ବରଗଡ(ନବୀନ ଦାଶ ବାସ୍ତବ ଟିଭି):ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ କୃଷିମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଭେଟି ଇଂସ୍ୟୁରେନ୍ସ କରିଥିବା ବରଗଡ଼ର ସମସ୍ତ କ୍ଷତିଗ୍ରସ୍ତ ଚାଷୀ ଙ୍କୁ କ୍ଷତିପୂରଣ ଅର୍ଥ ତୁରନ୍ତ ଦିଆଯିବା ଓ ଏଚଡିଏଫସି ଇରଗୋ କମ୍ପାନୀ କୁ କଳାଭୁକ୍ତ କରିବା ପାଇଁ ଦାବି ଜଣାଇଛନ୍ତି । ରାଜ୍ୟରେ ତଥା ବରଗଡ଼ ଜିଲ୍ଲାରେ ହେଉଥିବା ବ୍ୟାପକ ସାର କଳାବଜାରୀ ରୋକିବାକୁ ସମବାୟ ସଂସ୍ଥା […]
ରାଜ୍ୟ
ଏସ୍.ବାସ୍ତବ:ଦିଲ୍ଲୀରେ ହୋଇଥିବା ମଦ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତରେ ଘେରି ରହିଥିବା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଙ୍କ ଅସୁବିଧା ଅନ୍ୟ ଏକ ମାମଲାରେ ବଢିପାରେ। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସାରମାଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନୀ ମାମଲାରେ କାମ୍ରୁପରେ ଥିବା ସିଜେଏମ୍ କୋର୍ଟ ମନୀଷ ସିସୋଦିଆଙ୍କୁ ନୋଟିସ ଜାରି କରିଛନ୍ତି । ସେପ୍ଟେମ୍ବର ୨୯ ରେ ତାଙ୍କୁ ହାଜର ହେବାକୁ କୁହାଯାଇଛି। ଆସାମ ମୁଖ୍ୟମନ୍ତ୍ରୀ ଜୁନ୍ ୩୦ ରେ […]
ବୋରିସ୍ ଜନସନଙ୍କ ଉତ୍ତରାଧିକାରୀ କିଏ ହେବେ, ତାହା ୫ ସେପ୍ଟେମ୍ବରରେ ନିଷ୍ପତ୍ତି ନିଆଯିବ। ସେପ୍ଟେମ୍ବର ୨ ତାରିଖ ସନ୍ଧ୍ୟାରେ ନିର୍ବାଚନ ଶେଷ ହେବ। ବ୍ରିଟେନରେ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଭାରତୀୟ ବଂଶୋଭ ରୁଷି ସୁନାକ ଏବଂ ବୈଦେଶିକ ସଚିବ ଲିଜ ଟ୍ରସ୍ ଦୋୖଡରେ ଅଛନ୍ତି। ଏସ. ବାସ୍ତବ:ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଆଗରେ ଥିବା ଭାରତୀୟ ବଂଶୋଭ ରୁଷି ସୁନାକ ସକରାତ୍ମକ ଶକ୍ତି ପାଇଁ ଶ୍ରୀମଦ୍ ଭଗବଦ୍ ଗୀତା […]
ବାସ୍ତବବ୍ୟୁରୋ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭାରତ ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇଛନ୍ତି ଏବଂ ଓ୍ୱେଷ୍ଟର୍ଣ୍ଣ ସିଡନୀ ବିଶ୍ୱବିଦ୍ୟାଳୟ(ଡବ୍ଲୁଏସୟୁ)ରେ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଜେସନ କ୍ଲେୟରଙ୍କ ସହ ଅଷ୍ଟ୍ରେଲିଆ ଭାରତ ଶିକ୍ଷା ପରିଷଦ(ଏଆଇଇସି)ର ଷଷ୍ଠ ବୈଠକର ସହ-ଅଧ୍ୟକ୍ଷତା କରିଛନ୍ତି । ଏହି ଦ୍ୱିପାକ୍ଷିକ ବୈଠକ ବେଳେ ଦୁଇ ମନ୍ତ୍ରୀ ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା, ନବସୃଜନ ଏବଂ ଉଦ୍ୟମିତା କ୍ଷେତ୍ରରେ […]
ଭୁବନେଶ୍ୱର:ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ସତର୍କ ସୂଚନା ଅନୁଯାଇ, ମିଆଁମାର ଉପକୂଳରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସମୁଦ୍ର ପତ୍ତନ ଠାରୁ ୪.୫ କିଲୋମିଟରରୁ ୫.୮ କିଲୋମିଟର ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି। ଏହାର ପ୍ରଭାବରେ ଓଡିଶାର ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି । ସୂଚନା ଅନୁଯାଇ, ଆସନ୍ତା ୨୩ ତାରିଖ, […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଗୋପୀନାଥପୁର ପଞ୍ଚାୟତରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିଜେଡି ଏବଂ ବିଜେପି ମଧ୍ୟରେ ହୋଇଥିବା ଗଣ୍ଡଗୋଳରେ ଜଣେ ବିଜେପି କର୍ମୀ ଗୁରୁତ୍ୱର ଆହତ ହୋଇଥିଲେ ।ଯାହାକୁ ନେଇ ଗତ ୧୬ ତାରିଖରେ ଚାନ୍ଦବାଲି ବାଂଶଡ଼ା ଥାନାରେ ୧୧ ଜଣଙ୍କ ନାମରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ପୁଣି ଏକ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରୁଥିବା […]
ନବୀନ ଦାଶ(ଅତାବିରା):ବରଗଡ଼ ଜିଲ୍ଲା ଭେଡେନ ପୋଲିସ ପକ୍ଷରୁ ଥାନା ଭାରପ୍ରାପ୍ତ ଅଧିକାରୀ ସଙ୍ଗୀତା ମହାପାତ୍ର ଙ୍କ ସଂଯୋଜନା କ୍ରମେ ସୂର୍ଯ୍ୟ ମଣି ଜନତା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବିଶାଳ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିର କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପି ପରମର୍ ସ୍ମିତ୍ ଉଦ୍ଘାଟନ କରି ଥିବାବେଳେ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ୬୧ ଓ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ୯୨,ସର୍ବ […]
କାର୍ତିକ କୁମାର ବେହେରା(ଆଳି):ଗତ ୧୯ ତାରିଖ (ଶୁକ୍ରବାର) ଅପରାହ୍ନ ପ୍ରାୟ ତିନିଟା ସମୟରେ ଏକ ଯୁବକ ଫାସୀ ଦେଇ ଆତ୍ମହତ୍ୟା କରିଥିବା ଘଟଣା ଏବେ ସଂଦେହ ଘେରରେ ।ଘଟଣାଟି ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜକନିକା ଥାନା ଅଧୀନ କଣ୍ଟପଡା ଗ୍ରାମ ପଂଚାୟତର ଚନ୍ଦନ ପୋଖରୀ ଛକ ନିକଟର, ରାଉଳିଆରୁ ଉଠି ଆସି ଦୀର୍ଘ ଦିନ ହେବ ବସବାସ କରୁଥିବା ଆଦିଙ୍କନ୍ଦ ସ୍ବାଇଁଙ୍କ ପରିବାର ।ସ୍ବାଇଁଙ୍କର ୩ଟି ପୁଅ ଓ […]
ଏସ.ବାସ୍ତବ: ଶନିବାର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହା ଗଠବନ୍ଧନର ବିଧାୟକଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଶାସକ ଦଳ ଏକଜୁଟ ହୋଇ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ। ହେମନ୍ତ ସରକାରକୁ ଅସ୍ଥିର କରିବା ପାଇଁ ବିଜେପିର ଷଡଯନ୍ତ୍ରର ଖୁଲାସା କରିବାକୁ ସମସ୍ତ ବିଧାୟକ ଓ କର୍ମୀ ଗାଁରୁ ଗାଁକୁ ଯିବେ। ଝାଡଖଣ୍ଡ ପ୍ରତି କେନ୍ଦ୍ରର ମନୋଭାବ ମଧ୍ୟ ଲୋକମାନଙ୍କୁ ଜଣାଇବେ । ତେବେ ୧୧ ଜଣ […]
ପ୍ରମୋଦ ନାୟକ(ଭୁବନେଶ୍ୱର) ୨୦।୦୮ : ପ୍ରଶ୍ନପତ୍ରରେ ତ୍ରୁଟି ଲାଗି ବାତିଲ୍ ହେଲା ଏସ୍ଆଇ ପରୀକ୍ଷା। ପରୀକ୍ଷା ବାତିଲ୍ ପରେ କଟକ, ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନର ପରୀକ୍ଷା କେନ୍ଦ୍ରରେ ଉତ୍ତେଜନା ଦେଖିବାକୁ ମିଳିଛି। ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ସିବିଟି କେନ୍ଦ୍ରରେ ଉତ୍ତେଜନା ବଢ଼ିବା ପରେ ଘଟଣା ସ୍ଥଳରେ ସ୍ଥାନୀଯ ପୋଲିସ ପହଞ୍ଚି ଛାତ୍ରଛାତ୍ରୀ ବୁଝାସୁଝା କରିବାକୁ ପ୍ରୟାସ କରିଥିଲେ। ଅନେକ ପରୀକ୍ଷାର୍ଥୀ ପରୀକ୍ଷାରୁ ବଞ୍ଚିତ ହେବା ସହ ନିରାଶ […]