ନବୀନ ଦାଶ(ବରଗଡ଼):ଆଜି ବରଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପରିସରରେ ସ୍କାଉଟସ/ ଗାଇଡସ୍ ଭବନ ଉଦଘାଟିତ ହୋଇ ଯାଇଛି। ଞଏହି ଅବସର ରେ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଛପ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ।ଉଦଘାଟନୀ ଉତ୍ସବରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଛତ୍ରପତି ସାହୁ,ଜ୍ୟୋତି କାନ୍ତ ସାହୁ,ଜିଲ୍ଲା ସ୍କାଉଟ୍ କମିଶନର ରାଧାକାନ୍ତ ଛତ୍ରି,ଷୋହେଲା ବ୍ଲକ ଶିକ୍ଷା ଅଧିକାରୀ ତଥା ଜିଲ୍ଲା ଗାଇଡ କମିଶନର ଶ୍ରୀମତୀ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):-ମୋ ସ୍ୱାମୀକୁ ବଂଚେଇଦିଅ. ଯାହା ଥିଲା ବିକି ଭାଙ୍ଗି ସ୍ୱାମୀର ଚିକିତ୍ସାରେ ଖର୍ଚ୍ଚ କରିସାରିଲିଣି. ଆଉ ଅର୍ଥ ମୋ ପାଖରେ ନାହିଁ. ଏବେ ସରକାରୀ ଓ ବେସରକାରୀ ସାହାଯ୍ୟ ହିଁ ମୋ ସ୍ୱାମୀର ଜୀବନ ବଞ୍ଚାଇ ପାରିବ । ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ମିଳିଲେ ଚିକିତ୍ସା ଆଗେଇପାରିବ । ଜଣେ ସ୍ତ୍ରୀ, ନିଜ ସ୍ୱାମୀଙ୍କ ଜୀବନ ବଂଚାଇବା ପାଇଁ ସାହାଯ୍ୟର ହାତ ବଢ଼ାଇବାକୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଆକୁଳ […]

ଜଗତସିଂହପୁର : ବିଜୁ ସ୍ବାସ୍ଥ୍ୟବୀମା କାର୍ଡ ଦ୍ୱାରା ଗରିବଙ୍କ ମାଗଣା ସ୍ୱାସ୍ଥ୍ୟ ସେବାର ସରକାର ଡିଣ୍ଡିମ ପିଟୁଥିବା ବେଳେ, କାର୍ଡଧରି ହସ୍ପିଟାଲରୁ ହସ୍ପିଟାଲ ଦୌଡ଼ିବା ପରେ ବି ଫଳ ଶୁଉନୁ । ଚିକିତ୍ସା ଅଭାବରୁ ଅକାଳରେ ଚାଲି ଯାଉଛି ଅନେକଙ୍କ ପ୍ରାଣ । ଏମିତି ଚିକିତ୍ସା ଅଭାବରୁ ଜଗତ୍‌ସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ପଙ୍କପାଳ ଗାଁର ଜଣେ କର୍କଟ ରୋଗୀ ଶତ୍ରୁଘ୍ନ ଓଝା ପ୍ରାଣ ହରାଇଛନ୍ତି। ଖବର ଅନୁଯାଇ, ଶତ୍ରୁଘ୍ନ […]

ପ୍ରମୋଦ ନାଏକ(ଭୁବନେଶ୍ୱର): ଡ଼ିଶା କଂଗ୍ରେସର ଅଧ୍ୟକ୍ଷ ଭାବେ କଂଗ୍ରେସ ଦଳର ସେବା କରିବା ମୋ ପାଇଁ ଗର୍ବ ଓ ଗୌରବର ବିଷୟ ଅଟେ। କଂଗ୍ରେସ ଅଧ୍ୟକ୍ଷ ପରି ବଡ଼ ଦାୟୀତ୍ୱ ନେବା ପାଇଁ ଶ୍ରୀମତୀ ସୋନିଆ ଗାନ୍ଧି ଜୀ ମୋ ଉପରେ ବିଶ୍ୱାସ କରିଥିଲେ। ତେଣୁ ତାଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ। ମୁଁ କଂଗ୍ରେସ ଅଧ୍ୟକ୍ଷ ଥିବା ସମୟରେ ଆମ ପ୍ରିୟ ନେତା ଶ୍ରୀ ରାହୁଲ ଗାନ୍ଧୀ ମୋତେ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ୨୦ ଲିଟର ଚୋରା ମଦ ଜବତ ସହ ମଦ ବେପାରୀ ଗିରଫ। ଚାନ୍ଦବାଲି ଅଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରା ମଦ କାରବାର। ପୋଲିସ ଆଖିରେ ଧୂଳି ଦେଇ ଦିନ ଦୀପହରେ ଚାଲିଛି ଖୋଲମ ଖୋଲା ମଦ ବେପାର। ତେବେ ଆଜି ଚାନ୍ଦବାଲି ଥାନା ଅନ୍ତର୍ଗତ ଭାଟପଡା ପଞ୍ଚାୟତ ସେରପୁରୁ ଗାଁର ଏକ ବ୍ଯକ୍ତି ୨୦ ଲିଟର ଦେଶି ମଦ ନେଇ ଯାଉଥିବା ବେଳେ ସେରପୁରୁ […]

ପ୍ରମୋଦ ନାୟକ(ଭୁବନେଶ୍ୱର) ୨୩/୦୫: ସବୁ ପ୍ରତିକ୍ଷାର ଅନ୍ତ ଘଟିଲା ,ଶରତ ପଟ୍ଟନାୟକ ହେଲେ ଓଡ଼ିଶା କଂଗ୍ରେସର ନୂଆ ମୁରବି । ଶରତଙ୍କୁ ନୂଆ ପିସିସି ଭାବେ ନିଯୁକ୍ତ କଲା AICC । ଦ୍ୱିତୀୟ ଇନିଂସ ଖେଳିବେ ଶରତ । ହେଲେ ସଭାପତି ଦୌଡରେ ଆଗରେ ଥିବା ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଟିକେ ମନ ଉଣା । ତାଙ୍କ ବ୍ୟତୀତ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକ୍କିମ, ଜଟଣୀ ବିଧାୟକ ସୁର […]

ଯଶିପୁର:୨୩।୦୫- ଗୋ-ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ପ୍ରତିବାଦରେ ଆଜି ୫ ଘଣ୍ଟିଆ ଯଶୀପୁର ବନ୍ଦ । ବିଜେପି ଓ ଗୋ-ରକ୍ଷକ ସଙ୍ଘଟନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସୂଚନା ଅନୁଯାଇ, ୪୯ ନମ୍ବର ଜାତୀୟ ରାଜପଥ ବେଗୁନିଆ ଟୋଲ୍‌ ଗେଟ୍‌ ନିକଟରେ ଗତ ୨୧ ତାରିଖ ଦିନ ଗୋ-ମାଫିଆଙ୍କ ଦ୍ୱାରା ଗୋ-ସୁରକ୍ଷାକାରୀଙ୍କୁ ଆକ୍ରମଣ କରାଯାଇଥିଲା । ଏପିରିକି ଗୁଳିମାଡ଼ ମଧ୍ୟ ହୋଇଥିଲା । ଯାହାକୁ ପ୍ରତିବାଦ କରି ବିଜେପି ଓ […]

ନୂଆଦିଲ୍ଲୀ:କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ୨୦୨୨ -୨୩ ଅଧିବେଶନ ପାଇଁ ବୋର୍ଡ ପରୀକ୍ଷାର ନମୁନା ପ୍ରକାଶ କରିଛି |ଢା ଞ୍ଚାରୁ ଏହା ସ୍ପଷ୍ଟ ହୋଇଛି ଯେ ବୋର୍ଡ ପରୀକ୍ଷାରେ କେବଳ ସେହି ଛାତ୍ରମାନେ ଆଗରେ ରହିବେ, ଯେଉଁମାନେ ରୋଟ୍ ବଦଳରେ ବୁଝାମଣା ସହିତ ଅଧ୍ୟୟନ କରିବେ | ଏଥର ଇଚ୍ଛାଧୀନ ପ୍ରଶ୍ନଗୁଡିକ ୫୦ % ରୁ ୨୦ % କୁ ହ୍ରାସ କରାଯାଇଛି | ନମୁନାରେ ସମୁଦାୟ ୩୦% […]

ବାଣପୁର:୨୧/୦୫- ଖୋର୍ଦ୍ଧା ଜିଲ୍ଲା ବାଣପୁର NAC ଶ୍ରୀନିବାସପୁର ଗାଁରେ ଅଘଟଣ । ରାସ୍ତାରେ ଛିଣ୍ଡି ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜେଜେ ମା’ ଓ ନାତୁଣୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାଇ,ବଣପୁର ସ୍ଥିତ ସାଳିଆ ନଦୀକୁ ଶୌଚ ପାଇଁ ଯାଉଥିବା ବେଳେ ଦୁହିଁଁଙ୍କୁ ବିଦ୍ୟୁତ ଆଘାତ ଲାଗିଛି । ଘଟଣାସ୍ଥଳରେ ହିଁ ଜେଜି ମା’ ଓ ନାତୁଣୀ ଦୁହେଁ ଟଳି ପଡିଥିଲେ ।ମୃତକ କମା ନାୟକ ଏବଂ […]

ପ୍ରମୋଦ ନାଏକ(ଭୁବନେଶ୍ୱର) ୨୧/୦୫: ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡକ୍ଟର) ସବିତା ଆଚାର୍ଯ୍ୟଙ୍କ ମତରେ, ପୂର୍ବରୁ ଦନ୍ତ ଚିକିତ୍ସା କରିବାରେ କେବଳ ପୁରୁଷମାନଙ୍କର ପ୍ରାଧାନ୍ୟ ଥିଲା । ତେବେ ସମୟ ବଦଳିବା ସହ ବିଭିନ୍ନ ପାଶ୍ଚାତ୍ୟ ଦେଶରେ ମଧ୍ୟ ମହିଳା ଦନ୍ତ ଚିକିତ୍ସକ ମଧ୍ୟ ଏ ଦିଗରେ ବେଶ ଆଗକୁ ଆସିଛନ୍ତି । ଭାରତରେ ଦନ୍ତ ଚିକିତ୍ସା ଶିକ୍ଷା ଗ୍ରହଣରେ ଝିଅମାନଙ୍କ ସଂଖ୍ୟା ଅଧିକା ରହୁଥିଲେ ମଧ୍ୟ ଦନ୍ତ ଚିକିତ୍ସକ […]

Pin It on Pinterest