୧-ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ। ୨-କୁଆଁର ପୁନେଇରେ ଚମକିଲେ ଚାନ୍ଦ : ଦୂତୀ ପୁଣି ଜିତିଲେ ସ୍ୱର୍ଣ୍ଣ, ଏଥର ୨୦୦ ମିଟର ଦୌଡ଼ରେ। ଝାଡ଼ଖଣ୍ଡ ରାଞ୍ଚି ଠାରେ ଆୟୋଜିତ ୫୯ତମ ଜାତୀୟ ଓପନ୍‌ ଆଥଲେଟିକ୍ସ ଚାମ୍ପିଅନ୍‌ସିପ୍‌ରେ ଦୂତୀ ୨୩.୧୭ ସେକେଣ୍ଡେ ପ୍ରଥମ ହୋଇଛନ୍ତି । ୩-ନନ୍ଦନକାନନ ଏକ୍ସପ୍ରେସରେ ଯାତ୍ରୀଙ୍କୁ ମାଡ଼ ମାରିବା ଘଟଣାରେ ୧୮ ଜଣ ପରୀକ୍ଷାର୍ଥୀ ଅଟକ, ଟ୍ରେନ୍‌ରେ ଯାତ୍ରୀଙ୍କୁ କରୁଥିଲେ ଦୁର୍ବ୍ୟବହାର। ୪-ଲାଇଫ୍ ବିଗିନ୍‌ସ ଏଟ୍ ଫର୍ଟି-ଓଡିଶାର […]

କଳାହାଣ୍ଡି ଜିଲ୍ଲାର ନର୍ଲା ନିର୍ବାଚନ ମଣ୍ଡଳୀର ଭାନପୁର ପଞ୍ଚାୟତ ଅଧୀନସ୍ଥ ରାକ୍ସି ଗ୍ରାମର ଜନକ ଋଷିବାଗ,ପିତା-ରାମଚନ୍ଦ୍ରବାଗ ଏବଂ ଘୋଡ଼।ବନ୍ଧ ପଞ୍ଚାୟତ ର ଲମସିଙ୍ଗା ଗ୍ରାମର ସୁନ୍ଦର ପଧାନ ପିତା-ଆନନ୍ଦ ପଧାନ ଅଧାର ନମ୍ବର-915747530139 ଅଟେ, ଦୁହେଁ 2019 ନିର୍ବାଚନ ପ୍ରଥମଚରଣରେ ମତଦାନ ଦେବାପାଇଁ ନିକଟସ୍ଥ ଲମସିଙ୍ଗା ଗ୍ରାମର ୟୁପିଏସ ସ୍କୁଲ କୁ (81)ନମ୍ବର ଜୋନ ଏବଂ ବୁଥ ନମ୍ବର-143 କୁ ଯାଇଥିଲେ,କିନ୍ତୁ ସେଠାରେ ଥିବା ପ୍ରିଜ।ଣ୍ଡିଙ୍ଗଅଫିସର ତୁମର ନାମ ନାହିଁ,ତୁମକୁ […]

କଲହାଣ୍ଡିରୁ ଲଷ୍ମୀ ରଞ୍ଜନ ବାଗ ଙ୍କ ରିପୋର୍ଟ କଳାହାଣ୍ଡି ଜିଲ୍ଲାର ଲୋକସଭା ଓ ୫ ବିଧାନସଭା ପାଁଇ ଆସନ୍ତାକାଲି ନିର୍ବାଚନ ହେବାକୁ ଥିବାବେଳେ ଆଜି ଜୟପାଟଣା ଠାରେ ନିର୍ବାଚନୀ ସ୍କ୍ୱାର୍ଡ ଦ୍ୱାରା ଏକ ଇନୋଭା ଗାଡ଼ିରୁ ଲାଞ୍ଜିଗଡ ବି.ଜେ.ଡି ପ୍ରାର୍ଥୀ ପ୍ରଦୀପ ଦିଶାରୀ ଙ୍କ ସମର୍ଥକ ଗାଡି OR 02 BC 2442 ଇନୋଭା ଗାଡ଼ିରୁ ପ୍ରାୟ ୨ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଜବତ ହୋଇଥିବା ବେଳେ ବି.ଜେ.ଡି […]

କଲହାଣ୍ଡିରୁ ଲଷ୍ମୀ ରଞ୍ଜନ ବାଗ ଙ୍କ ରିପୋର୍ଟ ନିର୍ବାଚନକୁ ଆଉ ମାତ୍ର ଦୁଇଦିନ ବକିଥିବାବେଳେ ଆଜି ପ୍ରଚାରର ଶେଷ ଦିନରେ ନର୍ଲା ନିର୍ବାଚନ ପହଞ୍ଚି ଭୋଟ ଭିକ୍ଷା କରିଥିଲେ । ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ମା ମାନିକେଶ୍ୱରୀ ଙ୍କ ଦର୍ଶନ ପରେ ନର୍ଲା ନିର୍ବାଚନୀ କ୍ଷେତ୍ରରେ ତୁଲାପଡା ଖେଳ ପଡିଆ ଠାରେ ବିଶାଳ ନିର୍ବାଚନୀ ସଭାରେ ଯୋଗଦେଇ ଗତାନୁଗତିକ ଭାବେ ” ଆପନ ମାନେ […]

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ରାତ୍ର ୯ଘଣ୍ଟା ସମୟରେ ଭବାନୀପାଟଣା ପହଞ୍ଚି ନକଟିଗୁଡା ଛକ ଠାରୁ କଲେଜ ଛକ ପର୍ଯ୍ୟନ୍ତ ରୋଡ ସୋ କରିଥିଲେ । BJD ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି କଲାହାଣ୍ଡି ଲୋକସଭା ପ୍ରାର୍ଥୀ ପୁଷ୍ପେନ୍ଦୁ ସିଂ ଦେଓ ଏବଂ ଭବାନୀପାଟଣା ସଦର ବିଧାନସଭା ପ୍ରାର୍ଥୀ ଦୁଷ୍ମନ୍ତ ନାଏକ ଙ୍କ ସପକ୍ଷରେ ଭୋଟ ଦେବାପାଇଁ ଜନସାଧାରଣ ଙ୍କ ନିକଟରେ ଅନୁରୋଧ […]

କଲହାଣ୍ଡି ଜିଲ୍ଲା ରୁ ଲଷ୍ମୀ ରଞ୍ଜନ ବାଗ ଙ୍କ ରିପୋର୍ଟ – ଧର୍ମଗଡ଼ ପଞ୍ଚାୟତ ଖେଳ ପଡିଆ ଠାରେ କଂଗ୍ରେସ ର ନିର୍ବାଚନୀ ସଭାରେ ପଡୋଶୀ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମାନ୍ୟବର ଭୁପେଶ ବଘେଲା ଷ୍ଟାର ପ୍ରଚାରକ ଭାବେ ଯୋଗଦେଇଥିଲେ । କଂଗ୍ରେସର କଳାହାଣ୍ଡି ଲୋକସଭା ପାର୍ଥି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଓ ଧର୍ମଗଡ଼ ବିଧାନସଭା ପ୍ରାର୍ଥୀ ଦିଗାମ୍ବର ଦୁରିଆ , ଜୁନାଗଡ଼ ବିଧାନସଭା ପ୍ରାର୍ଥୀ ଅନିଲ ସିଂ ଦେଓଙ୍କ […]

ବିଜୁ ଯୁବବାହିନି ର ଶତାଧିକ ଯୁବକ ମାନେ ଆଜି ବିଜେଡି ରୁ କଂଗ୍ରେସ ଦଳରେ ଭକ୍ତଚରଣ ଦାସଙ୍କ ଠାରେ ଦଳରେ ମିଶିଥିବା ଜଣାପଡିଛି। କଳାହାଣ୍ଡି ଜିଳ୍ଳା ମଦନପୁର ରାମପୁର ବ୍ଳକର ୧୯ ଟି ପଞ୍ଚାୟତର ଶତାଧିକ ଯୁବକ ମାନେ ବିଜେଡି ଦଳର କାର୍ଯ୍ୟକଳାପରେ ଅସନ୍ତୋଷ ହୋଇ ଆଜି ମଦନପୁର ରାମପୁର ବ୍ଲକ ବିଜୁ ବାହିନୀ ସଭାପତି ପ୍ରଭାସ କୁମାର ସାହୁ ଓ ରଶ୍ମିରଞ୍ଜନ ପ୍ରହରାଜ ଙ୍କ ନେତୃତ୍ୱରେ କଂଗ୍ରେସରେ ସାମିଲ […]

ବାସ୍ତବ ଟିଭି – ଭବାନୀପାଟଣା ରୁ ଲଷ୍ମୀ ରଞ୍ଜନ ବାଗ କଳାହାଣ୍ଡି କଂଗ୍ରେସ ର ହେଭିଓ୍ବେଟ ଭକ୍ତଚରଣ ଦାସ ଙ୍କ ପୁଅ ସାଗର ଚରଣ ଦାସ ଚଳିତ ନିର୍ବାଚନରେ ଭବାନୀପାଟଣା ବିଧାନସଭା ମଣ୍ଡଳି ପାଇଁଁ ଦଳିୟ ଟିକେଟ ରେ ମଇଦାନରେ ଓହ୍ଲାଇଥିବା ବେଳେ ନାମାଙ୍କନ ଦାଖଳ ସରିବା ପରେ ପ୍ରଚାର ଆରମ୍ଭ କରି ଭୋଟର ମାନଙ୍କୁ ନିଜ ସପକ୍ଷରେ ଭୋଟ ଦେବାପାଇ ଅନୁରୋଧ କରିବା ସହ ରାଜ୍ୟ ସରକାରଙ୍କ ବିଫଳତା […]

ବାସ୍ତବ ଟିଭି – କଲହାଣ୍ଡିରୁ ଲଷ୍ମୀ ରଞ୍ଜନ ବାଗ ଆସନ୍ତା ୧୧ ତାରିଖରେ କଳାହାଣ୍ଡି ଜିଳ୍ଳାର ୫ ବିଧାନସଭା ଓ ଳୋକସଭା ପାଇ ନିର୍ବାଚନ ହେବ। ହାତରେ ଅଳ୍ପ ସମୟ ଥିବାଯୋଗୁ ପ୍ରାର୍ଥୀ ମାନେ ମାରାଥନ ପ୍ରଚାର ଆରମ୍ଭ କରି ସାଧାରଣଲୋକଙ୍କୁ ନିଜ ସପକ୍ଷରେ ଭୋଟ ଦେବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳୁଛି। ଭବାନୀପାଟଣ ନିର୍ବାଚନ ମଣ୍ଡଲି ଅନ୍ତର୍ଗତ କେସିଙ୍ଗା ଏନଏସି ବାଳସି,ସିଡୋଳ,ରେଙ୍ଗାଳି ଅଞ୍ଚଳରେ ରେ ବିଜେଡି ସାଂସଦ ଓ […]

ବାସ୍ତବ ଟିଭି – କଲହାଣ୍ଡିରୁ ଲଷ୍ମୀ ରଞ୍ଜନ ବାଗ କଳାହାଣ୍ଡି ଳୋକସଭା ଓ ୫ ଟି ବିଧାନସଭା ପାଇଁଁ ସୋମବାର ନାମାଙ୍କନ ଦାଖଳ ପ୍ରକ୍ରିୟା ଶେଷ ହୋଇଛି। କଳାହାଣ୍ଡି ର ଆରାଧ୍ୟ ଦେବି ମାଁ ମାଣିକେଶ୍ବରି ମନ୍ଦିର ରୁ ସମସ୍ତ ପ୍ରାର୍ଥୀ ମାନେ ପୁଜା ପାଠ ପରେ ସମର୍ଥକ ସହ ଶୋଭାଯାତ୍ରା କରି ନାମାଙ୍କନ ପାଇଁଁ ବାହାରି ଥିଲେ। ଲୋକସଭା ପ୍ରାର୍ଥୀ ପାଇଁଁ ବିଜେଡି ରୁ ପୁଷ୍ପେନ୍ଦ୍ର ସିଂଦେଓ ବିଜେପି […]

Pin It on Pinterest