ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩୮୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୧୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୨୮୫୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୫୨୪୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୭୧୨୦୦ଜଣ ସୁସ୍ଥ ହୋଇ […]
ଦେଶ ଓ ବିଦେଶ
ଆସନ୍ତା ପହିଲାରୁ ରାଜ୍ୟରେ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଟିକାକରଣ ଆରମ୍ଭ ହେବ । ରାଜ୍ୟବାସୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଟିକା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଟିକାକେନ୍ଦ୍ରରେ ଭିଡ଼କୁ ଦୃଷ୍ଟିରେ ରଖି ସରକାର ପ୍ରସ୍ତୁତିକୁ ଅଧିକ ବ୍ୟାପକ କରୁଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୬୦୭୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣ କରୋନା […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫୯୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୯୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୧୪୦୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୯୦୭୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୬୨୯୩୧ଜଣ ସୁସ୍ଥ ହୋଇ […]
ଆଜି (ରବିବାର) ହେଉଛି ସଟଡାଉନର ଦ୍ୱିତୀୟ ଦିନ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧୧୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୮୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୦୭୪୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୫୯୪୯ଟି […]
ବାସ୍ତବବ୍ୟୁରୋ:ସଚିନ ତେନ୍ଦୁଲକର ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଭାଗନେବାର ଦୁଇ ବର୍ଷ ପୂର୍ବରୁ ଭାରତ ବିପକ୍ଷରେ ପାକିସ୍ତାନ ଦଳରେ ପ୍ରଥମେ ଫିଲଡିଂ କରିଥିଲେ | ଏହା ୧୯୮୭ ମସିହାର କଥା ଭାରତ ପାକିସ୍ତାନ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ତେନ୍ଦୁଲକର ଫିଲଡିଂ କରିଥିଲେ ବୋଲି ,ଶନିବାରକୁ ୪୮ ବର୍ଷରେ ପାଦ ଦେଇଥିବା ସଚିନ ନିଜ ଆତ୍ମଜୀବନୀରେ ଏ କଥା କହିଛନ୍ତି | ସେ କହିଛନ୍ତିକି ଭାରତ ପାକିସ୍ତାନ ବନ୍ଧୁତ୍ୱ ମ୍ୟାଚ ରେ ମଧ୍ୟାନ୍ତର ପରେ […]
କୋରୋନା ପାଇଁ ଘରେ ଆବଶ୍ୟକ ମେଡିକାଲ କିଟ୍: – ପାରାସିଟାମଲ୍ | ବେଟାଡିନ୍ ଗାର୍ଗଲ୍ – ପାଟି ଧୋଇବା ପାଇଁ | ଭିଟାମିନ୍ ‘ସି’ ଏବଂ ‘ଡି’ | ବି କମ୍ପ୍ଲେକ୍ସ l ବାଷ୍ପ ନେବା ପାଇଁ ବାଷ୍ପ ପାତ୍ର | ଆପଣ ଏକ ଚାମଚ ସେଇନ୍ଧ ଲୁଣ ମଧ୍ୟ ନେଇପାରିବେ | ପଲ୍ସ ଅକ୍ସିମିଟର | ଅମ୍ଳଜାନ ସିଲିଣ୍ଡର (କେବଳ ଜରୁରୀକାଳୀନ ପାଇଁ) | ଗଭୀର ନିଶ୍ୱାସ ବ୍ୟାୟାମ […]
ଆଜିଠୁ ସାରା ରାଜ୍ୟର ସବୁ ସହରାଞ୍ଚଳ ଦୁଇ ଦିନିଆ ସଟଡାଉନ୍ । ଆଜି ସକାଳ ୫ଟା ଠାରୁ ସୋମବାର ସକାଳ ଯାଏ ବଳବତ୍ତର ରହିବ ସଟଡାଉନ୍ କଟକଣା । ତେବେ ଏହି ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଖୋଲା ରହିବ । ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ଯାତାୟତ କରିପାରିବେ । ଟେଲିକମ୍ ସର୍ଭିସ୍, ପେଟ୍ରୋଲ ପମ୍ପ, ଏଲପିଜି ବିତରଣ କଟକଣା ମୁକ୍ତ […]
ବାସ୍ତବବ୍ୟୁରୋ:କରୋନାଭାଇରସର ଦ୍ୱିତୀୟ ତରଙ୍ଗ ପରେ କେନ୍ଦ୍ର ସରକାର ଗରିବ ପରିବାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଅନ୍ନ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ମେ ଏବଂ ଜୁନ୍ ମାସରେ ରାସନ କାର୍ଡ ଧାରୀମାନଙ୍କୁ ମାଗଣାରେ ୫ କିଲୋଗ୍ରାମ ଅତିରିକ୍ତ ଖାଦ୍ୟ ଶସ୍ୟ (ଚାଉଳ / ଗହମ) ଯୋଗାଇ ଦେବେ | ଏହାଦ୍ୱାରା ୮୦ କୋଟି ହିତାଧିକାରୀ ଉପକୃତ ହେବେ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ […]
କୋଭିଡ – ୧୯ ଲାଗି ଭାରତରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ନାଗରିକଙ୍କ ଟିକାକରଣରେ ୬୭, ୧୯୩ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରେ ମୋଟ ରାଜ୍ୟ ଗୁଡ଼ିକ ପାଇଁ ୪୬ ହଜାର ୩୨୩ କୋଟି ଟଙ୍କା ଖର୍ଚ୍ଚ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୨୧୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ […]
ବାସ୍ତବବ୍ୟୁରୋ: ନୂଆଦିଲ୍ଲୀ ଦେଶର ରାଜଧାନୀ ନୂଆଦିଲ୍ଲୀରେ ପ୍ରତିଦିନ ୨୦ ହଜାର ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ,।ଆଜି ଆସିଛି ବଡ ଖବର। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ କରୋନା ସଂକ୍ରମିତ ହୋଇଛନ୍ତି। ସେ ଘରେ ଆଇସୋଲେସନ ଅଛନ୍ତି। ଅରବିନ୍ଦ କେଜ୍ରିୱାଲ ମଧ୍ୟ ନିଜକୁ କ୍ଵାରେଣ୍ଟାଇନ କରିଛନ୍ତି। ଦିଲ୍ଲୀ ସରକାରଙ୍କ ୱେବସାଇଟରେ ପୋଷ୍ଟ ରିପୋଟ ଅନୁଯାୟୀ, ମଙ୍ଗଳବାର ସକାଳେ ୧୯ ହଜାର ୬୦୪ କୋଭିଡ ବେଡ଼ ମଧ୍ୟରୁ ୩୧୮୬ […]


