ଭୁବନେଶ୍ୱର(ବାସ୍ତବ ଟିଭି): “ଘରେ ଘରେ ଶଙ୍ଖ” ବିଜେଡ଼ି ପାଇଁ ରାଜନୀତିର ଆଉ ଏକ ନୂଆ ଟ୍ରିକ୍ । ଆଜି ବିଜୁ ପଟ୍ଟନାୟକଙ୍କ ୧୦୩ ଜୟନ୍ତି ଅବସରରେ ବିଜେଡ଼ି କରିଛି ଏକ ନୂଆ ନିର୍ବାଚନୀ ପ୍ରସ୍ତୁତି । ଆଜିଠୁ ଆରମ୍ଭ ହୋଇଛି ବିଜେଡ଼ିର “ଘରେ ଘରେ ଶଙ୍ଖ” କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଟଣୀ ବ୍ଲକ ପ୍ରଧାନ ସାହି ପଞ୍ଚାୟତରୁ ‘ଘରେଘରେ ଶଙ୍ଖ’ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି […]
ରାଜନୀତି
ଭୁବନେଶ୍ୱର(ବାସ୍ତବ ଟିଭି): ଢେଙ୍କାନାଳ ସାଂସଦ ତଥାଗତ ସତପଥୀ ଲଢ଼ିବେନି ନିର୍ବାଚନ । ଏ ନେଇ ଆଜି ଖୁଲମଖୁଲା ପ୍ରକାଶ କରିଛନ୍ତି, ଏବଂ ସେ କହିଛନ୍ତିକି ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥରାହୋଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ତଥାଗତ । ସବୁଠୁ ବଡ଼ କଥା ହେଉଛି ତଥାଗତ ଆହୁରି ମଧ୍ୟ କହିଛନ୍ତିକି ସେ ରାଜନୀତିରୁ ଓହରିବା ପରେ ସେ ସାମ୍ବାଦିକରେ ଫୋକସ୍ କରିବେ ବୋଲି କହିଛନ୍ତି । ଏବ […]
କେନ୍ଦ୍ରାପଡ଼ା(ବାସ୍ତବ ଟିଭି): କଡ଼ ଲେଉଟାଇବ ‘ରାଜନଗର ରାଜନୀତି’ । ବହୁ ଦିନର ପ୍ରତିକ୍ଷାର ଅନ୍ତ ଘଟିବାର ସମ୍ଭାବନାରେ କେନ୍ଦ୍ରାପଡ଼ାର ‘ରାଜନଗର ରାଜନୀତି’ । ଦୀର୍ଘ ୩୫ବର୍ଷରୁ ଉଦ୍ଧ୍ୱର୍ ଜନତା ଦଳ ହେଇ କି କଂଗ୍ରେସରେ ରାଜୁତି କରିଆସୁଥିବା ସ୍ୱର୍ଗତଃ ନଳିନୀ ମହାନ୍ତିଙ୍କ ଗଡକୁ଼ ୨୦୦୯ରେ ଅକ୍ତିଆର କରିଥିଲେ ଅଲେଖ କୁମାର । ଯାହାକୁ ନେଇ ରାଜନଗର ରାଜନୀତିରେ ଆରମ୍ଭ ହୋଇଥିଲା ଏକ ନୂଆ ରାଜନୀତି ସମୀକରଣ । ହେଲେ ୨୦୧୪ […]
ପୁଣି ମୋଦିଙ୍କୁ ରାହୁଲଙ୍କ ବାଣ । ରାଜନୀତିରେ ପୁଣି ଜୋର ଧରିଲା ରାଫେଲ ପ୍ରସଙ୍ଗ । ଝାଡଖଣ୍ଡର ରାଜଧାନୀ ରାଞ୍ଚି ଠାରେ ଏକ ବିଶାଳ ରାଲିରେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି । ଏବଂ ରାହୁଲ ରାଫେଲ୍ ପ୍ରସଙ୍ଗ ଉଠାଇବା ସହ ଜନତାଙ୍କ ମୁହଁରୁ ‘ଚୌକିଦାର ଚୋର ହେ’ ର ନାରା ଲଗାଇଥିଲେ । ତାହା ସହ ରାହୁଲ ଖୁଲମ୍ ଖୁଲା କହିଛନ୍ତିକି ତାଙ୍କୁ ମୋଦିଙ୍କୁ ଏପରି […]
ସହିଦଙ୍କୁ ନେଇ ରାଜନୀତି ମଇଦାନ୍ରେ ସମସ୍ତ ହେବିୱେଟ୍ । ପୁଲୱାମା ହମଲାକୁ ମାତ୍ର ୧୨ଦିନ ପରେ ଭାରତ ର ବାୟୁସେନା ବୋମା ଫିଙ୍ଗିବାକୁ ନେଇ ଦୁଇ ଦେଶ ମଧ୍ୟରେ ଦେଖାଦେଇଥିଲା ଛକାପଞ୍ଝାର ପରିସ୍ତିତି । ବର୍ତମାନ ଏହି ପରିସ୍ତିତିରେ ମାତ୍ର ଅଳ୍ପ କିଛି ସୁଧାର ଆସିଥିବା ବେଳେ ଦେଖା ଦେଲାଣି ଭାରତର ରାଜନୀତିରେ ରଣକୌଶଳ । ସାମରିକ ବାହିନୀରେ ଦେଶ ପାଇଁ କାର୍ୟ୍ୟକରୁଥିବା ଯବାନ ସହିଦ ହେଲେ ‘ସହିଦ’ର ମାନ୍ୟତା […]
ନୂଆ ଦିଲ୍ଲୀ: ପୁଲୱାମା ହମଲା ପରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ । ହେଲେ ଭାରତୀୟ ବାୟୁସେନାର ବିମାନ ପାକିସ୍ତାନ ଆତଙ୍କୀ ଶିବିରକୁ ନଷ୍ଟ କରିଥିବା କହୁଥିବାବେଳେ କିନ୍ତୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ରୋକଠୋକ୍ ପ୍ରଶ୍ନ ଉଠାଇଛନ୍ତି । ମମତାଙ୍କ କହିବା ଅନୁଯାୟୀ, ରିପୋର୍ଟ ଅନୁସାରେ ଭାରତୀୟ ବାୟୁସେନା ୧୦୦୦ କେଜିର ବମ୍ ବର୍ଷା କରିଛି । ହେଲେ ଏତେ ବଡ଼ ଷ୍ଟ୍ରାଇକ୍ ପରେ ମଧ୍ୟ ପ୍ରଧାନମନ୍ତ୍ରୀ […]
ଭୁବନେଶ୍ୱର(ବାସ୍ତବ ଟିଭି): ଦୀର୍ଘ ପ୍ରାୟ ପାଞ୍ଚ ବର୍ଷରୁ ଉିଦ୍ଧ୍ୱର୍ ବିତିଯାଇଥିବା ଏହି ବମିଖାଲ ବ୍ରିଜର ନିର୍ମାଣ ଶେଷରେ ଅନ୍ତଘଟିଛି । ଗତ ଫେବୃଆରୀ ୨୦ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବମିଖାଲ ବ୍ରିଜର ଉଦ୍ଘାଟନ କରିଛନ୍ତି । ରାଜ୍ୟସରକାରଙ୍କ ଦ୍ୱାରା ତିଆରି ହୋଉଥିବା ଏହି ବୋମିଖାଲ ବ୍ରିଜ୍ ଦୁଇ ଦୁଇ ଥର ଦୁର୍ଘଟଣା ଘଟିଥିବାବେଳେ ଶେଷରେ ଦୁିଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । କିନ୍ତୁ ପ୍ରଶାସନର ଏତେ ଦିନର ପରିଶ୍ରମ […]