ରାଜନୀତି ପାଲଟୁଛି ରଣନୀତି । କେଉଁ ଦଳ କାହାକୁ କେଉଁଠୁ ପ୍ରାର୍ଥୀ କରିବ ତାକୁ ନେଇ ଚାଲିଛି ଅଙ୍କ କଷା । ନିକଟରେ ବିଜେଡ଼ି ଓ କଂଗ୍ରେସ ତାର ପ୍ରଥମ ଓ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଥିଲେ ମଧ୍ୟ ଏବେ ବି ବିଜେପିତାର ପ୍ରାର୍ଥୀ ତାଲିକା ଘୋଷଣା କରିପାରିନାହିଁ । କିନ୍ତୁ ନିଜର ପ୍ରାର୍ଥୀ ତାଲିକା ସଜାଡ଼ିବାରେ ବିଳମ୍ବ କରିନି ବହୁଜନ ସମାଜ ପାର୍ଟି । ସମାଜବାଦୀ ପାର୍ଟି […]
ରାଜନୀତି
ନୂଆଦିଲ୍ଲୀ(ବାସ୍ତବ ଟିଭି): ବହୁଜନ ସମାଜବାଦୀ ପାର୍ଟିର ସର୍ବେସବା ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଏବଂ ସେ କହିଛନ୍ତିକି ସମାଜବାଦୀ ପାର୍ଟି ଏବଂ ବହୁ ଜନ ସମାଜବାଦୀ ପାର୍ଟିର ମେଣ୍ଟ ଏବେବି ମଜବୁତ ରହିଛି । ଏବଂ ଏବେ ତାଙ୍କର ଜିତିବାଠାରୁ ଜରୁରୀ ହେଉଛି ମେଣ୍ଟ ସଫଳତା । ଯଦି ନିର୍ବାଚନ ପରେ ଏପରି କୈଣସି ସ୍ଥିତି ସୃଷ୍ଟି ହୁଏ ତେବେ ସେ କୌଣସି […]
ଭୁବନେଶ୍ୱର(ବାସ୍ତବ ଟିଭି): ରାଜନୀତିରେ ପ୍ରାର୍ଥୀଙ୍କୁ ଦେଖିବାକୁ ଗଲେ ବିଜେପି ଆଗରେ । କାରଣ ଏଇ ମତ୍ର କିଛି ଦିନ ହେବ ହାତ ଓ ଶଙ୍ଖ ଛାଡ଼ି ପ୍ରାଏ ଅଧିକାଂଶ ନେତା ପଦ୍ମ ପୋଖରୀ ମୁହାଁ । ସେ ବିଜେଡ଼ିରୁ ଟିକେଟ୍ ନମିଳିବାରୁ ହେଉ କି କଂଗ୍ରେସକୁ ଭରସା ନକରି । ତେବେ ନିକଟରେ ବିଜେଡି ଓ କଂଗ୍ରେସ ତାଙ୍କର ପ୍ରଥମ ଓ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଳେ ମଧ୍ୟ […]
କଳାହାଣ୍ଡି(ରିପୋର୍ଟ- ଲକ୍ଷ୍ମୀରଞ୍ଜନ ବାଗ୍): କଳାହାଣ୍ଡି ଜିଲ୍ଲା ରୁପ୍ରା ଗ୍ରାମ ଠାରେ ବଜେପି ପକ୍ଷରୁ ବିଜୟ ସଂକଳ୍ପ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିକଟରେ ବିଜେଡ଼ି ଦଳ ଛାଡ଼ ବିଜେପିରେ ନୂଆକରି ଯେଗ ଦେଇଥିବା ଯୁବନେତା ଜିତୁମିଶ୍ର ଉପସ୍ଥିତ ଥିବାବେଳେ ବିଜେପି ନେତା ଶ୍ରୀତମ ଦାସ, ଡଃ ଦାମୋଦର ରାଉତ, ଉପସ୍ଥିତ ରହି ନର୍ଲା ନିର୍ବାଚନ ମଣ୍ଡଳୀ ରେ କିପରି ଭାବରେ ତାଙ୍କ ଦଳ ବିଜୟ ଲାଭ କରିବ ସେନେଇ […]
ଭୁବନେଶ୍ୱର(ବାସ୍ତବଟିଭି): ଘଟିଲା ସମସ୍ତ ମନ୍ତ୍ରୀଙ୍କ ପ୍ରତିକ୍ଷାର ଅନ୍ତ । ଘୋଷଣା ହେଲା ୯ ଲୋକସଭା ଓ ୫୪ ବିଧାନସଭା ପ୍ରାର୍ଥୀଙ୍କ ନାମ । ତାହା ସହ ପ୍ରଥମ ଓ ଦିତୀୟ ପର୍ଯ୍ୟାୟର ନିର୍ବାଚନୀ ତାଲିକା ଘୋଷଣାକରି ନବୀନ ନିଜ ହାତକୁ ପକେଟରୁ କାଢ଼ି ବସିଗଲେ । ବୋଧହୁଏ ଯେମିତି କିଛି ଦିନପାଇଁ ଆଉ ପ୍ରାର୍ଥୀଙ୍କ କହଳି ତାଙ୍କ ଦୁଆରେ ଦେଥିବାକୁ ଚାହୁଁନାହାନ୍ତି ନବୀନ । ହେଲେ ପ୍ରଥମ ଓ ଦିତୀୟ […]
ପ୍ରକାଶ ପାଇଲା ବିଜେଡ଼ିର ପ୍ରଥମ ଓ ଦ୍ୱତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଆସନ୍ତା ନିର୍ବାଚନ ପାଇଁ ବିଜେଡ଼ି ତାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ପ୍ରାର୍ଥୀ ତାଲିକାରେ ମୋଟ୍ ୯ଟି ଲୋକସଭା ସମେତ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି ।ଏଇ ମାତ୍ର କିଛି ଦିନହେବ ନବୀନ ନିବାସରେ ଟିକେଟ ପାଇଁ ମନ୍ତ୍ରୀ ଓ ବିଧାୟକ ମାନେ ନିଜର ବାୟୋଡ଼ାଟା ଧରି ନିଜର […]
ଭୁବନେଶ୍ୱର(ବାସ୍ତବ ଟିଭି): ମୁହଁ ଖୋଲିଲେ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର । ଆସନ୍ତା ନିର୍ବାଚନକୁ ନେଇ ଦେଲେ ବିଷ୍ଫୋରକ ବୟାନ । ବିଜେଡ଼ିକୁ ନେଇ ସିଦ୍ଧାନ୍ତଙ୍କ କହିବା ଅନୁଯାୟୀ, ସୁପ୍ରିମୋ ମୋ ସହ କିଛି ଆଲୋଚନା କରିନାହାନ୍ତି କି ମୁଁ ଟିକେଟ୍ ପାଇଁ ଆଶାୟୀ ନାହିଁ । ଯଦି ଟିକେଟ ମିଳେ ଲଢ଼ିବି ନହେଲେ କହିବେ ଯଦି ଦଳ ପାଇଁ ପ୍ରଚାର କରିବି । ତାଛଡ଼ା ସେ କହିଛନ୍ତିକି ନବୀନ […]
ଭୁବନେଶ୍ୱର(ବାସ୍ତବ ଟିଭି): ବଦଳୁଛି ରାଜନୈତିକ ଦୃଶ୍ୟପଟ୍ଟ । ନିର୍ବାଚନ ପାଇଁ ଚାଲିଛି ସମସ୍ତ ରାଜନୈତିକ ଦଳର ଘର ସଜଡ଼ା । କାଲି ଯାହା ସହିତ କଳି ଆଜି ତାକୁ କୋଳାକୋଳି । ଏମିତି ରାନୈତିକ ଘଡ଼ିସନ୍ଧି ମୁହୁର୍ତ୍ତରେ ଦେଖିବାକୁ ମିଳିଛି କିଛି ରୋମାଞ୍ଚକର ଉଚ୍ଚସ୍ତରୀୟ ଦଳୀୟ କର୍ମୀଙ୍କ ନାଟକ । ଯେଇଁଠିକି ଗୋଟିଏ ରାଜନୈତିକ ଦଳର କର୍ମୀ ଆଉ ଏକ ରାଜନୈତିକ ଦଳକୁ ବାରମ୍ବାର ବିଧୋର କରିଆସିବାସହ କଡ଼ା ଭାଷାରେ […]
ବଦଳୁଛି ରାଜନୀତିର ଦୃଶ୍ୟପଟ୍ଟ । କିଏ କୁଆଡ଼େ ଯିବ ଆଉ କିଏ କେଉଁ ଦଳର ନୂଆ ମୁହଁ ହେବ । ତାହା ନେଇ ଚାଲିଛି ମାନସମନ୍ଥନ । କିଏ ବିଜେପିରେ ମିଶୁଛିତ କିଏ ବିଜେଡ଼ିରେ ଆଉ କିଏ କଂଗ୍ରେସକୁ ଗୋଡ଼ ବଢ଼ାଉଛି । ଏମତି କହିବାକୁ ଗଲେ ରାଜନୀତିରେ ଅଭିନେତା, ଗାୟକ, ଶିକ୍ଷକ, ଆଇଏସ୍ ପରି ଅନେକ ସାଧାରଣ ଜୀବନୀରୁ ନେତା ପାଲଟିଥିବାବେଳେ, ଏବେ ସେହି ରାଜନୀତି ବହିରେ ଆଉ […]
ଭୁବନେଶ୍ୱର(ବାସ୍ତବ ଟିଭି): ବିଜେପିର ୨୧ ଲୋକସଭା ଆସନ ପାଇଁ ସମ୍ଭବ୍ୟ ପ୍ରାର୍ଥୀ ଚୟନ କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଦରକାର ପଡ଼ିଲେ ଚୟନ କରାଯାଇଥିବା ପ୍ରାର୍ଥୀ ତାଲିକାକୁ ପରିବର୍ତ୍ତନ କରାଯାଇପାରେ ବୋଲି ଶୁଣିବାକୁ ମିଳିଛି । ସେହି ସମ୍ଭବ୍ୟ ପ୍ରାର୍ଥୀ ତାଲିକା ଅନୁଯାୟୀ ପୁରୀରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କନ୍ଧମାଳରୁ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢ଼ବା ନେଇ ସୂଚନା ମିଳିଛି । ହେଲେ ଦଳ […]


