ବାସ୍ତବବ୍ୟୁରୋ:ନିକଟରେ ଭାରତୀୟ ଜନତା ପାର୍ଟି (ବିଜେପି) ତ୍ରିପୁରାରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇ ଦେଇଛି। ବିପ୍ଲାବ କୁମାର ଦେବଙ୍କ ସ୍ଥାନରେ ମାଣିକ ସାହାଙ୍କୁ ରାଜ୍ୟର ଦାଇତ୍ୱ ଦିଆଯାଇଛି। ଏହି ପରିବର୍ତ୍ତନ କାହିଁକି ହେଲା ସେନେଇ ଏବେ ଅନେକ କଳ୍ପନାଜଳ୍ପନା ଚାଲିଛି, କିନ୍ତୁ ଗତ ୬ବର୍ଷର ରାଜନୈତିକ ପରିସ୍ଥିତି ଏକ ଭିନ୍ନ ସୂତ୍ର ଦର୍ଶାଉଛି। ପରିସଂଖ୍ୟାନ ଦର୍ଶାଏ ଯେ ଏହି ବର୍ଷଗୁଡ଼ିକରେ ଦଳ ଯେଉଁଠାରେ ନିଜର ସିଏମ୍ ବଦଳାଇଛି, ସେ ନିର୍ବାଚନରେ ​​ବଡ଼ […]

ଦେଵକାନ୍ତ ମହାନ୍ତି(ଚାନ୍ଦବାଲି) ୧୭।୦୫ :ପବିତ୍ର ଚନ୍ଦନପୂର୍ଣ୍ଣିମା ଅବସରରେ ଉତ୍ସବ ମୁଖର ଆରଡ଼ି ମାଟି ।୨ବର୍ଷର ବ୍ୟବଧାନ ପରେ ଭକ୍ତଙ୍କ ଗହଣରେ ଏବର୍ଷ ଆଖଣ୍ଡଳମଣିଙ୍କ ବିବାହ ପାଇଁ ଉଠିଲା ଲଗ୍ନ ଥାଳ। ଚଳିତ ବର୍ଷ ଆସନ୍ତା ଜୁନ ୪ ତାରିଖରେ ମହା ଆଡମ୍ବରବାବା ଆଖଣ୍ଡଳମଣିଙ୍କ ଶିବବିବାହ ଉତ୍ସବ ପାଳିତ ହେବ। ଏଥିପାଇଁ ପରମ୍ପରା ଅନୁଯାୟୀ ଲଗ୍ନ ଚିଟାଉ ଥାଳ ଉଠା ନୀତି ଅନୁଷ୍ଠିତ ହୋଇଛି। ଚଳିତବର୍ଷ ଶିବପାର୍ବତୀଙ୍କ ବିବାହ ନିମନ୍ତେ ଦୁଷ୍ମନ୍ତ […]

ମାଆ ବାପା ସନ୍ତାନ ପାଇଁ କେତେ କଷ୍ଟ ସହନ୍ତି,କୌଣସି ପୁଅ ଝିଅ କେବେ ବୁଝାନ୍ତୁ କି ନ’ବୁଝାନ୍ତୁ ସେଥିରେ କେବେ ଅବସୋସ କରିବାର କେହି ଦେଖିନି ବାପା ମାଆ ମାନଙ୍କୁ ।ପୁଅ ଝିଅଙ୍କୁ ମଣିଷ କରିବାକୁ ବାପା, ମା’ କେତେ କଷ୍ଟ ସହନ୍ତି ତାକୁ କଳିବାକୁ ବୋଧହୁଏ କାହାରି ପାଖରେ ଭାଷା ନାହିଁ । ତାହା କେବଳ ସେହିମାନେ ନିଜେ ହିଁ ଜାଣନ୍ତି । ଏମିତି ଜଣେ ମହିଳା ନିଜ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକ ଯଶିପୁର ପଂଚାୟତରେ ବାରାକୁଲାରେ ଜଣେ ତାନ୍ତ୍ରିକ ମହିଳାଙ୍କୁ ରୋଗମୁକ୍ତ ପାଇଁ ପୂଜାପାଠ କରିବା ଆଳରେ ତାଙ୍କୁ ଅସଦାଚରଣ କରିଛନ୍ତି । ମହିଳା ଜଣକଙ୍କର ଦେହ ଖରାପ ଥିବାରୁ ତାଙ୍କ ସ୍ବାମୀ ଜଣେ ତାନ୍ତ୍ରିକଙ୍କୁ ଡ଼କାଇଥିଲେ । ତାନ୍ତ୍ରିକ ଜଣକ ସଂପୃକ୍ତ ମହିଳାଙ୍କ ଘରେ ପହଁଚି ଗୋଟିଏ ନିରଳା ଘରେ କବାଟ ବନ୍ଦ କରି ପୂଜା କାଠ କରିବାକୁ କହିଥିଲେ , ତାନ୍ତ୍ରିକ ଜଣକ ଏହି ସୁଯୋଗରେ […]

୫ ପ୍ରକାରର ଧୋକାବାଜ : ଯଦି ଆପଣ ଭାବୁଥିବେ ଯେ ଆପଣ ନିଜ ସମ୍ପର୍କରେ ବର୍ଷ ବର୍ଷ ଧରି ନିଜ ସାଥୀଙ୍କୁ ଠକି ପାରିବେ, ତେବେ ଆପଣ ନିଶ୍ଚିତ ଭାବରେ କିଛି ଭୁଲ ବୁଝାମଣାରେ ଅଛନ୍ତି | ହଁ, କୌଣସି ବ୍ୟକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ଅନ୍ୟ ଜଣକୁ ପ୍ରତାରଣା କରିପାରିବେ ନାହିଁ | ପ୍ରତାରଣାକାରୀର ସତ୍ୟ ସର୍ବଦା ଅନ୍ୟ ଜଣଙ୍କ ସାମ୍ନାରେ କୌଣସି ପ୍ରକାରେ ବାହାରକୁ ଆସେ | […]

ପ୍ରମୋଦ ନାୟକ(ଭୁବନେଶ୍ୱର) ୧୬।୦୫ :ବିଏମ୍‌ସି ସଫେଇ କର୍ମଚାରୀ ଘେରିଲେ ସହିଦ ନଗର ଥାନା । ଜଣେ ମହିଳା ସଫେଇ କର୍ମଚାରୀଙ୍କୁ ସ୍ଥାନୀୟ ବାସିନ୍ଦା ମାଡ ମାରିବା ଅଭିଯୋଗରେ ଥାନା ଘେରାଉ କରାଯାଇଛି । ସୂଚନା ଅନୁଯାଇ, ସୋମବାର ସକାଳ ସମୟରେ ମହିଳା ସଫେଇ କର୍ମଚାରୀ ୩୧ ନମ୍ବର ୱାର୍ଡରେ ନିଜର କାର୍ଯ୍ୟ କରୁଥିଲେ । ଠିକ୍‌ ଏହି ସମୟରେ ସେଠାକାର ଜଣେ ବାସିନ୍ଦା ମହିଳା କର୍ମଚାରୀଙ୍କ ଉପରକୁ ଅଳିଆ ପକାଇଥିଲେ […]

ବିନିକା(ନମୋଗୁରୁ ହୋତା):୧୫/୦୫/୦୨୨। ସୁବର୍ଣପୁର ଜିଲ୍ଲା ପୋଲିସ ଆନୁକୁଲ୍ୟରେ ମେଗା ରକ୍ତଦାନ ଶୀବିର ଆୟୋଜିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ର ଆରକ୍ଷୀ ଅଧୀକ୍ଷକ ଅମରେଶ ପଣ୍ଡା ଙ୍କ ନିର୍ଦ୍ଦେଶ ରେ ବିନିକା ଥାନା ପରିସର ରେ ଏହି ହୋଇଥିଲା ମେଗା ରକ୍ତଦାନ ଶୀବିର ଅନୁଷ୍ଠିତ ହୋଇଥିଲା । ଏଥୀରେ ୧୬୨ ରୁ ଉର୍ଦ୍ଧ୍ବ ରକ୍ତ ଦାତା ରକ୍ତ ଦାନ କରିଥିଲେ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ମୁଖ୍ୟ ଅତିଥି ଭାବେ […]

ପ୍ରମୋଦ ନାୟକ(ଭୁବନେଶ୍ଵର): ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇ ସାରିଛି। ଏବେ ପ୍ରଚାର ପାଇଁ ସଳବାଜ ହେଲେଣି ଦଳ ତଥା ପ୍ରାର୍ଥୀଙ୍କ ସମର୍ଥକ ।ଏବେ ସରଗରମ ହେବ ବ୍ରଜରାଜ ନଗର ରାଜନୀତି । କମ୍ପିବ ବ୍ରଜରାଜନଗର ମଇଦାନ। ଛୁଟିବ ନେତାଙ୍କ ସୂଅ। ଏହି ପରିପେକ୍ଷୀରେ ବିଜେପି ତାର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଏଥିରେ ସଭାପତି ସମୀର ମହାନ୍ତିଙ୍କ […]

ଝାରସୁଗୁଡ଼ା ୧୫।୦୫: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦମ୍ଭୋକ୍ତି, ବ୍ରଜରାଜନଗର ଉପନିର୍ବାଚନରେ ୫୦ ହଜାରରୁ ଅଧିକ ଭୋଟ୍ ରେ ଜିତିବେ ବିଜେଡି ପ୍ରାର୍ଥୀ। ପଞ୍ଚାୟତ ଓ ପୌର ନିର୍ବାଚନରେ ବ୍ରଜରାଜନଗର ନିର୍ବାଚନମଣ୍ଡଳବାସୀ ବିଜୁ ଜନତା ଦଳକୁ ଆଶୀର୍ବାଦ କରିଛନ୍ତି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜୁ ଜନତା ଦଳର ଲୋକାଭିମୁଖୀ କାର୍ଯ୍ୟ ଯୋଗୁଁ ପୁଣି ଥରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀବାସୀ ବିଜେଡି ପ୍ରାର୍ଥୀଙ୍କୁ ନିର୍ବାଚିତ କରାଇବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ […]

ଦେଵକାନ୍ତ ମହାନ୍ତି(ଚାନ୍ଦବାଲି): ୧୫//୦୫//୨୦୨୨ ।ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ଚଡଦିଆ ରେଡକ୍ରସ ଭବନ ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଚାନ୍ଦବାଲି ଜୋନ ପକ୍ଷରୁ ଏକ ସାଙ୍ଗଠନିକ କର୍ମଶାଳା ବୈଠକ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକରେ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ ଓ ରାଜ୍ୟ ସହ ସମ୍ପାଦକ ପ୍ରଶାନ୍ତ ମିଶ୍ର ଜିଲ୍ଲା ସମ୍ପାଦିକ ଶୁଭେନ୍ଦୁ ମହାନ୍ତି, ଜିଲ୍ଲା ସହ ସମ୍ପାଦକ ଓ ସ୍ବାଭିମାନୀ ସାଥି ଗଣ ଉପସ୍ଥିତ ରହି […]

Pin It on Pinterest