ପ୍ରମୋଦ ନାୟକ(ଭୁବନେଶ୍ବର):ରାଜ୍ୟ ସରକାରଙ୍କ ସୂଚନା ଅନୁଯାଇ, ଆଇପିଏସ୍‌ ଓ ଓପିଏସ୍‌ ସ୍ତରରେ ଅଦଳବଦଳ ହୋଇଛି। ବୌଦ୍ଧ ଓ ଦେବଗଡ଼ ଜିଲ୍ଲା ଏସ୍‌ପିଙ୍କୁ ବଦଳି ହୋଇଛି। ପ୍ରହ୍ଲାଦ ସହାଇ ମୀନାଙ୍କୁ ବୌଦ୍ଧର ନୂଆ ଏସ୍‌ପି ଭାବେ ନିଯୁକ୍ତି ମିଳିଛି। କ୍ରାଇମ୍ ଡିସିପି ପ୍ରମୋଦ ରଥଙ୍କୁ ଦେବଗଡ଼ ଏସ୍‌ପି ଭାବେ ଦାୟିତ୍ବ ମିଳିଛି। ସେହିପରି ଚିତ୍ତ ରଞ୍ଜନ ସାମନ୍ତ ହେଲେ କମ୍ପ୍ୟୁଟର ଏସ୍‌ପି (ଭୁବନେଶ୍ବର)। ପଦୋନ୍ନତି ମିଳିବା ପରେ ସୁଦାମ ସାହୁଙ୍କୁ କଟକ-ଭୁବନେଶ୍ୱର […]

ସଞ୍ଜୟ ଶତପଥୀ(କଟକ)୦୨/୦୮: ଓଟିଏମ୍ ପୂର୍ବ କର୍ମଚାରୀଙ୍କ ଦୁଃଖ ବୁଜିଲେ ସରକାର । ପେଟ ବିକଳରେ ସବୁସାରି ସରିଯିବାକୁ ବସିଥିବାବେଳେ,ବକେୟା ଅର୍ଥ ପ୍ରଦାନ କରିବେ ସରକାର ।ହାଇକୋର୍ଟଙ୍କୁ ସତ୍ୟପାଠ ଜରିଆରେ ଅବଗତ କରିଛନ୍ତି ରାଜ୍ୟ ସରକାର ।ପୂର୍ବରୁ ୩୫ କୋଟିର ଅର୍ଥରାଶି ଦିଆସରିଥିବା ବେଳେ,ଦେୟ ବାବଦରେ ଆଉ ୧୫୦ କୋଟି ଟଙ୍କା ଦେବାକୁ ସରକାର ପ୍ରସ୍ତୁତ ଥିବା କହିଛନ୍ତି । ବକେୟା ଅର୍ଥର ହିସାବ କରିବାକୁ ନିଯୁକ୍ତ ହେବେ ଚାର୍ତାର୍ଡ ଆକାଉଣ୍ଟାଣ୍ଟ […]

ଡ଼.ନବକିଶୋର ମିଶ୍ର ଯାହାଙ୍କ ରାଶିରେ କାଳସର୍ପ ଯୋଗ ଅଛି, ତାଙ୍କୁ ତାଙ୍କ ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିବ | ଏହି ଯୋଗର ଅପ୍ରୀତିକର ପ୍ରଭାବକୁ ଏଡାଇବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଅନେକ ପ୍ରତିକାର ମଧ୍ୟ କୁହାଯାଇଛି | ଯଦି ନାଗପଞ୍ଚାମିରେ ଏହି ପ୍ରତିକାର କରାଯାଏ ତେବେ ଏହା ଆହୁରି ଶୁଭ ହୋଇଯାଏ | ଏଥର ନାଗପଞ୍ଚାମି ୨୦୨୨ ମଙ୍ଗଳବାର, ଅଗଷ୍ଟ ୨ ରେ ପଡୁଛି | କାଳସର୍ପ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ପକ୍ଷରୁ ଚାନ୍ଦବାଲିରୁ ଭିତର କନିକା ଯାତ୍ରା ପାଇଁ ଚାନ୍ଦବାଲି ଏଣ୍ଟ୍ରି ପଏଣ୍ଟକୁ ଆଜି ଉଦ୍‌ଘାଟାନ କରିଛନ୍ତି ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ବିଭାଗର ଏସିଏଫ ଶ୍ୟାମା ଭାରତୀ । ଚାନ୍ଦବାଲି ଏଣ୍ଟ୍ରିପଏଣ୍ଟ ରେ ଉନ୍ନତିମୂଳକ କାର୍ଯ୍ୟ ପରେ ପର୍ଯ୍ୟଟକ ମାନେ ସୁବିଧାରେ ଚାନ୍ଦବାରୁ ଭିତରକନିକା ଯାତ୍ରା ପାଇଁ ବିଭାଗ ପକ୍ଷରୁ ସମସ୍ତ କାର୍ଯ୍ୟ ଶେଷ ହୋଇଛି, ଏଥିସହ ଚାନ୍ଦବାଲିରୁ ନଦୀ ମଧ୍ୟରେ ୧୭ କ.ମି […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ବଜ୍ରାଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି, ଚାଷୀ ଜଣକ ବିଲରେ ଚାଷ କାମ କରୁଥିବା ବେଳେ ହୋଇଥିଲା ହୋଇଥିଲେ ବଜ୍ରାଘାତ ଶିକାର, ଗ୍ରାମବାସୀ ଚାଷୀଙ୍କୁ ବିଲରୁ ଉଦ୍ଧାର କରି 108ଗାଡିରେ ଆଣି ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି, ବଜ୍ରାଘାତରେ ଚାଷୀଙ୍କ ଦେହରେ 50 ଭାଗ ପୋଡି ଯାଇଛି l ମୃତ ଚାଷୀ ହେଉଛନ୍ତି ମୌସୁଧା ପଂଚାୟତ ଗଉଡ଼ୁଣୀ ପୋଖରୀ ଗାଁର […]

ଏସ.ବାସ୍ତବ:ପାତ୍ର ଚାଲ୍ ଜମି ସ୍କାମ ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କ ସମସ୍ୟା ବଢିବାରେ ଲାଗିଛି। ପ୍ରକାଶ ଯେ, ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଛି। କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ରବିବାର ରାଉତଙ୍କ ବାସଭବନରେ ଚଢ଼ାଉ କରିଥିଲା। ସେହି ସମୟରେ ତାଙ୍କ ଘରୁ ୧୧ .୫୦ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏହାପୂର୍ବରୁ ମଧ୍ୟ ଇଡି ରାଉତଙ୍କୁ ଅନେକ ଥର ସମନ ଜାରି କରିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, […]

ଏସ୍.ବାସ୍ତବ:ବିଜେପି ନେତୃତ୍ୱ ଦ୍ୱାରା ମିଶନ ୨୦୨୪ ର ରଣନୀତି ଅନୁଯାୟୀ ସାଂଗଠନିକ ସ୍ତରରେ କରାଯାଉଥିବା ସମସ୍ତ ପରିବର୍ତ୍ତନ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ପରିଷଦରେ ନୂଆ ମୁହଁକୁ ନେଇ ସମ୍ପ୍ରସାରଣ ମଧ୍ୟ ରହିଛି। ସଂସଦର ମୋୖସୁମୀ ଅଧିବେଶନ ପରେ ଏହା କରାଯିବା ସମ୍ଭାବନା ରହିଛି। ଜେଡି (ୟୁ) ଏବଂ ଶିବସେନାର ବିଦ୍ରୋହୀ ଦଳ ସମ୍ପ୍ରସାରଣରେ ସ୍ଥାନ ପାଇପାରନ୍ତି। ସରକାରରେ ସହଯୋଗୀମାନଙ୍କଠାରୁ କେବଳ କିଛି କ୍ୟାବିନେଟ ମନ୍ତ୍ରୀ ଅଛନ୍ତି, ଯଦି ମନ୍ତ୍ରୀ ମଣ୍ଡଳ […]

ନବୀନ ଦାଶ(ବରଗଡ଼)୩୧ ଜୁଲାଇ; ଦେବାହାଲ୍ ସ୍ଥିତ ଜୟକିଶାନ ପାଠାଗାର ଆନୁକୂଲ୍ୟରେ ପ୍ରତିବର୍ଷ ପରି ଏଥର ମଧ୍ୟ ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଦେବାହାଲ୍ ରେଳ ଷ୍ଟେସନ୍ ଛକ ଠାରୁ ରେଳ ଲାଇନ୍ କଡରେ ଥିବା ରାସ୍ତାର ଉଭୟ ପାଶ୍ୱରେ ପାଞ୍ଚସହ ବୃକ୍ଷ ରୋପଣ କରାଯାଇଥିଲା। ପାଠାଗାରର ସଭାପତି ଅବସରପ୍ରାପ୍ତ ସେନା କର୍ମଚାରୀ ସୁବେଦାର ମେଜର କାଶିଶ୍ଵର ବେହେରା ଓ ବ୍ରହ୍ମକୁମାରୀ ଭଉଣୀ ବନିତା ପ୍ରଥମ ବୃକ୍ଷ ରୋପଣ […]

ନବୀନ ଦାଶ(ବରଗଡ଼): ସ୍ୱର୍ଗତ ସରୋଜ ମେହେର ଙ୍କ ଶୁଦ୍ଧିକ୍ରିୟା ଅବସରରେ ତାଙ୍କ ବାସଭବନ ଜାଣ୍ଡୋଲ, ଭେଡେନ,ବରଗଡ଼ ଠାରେ ନିଷ୍ଠା ପରିବାର ସହଯୋଗ ରେ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳୀ ପୂର୍ବକ ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଆୟୋଜନ ହୋଇଥିଲା।ଏହି ଶିବିର ରେ ସାତ ଯୋଡ଼ା ଦମ୍ପତ୍ତି, ହେଲ୍ପିଂ ହାର୍ଟ ର ମୁଖ୍ୟ ସତ୍ୟାନନ୍ଦ ପାଣ୍ଡେଙ୍କ ସମେତ ସର୍ବମୋଟ୍ ୪୨ୟୁନିଟ୍ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସଂଗୃହିତ ହେଇଥିଲା। ଏହି […]

ଏସ.ବାସ୍ତବ: ୨୦୧୪ ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସବୁଠାରୁ ଲୋକପ୍ରିୟ ନେତା, ଏହା ଅନେକ ନିର୍ବାଚନ ଫଳାଫଳ ଦ୍ୱାରା ପ୍ରମାଣିତ ହୋଇଛି | ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ​​ସେ ବହୁ ସଂଖ୍ୟାରେ ସରକାର ଗଠନ କରିଥିଲେ। କିନ୍ତୁ ପ୍ରଥମ କରୋନା ମହାମାରୀ ମଧ୍ୟରେ ଏବଂ ବର୍ତ୍ତମାନ ବିରୋଧୀଙ୍କ ଦ୍ୱାରା ମୁଦ୍ରାସ୍ଫୀତି-ବେକାରୀ ସମସ୍ୟା ମଧ୍ୟରେ ପ୍ରଶ୍ନ ଉଠୁଛି ଯେ ଭାରତୀୟ ଜନତା ପାର୍ଟି ୨୦୨୪ ଲୋକସଭା ନିର୍ବାଚନରେ […]

Pin It on Pinterest