ଜୟନ୍ତ ଶତପଥୀ(ଡେରାବିଶ): ଆସନ୍ତା ୩୦ତାରିଖ ମଙ୍ଗଳବାର ସକାଳ ୯ଟା ସମୟରେ, ସଂଘ ର ନିଷ୍ପତ୍ତି କ୍ରମେ ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘ ରାଜ୍ୟ ସାଧାରଣ ସମ୍ପାଦକ ତଥା ବିଶିଷ୍ଟ ଶ୍ରମିକ ନେତା ଅଶୋକ କୁମାର ତ୍ରିପାଠୀ ଙ୍କ ନେତୃତ୍ୱ ରେ ଏକ ଗଣଧାରଣା ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ରେ ସମ୍ମୁଖ୍ୟରେ କରାଯିବ ବୋଲି, ଶ୍ରୀ ତ୍ରିପାଠୀ କହିଛନ୍ତି । 1,,ମୃତ୍ୟୁକାଳୀନ ସହାୟତା ଅନୁନ୍ୟ 5ଲକ୍ଷ ଟଙ୍କା କୁ ବୃଦ୍ଧି […]

ସଂଜୟ ଶତପଥୀ(କଟକ): ଶନିବାର ସନ୍ଧ୍ୟାରେ କଟକ ଟାଉନ ହଲ ଠାରେ କଟକ ମହାନଗର ବିଜୁ ଯୁବ ଜନତା ଦଳ ତଥା ବାରବାଟୀ କଟକ ଯୁବ ବିଜେଡି ତରଫରୁ କଟକ ମହାନଗର ଯୁବ ସଭାପତି ସୌମ୍ୟଦୀପ ଘୋଷ ଏବଂ ବାରବାଟୀ ଯୁବ ବିଜେଡି ସଭାପତି ସୟଦ ଜଲିଲ ଙ୍କ ନେତୃତ୍ୱ ରେ ବାରବାଟୀ କଟକ ର ୱାର୍ଡ ସ୍ତରୀୟ ବୈଠକ ଏବଂ ନୂତନ ୩୨ ଗୋଟି ୱାର୍ଡ ର ଯୁବ ସଭାପତି […]

ବାସ୍ତବବ୍ୟୁରୋ(ଢେଙ୍କାନାଳ): ତା ୨୬: ୦୫ ଢେଙ୍କାନାଳ ଜିଲ୍ଲା ଗଁଅଦିଆ ବ୍ଲକ ପାଞ୍ଚକେନ୍ଦୁ ( ଟୋଲଙ୍କପାଟିଆ ) ଗ୍ରାମର ମାନସ ପାତ୍ର ବୟସ ୪୬ ବର୍ଷ ଆଜି ସନ୍ଧ୍ୟା ୬ଘଟିକା ସମୟରେ ଶୌଚ ହେବାପାଇଁ ଯାଇ ନାଳରେ ପଡି ମୃତ୍ୟୁବରଣ କରିଛନ୍ତି । ସୁଚନା ଅନୁଯାଇ, ଟୋଲଙ୍କପାଟିଆ ଗ୍ରାମଦେଇ ଯାଇଥିବା ଚତୁରୀ ନାଳରେ ମାନସ ବୁଡିଯାଇ ମୃତ୍ୟୁ ବରଣ କରିଛନ୍ତି।ଏହି ଗ୍ରାମର ସମସ୍ତ ଅଧିବାସୀ ଓ ଗୃହପାଳିତ ପଷୁ ଏହି ଚତୁରୀନଳ […]

ଜୟନ୍ତ ଶତପଥୀ(ଡେରାବିଶ): ଚାନ୍ଦୋଳ ଫାଣ୍ଡି ଅନ୍ତର୍ଗତ ଦାନପୁର ପଞ୍ଚାୟତ ଭାଗବତ ପୁର ଗ୍ରାମ ରେ ଟ୍ରାକ୍ଟର ମାଟି ନେଇ ନାଳ ବନ୍ଧ କଚା ରାସ୍ତା ରେ ଯାଉଥିବା ବେଳେ ମାଟି ଧସେଇ ଯିବାରୁ ଟ୍ରାକ୍ଟରଟି ଓଲଟି ପଡିଥିଲା ।ଗାଡି ନାଳ କୁ ଛିଟିକି ପଡିବାରୁ ଗାଡି ତଳେ ଚାପି ହୋଇ ଡ୍ରାଇଭର ମନୋଜ କୁମାର ନାୟକ ଙ୍କ ମୃତୁ ହୋଇଥିବାବେଳେ,ଗାଡି ରେ ଥିବା ହେଲଫର ଗୁରୁତର ହୋଇଛି । ଡ୍ରାଇଭର […]

ବାସ୍ତବ ବ୍ୟୁରୋ: ଆସନ୍ତା ମେ’ ୨୮ ତାରିଖରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ତାରିଖ ଘୋଷଣା ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ୨୮ ତାରିଖ ସଂଧ୍ୟାରେ ୨ ପରୀକ୍ଷା ଫଳ ତାରିଖ  ଘୋଷଣା କରାଯିବ। ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ତାରିଖ ଘୋଷଣା ହେବ। ଏହାପରେ […]

ବାସ୍ତବ ବ୍ୟୁରୋ: ମେ ୨୯ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇରେ ନାମଲେଖା ଲାଗି ଆବେଦନ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଧିବଦ୍ଧଭାବେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଯୁକ୍ତ ଦୁଇରେ ନାମଲେଖା ଲାଗି ଆବେଦନର ଶେଷ ତାରିଖ ଜୁନ୍ ୨୦। ଏସଏଏମଏସ୍ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଜୁନ ୨୮ ତାରିଖରେ ପ୍ରଥମ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ଜୁଲାଇ ୨୯ ତାରିଖରୁ […]

ନୂଆଦିଲ୍ଲୀ: ଉଦଘାଟନ ହେବ ନୂତନ ସଂସଦ ଭବନ ।ବିରୋଧୀଙ୍କ ଆପତ୍ତି ଅଭିଯୋଗ ମଧ୍ୟରେ ସ୍ଥିର ହେଲା ତାରିଖ । ଆସନ୍ତା ମେ’ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନୂତନ ସଂସଦ ଭବନକୁ ଆନୁଷ୍ଠାନିକ ଭାବେ ଉଦଘାଟନ ହେବ। ଏସଂପର୍କରେ ସଂସଦ ସଚିବାଳୟ ପକ୍ଷରୁ ଦିଆଯାଇଥିବା ସରକାରୀ ନିମନ୍ତ୍ରଣପତ୍ରରୁ ଜଣାପଡିଛି ଯେ ଲୋକସଭାର ବାଚସ୍ପତି ଓମ୍‌ ବିର୍ଲାଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଉଦାଘାଟନୀ ସମାରୋହରେ ଯୋଗଦେଇ ନୂତନ […]

ବ୍ରଜବିହାରୀ ଶଢଙ୍ଗୀ(ଭଞ୍ଜନଗର): ଭଞ୍ଜନଗର ମା ଠାକୁରାଣୀଙ୍କ ଐତିହାସିକ ଯାତ୍ରା ୨୧ ଦିନ ବ୍ୟାପି ଯାତ୍ରା ର ଶେଷ ଦିନ ଆଜି।୨୧ ଦିନ ମଧ୍ୟରେ ମା ଭଞ୍ଜନଗର ବିଭିନ୍ନ ସାହି ବୁଲି ଭକ୍ତଙ୍କ ପୂଜା ପାଇଥିଲେ।ପ୍ରତ୍ୟକଦିନ ବହୁ ପଟୁଆର ସବୁ ବାହାରି ନଗର ଭ୍ରମଣ ହୋଇଥିଲା। ସହରର ବିଭିନ୍ନ ଜାଗାରେ ମିନା ବଜାର, ଦୋଳି, ଅପେରା ସବୁ ହୋଇଥିଲା ।ଭଞ୍ଜନଗର ସହର ର ପାଖେ ପାଖି ଗ୍ରାମ ମାନଙ୍କରୁ ଜନସମାଗମ ହୋଇ […]

ବାସ୍ତବ ବ୍ୟୁରୋ: ଆଜି କେନ୍ଦ୍ରୀୟ ଲୋକସେବା ଆୟୋଗ (UPSC) ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ୨୦୨୨ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏଥିରେ ମୋଟ ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଟପ୍-୪ରେ ୪ଜଣ ଯୁବତୀ ଥିବା ଦେଖାଯାଇଛି। ଈଶିତା କିଶୋର ଟପ୍ପର ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ଗରିମା ଲୋହିଆ, ତୃତୀୟ ସ୍ଥାନରେ ଉମା ହରାତି ଏନ୍ ଓ ଚତୁର୍ଥ ସ୍ଥାନରେ ସ୍ମୃତି ମିଶ୍ରା ରହିଛନ୍ତି। ଅନ୍ତିମ […]

Pin It on Pinterest