ବାସ୍ତବବ୍ୟୁରୋ: ବଲିଉଡ୍ ରେ ଏକାଧିକ ସୁପରହିଟ୍ ଗୀତ ଦେଇଥିବା ଗାୟକ କେ.କେ.୫୩ ବର୍ଷ ବୟସ ହୋଇଥିଲା ଏବଂ କୁହାଯାଉଛି ଯେ ସେ ମୃତ୍ୟୁ ପୂର୍ବରୁ କୋଲକାତାରେ ଏକ କନ୍ସର୍ଟରେ ଗୀତ ଗାଉଥିଲେ । କେ.କେଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। କେ.କେ.ଙ୍କ ମୃତ୍ୟୁ ଖବର ଆସିବା ମାତ୍ରେ ସମଗ୍ର ବଲିଉଡ, ସଙ୍ଗୀତ ଜଗତ ଏବଂ ତାଙ୍କ ପ୍ରଶଂସକମାନେ ଶୋକରେ ଥିଲେ। ଆଜିର […]

ଭୁବନେଶ୍ୱର:କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼କୁ ଦୃଷ୍ଟିରେ ରଖି,ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୨୩ ଟି ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଂଜ, ଅନୁଗୁଳ, ଢ଼େଙ୍କାନାଳ, କନ୍ଧମାଳ, ବୌଦ୍ଧ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ […]

ପ୍ରମୋଦ ନାୟକ(ଭୁବନେଶ୍ବର): ୪ଟି ରାଜ୍ୟସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କଲେ ବିଜେଡିର ୪ ପ୍ରାର୍ଥୀ ।ମଙ୍ଗଳବାର ପୂର୍ବାହ୍ନରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦା୍ଖଲ କରିଥିବା ୪ ପ୍ରାର୍ଥୀ ହେଲେ ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ ଏବଂ ନିରଞ୍ଜନ ବିଶି।ଦଳର ବରିଷ୍ଠ ବିଧାୟକଙ୍କ ଉପସ୍ଥିତିରେ ଏହି ପ୍ରାର୍ଥୀମାନେ ବିଧାନସଭା ସଚିବାଳୟ ପରିସରରେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ସମେତ […]

ବାସ୍ତବବ୍ୟୁରୋ: ବର୍ତ୍ତମାନ ବିଶ୍ଵର ଅନେକ ଦେଶରେ ମଙ୍କିପକ୍ସର ମାମଲା ରିପୋର୍ଟ କରାଯାଉଛି। ଏଭଳି ପରିସ୍ଥିତିରେ,ମଙ୍କିପକ୍ସ କରୋନା ଜୀବାଣୁ ପରି ବିଶ୍ୱବ୍ୟାପୀ ମହାମାରୀର ରୂପ ନେବେ କି ନାହିଁ ଆଶଙ୍କା କରାଯାଉଛି। ତେବେ ବର୍ତ୍ତମାନ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ(WHO )ଏହି ବିଷୟରେ ବଡ ସୂଚନା ଦେଇଛି । ସୋମବାର ଦିନ WHO କହିଛି ଯେ ଆଫ୍ରିକୀୟ ଦେଶମାନଙ୍କରେ ମାଙ୍କଡପକ୍ସ ଏକ ବିଶ୍ୱବ୍ୟାପୀ ମହାମାରୀ ସୃଷ୍ଟି କରିପାରେ। ମାଙ୍କଡପକ୍ସ ଉପରେ ବିଶ୍ଵ ସ୍ୱାସ୍ଥ୍ୟ […]

ଡ଼.ନବକିଶୋର ମିଶ୍ର ଯେତେବେଳେ ଏକ ଗ୍ରହ ଗୋଟିଏ ରାଶିରୁ ଅନ୍ୟ ରାଶିରେ ଚଳନ କରେ, ଏହା ସମସ୍ତ ରାଶିକୁ ପ୍ରଭାବିତ କରେ | ଜୁନ୍ ମାସରେ, ଅନେକ ବଡ ଗ୍ରହର ରାଶିରେ ପରିବର୍ତ୍ତନ ଆସିବ | ଯେଉଁଥିରୁ ମଙ୍ଗଳ ହେଉଛି ମୁଖ୍ୟ ଗ୍ରହ | ମଙ୍ଗଳ ମୀନ ରାଶି ଛାଡି ଜୁନ୍ ୨୭ ସକାଳ ୫ :୩୯ ରେ ମେଷ ରାଶିରେ ପ୍ରବେଶ କରିବେ | ମଙ୍ଗଳ, ସାହସ, ପରାକ୍ରମ […]

ପ୍ରମୋଦ ନାଏକ(ଭୁବନେଶ୍ୱର): ମୁଁ ତ କେବେ କହି ନାହିଁ, ମୁଁ ରାଜ୍ୟସଭା ଯିବି ବୋଲି,ମୁଖ୍ୟମନ୍ତ୍ରୀ କହିଥିଲେ ତେଣୁ ମୁଁ ତାଙ୍କୁ ସମ୍ମାନ ଜଣାଉଛି। ସେ ମୋର ସୁପ୍ରିମୋ ସେ କହିଥିଲେ,ରାଜ୍ୟସଭା ପାଇଁ ମୁଁ କଣ ଲାଳାୟତ ହୋଇଛି କି ? ମୋତେ ପଠାଅ ପଠାଅ ବୋଲି କହିଛି କେବେ ? ଏ ହେଉଛି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ଉକ୍ତି।ରାଜ୍ୟସଭା ଟିକେଟରୁ ବଞ୍ଚିତ ହେବା ପରେ ସେ ଏପରି […]

ଡ଼. ନବକିଶୋର ମିଶ୍ର ଶାସ୍ତ୍ର ଅନୁଯାୟୀ, ଶନି ଦେବ ଜ୍ୟେଷ୍ଠ ମାସର ଅମାବାସ୍ୟାରେ ଜନ୍ମଗ୍ରହଣ କରିଥିଲେ। ଏହି ବର୍ଷ ଶନି ଜୟନ୍ତୀ ୩୦ ମଇରେ ଅର୍ଥାତ ଆଜି | ଜ୍ୟୋତିଷ ଶାସ୍ତ୍ରରେ ଶନି ଜୟନ୍ତୀର ବିଶେଷ ମହତ୍ତ୍ୱ ରହିଛି | ଶନି ଜୟନ୍ତୀ ଉପରେ ଚଳିତ ବର୍ଷ ସର୍ବାର୍ଥ ଯୋଗ ମଧ୍ୟ ସୃଷ୍ଟି ହୋଇଛି | ଶନି ଦୋଶରେ ପୀଡିତ ଲୋକଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି […]

ନବୀନ ଦାଶ(ସ୍ଵତନ୍ତ୍ର ପ୍ରତିନିଧି):ବରଗଡ଼ ଜିଲ୍ଲା ଅତାବିରା ବସ୍ ଷ୍ଟାଣ୍ଡ ଛକ ଟି ଏକ ବ୍ୟସ୍ତ ବହୁଳ ଛକ।ଛକ ଦେଇ ଯାଇଥିବା ୫୩ନଂ ଚାରି ଥାକିଆ ଜାତୀୟ ରାଜପଥ ରେ ଦିନରାତି ହଜାର ହଜାର ଛୋଟ ବଡ ଗାଡ଼ି ମଟର ସହ ଭାରୀ ଯାନ ଗୁଡ଼ିକ ଯିବା ଆସିବା କରିଥାଏ।ଏହି ବ୍ୟସ୍ତ ବହୁଳ ଅତାବିରା ବସ୍ ଷ୍ଟାଣ୍ଡ ଛକ ରୁ ଝିଲିମିଣ୍ଡା ଆର୍ଡି ରାସ୍ତା ଉପରେ ଦୁଇ ଚକିଆ ଠାରୁ ଆରମ୍ଭ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ୨୯/୦୫ /୦୨୨-ଚାନ୍ଦବାଲି ବିଜେଡ଼ି କାର୍ଯ୍ୟଳୟ ପରିସରରେ ବିଜେଡ଼ି ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି । ଏହି ମିଶ୍ରଣ ପର୍ବରେ ଓରାସାହି ପଂଚାୟତର ଯୁବ ନେତା ଅମୂଲ୍ୟ ରାଉତଙ୍କ ସହ ୫୦ ପରିବାର ବିଧାୟକ ଡ଼. ବ୍ୟମୋକେଶ ରାଏଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ, ସରପଂଚ ଅକ୍ଷୟ ନାୟକ ନେତୃତ୍ୱରେ ବିଧିବଦ୍ଧ ଭାବେ ବିଜେଡ଼ି ଦଳରେ ସାମିଲ ହୋଇଛନ୍ତି । ଏଥୁନେଇ ବିଧାୟକ ଶ୍ରୀ […]

ସମ୍ବଲପୁର: ରାଜ୍ୟରେ ବଢୁଥିବା ଉତ୍କଟ ବେକାରୀ ସମସ୍ୟାର ସମାଧାନ ସହିତ ପ୍ରବାସୀ ଓଡ଼ିଆମାନଙ୍କୁ ରାଜ୍ୟଭିତରେ କର୍ମନିଯୁକ୍ତି ଯୋଗେଇ ଦେବା ଦାବିରେ ସମାଜବାଦୀ ପାର୍ଟି ଲୋହିଆ ବାହିନୀ ପକ୍ଷରୁ ମହାମହିମ ରାଜ୍ୟପାଳ ଓଡ଼ିଶାଙ୍କୁ ସମ୍ବଲପୁର ରାଜସ୍ବ ଆୟୁକ୍ତଙ୍କ ଜରିଆରେ ଏକ ଦଶ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ସାଂସ୍କୃତିକ ସମାଜ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଲୋହିଆ ବାହିନୀର ରାଷ୍ଟ୍ରୀୟ ସମ୍ପାଦକ ପ୍ରଦୀପ ମିଶ୍ର ଏକ ନଅ […]

Pin It on Pinterest