ଅବନୀ ପାତ୍ର (ବ୍ରହ୍ମପୁର):ଜଣେ +୩ ଛାତ୍ରଙ୍କର ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ଛାତ୍ରାବାସରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ମୃତ୍ୟୁର କାରଣ ଅସ୍ପଷ୍ଠ ଥିଲାବେଳେ, ପରିବାର ଲୋକେ କେହି ତାଙ୍କୁ ହତ୍ୟା କରିଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି ।ଛାତ୍ରଙ୍କ ନାମ କୁନାଲ ମଲ୍ଲିକ(୨୦) ସେ ଅର୍ଥନୀତି ସ୍ନାତକ ବିଭାଗର ଶେଷବର୍ଷ ଛାତ୍ର ଥିଲେ । ଘର ଗଜପତି ଜିଲ୍ଲା ମୋହନା ବାଡ଼ିପଙ୍କା ଗ୍ରାମରେ। ସେ ଜଣେ ମେଧାବୀ ଛାତ୍ର […]

ବାସ୍ତବବ୍ୟୁରୋ(କୋଲକାତା): ମମତା ବାନାର୍ଜୀଙ୍କ ଦୁର୍ଗ ଭାବରେ ଜଣାଶୁଣା ନନ୍ଦିଗ୍ରାମର ବ୍ଲକ ୧ ରେ ଭେକୁଟିଆ ସମବାୟ କୃଷି ବିକାଶ ସୋସାଇଟି ନିର୍ବାଚନରେ ​​ବିଜେପି ଟିଏମସିକୁ ପରାସ୍ତ କରିଛି। ଏହି ନିର୍ବାଚନରେ ​​ବିଜେପି ୧୨ ଟି ଆସନ ମଧ୍ୟରୁ ୧୧ ଟି ଜିତିଛି। ଗୋଟିଏ ସିଟ୍ ତୃଣମୂଳ ଆକାଉଣ୍ଟକୁ ଯାଇଛି | ଅଗଷ୍ଟ ୨୦୨୨ ରେ, ତୃଣମୂଳ କଂଗ୍ରେସ କାଁଥି ଏବଂ ନନ୍ଦିଗ୍ରାମରେ ସମବାୟ ନିର୍ବାଚନରେ ​​ଜିତିଥିଲା | ବିଜେପି ସେଠାରେ […]

ସଂଜୟ ଶତପଥୀ(କଟକ): କଟକ ମହାନଗର ନିଗମ ଅନ୍ତର୍ଗତ ପେଟାନାଳ ମଂଗଳାବସ୍ତିର ସୈାନ୍ଦର୍ଯ୍ଯକରଣ ଲାଗି ୧୫ ଦିନ ମଧ୍ଯରେ ଏହି ଅଂଚଳରେ ବାସ କରୁଥିବା ବସ୍ତିବାସିନ୍ଦା ଙ୍କୁ ବସ୍ତି ଉଚ୍ଛେଦ ଲାଗି କଟକ ମହାନଗର ନିଗମର ଅଧୀକାରୀ ମୈାଖିକ ନୋଟିସ୍ ଦେବାକୁ ବିରୋଧ କରି, କଟକ ବସ୍ତିବାସିନ୍ଦା ମିଳିତ ମଂଚ ପକ୍ଷରୁ ଆବାହକ ଶ୍ରୀ ଖଗେଶ୍ୱର ସେଠୀଙ୍କ ନେତୃତ୍ବ ରେ ବସ୍ତିବାସିନ୍ଦାଙ୍କ ପକ୍ଷରୁ କଟକ ମହାନଗର କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ […]

ଜୟନ୍ତ ଶତପଥୀ(ଡେରାବିଶ):ଡେରାବିଶ ବ୍ଲକ ନହଙ୍ଗ ପଞ୍ଚାୟତ ସନ୍ଥପୁରା ଦାମୋଦର ଜୀୟୁ ଯୁବକ ସଂଘ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି, ଏହି କାର୍ଯ୍ୟ କୁ ଭୂମିକା ଚକ୍ଷୁ ହସ୍ପିଟାଲ ର ବରିଷ୍ଠ ଡାକ୍ତର ପ୍ରକାଶ କୁମାର ମଳିକ,ଟେକ୍ନିସିଆଁଅନ କବିତା ଜେନା, ରୀନା ମହାନ୍ତି,ବ୍ଲକ ସଂଯୋଜଗ ପ୍ରଭାତ କୁମାର ବାରିକ ରୋଗୀ ମାନଙ୍କୁ ପରୀକ୍ଷା କରିଥିଲେ । ଏହି ଶିବିରରେ ୫୦ଜଣ ଆଖି ପରୀକ୍ଷା କରିଥିଲେ […]

ଭୁବନେଶ୍ୱର ୧୯।୦୯ : ଧାମନଗର ବିଧାୟକ ବିଷ୍ଣୁଚରଣ ସେଠୀଙ୍କ ପରଲୋକ । ଦୁଃଖ ପ୍ରକାଶ କଲେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍‌ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ,ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ଯ ଟ୍ୱିଟ୍‌ କରି ଶୋକ ପ୍ରକାଶ କରିଛନ୍ତି ।

ବାସ୍ତବବ୍ୟୁରୋ(ଚଣ୍ଡିଗଡ଼): ପଞ୍ଜାବର ମୋହାଲିର ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଆପତ୍ତିଜନକ ଭିଡିଓ ତିଆରି ପ୍ରସଙ୍ଗ ବୃଦ୍ଧି ପାଇବାରେ ଲାଗିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଏହି ବିଶାଳ ବିରୋଧ ଜାରି ରହିଥିଲା। କେତେକ ଛାତ୍ରୀ ଅଭିଯୋଗ କରିଛନ୍ତି ଯେ ଜଣେ ବିଶ୍ୱବିଦ୍ୟାଳୟର ଛାତ୍ରୀ ଆନ୍ୟ ଛାତ୍ରୀ ମାନେ ସ୍ନାନ କରିବା ସମୟରେ ଆପତ୍ତିଜନକ ଭିଡିଓ କରିଥିଲେ ଏବଂ ଶିମଲାରେ ନିଜ ସାଙ୍ଗଙ୍କ ସହ ସେୟାର କରିଥିଲେ। ଭିଡିଓ ଭାଇରାଲ ହେବା ପରେ ସେ […]

ପି.ଏନ୍.କହଁର(ଫୁଲବାଣୀ) ୧୮/୦୯: ଫୁଲବାଣୀର ମାଷ୍ଟ୍ରପଡାରେ ଥିବା ପାରିଜାତ କଲ୍ୟାଣ ମଣ୍ଡପରେ,ବିଜେପି ନଗର ମଣ୍ଡଳ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ମହା ମେଘବାହାନ ଐର ଖାରବେଳ ସ୍ୱାଇଁ, ଫୁଲବାଣୀ ପୌରପରିଷଦ ଅଧ୍ୟକ୍ଷା ସ୍ମିତାରଣୀ ମହାନ୍ତି ଏବଂ ବିଜେପି ନଗର ସଭାପତି ସୁଶାନ୍ତ କୁମାର ମହାନ୍ତି […]

ଭୁବନେଶ୍ୱର ୧୮/୦୯: ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, କେନ୍ଦୁଝରରେ ଶିଶୁ ମୃତ୍ୟୁ ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଶିଶୁମାନଙ୍କର ଓଜନ କମ ଥିବାରୁ ମୃତ୍ୟୁ ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଏନେଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ନବ ଦାସ କହିଛନ୍ତି।

ସଞ୍ଜୟ ଶତପଥୀ (କଟକ) ୧୭/୦୯: କଟକରେ ନକଲି ଟେଲମା ଔଷଧର ଧରପକଡ଼ର ସତ୍ୟସାତ ପଦାକୁ ଆସିଛି । କଟକର ବିଭିନ୍ନ ଔଷଧ ଦୋକାନରୁ ଔଷଧ ନିୟନ୍ତ୍ରକ ବିଭାଗ ପକ୍ଷରୁ ଜବତ ହୋଇଥିବା ରକ୍ତଚାପ ଔଷଧ ନକଲି ଵୋଲି ସ୍ପଷ୍ଟ କରିଛନ୍ତି,କଟକ ଡିସିପି ପିନାକ ମିଶ୍ର । ଭୁବନେଶ୍ବର ପରୀକ୍ଷାଗାରକୁ ଏହି ଔଷଧର ନମୁନା ପରୀକ୍ଷା କରି ପାଇଁ ପଠାଯାଇଥିଲା। ପରେ ଔଷଧ ନିୟନ୍ତ୍ରକ ଵିଭାଗ ପରୀକ୍ଷା ରିପୋର୍ଟ ବିଷୟରେ ଡିସିପଙ୍କୁ […]

ଡ଼.ନବକିଶୋର ମିଶ୍ର ହାତରେ ରେଖା ଦ୍ୱାରା ସୃଷ୍ଟି ହୋଇଥିବା ଚିହ୍ନଗୁଡ଼ିକ ଜୀବନରେ ବହୁତ ପ୍ରଭାବ ପକାଇଥାଏ | ବିଭିନ୍ନ ପ୍ରକାରର ପ୍ରତୀକ ମଧ୍ୟ ବିଭିନ୍ନ ରେଖା ସହିତ ତିଆରି ହୋଇଥାଏ | ହସ୍ତ ରେଖା ବିଜ୍ଞାନ ଅନୁଯାୟୀ,ଯେଉଁ ବ୍ୟକ୍ତିଙ୍କର ଦୁଇ ହାତର ଦଶ ଆଙ୍ଗୁଠିରେ ଭଗବାନ ବିଷ୍ଣୁଙ୍କ ପ୍ରତୀକ ଥାଏ, ସେପରି ଜଣେ ବ୍ୟକ୍ତି ଚକ୍ରବର୍ତ୍ତୀ ଅଟନ୍ତି। ଏହିପରି ବ୍ୟକ୍ତି ଦେଶ ତଥା ବିଶ୍ଵ ରେ ନାମ ଅର୍ଜନ କରନ୍ତି […]

Pin It on Pinterest