ସଂଜୟଶତପଥୀ(କଟକ): ୨୭/୧୧- ସାହିତ୍ୟ ଓ ସାଂସ୍କୃତିକ ସଂଗଠନ ସମନ୍ବୟ ପକ୍ଷରୁ ପଣ୍ଡିତ ଗୋବିନ୍ଦ ରଥଙ୍କ ଉପରେ ଏକ ଆଲୋଚନା ଚକ୍ର କଟକ ବିଡାନାସୀସ୍ଥ ଶ୍ରୀ ଚହଟେଶ୍ୱର ମହାଦେବଙ୍କ ପବିତ୍ର ପୀଠରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ବେଦ ଧ୍ବନିରେ ସଭାସ୍ଥଳୀକୁ ମୁଖରିତ କରିଥିଲେ ପଣ୍ଡିତ ଦିଲ୍ଲୀପ କୁମାର ସାବତ। ସମନ୍ବୟର ସମ୍ପାଦକ ଆଡଭୋକେଟ ଦେବେନ୍ଦ୍ର କୁମାର ପରିଡ଼ା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ପ୍ରକାଶନ ସମ୍ପାଦକ ଇଂ ଅବିନାଶ ପରିଡ଼ା ପଣ୍ଡିତ […]

ନବୀନ ଦାଶ(ବରଗଡ଼): ୨୭।୧୧ –ଆଶ୍ଚର୍ଯ୍ୟ ହେଲେବି ସତ,ଦିନକୁ ଦିନ ବଦଳୁଛି ପ୍ରବେଶ,ପ୍ରକୃତି ବଦଳାଉଛି ରୂପ ।ନିତିଦିନ ଦେଖିବାକୁ ମିଳୁଛି ଏମିତି କିଛି ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।ଏମିତି ଏକ ଚମତ୍କାର ଘଟଣା ନଜରକୁ ଆସିଛି,ବରଗଡ଼ ଜିଲ୍ଲା ଗାଇସଲେଟ ବ୍ଲକ ଜଗଲପାଟ ଗାଁରେ। ଏଠାରେ ଏକ ଛେଳି ମାନବ ଚେହେରା ଥିବା ଛୁଆ ଜନ୍ମ ଦେଇଛି। ଏହିଛଲୀ ଛୁଆର ଭିଡିଓଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି […]

ଉଲୁଣ୍ଡା(ନମୋଗୁରୁ ହୋତା):ସୁବର୍ଣ୍ଣପୁର ଜିଲ୍ଲା ପାଲଟିଛି ଏବେ ଅପରାଧ ର ଜିଲ୍ଲା ଦିନ ଦୁଇ ପ୍ରହରେ ଚୋରି ତ କେତେବେଳେ ଦିବାଲୋକ ରେ ବିଚ ରୋଡ଼ ରେ ଜୁଆ ଖେଳ ।ହେଲେ ବଡ଼ ବଡ଼ିଆ ପ୍ରଶାସନ ବାବୁ ମ।ନେ ଚୁପ ଚାପ ବସିରହିଛନ୍ତି । ଚୋର କୁ ଧରିବା ତ ଦୂର ର କଥା ଚୋରି ର ଟେର ମଧ୍ୟ୍ୟ ପାଉନାହିଁ ପୋଲିସ । ଘଟଣା ଟି ହେଉଛି ସୁବର୍ଣ୍ଣପୁର ଜିଲ୍ଲା […]

ସଂଜୟ ଶତପଥୀ(କଟକ): ବାବା ପିଲଚୁ ଯୁବକ ସଂଘ, ବାଲ୍ମୀକିନଗର ସି ଡି ଏ ସେକ୍ଟର ୧୩, କଟକ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ପ୍ରଥମ ବାର୍ଷିକ ନେଣ୍ଡା ସହରାୟ ପର୍ବ (କାଳୀପୂଜା) ଉପଲକ୍ଷେ ଫୂଟବଲ ପ୍ରତିଯୋଗୀତା ଓ ଢାବୁଲ ତାମସା ଆଜି ହେଉଛି ପ୍ରଥମ ଦିନ ଏଥିରେ ୮ ଗୋଟି ଫୂଟବଲ ଦଳ ଅଂଶ ଗ୍ରହଣ କରିଥିଲେ l ଦଳ ଗୁଡିକ ହେଲେ – ଏଭର ଗ୍ରୀନ ସି ଡି ଏ […]

ବାସ୍ତବ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । କେନ୍ଦୁପତ୍ର ଉପରେ ଲାଗିଛି ୧୮ ପ୍ରତିଶତ ଜିଏସ୍‌ଟି । ଯାହା ଦ୍ୱାର ପ୍ରଭାବିତ ହେଉଛନ୍ତି ତୋଳାଳି । କେନ୍ଦ୍ରୁପତ୍ରରୁ ଜିଏସ୍‌ଟି ପ୍ରତ୍ୟାହାର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅନୁରୋଧ କରିଛନ୍ତି । ସୂଚନାନୁଯାୟୀ, କିଛି ଦିନ ତଳେ ହୋଇଥିବା ଜିଏସ୍‌ଟି ବୈଠକରେ ବଡ଼ ନିଷ୍ପତ୍ତି ହୋଇଥିଲା । କେନ୍ଦୁପତ୍ର […]

ସଂଜୟ ଶତପଥୀ(କଟକ): କଟକ ମହାନଗର ନିଗମର ବସ୍ତି ଉଚ୍ଛେଦ ଅଭିଯାନ ବିରୁଦ୍ଧରେ କଟକ ମହାନଗର ନିଗମ ଅନ୍ତର୍ଗତ ତୁଳସୀପୁର ଅଞ୍ଚଳର ହରିଣ ପାର୍କ ନିକଟରେ ଥିବା ବସ୍ତିର ଶତାଧିକ ବାସିନ୍ଦା ଏକାଠି ହୋଇ ସଭାପତି ଶ୍ରୀ ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ନେତୃତ୍ବରେ ଆଇନ୍ ସହାୟତା ଲାଗି କଟକ ମହାନଗର ନିଗମର ମର୍କତନଗରସ୍ଥିତ ସେକ୍ଟର -୬ ରେ ଥୂବା ମାଗଣା ଆଇନ୍ ସହାୟତା କେନ୍ଦ୍ର (କ୍ଲାପ୍)ର ଦ୍ବାରସ୍ଥ ହୋଇଛନ୍ତି। ଏହି ଅସହାୟ […]

ବାସ୍ତବ ବ୍ୟୁରୋ : ଆସନ୍ତାକାଲିଠୁ ପଦମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସପକ୍ଷରେ ଦଳର ହେଭିୱେଟ୍ ନେତାମାନେ ପ୍ରଚାର ମୈଦାନ ରେ ଓଲେଇବେ । ଆଜି ବିଜେପି ପାଇଁ ପ୍ରଚାର ମୈଦାନରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ସୁରେଶ ପୂଜାରୀ, ସଙ୍ଗୀତା ସିଂହଦେଓ, ବସନ୍ତ ପଣ୍ଡା, ଜୁଏଲ ଓରାମ, କନକ ବର୍ଦ୍ଧନ ସିଂହଦେଓ ଓ ମନମୋହନ ସାମଲ ଆଦି ପ୍ରଚାର କରିଛନ୍ତି । ଦଳର ରାଜ୍ୟ […]

ନବିନ ଦାଶ(ବରଗଡ଼)୨୫/୧୧:ଅଲ୍ ଓଡିଶା ଲେଡିସ ଅଙ୍ଗନ ବାଡ଼ି ୱାର୍କର୍ସ ଏସୋସିଏସନ୍ କର୍ମୀ ଓ ସହାୟିକା ମାନଙ୍କ ପକ୍ଷରୁ ବିଭିନ୍ନ ନ୍ୟାର୍ଯ୍ୟ ଦାବୀ ଗୁଡ଼ିକୁ ନେଇ ଗତ ନଭେମ୍ବର ୨୧ତାରିଖ ଦିନ ଠାରୁ ଭୁବନେଶ୍ୱର ଠାରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଥିବାବେଳେ,ଦିନକୁ ଦିନ ଆନ୍ଦୋଳନ ତୀବ୍ରତର ହେଉଛି । ଏହି ପରିପେକ୍ଷିରେ, ବରଗଡ଼ ଜିଲ୍ଲା ଉପସଭାପତି ଅରୁଣା ମହାପାତ୍ର ଙ୍କ ନେତୃତ୍ୱରେ ଅତାବିରା ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା […]

ବାସ୍ତବ ବ୍ୟୁରୋ : ଆଜି ରାଜଧାନୀ ଭୁବନେଶ୍ୱର ଏମ୍ସ ରେ କବକ ସଂକ୍ରମଣ ଓ ନିରାକରଣ ନିମନ୍ତେ ଅତ୍ୟାଧୁନିକ ମଲିକୁଲାର ଏବଂ ଡାଇଗ୍ନୋଷ୍ଟିକ୍ ଗବେଷଣା କେନ୍ଦ୍ର ଉଦଘାଟିତ ହୋଯାଇଛି। ଏମ୍ସ ଭୁବନେଶ୍ବରରେ ଆରମ୍ଭ ହୋଇଥିବା ଏପରି ଅନୁସନ୍ଧାନକେନ୍ଦ୍ର ପୂର୍ବ ଭାରତରେ ପ୍ରଥମ। ଆଜି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସଙ୍କ ଉପସ୍ଥିତିରେ ବିଶ୍ୱପ୍ରସିଦ୍ଧ ମେଡିକାଲ ମାଇକୋଲୋଜିଷ୍ଟ ପ୍ରଫେସର ଅରୁଣାଲୋକ ଚକ୍ରବର୍ତ୍ତୀ ଏମ୍ସ ର ମାଇକ୍ରୋ ବାୟୋଲୋଜି ବିଭାଗରେ […]

Pin It on Pinterest