ସଂଜୟ ଶତପଥୀ(କଟକ): ଓଡ଼ିଶା ସରକାରଙ୍କ ଗୃହ ବିଭାଗ ସାରା ଭାରତରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଓ ଓଡ଼ିଶାରେ କାର୍ଯ୍ୟ କରୁଥିବା ଓଡିଶା ରାଜ୍ୟ ପୋଲିସ୍ ବିଭାଗ ସୁଦକ୍ଷ ବୋଲି ଓଡ଼ିଶା ସରକାର ଡିଣ୍ଡିମ ପିଟୁଥିବା ବେଳେ ଗୃହ ବିଭାଗ ର ସ୍ବଚ୍ଛତା ଓ ଓଡ଼ିଶା ପୋଲିସ ବିଭାଗର ଦକ୍ଷତା ର ଜ୍ଵଳନ୍ତ ଉଦାହରଣ ଦିଏ କଟକ ଜିଲ୍ଲା ଗତିରାଉତ ପାଟଣା ର ଯୁବକ ଧନେଶ୍ଵର ବେହେରାଙ୍କ ହତ୍ୟାକାଣ୍ଡ। ଖବର […]
ରାଜ୍ୟ
ବାସ୍ତବ ବ୍ୟୁରୋ: ଆଜି (ମଙ୍ଗଳବାର)ଠାରୁ ଆରମ୍ଭ ହେଉଛି ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା ଓ ଗୋପାଳଗଡ଼ସ୍ଥିତ ୧୯ ତମ ଲୋକ ମହୋତ୍ସବ । ମାଙ୍କ ଯାତ୍ରା ପାଇଁ ସମଗ୍ର ତାଳଚେର ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି। ତାଳଚେର ଉପଖଣ୍ଡ ତଥା ତାଳଚେର ଉପଜିଲ୍ଲାପାଳ ଏବଂ ଟ୍ରଷ୍ଟବୋର୍ଡ ପକ୍ଷରୁ ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେବେ ମାଆ ବର୍ଷକୁ ଥରେ ଅଗ୍ନି […]
ପ୍ରମୋଦ ନାୟକ(ଭୁବନେଶ୍ୱର) ତା.୦୧/୦୪: ଷୋଡଶ ବିଧାନସଭାର ଦ୍ୱାଦଶ ଅଧିବେଶନ ୨୧ ଫେବୃଆରୀ ରୁ ଆସନ୍ତା ଏପ୍ରିଲ ୬ତାରିଖ ପର୍ଯ୍ୟନ୍ତ ଚାଲିବା ପାଇଁ କାର୍ଯ୍ୟ ଦିବସ ନିର୍ଘଂଟ ହୋଇଥିଲା । କିନ୍ତୁ ହଠାତ୍ ଅଗଣତାନ୍ତ୍ରିକ ଉପାୟରେ ଗତକାଲି ଅଧିବେଶନ ବନ୍ଦ କରାଯାଇଛି । ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟିରେ ବିନା ଆଲୋଚନାରେ ରାଜ୍ୟ ସରକାର କାହିଁକି ହଠାତ୍ ସ୍ୱେଚ୍ଛାଚାରିତଭାବେ ବିଧାନସଭା ବନ୍ଦ କରିଦେଲେ ଏହାର ଉତର ରଖନ୍ତୁ । ଏ ସରକାର […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ପଵିତ୍ର ରାମ ନବମୀ ଅବସରରେ ଚାନ୍ଦବାଲି, ମତୋ ଓ ଘଣ୍ଟେଶ୍ବର ଅଞ୍ଚଳ ରୁ ଶ୍ରୀ ରାମଚନ୍ଦ୍ର ଙ୍କ ମେଢ ବାହାର କରାଜାଇ ଏକ ବଡ ପଟୁଆର ରେ ନିଆଯାଇ ଭଦ୍ରକ ସହର ପରିକ୍ରମା କରି ଭଦ୍ରକ ଗାନ୍ଧୀ ପଡିଆ ମଧ୍ୟରେ ପ୍ରବେଶ କରାଇବାର କାର୍ଯ୍ୟକ୍ରମ ଧୁମଧାମରେ ଶେଷ ହୋଇଛି । କୁହାଯାଏ ଆଜିର ଦିନରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଲଙ୍କାକୁ ଵିଜୟ କରିବା ସହିତ ଆଜିର ଦିନରେ […]
ସନ୍ତୋଷ ପାତ୍ର(ନର୍ଲା): ନର୍ଲାରାଡ ଜୟଦୁର୍ଗା ହାଇସ୍କୁଲ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର କର ଙ୍କୁ ୨୦୧୭ ମସିହା ପାଇଁ ରାଜ୍ୟ କୃତୀ ଶିକ୍ଷକ ପୁରସ୍କାର (ରାଜ୍ୟପାଳ ପୁରସ୍କାର)ରେ ସମ୍ମାନିତ କରାଯାଇଛି। ପବିତ୍ର ଉତ୍କଳ ଦିବସ ଅବସରରେ ଶ୍ରୀଯୁକ୍ତ କର ସମେତ ରାଜ୍ୟର ୫୭ ଜଣ କୃତି ଶିକ୍ଷକ ଙ୍କୁ ଏହି ସମ୍ମାନ ପ୍ରଦାନ କରା ଯାଇଛି। ଶ୍ରୀଯୁକ୍ତ କର ବିଜ୍ଞାନର ଜଟିଳ ବିଷୟକୁ ସ୍ବଳ୍ପ ମୂଲ୍ୟ ବା ବିନା […]
ବାସ୍ତବବ୍ୟୁରୋ: ଆଜି ଉତ୍କଳ ଦିବସ,ଏହି ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଯଣାଇଛନ୍ତି ,ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶା ଦିବସ ଅବସରରେ ଆଜି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ, ଟ୍ୱିଟ କରି ଲେଖିଛନ୍ତି ଯେ,’ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ସମ୍ମାନ ଜଣାଉଛି। ଆସନ୍ତୁ […]
ଜୟନ୍ତ ଶତପଥୀ(ଡେରାବିଶ):ଡେରାବିଶ ବ୍ଲକ ଚାନ୍ଦୋଳ ପଞ୍ଚାୟତ ଅନ୍ତର୍ଗତ ଓରଗଳା (କୋଲ୍ହା )ହରିଜନ ସାହିରେ ଦୀର୍ଘ ଏକ ତିରିଶି ବର୍ଷ ହେଲା ଅଷ୍ଟମ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହେଉଯାଇଅଛି ।ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଚୈତ୍ର ଶୁକ୍ଲପକ୍ଷ ଦଶମୀ ତିଥିରେ ଏହା ଆୟୋଜକ କରା ଯାଇଥାଏ । ଏହି ନାମ ଯଜ୍ଞ ରେ ଦଶ ରୁ ବାର କୀର୍ତ୍ତନ ମଣ୍ଡଳୀ ଯୋଗଦେଇ ନାମ ସଂକୀର୍ତ୍ତନ କରି ଥିଲେ, ସମସ୍ତ […]
ନବୀନ ଦାସ(ବରଗଡ): ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଟାମ୍ପରସରା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ଭୋଇ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଶିକ୍ଷକ ମନୋହର ଦାଶ ଙ୍କ ସଭାପତିତ୍ବରେ ମୁଖ୍ୟ ବକ୍ତା ଲରମ୍ଭା ମହା ବିଦ୍ୟାଳୟ ର ଅଧ୍ୟାପକ ଅଜିତ୍ କୁମାର ନାଥ ଆତିଥ୍ୟ କ୍ରମେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ଛତ୍ରପତି ସାହୁ,ସମ୍ମାନୀତ ଅତିଥି […]
ସନ୍ତୋଷ ପାତ୍ର(ନର୍ଲା):ପଂଚାୟତ ସମିତି ଯୁକ୍ତ ଦୁଇ କଲେଜ ପରିସରରେ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ ଙ୍କ ନେତୃତ୍ୱରେ ସମସ୍ତ କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ଅବସର ପ୍ରାପ୍ତ ସମାଜବିଜ୍ଞାନ ପ୍ରାଧ୍ୟାପକ ଶ୍ରୀ ଯୁକ୍ତ ଅମୂଲ୍ୟ କୁମାର ମହାନ୍ତି ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଥିଲା । ଶ୍ରୀଯୁକ୍ତ ମହାନ୍ତି ଜଣେ ଦକ୍ଷ, ସଚ୍ଚୋଟ, ମେଲାପି, କର୍ମବୀର ସହିତ ଦୟାବାନ ବ୍ୟକ୍ତି ର ପରିଚୟ ଦେଇ ଯୁକ୍ତ ଦୁଇ […]
ବାସ୍ତବ ବ୍ୟୁରୋ:କେନ୍ଦ୍ର ସରକାର ପାନ୍-ଆଧାରକୁ ସଂଯୋଗ କରିବାର ସମୟସୀମାକୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କେନ୍ଦ୍ରୀୟ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ରିଲିଜ୍ ଅନୁଯାୟୀ, ପାନ୍ କୁ ଆଧାର ସହିତ ସଂଯୋଗ କରିବାର ସମୟ ସୀମା ମାର୍ଚ୍ଚ ୩୧ ରୁ ଜୁନ୍ ୩୦ , ୨୦୨୩ କୁ ବୃଦ୍ଧି କରାଯାଇଛି। ଆଧାର-ପାନ୍ ଲିଙ୍କ୍ ପାଇଁ ସମୟ ସୀମା ଅତୀତରେ ଅନେକ ଥର ବୃଦ୍ଧି କରାଯାଇଛି । ମାର୍ଚ୍ଚ […]


