ଦାମଙ୍କୁ ନେଇ ପୁଣି ରାଜ୍ୟରେ ଚର୍ଚ୍ଚା ଜୋର ଧରିବାର ଲାଗିଛି । ଦାମ ବିଜେଡ଼ି ଛାଡ଼ିବା ହେଉ କି ବିଜେଡ଼ିରେ ମନ୍ତ୍ରୀ ପଦରେ ରହିଆସିଥିବାବେଳେ ହେଉ ପ୍ରତିଟି ସମୟରେ ଦାମଙ୍କ କଥାକୁ ନେଇ ସରଗରମରେ ରହିଆସିଥିବା ରାଜନୀତି । ଆଜି ଆଉଟିକେ ଗରମାମରମ ହୋଇଯାଇଛି । ଡଃ ଦାମଦର ରାଉତ ତାଙ୍କ ତୁଣ୍ଡର କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବାବେଳେ ଆଜି ବିଜେପିରେ ଯୋଗ ଦେଇଛନ୍ତି । ଆଉ ବିଜେପିରେ […]
ରାଜନୀତି
ଭୁବନେଶ୍ୱର(ବାସ୍ତବ ଟିଭି): ପୁଣି ରାଜନୀତି ମୁହାଁ ମହାରଥୀ । ଏଇ ମାତ୍ର କିଛିି ଦିନ ତଳେ ପପିଲି ବିଧାୟକ ପ୍ରଦୀପ ମହାରଥୀ ନିଜର ମନ୍ତ୍ରୀ ପଦ ହରାଇ ଘର ବାହୁଡ଼ା ହୋଇଥିବାବେଳେ ପୁଣି ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି । ତାଙ୍କୁ ଆଜି ନବୀନ ନିବାସରେ ଦେଖିବାକୁ ମିଳିଥିଲା । ଏବଂ ତାଙ୍କୁ ଗଣମାଧ୍ୟମ ନିର୍ବାଚନ ଲଢ଼ିବା ନେଇ ପଶ୍ନ କରିବାରୁ ବିଧାୟକ ସ୍ପଷ୍ଟ କହିଥିଲେକି ମୁଁ ଏଥର ନିର୍ବାଚନ ନିଶ୍ଚୟ […]
ନିର୍ବାଚନକୁ ମାତ୍ର ଆଉ ଏକ ମାସ ଥିବାରୁ ନବୀନ ନିବାସରେ ଦେଖିବାକୁ ମିଳୁୁଛି ନେତାଙ୍କ ଲମ୍ବା ଲାଇନ୍ । ଗତ ୩ଦିନ ହେବ ନବୀନ ନିବାସର ଏହି ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ପ୍ରଥମ ପ୍ରର୍ଯ୍ୟାୟରେ ଅପ୍ରିଲ ୧୧ତାରିରେ ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର, ଏବଂ କଳାହାଣ୍ଡି ଲୋକସଭା ଆସନ ଓ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ । ଏବଂ ଏହି ନିର୍ବାଚନ ପ୍ରାର୍ଥୀ ନେଇ ବିଜେଡ଼ିରେ ଅଙ୍କକଷା […]
Bastabtv Reporter-Chakradhar Pruseth ମେଡିକାଲ ରାଉରକେଲା ହାଇଟେକ କଲେଜ ଓ ଏସ୍ଟିଆଇ ଓଭର ବ୍ରିଜ ମଝି ଛକ ରେ ବିରାଟ ଗୋଲ କୁଣ୍ଡ କରି ପୋତା ହେଲା 15 ଫୁଟିଆ ଖଜୁରୀ ଗଛ I ଓଡିଶା ର ପ୍ରସିଦ୍ଧ ମୁଖ୍ୟ ମନ୍ତ୍ରୀଙ୍କ କର କମଳ ରେ ଉଦଘାଟନ ହେଲା ନବ ନିର୍ମିତ ଓଭର ବ୍ରିଜ ହେଲେ ବଳି ପଡିଲା 15 ବର୍ଷିଆ ବିଚରା ଖଜୁରୀ ଗଛ Iମୁଖ୍ୟ ମନ୍ତ୍ରୀ ଙ୍କୁ […]
ବାସ୍ତବ ବ୍ୟୁରୋ:ଗତକାଲି ନିର୍ବାଚନୀ ବିଗୁଲ ବାଜିବା ପରେ ଖୁବଶୀଘ୍ର ପ୍ରାର୍ଥୀ ତାଲିକା ପ୍ରକାଶ କରିବ ବୋଲି ବିଜେଡ଼ି ପକ୍ଷରୁ ପ୍ରକାଶ କରାଯାଇଛି । ଏନେଇ ପ୍ରାର୍ଥୀ ତାଲିକା ପ୍ରକ୍ରୀୟା ଜାରି ରହିଛି ଓ ଏହା ଖୁବଶୀଘ୍ର ପ୍ରକାଶ ପାଇବ ବୋଲି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି । ତାହ ସହ କହିଛନ୍ତି କି ବିଗୁଲ ବାଜିବାପରେ ବିଜେଡ଼ି ପ୍ରସ୍ତୁତ ହେଉଛି । ଏବଂ ୨୦୧୯ ନିର୍ବାଚନରେ ବିଜେଡ଼ି ବହୁ […]
ବାସ୍ତବ ବ୍ୟୁରୋ: ଆଜିଠୁ ୨୦୧୯ ନିର୍ବାଚନ ପାଇଁ ବିଜେପି ତାର ପ୍ରଚାର ଆରମ୍ଭ କରିଛି । ରାଜ୍ୟରେ ସମସ୍ତ ସହରାଅଞ୍ଚଳ ଓ ଗ୍ରାମାଞ୍ଚଳରେ ପ୍ରଚାର ଆରମ୍ଭ କରିବା ସହ ବିଜୟ ସଂକଳ୍ପ ଯାତ୍ରା କରିବ । ଏଥିଲାଗି ଦଳ ମାତ୍ର ୮ଦିନ ମଧ୍ୟରେ ୫ହଜାରରୁ ଅଧିକ ସଭା କରିବ । ବିଜେପି ଦଳର ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସି ପାତ୍ରଙ୍କ କହିବା ଅନୁଯାୟୀ ଆଜିଠାରୁ ଆସନ୍ତା ୧୭ ତାରିଖ […]
ବାସ୍ତବ ବ୍ୟୁରୋ: ବାଜିଲା ନିର୍ବାଚନୀ ବିଗୁଲ । ଏଥିଲାଗି ଦେଖାଦେଲାଣି ରାଜ୍ୟ ରାଜନୀତିରେ ନେତାଙ୍କ ଚଳଚଞ୍ଚଳର ଭୂମିକା । କିଏ ବିଜେଡ଼ିକୁ ଡେଉଁଛି ତ କିଏ ବିଜେପି ମୁହାଁ । ଏବେ ଏବେ ବିଜେପିରେ ବୈଜୟନ୍ତ ଯୋଗ ଦେବାପରେ ଲାଗିଛି ବିଜେପିକୁ ନେତାଙ୍କ ଲମ୍ବାଲାଇନ୍ । ସେହି ଲାଇନ୍ ଭିତରୁ ଦାମ ବାବୁ ଆଗ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ପଛକୁ ପଛ ଛିଡ଼ା ହେଲେଣି ବହୁ ତୁଙ୍ଗ ନେତାଙ୍କ […]
ଭୁବନେଶ୍ୱର(ବସ୍ତବ ଟିଭି):ବଦଳୁଛି ଦାମଙ୍କ ବୟାନ । ଘନ ଘନ ବଦଳାଉଛନ୍ତି ନିଜର ପ୍ରତିକ୍ରିୟା । ଏଇ ମାତ୍ର କିଛି ମାସ ବା ଦିନର କଥା ଯେବେ ବିଜେଡ଼ିରୁ ତଡ଼ା ଖାଇ ଘରକୁ ଫେରିଥିଲେ ଦାମ । ସେତେବେଳେ କେବଳ ଦାମଙ୍କ ବାଣରେ କମ୍ପୁଥିଲା ସାରା ବିଜେଡି ଶିବିର । ବିଜେଡିର ସମସ୍ତ ଗୁମରକୁ ପଦାରେ ପକାଇବା ସହ ଟାର୍ଗେଟ୍ ଯେମିତି କରିଥିଲେ ବିଜେଡିର ସୁପ୍ରିମୋ ନବୀନଙ୍କୁୁ । ଖାଲି ନବୀନ […]
ଭୁବନେଶ୍ୱର(ବାସ୍ତବ ଟିଭି): ବିଜେପିରେ ଏବେ ଏବେ ବୈଜୟନ୍ତ ସାମିଲ ହୋଇଥିବା ନେଇ ଚର୍ଚ୍ଚା ନଥମୁଣୁ ପୁଣି ବଢିଲାଣି ଦାମଙ୍କୁ ନେଇ ଚର୍ଚ୍ଚା । ଦାମ ବାବୁ ଇସାରାରେ ଇସାରାରେ କଂଗ୍ରେସ କିମ୍ବା ବିଜେପିରେ ମିଶିବାକୁ କହିଛନ୍ତି । ତେବେ ସ୍ପଷ୍ଟ କହିନଥିଲେ ବି ତଥାପି ସେ କହିଛନ୍ତି ପ୍ରସ୍ତାବ ଯଦି ଆସେ ତାହାହେଲେ ସେ ଚିନ୍ତା କରିବେ । ଏବଂ ବିଜେପିରେ ମିଶିବାକୁ ନେଇ କିନ୍ତୁ ଦାମ ବାବୁ ରୋକ୍ […]
ଭୁବନେଶ୍ୱର(ବାସ୍ତବ ଟିଭି): ଏଥର ରାଜନୀତିର ରଣନୀତିକୁ ଓହ୍ଲାଇବେନି ବୈଜୟନ୍ତ । ବିଜେଡ଼ିର କେନ୍ଦ୍ରାପଡା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନିର୍ବାଚନ ଲଢ଼ିବା ନେଇ ଆଶା ପୁରା କମ୍ ଥିବା ଶୁଣିବାକୁ ମିଳୁଛି । ବିଜେପିରେ ବୈଜୟନ୍ତ ଯୋଗଦେବାର ମାତ୍ର ୪ଦିନ ପରେ ତାଙ୍କୁ ଉପସଭାପତିର ଦାୟୀତ୍ୱ ଦିଆଯାଇଥିଲା । ତେବେ ସୂଚନା ମୁତାବକ ବୈଜୟନ୍ତଙ୍କ ଦଳ ଗୁରୁ ଦାୟୀତ୍ୱ ଦେଇ ତାଙ୍କର ଟିକଟ ଉପରୁ ମୋହକୁ ତୁଟାଇବାକୁ ପ୍ରୟାଶ କରିଚି […]


