ପ୍ରମୋଦ ନାୟକ(ଭୁବନେଶ୍ୱର): ଲୋକପ୍ରିୟ ଖଳନାୟକ ରାଇମୋହନ ପରିଡ଼ା ଗତ ୨୪ ତାରିଖ ଦିନ ଆତ୍ମହତ୍ୟା କରିଥିଲେ। ମୃତ୍ୟୁକୁ ୪ଦିନ ବିତିଯାଇଥିଲେ ବି ରହସ୍ୟ ହୋଇ ରହିଛି ରାଇମୋହନଙ୍କ ମୃତ୍ୟୁ ଘଟଣା । ସେ ଆତ୍ମହତ୍ୟା କରିଥିବା କୁହାଯାଉ ଥିଲେ ବି ପୁଲିସ ମୃତଦେହକୁ ସନ୍ଦେହଜନକ ସ୍ଥିତିରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା। କାରଣ ପରିବାରର କେହି ବି ଜଣେ ହେଲେ ନଥିବା ବେଳେ ଘର କବାଟ ଖୋଲା ରହିଥିଲା । […]
ରାଜ୍ୟ
ନୂଆଦିଲ୍ଲୀ: ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନା ରବିବାର କହିଛନ୍ତି ଯେ ଆସନ୍ତା ମାସରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଏକ ବ୍ୟକ୍ତିଗତ ପ୍ରତିଯୋଗିତାଠାରୁ ଅଧିକ ଏବଂ ସରକାରଙ୍କ କ୍ଷମତାସୀନ ପ୍ରବୃତ୍ତିକୁ ପ୍ରତିହତ କରିବା ଦିଗରେ ଏକ ପଦକ୍ଷେପ। ଯଶବନ୍ତ ସିହ୍ନା କହିଛନ୍ତି ଯେ ତାଙ୍କ ପୁଅ ତଥା ଭାରତୀୟ ଜନତା ପାର୍ଟି ସାଂସଦ ଜୟନ୍ତ ସିହ୍ନାଙ୍କ ସମର୍ଥନ ନ ପାଇ ସେ କୌଣସି ଧର୍ମସଙ୍କଟରେ ନାହାଁନ୍ତି। ସେ […]
ମୁଁ ସୋନିଆ ଗାନ୍ଧୀଙ୍କୁ ପ୍ରସ୍ତାବ ଦେଉଛି ଯେ ଦ୍ରୌପଦୀଙ୍କୁ ନିର୍ଦ୍ବନ୍ଦରେ ନିର୍ବାଚିତ କରିବା ପାଇଁ ନିଷ୍ପତ୍ତି ନିଅନ୍ତୁ -ସୁରେଶରାଉତରା ସୁର ରାଉତରାୟଙ୍କ ବ୍ୟକ୍ତିଗତ ମତ। ବିଜେପି ପ୍ରାର୍ଥୀଙ୍କୁ ଆମେ କାହିଁକି ସମର୍ଥନ କରିବୁ ?- ଶରତ ପଟ୍ଟନାୟକ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ଦଳ ସମର୍ଥନ କରିବ ନାହିଁ -ନରସିଂହ ମିଶ୍ର ପ୍ରମୋଦ ନାୟକ(ଭୁବନେଶ୍ବରu) :ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ କଂଗେସରେ ଝଡ଼ ।ଗୋଟିଏ ପଟେ ପାର୍ଟି ଅନ୍ୟପଟେ ମାଟିର ଲଢେଇ । […]
ରାଇରଙ୍ଗପୁର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ତାଙ୍କ ବାପ ଘର ଗାଁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ତ କୁସୁମୀ ବ୍ଲକ୍ ଉପରବେଡ଼ା ପାଇଲେ ବିଜୁଳି ଆଲୁଅ । କହିବାର ତାତ୍ପର୍ଯ୍ୟ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ତାଙ୍କ ଗ୍ରାମରେ ବିଦ୍ୟୁତ୍ ନଥିବା ଖବର ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ।ଏହା ପରେ ନିଦ ଭାଙ୍ଗିଥିଲା ବିଦ୍ୟୁତ୍ ବିଭାଗର,ବିଦୂତ ବେଗରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ସେହି […]
ପ୍ରଶାନ୍ତ ଦାସ(ବାଲେଶ୍ୱର):ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ ଓ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସଙ୍କୁ ୧୦୦୦ ଟଙ୍କା ଫାଇନ କାଟିଲା ବାଲେଶ୍ୱର ଟ୍ରାଫିକ ପୋଲିସ ।ବିନା ହେଲମେଟରେ,ମନ୍ତ୍ରୀ ଓ ବିଧାୟକ ବାଲେଶ୍ୱରରେ ଏକ ବାଇକରେ ଯାଉଥିବାର ଦେଖିବାକୁ ମିଳିଥିଲା। ଏହି ସମୟରେ ଟ୍ରାଫିକ ନିୟମ ଭଙ୍ଗ କରିଥିବା ଜଣାଯାଇଛି। ଏଥିଲାଗି ଟ୍ରାଫିକ ପୁଲିସ ୧୦୦୦ ଟଙ୍କା ଗାଡ଼ିମାଲିକଙ୍କଠାରୁଜରିମାନା ଆଦାୟ କରିଛି। ଖବର ଅନୁଯାଇ,ବାଲେଶ୍ୱର ସହରର ହେମକାପଦା […]
ଏସ ବାସ୍ତବ:ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ,ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦୌପ୍ରଦୀ ମୁର୍ମୁଙ୍କ ବିଷୟରେ ଝାଡ଼ଖଣ୍ଡ ରାଜନୀତିରେ ଆନ୍ଦୋଳନ ତୀବ୍ର ହୋଇଛି। ବିଜେପି ଉତ୍ସବ ପାଳନ କରୁଥିବାବେଳେ ଜେଏମଏମ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ପ୍ରସଙ୍ଗରେ ନୀରବତା ଭାଙ୍ଗିବାକୁ ନିବେଦନ କରୁଛି। ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ନୀରବତାକୁ ଭାଙ୍ଗିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାଶ ଜେଏମଏମଙ୍କୁ ଦାବି କରିଛନ୍ତି। ଅନ୍ୟପକ୍ଷରେ, ଜେଏମଏମ୍ର କିଛି ବିଧାୟକ ଦୌପ୍ରଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱ ପାଇଁ ଗର୍ବିତ ଅନୁଭବ […]
ନବୀନ ଦାଶ(ବରଗଡ଼):ଓଡ଼ିଶାର ଭାତହାଣ୍ଡି ଭାବେ ବେଶ୍ ପରିଚିତ ଥିବା ବରଗଡ଼ ଜିଲ୍ଲାରେ ଉନ୍ନତ ମାନର ଧାନ ଚାଷ ହେଉଥିବାରୁ ଯଥେଷ୍ଟ ପରିମାଣ ରେ ସାର ର ଆବଶ୍ୟକତା ରହିଛି | ବିଗତ ରବି ଋତୁରେ ଆବଶ୍ୟକ ମୁତାବକ ସାର ସରକାରୀ ମୂଲ୍ୟରେ ନ ପାଇ ଚଢ଼ା ଦରରେ ସାର କିଣି ଭିଟାମିନ ବାଧ୍ୟତା ହେବା ସହ ଚାଷୀ ଶୋଷଣ ର ଶିକାର ହୋଇଥିବା ବେଳେ, ଚାଷ କାର୍ଯ୍ୟ ରେ ବାଧା […]
ଭୁବନେଶ୍ୱର ୨୪/୦୬: ସ୍ତବ୍ଧ ହୋଇଯାଇଛି ଓଲିଉଡ । ଆତ୍ମହତ୍ୟା କରିଛନ୍ତି ବରିଷ୍ଠ ଅଭିନେତା ରାଇମୋହନ ପରିଡା । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ସେପଟେ ରାଇମୋହନ ପରିଡାଙ୍କ ମୃତ୍ୟୁ ପରେ ପୁରା ଓଲିଉଡରେ ଶୋକର ଛାୟା, ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା କାହିଁକି ରାହିମୋହନ […]
ଏସ ବାସ୍ତବ(ଭୁବନେଶ୍ଵର):ଓଡିଶା ମାଟିର ଗର୍ବ,ଓଡିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ।ଶାସକ ଭାରତୀୟ ଜନତା ପାର୍ଟି ବିରୋଧୀଙ୍କୁ ଚକମା ଦେବା ପାଇଁ ଗୋଟି ଚାଳନାରେ ବିରୋଧୀ ଧରାଶାୟୀ ହେବାର ସମ୍ଭାବନା ଉଜ୍ଜଳ । ରାଷ୍ଟ୍ରପତି ନିର୍ବାଚନରେ ମୁର୍ମୁଙ୍କ ବିଜୟ ସମ୍ଭାବନା ଅଧିକ । ଦ୍ରୌପଦୀଙ୍କ ପ୍ରାର୍ଥୀତ୍ଵକୁ ପ୍ରଥମେ ସମର୍ଥନ କରିଛି ଶାସକ ବିଜୁ ଜନତା ଦଳ। ଏପରିକି ଦଳର ଦୁଇ ମନ୍ତ୍ରୀ ପ୍ରସ୍ତାବକ ସାଜିବେ ବୋଲି କହିଛନ୍ତି […]
ଭୁବନେଶ୍ୱର,୨୪/୦୬:ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ, ଜୁନ ଶେଷ ଆଡ଼କୁ ଏହି ଲଘୁଚାପ ଓଡ଼ିଶା ନିକଟବର୍ତ୍ତୀ ହେବାର ସମ୍ଭାବନା । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଆକଳନ ଅନୁଯାଇ,ଏହା ଉତ୍ତର-ପଶ୍ଚିମ ଦିଗରେ ମୁହାଁଇବ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧ରୁ ୭ ତାରିଖ ଭିତରେ ରାଜ୍ୟରେ ଭଲ ବର୍ଷା ହୋଇପାରେ ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ହେବ ବୋଲି, ଭୁବନେଶ୍ୱର […]


