ଏସ୍ ବାସ୍ତବ:ଆଜି ସଂଧ୍ୟାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଏକନାଥ ସିନ୍ଦେ । ସେହିପରି ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏକାନାଥ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି । ରାଜ୍ୟପାଳ ଭଗତ ସିଂ କୋଶିୟାରୀ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥପାଠ କରାଇଛନ୍ତି। ସିନ୍ଦେ ମରାଠୀରେ ଶପଥ ନେଇଛନ୍ତି। ସେହିପରି […]
ରାଜ୍ୟ
ଏସ ବାସ୍ତବ: ଶିବସେନା ବିଧାୟକଙ୍କ ବିଦ୍ରୋହୀ ମନୋଭାବ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଇସ୍ତଫା ହୁଏତ ରାଜ୍ୟରେ କ୍ଷମତାକୁ ଫେରିବା ପାଇଁ ବିଜେପିର ରାସ୍ତାକୁ ସହଜ କରିଥାଇପାରେ, କିନ୍ତୁ ବିଜେପି ପ୍ରତ୍ୟେକ ପଦକ୍ଷେପ ଭାବିଚିନ୍ତି ନେଉଛନ୍ତି। ସେଥିପାଇଁ ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହୀ ଶିବସେନା ବିଧାୟକମାନଙ୍କୁ ଶପଥ ଗ୍ରହଣ ଦିନ ମୁମ୍ବାଇ ଆସିବାକୁ ଅନୁରୋଧ କରିଛନ୍ତି। ଆସାମରେ ଆଠ ଦିନ ବିତାଇବା […]
ଭୁବନେଶ୍ବର :ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଜୁଲାଇ ୪ରୁ ଆରମ୍ଭ ହେବ ।ଏହି ପରୀକ୍ଷା ୩ଟି ସିଫ୍ଟରେ କମ୍ପ୍ୟୁଟର ବେସ୍ଡ ଟେଷ୍ଟ(ସିବିଟି) ମାଧ୍ୟମରେ କରାଯିବ ଏବଂ ୫ ଦିନ ଧରି ଚାଲିବ । ପ୍ରଥମ ସିଫ୍ଟ ପରୀକ୍ଷା ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ଦ୍ବିତୀୟ ସିଫ୍ଟ ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୨ଟା ୩୦, ତୃତୀୟ ସିଫ୍ଟ ଅପରାହ୍ନ ୪ଟାରୁ ୬ଟା ମଧ୍ୟରେ ଅନୁଷ୍ଠିତ ହେବ। […]
ପ୍ରମୋଦ ନାୟକ(ଭୁବନେଶ୍ୱର): କିଛିଦିନ ହେବ ରାଜ୍ୟରେ ‘ଟୁଙ୍ଗୁରୁ ଭୋଳର ପ୍ରେମକାହାଣୀ’କୁ ନେଇ ଆଲୋଚନା ଜୋର୍ ଧରିଛି । ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ୱେବପୋର୍ଟାଲ ଠାରୁ ଆରମ୍ଭ କରି ଟିଭି ଚ୍ୟାନେଲରେ ଟୁଙ୍ଗୁରୁଙ୍କ କାହାଣୀ ମହାମାରୀ ପରି ବ୍ୟାପିବାରେ ଲାଗିଛି । ଏହି ଖବର ମଧ୍ୟ ଲକ୍ଷଲକ୍ଷ ଦର୍ଶକ ଦେଖୁଛନ୍ତି । ସେଥିଲାଗି ଗଣମାଧ୍ୟମ ସଂସ୍ଥାମାନେ ଟୁଙ୍ଗୁରୁଙ୍କ ଉପରେ ଫୋକସ୍ ଦେଉଛନ୍ତି ।ଟୁଙ୍ଗୁରୁ ବର୍ଷାଙ୍କୁ କାହିଁକି ଛାଡ଼ିଲେ, ଟୁଙ୍ଗୁରୁ ଏବେ କେମିତି […]
ପ୍ରମୋଦ ନାୟକ(ଭୁବନେଶ୍ୱର): ରାଜ୍ୟ କଂଗ୍ରେସକୁ ଲାଗିବକି ଝଟ୍କା ? ଗୋଟିଏ ପଟେ ଦଳ ସଜାଡିବାକୁ ଉଦ୍ୟମ ଜାରି ରହିଥିବା ବେଳେ ଆଉ ଗୋଟିଏ ପଟେ ଦଳ ର ତୁଙ୍ଗ ନେତା ଛାଡିବେ କି ଦଳ ? । ଦଳର ବରିଷ୍ଠ ନେତା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଓ ତାଙ୍କ ଭାଇ ତଥା ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡିବା ନେଇ ଚର୍ଚ୍ଚା ଏବେ ଜୋର ଧରିଛି।ଏହି ଦୁଇ […]
ସଞ୍ଜୟ ଶତପଥୀ(କଟକ): କଟକର ଦ୍ବାରକା ହୋଟେଲରେ,କଟକ ବିଜେଡିର ଗତକାଲି ରୁଦ୍ଧଦ୍ବାର ବୈଠକକୁ ନେଇ ମୁଣ୍ଡ ଟେକିଛି ନାନା କଳ୍ପନା ଜଳ୍ପନା ।ମହାନଗର ନିଗମକୁ ବିଜେଡି ନିରଙ୍କୁଶ ଭାବେ ଦଖଲ କରିଛି ବିଜେଡି । ମେୟର ଓ ଦଳର କର୍ପୋରେଟର୍ଙ୍କ ମଧ୍ୟରେ ସଂପର୍କରେ ଫାଟ ସୃଷ୍ଟି ହୋଇନାହିଁ ତ ? ଯେଉଁ କାମ ଯେଉଁ ଭଳି ଢଙ୍ଗରେ ହେବା କଥା, ତାହା ଠିକ ଚାଲିଛିଟ ? ମେୟରଙ୍କୁ ନେଇ ଦାନା ବାନ୍ଧୁଛି […]
ପ୍ରମୋଦ ନାୟକ(ଭୁବନେଶ୍ବର): କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଦୁଇଦିନିଆ ଗସ୍ତ ଅବସରରେ ରେଳମନ୍ତ୍ରୀ ହିସାବରେ ଶ୍ରୀ ବୈଷ୍ଣବ ପ୍ରଥମ ଥର ପାଇଁ ପୁରୀ ରଥଯାତ୍ରାରେ ସାମିଲ ହେବା ସହ, ଡଜନେରୁ ଅଧିକ ପ୍ରକଳ୍ପର ଉଦ୍ଘାଟନ କରିବା ସହ ଏକାଧିକ ନୂଆ ପ୍ରକଳ୍ପର ଘୋଷଣା କରିବା ନେଇ ମଧ୍ୟ ଯୋଜନା ରହିଛି। ପାଖାପାଖି ୩ ଘଣ୍ଟା ଧରି ମହାପ୍ରଭୁଙ୍କ ଘୋଷଯାତ୍ରାରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ପ୍ରସ୍ତୁତ […]
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାଇ, ପୂର୍ବ-ପଶ୍ଚିମ ଟ୍ରଫ୍ ଲାଇନ୍ ବର୍ତ୍ତମାନ ଉତ୍ତର-ପଶ୍ଚିମ ରାଜସ୍ଥାନରୁ ଉତ୍ତର-ପୂର୍ବ ରାଜସ୍ଥାନ, ଉତ୍ତର ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ର ଦକ୍ଷିଣ ଓଡ଼ିଶା ଉପକୂଳରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ସକ୍ରିୟ ରହିଛି। ଏବଂ ସମୁଦ୍ର ପତନଠାରୁ ୦.୯ କିଲୋମିଟର ଉଚ୍ଚତାରେ ବିସ୍ତାରିତ ହୋଇ ରହିଛି। ଏହାର ପ୍ରଭାବରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ୧୪ଟି ଜିଲ୍ଲାରେ କାଳବୈଶାଖୀ ଓ ବର୍ଷାର ସମ୍ଭାବନା ରହିଛି […]
ନନ୍ଦିନୀ ପ୍ରଧାନ(ସମ୍ବଲପୁର),୨୮/୦୬: ବଲିଉଡ ଫିଲ୍ମ ନିର୍ଦ୍ଦେଶକ ରାମଗୋପାଳ ବର୍ମା,ଏନଡିଏର ରାଷ୍ଟ୍ରପତି ପ୍ରାର୍ଥ ଦ୍ରୌପଦୀ ମୁର୍ମୁଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ,ଦେଶର ବିଭିନ୍ନ ରାଜ୍ୟରେ ଏତଲା ଦାୟର ହେଉଥିବା ବେଳେ, ଆଜି ସମ୍ବଲପୁର ଟାଉନ ଥାନାରେ ଏତଲା । ତାଙ୍କ ନାମରେ ସମ୍ବଲପୁର ଜିଲ୍ଲା ବିଜେପି ଏତଲା ଦାଏର କରିଛି । ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲଙ୍କ ନେତୃତ୍ବରେ ଏକ ଟିମ୍ ଟାଉନ ଥାନା ଗସ୍ତ କରି ଲିଖିତ […]
ଏସ୍ ବାସ୍ତବ:କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବ ପିପି ମାଧବନ ବଳାତ୍କାର କରିଥିବା ଅଭିଯୋଗ । ଅଭିଯୁକ୍ତ କହିଛନ୍ତି ଯେ ଅଭିଯୁକ୍ତ ତାଙ୍କଠାରୁ ସତ୍ୟ ଲୁଚାଇ ରଖିଥିଲେ । ମାଧବନଙ୍କ ଫୋନ୍ କଲ ମାଧ୍ୟମରେ ହିଁ ସେ ଜାଣିବାକୁ ପାଇଲେ ଯେ ସେ ବିବାହିତ। ପିପି ମାଧବନ ପୂର୍ବରୁ ନିଜ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଥିବା କହିଥିଲେ। ସୂଚନା ଅନୁଯାଇ, କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବ ପିପି […]


