ବାସ୍ତବବ୍ୟୁରୋ:ବିଳମ୍ବିତ ରାତିରେ ପଡୋଶୀ ଦେଶ ନେପାଳରେ ୬ .୩ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା। ଯାହାର କମ୍ପନ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଦିଲ୍ଲୀ ବ୍ୟତୀତ ଲକ୍ଷ୍ନୌ,ନୋଏଡା, ଗାଜିଆବାଦରେ ମଧ୍ୟ ଭୂକଂପ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ନଭେମ୍ବର ୯ ରେ ରାତି୧ .୫୭ ସମୟରେ ଏହି ଭୂକମ୍ପ ଘଟିଥିଲା। ଯାହାର ଗଭୀରତା ଭୂମିଠାରୁ୧୦ କିଲୋମିଟର ତଳେ ଥିଲା |ଏହି ଭୂକମ୍ପ କେନ୍ଦ୍ର ନେପାଳର ମଣିପୁରର […]
ରାଜ୍ୟ
ବାସ୍ତବବ୍ୟୁରୋ:ଆଜି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ। ଏଥିରେ ଗୁଜୁରାଟ ନିର୍ବାଚନରେ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଚୂଡାନ୍ତ ହେବ। ଡିସେମ୍ବର ୧ ଓ ୫ ତାରିଖରେ ଗୁଜୁରାଟରେ ଦୁଇଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଏବଂ ଡିସେମ୍ବର ୮ ରେ ଭୋଟ୍ ଗଣନା କରାଯିବ। ଏହାପୂର୍ବରୁ ଦଳର ମୁଖ୍ୟ ଜେପି ନାଡାଙ୍କ ବାସଭବନରେ ଗୁଜୁରାଟ ନିର୍ବାଚନ ସମ୍ପର୍କରେ ବିଜେପି ମୂଳ ଗୋଷ୍ଠୀର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। […]
ବାସ୍ତବବ୍ୟୁରୋ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହିମାଚଳଠାରେ ଦୁଇଟି ନିର୍ବାଚନ ରାଲି କରିବେ। ଏଥିମଧ୍ୟରୁ ଗୋଟିଏ ରାଲି କଙ୍ଗରା ଜିଲ୍ଲାର ଚମ୍ବି ମଇଦାନରେ ଏବଂ ଅନ୍ୟଟି ହମିରପୁର ଜିଲ୍ଲାର ସୁଜନପୁରରେ ଅନୁଷ୍ଠିତ ହେବ। ନଭେମ୍ବର ୧୨ ରେ ହିମାଚଳ ପ୍ରଦେଶରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଡିସେମ୍ବର ୮ ରେ ନିର୍ବାଚନ ଫଳାଫଳ ଆସିବ।
ବାସ୍ତବ ବ୍ୟୁରୋ : ଆଜି ହେଉଛି କାର୍ତ୍ତିକ ପୂର୍ଣ୍ଣିମା ଓ ଚନ୍ଦ୍ରଗ୍ରହଣ। ଚନ୍ଦ୍ରଗ୍ରହଣରେ ପାକ ନିଷେଧ ଓ ଖାଦ୍ୟ ବର୍ଜନର ପରମ୍ପରା ରହିଛି। ତେବେ ଆଜି (ମଙ୍ଗଳବାର) ଚନ୍ଦ୍ରଗ୍ରହଣରେ ଖାଦ୍ୟ ଭକ୍ଷଣକୁ ନେଇ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ ହୋଇଛନ୍ତି । ଗତକାଲି ପର୍ଯ୍ୟନ୍ତ ଏ ପ୍ରସଙ୍ଗରେ ଉଭୟ ପକ୍ଷ ମଧ୍ୟରେ କେବଳ ବିଭିନ୍ନ ଟେଲିଭିଜିନ ଚ୍ୟାନେଲରେ ଯୁକ୍ତିତର୍କ ହେଉଥିବା ବେଳେ ଆଜି ଏହା ହିଂସାର ରୂପ […]
ଇସଲାମାବାଦ: ପାକିସ୍ତାନ ରାଜନୀତିରେ ଏକ ଭୂକମ୍ପ ଆସିଛି।ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ (ପିଡିଏମ୍) ମୁଖ୍ୟ ମୌଲାନା ଫଜଲୁର ରେହମାନ ଇମ୍ରାନ ଖାନଙ୍କୁ ଟାର୍ଗେଟ କରିଛନ୍ତି ଏବଂ ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ଡ୍ରାମା ବୋଲି ବର୍ଣ୍ଣନା କରିଛନ୍ତି। ଫଜଲୁର ରେହମାନ ଏପରିକି କହିଛନ୍ତି ଯେ ଇମ୍ରାନ ତାଙ୍କ ଅଭିନୟରେ ଶାହାରୁଖ ଖାନ ଏବଂ ସଲମାନ ଖାନଙ୍କୁ ଛାଡିଛନ୍ତି।ଫଜଲୁର ରେହମାନ ତାଙ୍କ ବିବୃତ୍ତିରେ ଇମ୍ରାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ଡ୍ରାମା ବୋଲି କହିଛନ୍ତି। […]
ବାସ୍ତବବ୍ୟୁରୋ(କେନ୍ଦ୍ରାପଡ଼ା): ଧାମନଗର ଉପନିର୍ବାଚନରେ ବିଜେପିର ବିଜୟ ଘୋଷଣା ପରେ ରାଜନଗର ପୁର୍ବତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଡ.ଅଲେଖ କୁମାର ଜେନାଙ୍କ ନେତୃତ୍ଵରେ ,ରାଜନଗର,ପଟ୍ଟାମୁଣ୍ଡାଇ ବିଜେପି କାର୍ଯ୍ୟକର୍ତ୍ତା ମାନେ ପଟ୍ଟାମୁଣ୍ଡାଇ ପାର୍ଟି ଅଫିସ ପ୍ରାଙ୍ଗଣରେ ବିଜୟ ଉତ୍ସବ ପାଳନ କରିବା ସହ ପଟ୍ଟାମୁଣ୍ଡାଇ ବଜାର ପରିକ୍ରମା କରିଥିଲେ । ଏକ ବର୍ଣ୍ଣାଢ୍ଯ ପରିବେଶରେ ବାଜା, ବାଣ ଫୁଟାଇ, ମିଷ୍ଟାନ୍ନ ବାଣ୍ଟି ବଡ଼ ଧୁମ ଧାମରେ ବିଜୟ ଉତ୍ସବ ପାଳନ […]
ଜାଜପୁର: ବିଜେଡି ବିଧାୟକ ପ୍ରାଥୀଭାବେ ଅବନ୍ତୀ ଦାସ ଙ୍କୁ ପ୍ରାର୍ଥୀ କରିଥିଲେ । କିଛି ଦଲାଲ, ଏବଂ ବେପାରୀ,ଧାମନଗର ରେ ବିଜେଡି ପରାଜୟ ଏବଂ ରାଜୁଦାସ ଙ୍କୁ ଟିକେଟ ନ ଦେବାର କାରଣ ।ଏ ନେଇ ବର୍ଷିଲେ ଜାରକା ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଭୁ ରଞ୍ଜନ ସାମଲ । ବିଜେପି ଜିତିବା ପରେ ଏହାର ପ୍ରଭାବ ସିଧା ସଳଖ ଭାବେ ଧର୍ମଶାଳା ରେ ଦେଖିବାକୁ ମିଳିଥିବା ବେଳେ ।ଯାଜପୁର ଜିଲ୍ଲା […]
ସଂଜୟ ଶତପଥୀ(କଟକ): ଆଜି ଧାମନଗର ଉପନିର୍ବାଚନ ରେ ବିଜେପିର ବିଜୟ ଘୋଷଣା ପରେ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ କଟକ ନଗର କାର୍ଯ୍ୟକର୍ତ୍ତା ମାନେ ସ୍ଥାନୀୟ ଗୌରୀଶଙ୍କର ପାର୍କ ଠାରେ ବାଜା, ବାଣ ଫୁଟାଇ, ମିଷ୍ଟାନ୍ନ ବାଣ୍ଟି ବଡ଼ ଧୁମ ଧାମରେ ବିଜୟ ଉତ୍ସବ ପାଳନ କରି, ନଗର ପରିକ୍ରମା କରିଥିଲେ। ଶ୍ରୀ ବଡୁ କହିଛନ୍ତି ଏହା ଦୀର୍ଘ ଦିନ ଧରି ମଦ ମତ୍ତ ହୋଇ […]
ଭଦ୍ରକ: ଧାମନଗରରେ ଉପନିର୍ବାଚନରେ ସୂର୍ଯ୍ୟବଂଶୀ ସୂରଜ ୯୭୪୨ ଖଣ୍ଡ ଭୋଟ୍ରେ କଲେ ବାଜିମାତ୍। ପୁଣି ଥରେ ପଦ୍ମ ଫୁଟିଲା । ଧାମନଗରବାସୀ ଭାରତୀୟ ଜନତା ପାର୍ଟି (ବିଜେପି)ଉପରେ ଭରସା ରଖିଲେ ।ଯଦିଓ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଔପଚାରିକ ଭାବେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇ ନାହିଁ।ହେଲେ ଧାମନଗର ବାସି ବିଜେପିର ବିଜୟ ଉସଃଛବରେ ମତୁଆଲା । ଏନେଇ ସୁରଜ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ମୋତେ ପୁଅ ଭାବୁଥିଲେ ଧାମନଗର […]
ସଂଜୟ ଶତପଥୀ(କଟକ):ଆଜି ରୁପାର ନଗରୀ କଟକର ଅନ୍ୟତମ ଶ୍ରେଷ୍ଠ ତଥା ଖ୍ୟାତନାମା ବିଦ୍ୟାଳୟ ରେଭେନ୍ସା କଲିଜିଏଟ୍ ସ୍କୁଲ ପରିସରରେ କଟକ ଜିଲ୍ଲାର ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି। ମହୋତ୍ସବରେ ମୂଖ୍ୟ ଅତିଥି ଭାବେ କଟକ ମହାନଗର ନିଗମ ର ମାନନୀୟ ମେୟର ଶ୍ରୀ ସୁବାସ ସିଂ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ […]


