ଭୁବନେଶ୍ୱର : ଆଜି ଦିନକିଆ ଓଡ଼ିଶା ଗସ୍ତରେ ଆସି ଜୟପୁରରେ ପ୍ରଥମେ ମହିଳା ସମାବେଶ ଓ ପରେ ଚାଷୀ ସମାବେଶରେ ଯୋଗ ଦାନକରିଛନ୍ତି ରାହୁଲ । ତାହାଛଡ଼ା । କଂଗ୍ରେସ କ୍ଷମତାକୁ ଆସିଲେ ୧୦ଦିନ ମଧ୍ୟରେ ଓଡ଼ିଶାରେ ଋଣ ଛାଡ଼ ହେବ। ଛତିଶଗଡ଼ରେ ଧାନ କ୍ୱିଣ୍ଟାଲ ୨୫୦୦ ଟଙ୍କାରେ ମିଳୁଛି। କିନ୍ତୁ ଏଠି ମାତ୍ର ୧୬୦୦ଟଙ୍କା। କଂଗ୍ରେସ ରାଜ୍ୟରେ କ୍ଷମତାକୁ ଆସିଲେ ୨୬ ଶହ ଟଙ୍କାରୁ କମ୍ ଏମ୍ଏସ୍ପି ଦିଆଯିବ […]
ରାଜନୀତି
୧୯ ନିର୍ବାଚନ ପାଇଁ ପ୍ରଥମ ଦଳ ଭାବେ କଂଗ୍ରେସ ପ୍ରକାଶ କଲା ପ୍ରାର୍ଥୀ ତାଲିକା । ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି-ସିଇସି, ଗୁଜରାଟ ଓ ଉତ୍ତରପ୍ରଦେଶର ୧୫ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଗୁଜରାଟର ୪ଟି ଓ ୟୁପିର ୧୧ଟି ଲୋକସଭା ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । ଗୁଜରାଟ ପଶ୍ଚିମ ଅହମଦାବାଦରୁ ରାଜୁ ପରମାର, ଆନନ୍ଦରୁ ଭାରତସିଂ ଏମ ସୋଲାଙ୍କି, ବରୋଦାରୁ […]
ଭୁବନେଶ୍ୱର(ବାସ୍ତବ ଟିଭି): ଦିଲ୍ଲୀରେ ବିଜେପି ସହ ବିଦ୍ଧିବଦ୍ଧ ଭାବେ ସାମିଲ ହୋଇ ସାରିବାପରେ ଭୁବନେଶ୍ୱର ଫେରିଛନ୍ତି ବୈଜୟନ୍ତ ପଣ୍ଡା । ଭୁବନେଶ୍ୱର ଫେରିବା ପରେ ବିଜେପି ପାର୍ଟି ଅଫିସରେ ମିଛ କହିଛନ୍ତି ବୈଜୟନ୍ତ । ଯାହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା । ସୂଚନା ମୁତାବକ ଗତକାଲି ବୈଜୟନ୍ତ କହିଥିଲେକି ବିଜେଡ଼ି,ବିଜେପି ସହୋଯୋଗରେ ପ୍ରତିଷ୍ଠା ହୋଇଥିଲା । ଏବଂ ବିଜେଡିରେ ରହି ବିଜେପିରେ ଯୋଗଦେବାକୁ ମୁଁ […]
ଭୁବନେଶ୍ୱର(ବାସ୍ତବ ଟିଭି): ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଦି । କୋରାପୁଟର ଜୟପୁର ଉପକଣ୍ଠ ଏକମ୍ବା ଠାରେ ସାଧରଣ ସଭା କରିବେ ରାହୁଲ । ସଭାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଞ୍ଚିଥିବାବେଳେ ଆସନ୍ତା କାଲି ଦିନ ୧୧ଟାରେ ସଭାକାର୍ଯ୍ୟକ୍ରମରେ ଯୋଗଦେବେ ରାହୁଲ । କଂଗ୍ରେସ ତିନୋଟି ରାଜ୍ୟରେ ସରକାର ଗଢ଼ିବାପରେ କଂଗ୍ରେସ ପାଖରେ ଉତ୍ସାହିତ ହେବାର ଦେଖିବାକୁ ମିଳିଛି । ତେଣୁଓଡ଼ିଶାରେ ମଧ୍ୟ କଂଗ୍ରେସ ପ୍ରଭାବ ବିସ୍ତାର […]
ଭୁବନେଶ୍ୱର(ବାସ୍ତବ ଟିଭି): “ଘରେ ଘରେ ଶଙ୍ଖ” ବିଜେଡ଼ି ପାଇଁ ରାଜନୀତିର ଆଉ ଏକ ନୂଆ ଟ୍ରିକ୍ । ଆଜି ବିଜୁ ପଟ୍ଟନାୟକଙ୍କ ୧୦୩ ଜୟନ୍ତି ଅବସରରେ ବିଜେଡ଼ି କରିଛି ଏକ ନୂଆ ନିର୍ବାଚନୀ ପ୍ରସ୍ତୁତି । ଆଜିଠୁ ଆରମ୍ଭ ହୋଇଛି ବିଜେଡ଼ିର “ଘରେ ଘରେ ଶଙ୍ଖ” କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଟଣୀ ବ୍ଲକ ପ୍ରଧାନ ସାହି ପଞ୍ଚାୟତରୁ ‘ଘରେଘରେ ଶଙ୍ଖ’ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି […]
ଭୁବନେଶ୍ୱର(ବାସ୍ତବ ଟିଭି): ଢେଙ୍କାନାଳ ସାଂସଦ ତଥାଗତ ସତପଥୀ ଲଢ଼ିବେନି ନିର୍ବାଚନ । ଏ ନେଇ ଆଜି ଖୁଲମଖୁଲା ପ୍ରକାଶ କରିଛନ୍ତି, ଏବଂ ସେ କହିଛନ୍ତିକି ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥରାହୋଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ତଥାଗତ । ସବୁଠୁ ବଡ଼ କଥା ହେଉଛି ତଥାଗତ ଆହୁରି ମଧ୍ୟ କହିଛନ୍ତିକି ସେ ରାଜନୀତିରୁ ଓହରିବା ପରେ ସେ ସାମ୍ବାଦିକରେ ଫୋକସ୍ କରିବେ ବୋଲି କହିଛନ୍ତି । ଏବ […]
କେନ୍ଦ୍ରାପଡ଼ା(ବାସ୍ତବ ଟିଭି): କଡ଼ ଲେଉଟାଇବ ‘ରାଜନଗର ରାଜନୀତି’ । ବହୁ ଦିନର ପ୍ରତିକ୍ଷାର ଅନ୍ତ ଘଟିବାର ସମ୍ଭାବନାରେ କେନ୍ଦ୍ରାପଡ଼ାର ‘ରାଜନଗର ରାଜନୀତି’ । ଦୀର୍ଘ ୩୫ବର୍ଷରୁ ଉଦ୍ଧ୍ୱର୍ ଜନତା ଦଳ ହେଇ କି କଂଗ୍ରେସରେ ରାଜୁତି କରିଆସୁଥିବା ସ୍ୱର୍ଗତଃ ନଳିନୀ ମହାନ୍ତିଙ୍କ ଗଡକୁ଼ ୨୦୦୯ରେ ଅକ୍ତିଆର କରିଥିଲେ ଅଲେଖ କୁମାର । ଯାହାକୁ ନେଇ ରାଜନଗର ରାଜନୀତିରେ ଆରମ୍ଭ ହୋଇଥିଲା ଏକ ନୂଆ ରାଜନୀତି ସମୀକରଣ । ହେଲେ ୨୦୧୪ […]
ପୁଣି ମୋଦିଙ୍କୁ ରାହୁଲଙ୍କ ବାଣ । ରାଜନୀତିରେ ପୁଣି ଜୋର ଧରିଲା ରାଫେଲ ପ୍ରସଙ୍ଗ । ଝାଡଖଣ୍ଡର ରାଜଧାନୀ ରାଞ୍ଚି ଠାରେ ଏକ ବିଶାଳ ରାଲିରେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି । ଏବଂ ରାହୁଲ ରାଫେଲ୍ ପ୍ରସଙ୍ଗ ଉଠାଇବା ସହ ଜନତାଙ୍କ ମୁହଁରୁ ‘ଚୌକିଦାର ଚୋର ହେ’ ର ନାରା ଲଗାଇଥିଲେ । ତାହା ସହ ରାହୁଲ ଖୁଲମ୍ ଖୁଲା କହିଛନ୍ତିକି ତାଙ୍କୁ ମୋଦିଙ୍କୁ ଏପରି […]
ସହିଦଙ୍କୁ ନେଇ ରାଜନୀତି ମଇଦାନ୍ରେ ସମସ୍ତ ହେବିୱେଟ୍ । ପୁଲୱାମା ହମଲାକୁ ମାତ୍ର ୧୨ଦିନ ପରେ ଭାରତ ର ବାୟୁସେନା ବୋମା ଫିଙ୍ଗିବାକୁ ନେଇ ଦୁଇ ଦେଶ ମଧ୍ୟରେ ଦେଖାଦେଇଥିଲା ଛକାପଞ୍ଝାର ପରିସ୍ତିତି । ବର୍ତମାନ ଏହି ପରିସ୍ତିତିରେ ମାତ୍ର ଅଳ୍ପ କିଛି ସୁଧାର ଆସିଥିବା ବେଳେ ଦେଖା ଦେଲାଣି ଭାରତର ରାଜନୀତିରେ ରଣକୌଶଳ । ସାମରିକ ବାହିନୀରେ ଦେଶ ପାଇଁ କାର୍ୟ୍ୟକରୁଥିବା ଯବାନ ସହିଦ ହେଲେ ‘ସହିଦ’ର ମାନ୍ୟତା […]
ନୂଆ ଦିଲ୍ଲୀ: ପୁଲୱାମା ହମଲା ପରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ । ହେଲେ ଭାରତୀୟ ବାୟୁସେନାର ବିମାନ ପାକିସ୍ତାନ ଆତଙ୍କୀ ଶିବିରକୁ ନଷ୍ଟ କରିଥିବା କହୁଥିବାବେଳେ କିନ୍ତୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ରୋକଠୋକ୍ ପ୍ରଶ୍ନ ଉଠାଇଛନ୍ତି । ମମତାଙ୍କ କହିବା ଅନୁଯାୟୀ, ରିପୋର୍ଟ ଅନୁସାରେ ଭାରତୀୟ ବାୟୁସେନା ୧୦୦୦ କେଜିର ବମ୍ ବର୍ଷା କରିଛି । ହେଲେ ଏତେ ବଡ଼ ଷ୍ଟ୍ରାଇକ୍ ପରେ ମଧ୍ୟ ପ୍ରଧାନମନ୍ତ୍ରୀ […]


