବ ଭଳି ବସ୍ ଚାଲୁ ରହିବ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୪୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୪୮କୁ ବୃଦ୍ଧି ପାଇଛି । ବର୍ତ୍ତମାନ […]
କଂଗ୍ରେସ ନେତା କପିଲ ସିବଲ କହିଛନ୍ତି- ପ୍ରଧାନମନ୍ତ୍ରୀ ଜାତୀୟ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରନ୍ତୁ | ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ) କରୋନା ଜୀବାଣୁ ସଂକ୍ରମଣ ମାମଲାରେ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜାତୀୟ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ ନିବେଦନ କରିଛନ୍ତି। କୋଭିଡ -୧୯ ର ଦ୍ରୁତ ଗତିରେ ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନିର୍ବାଚନ ଆୟୋଗକୁ ନିର୍ବାଚନ […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୬୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୪୪କୁ ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୬୮୨୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୧୪୩୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୪୪୮୨୫ଜଣ ସୁସ୍ଥ ହୋଇ ଘରକୁ […]
ଓଡିଶାରେ ଟିକାର ଅଭାବକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଆଉ ୨୫ଲକ୍ଷ ଅଧିକ ଟିକା ଦେବାକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋଲା ବଜାରରେ ଟିକା ଉପଲବ୍ଧ କରାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୧୪୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । […]


