ତ୍ରିନାଥ ବାରିକ(ପୁରୀ): ଶୁକ୍ରବାର ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ନେଇ, ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ମୁହଁ ଖୋଲିଛନ୍ତି ସାଂସଦ ପିନାକୀ ମିଶ୍ର।ସେ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସ୍ୱାର୍ଥ ରାଜନୀତି ଚାଲିଛି । ଯାହାକୁ ପୁରୀବାସୀ ଠିକ ବୁଝି ସାରିଛନ୍ତି । ଆଗାମୀ ଦିନରେ ଏହାର ଉଚିତ ଜବାବ ଦେବେ । ମହାପ୍ରଭୁଙ୍କ ଇଚ୍ଛା ଯୋଗୁ ଏହି ପ୍ରକଳ୍ପ […]
ରାଜ୍ୟ
ତ୍ରିନାଥ ବାରିକ (ପୁରୀ):ଗୋବର୍ଦ୍ଧନ ମଠରେ ପ୍ରାୟ ଏକ ଘଣ୍ଟା ଧରି ସାକ୍ଷାତ ଓ ଆଲୋଚନା କରିଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା | ପ୍ରକଳ୍ପ କାର୍ଯ୍ୟ ନେଇ ଏଏସଆଇର ଆଭିମୁଖ୍ୟ ଠିକ ନୁହେଁ ବୋଲି ବିଜୟ ମହାପାତ୍ର କହିଥିଲେ। ସେହିପରି ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ସୁପ୍ରିମ କୋର୍ଟରେ ମାମଲା ଦାୟର କରିଥିବା ମୃଣାଳିନୀ ପାଢ଼ୀ ମଧ୍ୟ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ। ତାଙ୍କର ସାକ୍ଷାତ ଓ ଆଲୋଚନା […]
ମନୋଜ ମହାନ୍ତି(ଭୁବନେଶ୍ବର): ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ଫ୍ଲେଟ୍(ଏଚ୍ଏସ୍ଆର୍ପି) ନାହିଁତ ରାସ୍ତାରେ ଗଡ଼ିପାରିବନି କୌଣସି ଗାଡ଼ି। କେବଳ ନୂଆ ଗାଡି ନୁହେଁ ପୁରୁଣା ଗାଡ଼ିରେ ବି ଲଗାଇବାକୁ ବାଧ୍ୟ ଏହି ନମ୍ବର ପ୍ଲେଟ୍ । ୨୦୧୯ ମସିହାରୁ ପଞ୍ଜୀକୃତ ସମସ୍ତ ଗାଡ଼ିରେ ଏହି ନମ୍ବର ପ୍ଲେଟ୍ ବ୍ୟବହାର ହେଉଥିବା ବେଳେ ଏହା ପୂର୍ବରୁ ପଞ୍ଜୀକୃତ ହୋଇଥିବା ଗାଡ଼ିଗୁଡ଼ିକରେ ପୁରୁଣା ନମ୍ବର ପ୍ଲେଟ୍ ରହିଛି। କିନ୍ତୁ ଏବେ ଆଉ ପୁରୁଣା ନମ୍ବର ପ୍ଲେଟ୍ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନ ମତୋ ସେବା ସମବାୟ ସମିତିରେ ଆସନ୍ତା ଜୁନ ୧୯ତାରିଖରେ ସମବାୟ ନିର୍ବାଚନ ନିମନ୍ତେ ଧାର୍ଯ୍ଯ କରାଯାଇ ନାମାଙ୍କନପତ୍ର ଦାଖଲ ତାରିଖ ଥିଲା, କିନ୍ତୁ ସବୁଠୁ ଆଶ୍ଚର୍ଯ୍ଯର କଥା ଶାସକ ବିଜେଡି ସମର୍ଥୀତ ପ୍ରର୍ଥୀ ସମସ୍ତ ୧୫ଟି ଯାକ ଜୋନରେ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଅନ୍ଯ ବିଜେପି କିମ୍ବା ଙ୍କଗ୍ରେସ ସମର୍ଥିତ କୌଣଷି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାନ୍ତି |ବିଜେଡି ସମର୍ଥୀତ […]
ନବୀନ ଦାଶ(ସ୍ଵତନ୍ତ୍ର ପ୍ରତିନିଧି): ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ୨୪ଟି ପଞ୍ଚାୟତ ତଥା ୧୨ଟି ୱାର୍ଡ ବିଶିଷ୍ଟ ଏନ୍ ଏସି କୁ ନେଇ ଗଠିତ ହୋଇଥିବା ବେଳେ ଅଞ୍ଚଳ ଟି କୃଷି ତଥା ଆଦିବାସୀ ଜନ ବହୁଳ ଅଞ୍ଚଳ।ଏହି ଅଞ୍ଚଳ ଦେଇ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ଭେଦ କରି ଯାଇଥିବା ବେଳେ ଦିନରାତି ହଜାର ହଜାର ଗାଡ଼ି ମଟର ସହ ଲୋକଙ୍କ ଭିଡ ହୋଇ ଟ୍ରାଫିକ ସମସ୍ୟା ଅଣାୟତ୍ତ […]
ପ୍ରଶାନ୍ତ କୁମାର ଦାସ(ବାଲିଆପାଳ): ବାଲେଶ୍ଵର ଜିଲ୍ଳା ବାଲିଆପାଳ ବ୍ଲକ ପ୍ରତାପପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ବାଲିଆପାଳ ବ୍ଲକ ର ବିଭିନ୍ନ ଅଂଚଳରୁ ବିଭିନ୍ନ ପ୍ରକାରର ରୋଗୀ ମେଳାରେ ନାମ ପଞ୍ଜିକରଣ କରୀ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ଵାରା ଚିକିତ୍ସିତ ହୋଇଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ସମସ୍ତ ରୋଗୀଙ୍କୁ ମାଗଣା ଔଷଧ ବିତରଣ କରିବେ ବୋଲି କହିଥିଲେ କିନ୍ତୁ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ଥାନା ଅର୍ନ୍ତଗତ ଭୂଇଁବୃତ୍ତି ପଂଚାୟତ ଗରିପୁର ଗାଁରେ ଗତ କାଲି ପ୍ରାୟ ୧ଟା ସମୟରେ ଜଣେ ଶିଶୁ ସୁଇସ ଗେଟ ନିକଟରେ ଥିବା ଏକ ଜୋରରେ ପଡି ସଂଜ୍ଞାହୀନ ହୋଇ ପଡ଼ିଥିଲେ l ପରିବାର ଲୋକେ ଶିଶୁକୁ ଉଦ୍ଧାର କରି ଚାନ୍ଦବାଲି ମେଡିକାଲରେ ଭର୍ତ୍ତୀ କରିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ମୃତ ଶିଶୁ ଜଣକ ହେଉଛନ୍ତି ଶ୍ୟାମ ସୁନ୍ଦର ଦାସଙ୍କ ପୁଅ […]
ନବୀନ ଦାଶ(ସ୍ଵତନ୍ତ୍ର ପ୍ରତିନିଧି): ବରଗଡ଼ ଜିଲ୍ଲା ଅତାବିରା ବସ୍ତି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ୨୪ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇ ଯାଇଛି।ଏହି ଅବସରରେ ଗ୍ରାମର ପାର୍ବତୀ ମନ୍ଦିର ପୋଖରୀ ତୁଠରେ ପାରମ୍ପରିକ ରୀତନୀତି ରେ ପୂଜାର୍ଚ୍ଚନା ପୂର୍ବକ ବର୍ଦ୍ଧନି କଳସ ସହ ମହିଳା ଭକ୍ତ ମାନେ କଳସ ମୁଣ୍ଡାଇ ନଗର ପରିକ୍ରମା କରି ଯଜ୍ଞ ମଣ୍ଡପ କୁ ପହଞ୍ଚିବା ପରେ ନାମଯଜ୍ଞ ଆରମ୍ଭ ହୋଇଥଲା। କର୍ତ୍ତା ଆସନ ରେ ଗ୍ରାମର […]
NEET SS ପରୀକ୍ଷା ୨୦୨୨ : ନ୍ୟାସନାଲ ବୋର୍ଡ ଅଫ୍ ମେଡିକାଲ ସାଇନ୍ସ (NBEMS) NEET SS ପରୀକ୍ଷା ୨୦୨୨ ର ତାରିଖ ପୁନଃ ସ୍ଥିର କରିବାକୁ ନିଷ୍ପତ୍ତି ନେଇଛି | ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ-ସୁପର ସ୍ପେସିଆଲିଟି ପାଇଁ ନୂତନ ତାରିଖ ରିଲିଜ୍ ପରେ NBEMS ର ଅଫିସିଆଲ୍ ୱେବସାଇଟରେ ଯାଞ୍ଚ କରାଯାଇପାରିବ | ଅଫିସିଆଲ୍ ୱେବସାଇଟ୍ natboard.edu.in ରେ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି […]
ଶୁଭ୍ରକାନ୍ତ ରାଉତରାୟ (ଭଦ୍ରକ):୨୬/୫ -ଟ୍ରକ୍କୁ ପଛପଟୁ ପିଟିଲା ଯାତ୍ରୀବାହୀ ଅଟୋ। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।ଖବର ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥ […]


