ପ୍ରମୋଦ ନାଏକ(ଭୁବନେଶ୍ୱର) ୨୫/୦୫: ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର,ଏଚ.ଏଫ.ଏମ.ଡି. ଟମାଟୋ ଫ୍ଲୁ ନୁହେଁ ବୋଲି କହିଛନ୍ତି । ଏଥିରେ ଭୟଭୀତ କି ଆତଙ୍କିତ ହେବାର କୌଣସି କାରଣ ନାହିଁ । ସେ କହିଛନ୍ତି ଟମାଟୋ ଫ୍ଲୁ ନେଇ,ସବୁ ଜିଲାର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିର୍ଦେଶ ସର୍ଭେଲାନ୍ସକୁ ଜୋରଦାର କରିବା ପାଇଁ,ଆଇ ସିଏମାର( ଇସିମ୍ର) କି NCDC କୌଣସି ଗାଇଡ଼ ଲାଇନ ଜାରି କରିନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ,କିଛି […]
ରାଜ୍ୟ
ହସ୍ତ ରେଖା ବିଶାରଦ- ପ୍ରତାପ ଷଢଙ୍ଗି ସାଧାରଣ ଅବସ୍ଥାରେ ହୃଦୟ ରେଖା ଶନି ପର୍ବତ କିମ୍ବା ବୃହସ୍ପତି ପର୍ବତରେ ପହଞ୍ଚେ, କିନ୍ତୁ କିଛି ହାତରେ, ଯଦି ହୃଦୟ ରେଖା ହେଡ୍ ଲାଇନ୍ ଆଡକୁ ଥାଏ ତେବେ ଏହା ଏକ ଭଲ ସଙ୍କେତ ନୁହେଁ | ହୃଦୟ ରେଖା ସମ୍ବେଦନଶୀଳତା ଏବଂ ପ୍ରକୃତି ଦେଖାଏ, ତେଣୁ ହେଡ୍ ଲାଇନ୍ ଆଡକୁ ଏହି ଧାଡିର ନଇଁବା ସମ୍ବେଦନଶୀଳତା ଏବଂ ପ୍ରକୃତିର ପରିବର୍ତ୍ତନ ଦେଖାଏ […]
ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କକୁ ପବିତ୍ର ସମ୍ପର୍କ ଭାବେ ବିବେଚନା କରାଯାଏ, କିନ୍ତୁ ବେଳେ ବେଳେ ସ୍ୱାର୍ଥ ପାଇଁ କେଉଁଠି ସ୍ୱାମୀ ସ୍ତ୍ରୀର ଜୀବନ ନିଏ ତ, ଆଉ କେତେବେଳେ ସ୍ତ୍ରୀ |ଆଜି ଏପରି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ମହିଳା ନିଜ ସ୍ୱାମୀଙ୍କୁ ଟଙ୍କା ପାଇଁ ହତ୍ୟା କରିଛନ୍ତି । ଆଶ୍ଚର୍ଯ୍ୟଜନକ କଥା ହେଉଛି ମହିଳା ଜଣକ ନିଜେ ଏକ ବୀମା କମ୍ପାନୀର ଏଜେଣ୍ଟ ଏବଂ ଏହି […]
ନବୀନ ଦାଶ(ବରଗଡ଼):ଆଜି ବରଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପରିସରରେ ସ୍କାଉଟସ/ ଗାଇଡସ୍ ଭବନ ଉଦଘାଟିତ ହୋଇ ଯାଇଛି। ଞଏହି ଅବସର ରେ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଛପ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ।ଉଦଘାଟନୀ ଉତ୍ସବରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଛତ୍ରପତି ସାହୁ,ଜ୍ୟୋତି କାନ୍ତ ସାହୁ,ଜିଲ୍ଲା ସ୍କାଉଟ୍ କମିଶନର ରାଧାକାନ୍ତ ଛତ୍ରି,ଷୋହେଲା ବ୍ଲକ ଶିକ୍ଷା ଅଧିକାରୀ ତଥା ଜିଲ୍ଲା ଗାଇଡ କମିଶନର ଶ୍ରୀମତୀ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):-ମୋ ସ୍ୱାମୀକୁ ବଂଚେଇଦିଅ. ଯାହା ଥିଲା ବିକି ଭାଙ୍ଗି ସ୍ୱାମୀର ଚିକିତ୍ସାରେ ଖର୍ଚ୍ଚ କରିସାରିଲିଣି. ଆଉ ଅର୍ଥ ମୋ ପାଖରେ ନାହିଁ. ଏବେ ସରକାରୀ ଓ ବେସରକାରୀ ସାହାଯ୍ୟ ହିଁ ମୋ ସ୍ୱାମୀର ଜୀବନ ବଞ୍ଚାଇ ପାରିବ । ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ମିଳିଲେ ଚିକିତ୍ସା ଆଗେଇପାରିବ । ଜଣେ ସ୍ତ୍ରୀ, ନିଜ ସ୍ୱାମୀଙ୍କ ଜୀବନ ବଂଚାଇବା ପାଇଁ ସାହାଯ୍ୟର ହାତ ବଢ଼ାଇବାକୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଆକୁଳ […]
ଜଗତସିଂହପୁର : ବିଜୁ ସ୍ବାସ୍ଥ୍ୟବୀମା କାର୍ଡ ଦ୍ୱାରା ଗରିବଙ୍କ ମାଗଣା ସ୍ୱାସ୍ଥ୍ୟ ସେବାର ସରକାର ଡିଣ୍ଡିମ ପିଟୁଥିବା ବେଳେ, କାର୍ଡଧରି ହସ୍ପିଟାଲରୁ ହସ୍ପିଟାଲ ଦୌଡ଼ିବା ପରେ ବି ଫଳ ଶୁଉନୁ । ଚିକିତ୍ସା ଅଭାବରୁ ଅକାଳରେ ଚାଲି ଯାଉଛି ଅନେକଙ୍କ ପ୍ରାଣ । ଏମିତି ଚିକିତ୍ସା ଅଭାବରୁ ଜଗତ୍ସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ପଙ୍କପାଳ ଗାଁର ଜଣେ କର୍କଟ ରୋଗୀ ଶତ୍ରୁଘ୍ନ ଓଝା ପ୍ରାଣ ହରାଇଛନ୍ତି। ଖବର ଅନୁଯାଇ, ଶତ୍ରୁଘ୍ନ […]
ପ୍ରମୋଦ ନାଏକ(ଭୁବନେଶ୍ୱର): ଡ଼ିଶା କଂଗ୍ରେସର ଅଧ୍ୟକ୍ଷ ଭାବେ କଂଗ୍ରେସ ଦଳର ସେବା କରିବା ମୋ ପାଇଁ ଗର୍ବ ଓ ଗୌରବର ବିଷୟ ଅଟେ। କଂଗ୍ରେସ ଅଧ୍ୟକ୍ଷ ପରି ବଡ଼ ଦାୟୀତ୍ୱ ନେବା ପାଇଁ ଶ୍ରୀମତୀ ସୋନିଆ ଗାନ୍ଧି ଜୀ ମୋ ଉପରେ ବିଶ୍ୱାସ କରିଥିଲେ। ତେଣୁ ତାଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ। ମୁଁ କଂଗ୍ରେସ ଅଧ୍ୟକ୍ଷ ଥିବା ସମୟରେ ଆମ ପ୍ରିୟ ନେତା ଶ୍ରୀ ରାହୁଲ ଗାନ୍ଧୀ ମୋତେ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ୨୦ ଲିଟର ଚୋରା ମଦ ଜବତ ସହ ମଦ ବେପାରୀ ଗିରଫ। ଚାନ୍ଦବାଲି ଅଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରା ମଦ କାରବାର। ପୋଲିସ ଆଖିରେ ଧୂଳି ଦେଇ ଦିନ ଦୀପହରେ ଚାଲିଛି ଖୋଲମ ଖୋଲା ମଦ ବେପାର। ତେବେ ଆଜି ଚାନ୍ଦବାଲି ଥାନା ଅନ୍ତର୍ଗତ ଭାଟପଡା ପଞ୍ଚାୟତ ସେରପୁରୁ ଗାଁର ଏକ ବ୍ଯକ୍ତି ୨୦ ଲିଟର ଦେଶି ମଦ ନେଇ ଯାଉଥିବା ବେଳେ ସେରପୁରୁ […]
ପ୍ରମୋଦ ନାୟକ(ଭୁବନେଶ୍ୱର) ୨୩/୦୫: ସବୁ ପ୍ରତିକ୍ଷାର ଅନ୍ତ ଘଟିଲା ,ଶରତ ପଟ୍ଟନାୟକ ହେଲେ ଓଡ଼ିଶା କଂଗ୍ରେସର ନୂଆ ମୁରବି । ଶରତଙ୍କୁ ନୂଆ ପିସିସି ଭାବେ ନିଯୁକ୍ତ କଲା AICC । ଦ୍ୱିତୀୟ ଇନିଂସ ଖେଳିବେ ଶରତ । ହେଲେ ସଭାପତି ଦୌଡରେ ଆଗରେ ଥିବା ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଟିକେ ମନ ଉଣା । ତାଙ୍କ ବ୍ୟତୀତ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକ୍କିମ, ଜଟଣୀ ବିଧାୟକ ସୁର […]
ଯଶିପୁର:୨୩।୦୫- ଗୋ-ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ପ୍ରତିବାଦରେ ଆଜି ୫ ଘଣ୍ଟିଆ ଯଶୀପୁର ବନ୍ଦ । ବିଜେପି ଓ ଗୋ-ରକ୍ଷକ ସଙ୍ଘଟନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସୂଚନା ଅନୁଯାଇ, ୪୯ ନମ୍ବର ଜାତୀୟ ରାଜପଥ ବେଗୁନିଆ ଟୋଲ୍ ଗେଟ୍ ନିକଟରେ ଗତ ୨୧ ତାରିଖ ଦିନ ଗୋ-ମାଫିଆଙ୍କ ଦ୍ୱାରା ଗୋ-ସୁରକ୍ଷାକାରୀଙ୍କୁ ଆକ୍ରମଣ କରାଯାଇଥିଲା । ଏପିରିକି ଗୁଳିମାଡ଼ ମଧ୍ୟ ହୋଇଥିଲା । ଯାହାକୁ ପ୍ରତିବାଦ କରି ବିଜେପି ଓ […]


