ପ୍ରମୋଦ ନାଏକ(ଭୁବନେଶ୍ୱର): ମୁଁ ତ କେବେ କହି ନାହିଁ, ମୁଁ ରାଜ୍ୟସଭା ଯିବି ବୋଲି,ମୁଖ୍ୟମନ୍ତ୍ରୀ କହିଥିଲେ ତେଣୁ ମୁଁ ତାଙ୍କୁ ସମ୍ମାନ ଜଣାଉଛି। ସେ ମୋର ସୁପ୍ରିମୋ ସେ କହିଥିଲେ,ରାଜ୍ୟସଭା ପାଇଁ ମୁଁ କଣ ଲାଳାୟତ ହୋଇଛି କି ? ମୋତେ ପଠାଅ ପଠାଅ ବୋଲି କହିଛି କେବେ ? ଏ ହେଉଛି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ଉକ୍ତି।ରାଜ୍ୟସଭା ଟିକେଟରୁ ବଞ୍ଚିତ ହେବା ପରେ ସେ ଏପରି […]

ଡ଼. ନବକିଶୋର ମିଶ୍ର ଶାସ୍ତ୍ର ଅନୁଯାୟୀ, ଶନି ଦେବ ଜ୍ୟେଷ୍ଠ ମାସର ଅମାବାସ୍ୟାରେ ଜନ୍ମଗ୍ରହଣ କରିଥିଲେ। ଏହି ବର୍ଷ ଶନି ଜୟନ୍ତୀ ୩୦ ମଇରେ ଅର୍ଥାତ ଆଜି | ଜ୍ୟୋତିଷ ଶାସ୍ତ୍ରରେ ଶନି ଜୟନ୍ତୀର ବିଶେଷ ମହତ୍ତ୍ୱ ରହିଛି | ଶନି ଜୟନ୍ତୀ ଉପରେ ଚଳିତ ବର୍ଷ ସର୍ବାର୍ଥ ଯୋଗ ମଧ୍ୟ ସୃଷ୍ଟି ହୋଇଛି | ଶନି ଦୋଶରେ ପୀଡିତ ଲୋକଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି […]

ନବୀନ ଦାଶ(ସ୍ଵତନ୍ତ୍ର ପ୍ରତିନିଧି):ବରଗଡ଼ ଜିଲ୍ଲା ଅତାବିରା ବସ୍ ଷ୍ଟାଣ୍ଡ ଛକ ଟି ଏକ ବ୍ୟସ୍ତ ବହୁଳ ଛକ।ଛକ ଦେଇ ଯାଇଥିବା ୫୩ନଂ ଚାରି ଥାକିଆ ଜାତୀୟ ରାଜପଥ ରେ ଦିନରାତି ହଜାର ହଜାର ଛୋଟ ବଡ ଗାଡ଼ି ମଟର ସହ ଭାରୀ ଯାନ ଗୁଡ଼ିକ ଯିବା ଆସିବା କରିଥାଏ।ଏହି ବ୍ୟସ୍ତ ବହୁଳ ଅତାବିରା ବସ୍ ଷ୍ଟାଣ୍ଡ ଛକ ରୁ ଝିଲିମିଣ୍ଡା ଆର୍ଡି ରାସ୍ତା ଉପରେ ଦୁଇ ଚକିଆ ଠାରୁ ଆରମ୍ଭ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ୨୯/୦୫ /୦୨୨-ଚାନ୍ଦବାଲି ବିଜେଡ଼ି କାର୍ଯ୍ୟଳୟ ପରିସରରେ ବିଜେଡ଼ି ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି । ଏହି ମିଶ୍ରଣ ପର୍ବରେ ଓରାସାହି ପଂଚାୟତର ଯୁବ ନେତା ଅମୂଲ୍ୟ ରାଉତଙ୍କ ସହ ୫୦ ପରିବାର ବିଧାୟକ ଡ଼. ବ୍ୟମୋକେଶ ରାଏଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ, ସରପଂଚ ଅକ୍ଷୟ ନାୟକ ନେତୃତ୍ୱରେ ବିଧିବଦ୍ଧ ଭାବେ ବିଜେଡ଼ି ଦଳରେ ସାମିଲ ହୋଇଛନ୍ତି । ଏଥୁନେଇ ବିଧାୟକ ଶ୍ରୀ […]

ସମ୍ବଲପୁର: ରାଜ୍ୟରେ ବଢୁଥିବା ଉତ୍କଟ ବେକାରୀ ସମସ୍ୟାର ସମାଧାନ ସହିତ ପ୍ରବାସୀ ଓଡ଼ିଆମାନଙ୍କୁ ରାଜ୍ୟଭିତରେ କର୍ମନିଯୁକ୍ତି ଯୋଗେଇ ଦେବା ଦାବିରେ ସମାଜବାଦୀ ପାର୍ଟି ଲୋହିଆ ବାହିନୀ ପକ୍ଷରୁ ମହାମହିମ ରାଜ୍ୟପାଳ ଓଡ଼ିଶାଙ୍କୁ ସମ୍ବଲପୁର ରାଜସ୍ବ ଆୟୁକ୍ତଙ୍କ ଜରିଆରେ ଏକ ଦଶ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ସାଂସ୍କୃତିକ ସମାଜ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଲୋହିଆ ବାହିନୀର ରାଷ୍ଟ୍ରୀୟ ସମ୍ପାଦକ ପ୍ରଦୀପ ମିଶ୍ର ଏକ ନଅ […]

ତ୍ରିନାଥ ବାରିକ(ପୁରୀ): ଶୁକ୍ରବାର ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ନେଇ, ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ମୁହଁ ଖୋଲିଛନ୍ତି ସାଂସଦ ପିନାକୀ ମିଶ୍ର‌।ସେ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସ୍ୱାର୍ଥ ରାଜନୀତି ଚାଲିଛି । ଯାହାକୁ ପୁରୀବାସୀ ଠିକ ବୁଝି ସାରିଛନ୍ତି । ଆଗାମୀ ଦିନରେ ଏହାର ଉଚିତ ଜବାବ ଦେବେ । ମହାପ୍ରଭୁଙ୍କ ଇଚ୍ଛା ଯୋଗୁ ଏହି ପ୍ରକଳ୍ପ […]

ତ୍ରିନାଥ ବାରିକ (ପୁରୀ):ଗୋବର୍ଦ୍ଧନ ମଠରେ ପ୍ରାୟ ଏକ ଘଣ୍ଟା ଧରି ସାକ୍ଷାତ ଓ ଆଲୋଚନା କରିଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା | ପ୍ରକଳ୍ପ କାର୍ଯ୍ୟ ନେଇ ଏଏସଆଇର ଆଭିମୁଖ୍ୟ ଠିକ ନୁହେଁ ବୋଲି ବିଜୟ ମହାପାତ୍ର କହିଥିଲେ। ସେହିପରି ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ସୁପ୍ରିମ କୋର୍ଟରେ ମାମଲା ଦାୟର କରିଥିବା ମୃଣାଳିନୀ ପାଢ଼ୀ ମଧ୍ୟ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ। ତାଙ୍କର ସାକ୍ଷାତ ଓ ଆଲୋଚନା […]

ମନୋଜ ମହାନ୍ତି(ଭୁବନେଶ୍ବର): ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ଫ୍ଲେଟ୍‌(ଏଚ୍‌ଏସ୍‌ଆର୍‌ପି) ନାହିଁତ ରାସ୍ତାରେ ଗଡ଼ିପାରିବନି କୌଣସି ଗାଡ଼ି। କେବଳ ନୂଆ ଗାଡି ନୁହେଁ ପୁରୁଣା ଗାଡ଼ିରେ ବି ଲଗାଇବାକୁ ବାଧ୍ୟ ଏହି ନମ୍ବର ପ୍ଲେଟ୍‌ । ୨୦୧୯ ମସିହାରୁ ପଞ୍ଜୀକୃତ ସମସ୍ତ ଗାଡ଼ିରେ ଏହି ନମ୍ବର ପ୍ଲେଟ୍‌ ବ୍ୟବହାର ହେଉଥିବା ବେଳେ ଏହା ପୂର୍ବରୁ ପଞ୍ଜୀକୃତ ହୋଇଥିବା ଗାଡ଼ିଗୁଡ଼ିକରେ ପୁରୁଣା ନମ୍ବର ପ୍ଲେଟ୍‌ ରହିଛି। କିନ୍ତୁ ଏବେ ଆଉ ପୁରୁଣା ନମ୍ବର ପ୍ଲେଟ୍‌ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନ ମତୋ ସେବା ସମବାୟ ସମିତିରେ ଆସନ୍ତା ଜୁନ ୧୯ତାରିଖରେ ସମବାୟ ନିର୍ବାଚନ ନିମନ୍ତେ ଧାର୍ଯ୍ଯ କରାଯାଇ ନାମାଙ୍କନପତ୍ର ଦାଖଲ ତାରିଖ ଥିଲା, କିନ୍ତୁ ସବୁଠୁ ଆଶ୍ଚର୍ଯ୍ଯର କଥା ଶାସକ ବିଜେଡି ସମର୍ଥୀତ ପ୍ରର୍ଥୀ ସମସ୍ତ ୧୫ଟି ଯାକ ଜୋନରେ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଅନ୍ଯ ବିଜେପି କିମ୍ବା ଙ୍କଗ୍ରେସ ସମର୍ଥିତ କୌଣଷି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାନ୍ତି |ବିଜେଡି ସମର୍ଥୀତ […]

ନବୀନ ଦାଶ(ସ୍ଵତନ୍ତ୍ର ପ୍ରତିନିଧି): ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ୨୪ଟି ପଞ୍ଚାୟତ ତଥା ୧୨ଟି ୱାର୍ଡ ବିଶିଷ୍ଟ ଏନ୍ ଏସି କୁ ନେଇ ଗଠିତ ହୋଇଥିବା ବେଳେ ଅଞ୍ଚଳ ଟି କୃଷି ତଥା ଆଦିବାସୀ ଜନ ବହୁଳ ଅଞ୍ଚଳ।ଏହି ଅଞ୍ଚଳ ଦେଇ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ଭେଦ କରି ଯାଇଥିବା ବେଳେ ଦିନରାତି ହଜାର ହଜାର ଗାଡ଼ି ମଟର ସହ ଲୋକଙ୍କ ଭିଡ ହୋଇ ଟ୍ରାଫିକ ସମସ୍ୟା ଅଣାୟତ୍ତ […]

Pin It on Pinterest