ଭୁବନେଶ୍ୱର(ବାସ୍ତବବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସନ୍ତାକାଲି ନିଜ ମନ୍ତ୍ରିମଣ୍ଡଳର ନବକଳେବର । ପୁରୁଣା ୯ ଜଣଙ୍କ ଉପରେ ମୁଖ୍ୟମନ୍ତ୍ରୀ ଭରସା କରିଥିବାବେଳେ ୧୧ ନୂଆମୁହଁ ।ଆସନ୍ତାକାଲି ଦିନ ୧୧ଟା ୪୫ମିନିଟରେ ମୁଖ୍ୟମନ୍ତ୍ର୍ୟ ନବୀନ ପଟନାୟକଙ୍କ ନୂଆ ମନ୍ତ୍ରୀମାନେ ଶପଥ ନେବେ । ଲୋକସେବା ଭବନର କନଭେନସନ ହଲରେ ଏହି ନୂଆ ମନ୍ତ୍ରୀମାନଙ୍କର ଶପଥ ପାଠ କରାଯିବ । ଖବର ଅନୁଯାଇ,କାଲି ଅର୍ଥାତ ରବିବାର ଶପଥ ନେବାପାଇଁ, ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ […]
ରାଜ୍ୟ
ପ୍ରମୋଦ ନାଏକ(ଭୁବନେଶ୍ୱର):୦୪।୦୬ :ରାଜ୍ୟ ମନ୍ତ୍ରିମଣ୍ଡଳରୁ ସମସ୍ତ ୨୦ ମନ୍ତ୍ରୀଙ୍କ ଇସ୍ତଫା, ନବକଳେବର ହେବ ନବୀନଙ୍କ ମନ୍ତ୍ରିମଣ୍ଡଳ। ରବିବାର ପୂର୍ବାହ୍ନ ୧୧.୩୦ରେ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ । ସଭିଙ୍କ ମନରେ ଛନକା, କାହାର ପୁଣି ପାଳିପଡୁଛି ନୂଆ ବିଭାଗ ସହ, ତ କାହାର ସରୁଛି ମନ୍ତ୍ରୀ ପଦ । ଚାରିରୁ ଛଅ ଜଣ ମନ୍ତ୍ରୀଙ୍କ ବଦଳାଯିବା ଖବର ଆସୁଥିବା ବେଳେ ଏବେ ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି […]
ଡ଼. ନବକିଶୋର ମିଶ୍ର ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଭଗବାନଙ୍କର ଏକ ବିଶେଷ ସ୍ଥାନ ଅଛି | ସୂର୍ଯ୍ୟ ଭଗବାନଙ୍କୁ ସମସ୍ତ ଗ୍ରହର ରାଜା କୁହାଯାଏ | ଯେତେବେଳେ ସୂର୍ଯ୍ୟଙ୍କ ଶୁଭ ଦୃଷ୍ଟି ପଡେ,ବ୍ୟକ୍ତିର ଭାଗ୍ୟଦ୍ୱୟ ହୁଏ | ଏହି ସମୟରେ ସୂର୍ଯ୍ୟ ଭଗବାନ ବୃଷରେ ବସିଛନ୍ତି | ସୂର୍ଯ୍ୟ ପ୍ରତି ମାସରେ ରାଶି ପରିବର୍ତ୍ତନ କରନ୍ତି | ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟ ବୃଷ ରାଶିରେ ରହି କିଛି ରାଶି […]
ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୋୖସୁମୀ ୪ ଦିନ ପୂର୍ବରୁ ପଶ୍ଚିମବଙ୍ଗରେ ପହଞ୍ଚିଛି। ଏଭଳି ପରିସ୍ଥିତିରେ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗ ଅନୁଯାୟୀ ଉତ୍ତର-ପୂର୍ବ ରାଜ୍ୟରେ ମୋୖ ସୁମୀ ଆସିବା ହେତୁ ଆସାମ ଏବଂ ମେଘାଳୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଭାଗ କହିଛି ଯେ ଉତ୍ତର ଓଡ଼ିଶା ଉପକୂଳ ଏବଂ ପଶ୍ଚିମବଙ୍ଗର ଗାଙ୍ଗେୟ କ୍ଷେତ୍ର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଏବଂ […]
ପ୍ରମୋଦ ନାଏକ(ଭୁବନେଶ୍ବର): ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ‘ଇଡି’ ଙ୍କ ମାରାଥନ ଜେରା । ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ଦୀର୍ଘ ୯ଘଣ୍ଟାରୁ ଅଧିକ ସମୟ ଜେରା ପରେ ପ୍ରଭାତ ଫେରିଛନ୍ତି। ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ, ସିବିଆଇରେ ଥିବା ମାମଲା ଉପରେ ମୋର ଆକାଉଣ୍ଟ ଷ୍ଟେଟମେଣ୍ଟକୁ ଚେକ୍ କରିବାକୁ ମୋତେ ଡାକିଥିଲେ ବୋଲି କହିଛନ୍ତି ପ୍ରଭାତ ତ୍ରିପାଠୀ । ଅର୍ଥତତ୍ତ୍ବଗ୍ରୁପ ସହ ଟଙ୍କା କାରବାର ନେଇ ଚାଲିଥିଲା […]
ରାକେଶ ମହାନ୍ତି(ପାଟକୁରା):ଏକ ସୁସ୍ଥ ସୁନ୍ଦର ସମାଜ ଗଠନରେ ଶିକ୍ଷକ ଓ ଜନ ନେତା ମାନଙ୍କ ଅବଦାନ ସବୁ ବେଳେ ସ୍ମରଣୀୟ ହୋଇ ରହିଆସିଛି ।ସେହି ଅଭୁଲା ମଣିଷ ଙ୍କ ଭିତରୁ ମହାନ ପୁରୁଷ ଥିଲେ ପୂର୍ବତନ ବିଧାୟକ ତଥା ସମାଜ ସେବୀ ସ୍ବର୍ଗତ ଚକ୍ରଧର ଶତପଥୀ । ସ୍ବର୍ଗତ ଚକ୍ରଧର ଶତପଥୀ ଜଣେ ପ୍ରତିଭା ସଂପନ୍ନ ବ୍ୟକ୍ତି ଥିଲେ ଏକ ଧାରାରେ ଜଣେ ସମାଜ ସେବୀ , ଜଣେ ଉତ୍ତମ […]
ଡ଼. ନବକିଶୋର ମିଶ୍ର ବୈଦିକ ଜ୍ୟୋତିଷ ଅନୁଯାୟୀ, ଯେତେବେଳେ ଗୋଟିଏ ଗ୍ରହ ଗୋଟିଏ ରାଶିରୁ ଅନ୍ୟ ସ୍ଥାନକୁ ଗତି କରେ, ଏହା ମାନବ ଜୀବନ ଉପରେ ପ୍ରଭାବ ପକାଇଥାଏ | ଜଣେ ବ୍ୟକ୍ତିଙ୍କ ଜୀବନରେ ଗ୍ରହମାନଙ୍କର ସ୍ଥିତି ଶୁଭ ଏବଂ ଶୁଭ ପରିବର୍ତ୍ତନ ଆଣିଥାଏ | ପାଞ୍ଚଟି ଗ୍ରହ ଜୁନ୍ ମାସରେ ରାଶି ପରିବର୍ତ୍ତନ କରିବେ | ଯାହା ସମସ୍ତ ୧୨ ରାଶିକୁ ପ୍ରଭାବିତ କରିବ | ଅବଶ୍ୟ, ଏହି […]
ପ୍ରମୋଦ ନାଏକ(ଭୁବନେଶ୍ୱର):ସେବା, ସୁଶାସନ ଓ ଗରିବ କଲ୍ୟାଣ ର ମୋଦି ସରକାରଙ୍କ 8 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡିଶା ବିଜେପି ର ସାମ୍ବାଦିକ ସମ୍ମିଳନୀ.ଆଜି ଭୁବନେଶ୍ୱରର ନିଉ ମାରିୟନ ହୋଟେଲ ରେ ଓଡିଶା ବିଜେପି ର ସଭାପତି ସମୀର ମହାନ୍ତି ଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ୮ ବର୍ଷ ପୂରଣ ଅବସରରେ ଦେଶ ବାସୀଙ୍କୁ […]
ନବୀନ ଦାଶ(ବରଗଡ଼): ତଥା ଆଦିବାସୀ ଜନ ବହୁଳ ତଥା ଓଡ଼ିଶାର ଭାତହାଣ୍ଡି ରୂପେ ବେଶ ପରିଚିତ ବରଗଡ଼ଜିଲ୍ଳା ରେ ପ୍ରାୟତଃ ଅଧାରୁ ଅର୍ଦ୍ଧେକ ଲୋକେ ଚାଷ ଉପରେ ନିର୍ଭର କରିଥାନ୍ତି।ଧାନ ଚାଷ ହେଉ କି ପନିପରିବା ଚାଷ ହେଉ କେମିତି ଅଧିକ ଅମଳ କରି ଦି ପଇସା ଅଧିକ ଲାଭ ହେବ ସେ ଉପରେ ଲକ୍ଷ ରଖିଥାଏ।ସେହିପରି ଅମଳ ପନିପରିବା ଗୁଡିକୁ ଜିଲ୍ଲା ତଥା ଜିଲ୍ଲା ବାହାରକୁ ନେଇ ବିକ୍ରି […]
ଭୁବନେଶ୍ଵର ୦୧।୦୬ : ସରକାରୀ ଓ ଘରୋଇ କଲେଜ, ବିଶ୍ବବିଦ୍ୟାଳୟଗୁଡ଼ିକର ବୈଷୟିକ ପାଠ୍ୟକ୍ରମରେ ନାମଲେଖା ଲାଗି ଜୁଲାଇ ମାସରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ।OJEE- ୨୦୨୨ ପାଇଁ ପରୀକ୍ଷା ସୂଚୀ ପ୍ରକାଶ ପାଇଲା।ଏହା ଜୁଲାଇ ୪ରୁ ଆରମ୍ଭ ହୋଇ ୮ ତାରିଖରେ ଶେଷହେବ । OJEE ୱେବସାଇଟ୍ ରୁ ଆଡମିଟ୍ କାର୍ଡ ଜୁନ୍ ୨୭ ତାରିଖରୁ ଡାଉନଲୋଡ୍ କରିପାରିବେ ପରୀକ୍ଷାର୍ଥୀ । ଏହି ପରୀକ୍ଷା ସକାଳ ୯ଟାରୁ […]


