ତ୍ରିନାଥ ବାରିକ(ସତ୍ୟବାଦୀ):ପୁରୀଜିଲ୍ଲା ସତ୍ୟଵାଦୀ ଥାନାର ନୃଆସୋମେଶ୍ଵରପୁର ଗ୍ରାମର ଗୋପିନାଥ ମନ୍ଦିର ରୁ ରବିବାର ରାତିରେ ଚୋରୀ ହୋଇଛି। ମୁଖ୍ୟଦ୍ବାର ଓ ଗ୍ରୀଲ ଜାଲା ଭାଙ୍ଗି ଦୁର୍ଵୁଜମାନେ ମନ୍ଦିର ଭିତରେ ପସିଥିଲେ। ସିଂହାସନ ରେ ପୁଜା ପାଉଥିବା ଜୟଦୁର୍ଗା, ରାଧାକୃଷ୍ଣ, ପାର୍ଵତୀ, ଚନ୍ଦଶେଖର ଓ ଅନ୍ୟ ସମସ୍ତ ଛୋଟ ଛୋଟ ଅଷ୍ଟଧାତୁ ମୁର୍ତ୍ତି ସହିତ ବଡ ପିତଳ ପ୍ରଭା ଲୁଟି ନେଇଛନ୍ତି। ପୂଜକ ମୃତ୍ୟୁଞ୍ଜୟ ପଣ୍ଡା ସକାଳୁ ମନ୍ଦିର ଖୋଲିଵାକୁ ଆସି […]
ରାଜ୍ୟ
ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୧୪/୦୨- ଯେତିକି ପଖେଇ ଆସୁଛି ପ୍ରଚାର ସେତିକି ଜମୁଛି । ଚାନ୍ଦବାଲି ବ୍ଳକର ବିଜୁଜନତା ଦଳର ପ୍ରଚାରର ମଙ୍ଗ ବିଧାୟକ ବ୍ୟାମକେଶ ରାୟ ଧରିଥିବା ବେଳେ ବିଜେପିର ପୂର୍ବତନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲ ସାମିଲ ହୋଇଛନ୍ତି । ୩ନମ୍ବର ଜିଲ୍ଲା ପରିଷଦ ଜୋନ ପାଇଁ ମୁଖ୍ୟତଃ ବିଜେପି ଓ ବିଜେଡି ମଧ୍ୟରେ ଲଢେ଼ଇ ହେଉଛି । ବିଜୁଜନତା ଦଳ ସମର୍ଥିତ ପାର୍ଥିନି ଗୀତାଞ୍ଜଳି ଦାସ ପ୍ରତି ପଞ୍ଚାୟତ […]
ସାହିତ୍ୟ ଓ ସିନେମା ଭିତରେ ସେତୁ ନିର୍ମାଣ ଆବଶ୍ୟକ – ସୌମ୍ୟରଂଜନ ପଟ୍ଟନାୟକ ପ୍ରମୋଦ ନାୟକ(ଭୁବନେଶ୍ବର): ଆମ ସମାଜର ବିଭିନ୍ନ ବର୍ଗ ଓ ଗୋଷ୍ଠୀ ମଧ୍ୟରେ ସମନ୍ବୟର ଅଭାବ ରହିଛି। ସାହିତ୍ୟ କ୍ଷେତ୍ରର ବ୍ୟକ୍ତି ସିନେମା ବାବଦରେ ଆଗ୍ରହ ରଖୁନାହାନ୍ତି। ସିନେମା କରୁଥିବା ବ୍ୟକ୍ତି ସାହିତ୍ୟର ପାଖ ମାଡ଼ୁନାହାନ୍ତି। ସାହିତ୍ୟ ଓ ସିନେମା ଭିତରେ ସେତୁ ନିର୍ମାଣର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବରିଷ୍ଠ ରାଜନେତା, ସିନେମା ପ୍ରଯୋଜକ ଓ […]
ମନୋଜ ମହାନ୍ତି(ଭୁବନେଶ୍ୱର): ମୁମ୍ବାଇ ଇଣ୍ଡିଆନ୍ସ:- ରୋହିତ ଶର୍ମା (୧୬କୋଟି)ଙ୍କ ପଛକୁ ଅଛନ୍ତି ଇଶାନ କିଷନ : ୧୫ କୋଟି ୨୫ ଲକ୍ଷ, ଡିୱଲର୍ଡ ବ୍ରେଭିସ : ୨କୋଟି ୬୦ ଲକ୍ଷ, ବେସିଲ ଥମ୍ପି : ୩୦ ଲକ୍ଷ, ମୁର୍ଗାନ ଅଶ୍ୱିନ : ୧ କୋଟି ୬୦ ଲକ୍ଷ, ଜୟଦେବ ଉନାଦକତ : ୧ କୋଟି ୩୦ ଲକ୍ଷ, ମୟଙ୍କ ମାର୍କଣ୍ଡେୟ :୬୫ ଲକ୍ଷ, ଏନ୍ ତିଲକ : ୧ କୋଟି […]
ମନୋଜ ମହାନ୍ତି(ଭୁବନେଶ୍ୱର): ଆଇପିଏଲ୍ ନିଲାମ, ଓଡ଼ିଶା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆଣିଛି ଖୁସି ଖବର। ଆଇପିଏଲ୍ ନିଲାମରେ ବିକ୍ରି ହୋଇଛନ୍ତି ଓଡ଼ିଶା କ୍ରିକେଟ୍ ଟିମର କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି।ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ଟିମ୍ ଅର୍ଥାତ୍ ଚେନ୍ନାଇ ସୁପର୍ କିଙ୍ଗସ୍ ପକ୍ଷରୁ ଆଇପିଏଲରେ ଖେଳିବେ ଶୁଭ୍ରାଂଶୁ । ଆଜି ଆଇପିଏଲ୍ ନିଲାମର ଦ୍ୱିତୀୟ ଦିନରେ ଶୁଭ୍ରାଂଶୁଙ୍କୁ ଚେନ୍ନାଇ ସୁପର୍ କିଙ୍ଗସ୍ ୨୦ ଲକ୍ଷ ଟଙ୍କାରେ କିଣିଛି। ଏଥିସହ ଶୁଭ୍ରାଂଶୁ […]
.ନବୀନ ଦାସ(ବରଗଡ଼):ସ୍କୁଟି କୁ ଧକ୍କା ଦେଲା ବାଇକ୍ ,ବାଇକ୍ ଆରୋହୀ ସମେତ ବାଇକ୍ ରେ ବସିଥିବା ଜଣେ ବୃଦ୍ଧ ଗୁରୁତର ହୋଇ ପଡ଼ିଥିବା ଜଣା ପଡ଼ିଛି।ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଚକୁଳି ଫାର୍ମ ନିକଟସ୍ଥ ସତୀ ଯୁରିଆ ନିକଟରେ ସମ୍ବଲପୁର – ବରଗଡ଼ ୱେ ୫୩ନଂ ଜାତୀୟ ରାଜପଥ ରେ ଗୋଡଭଗା ପଟୁ ଆସୁଥିବା ସ୍କୁଟି ଗାଡ଼ି ନଂ ଓଡ଼ି ୧୭ଏସ୍କ ୨୨୯୮ କୁ ବାଇକ୍ ଗାଡି ନଂ […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧୪୮ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨୨ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୮୮୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୭୭୨୬୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୨୩୩୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୫୫୯୯୫ଜଣ ସୁସ୍ଥ ହୋଇଛନ୍ତି । […]
ଡ଼. ନବକିଶୋର ମିଶ୍ର ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ରାଶିର ପରିବର୍ତ୍ତନ କିମ୍ବା ଗ୍ରହର ମିଶ୍ରଣର ବିଶେଷ ମହତ୍ତ୍ୱ ରହିଛି | ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଫେବୃଆରୀ ଶେଷରେ ମକର ରାଶିରେ ତ୍ରିଗ୍ରାହି, ଚତୁରଗ୍ରାହି ଏବଂ ପଞ୍ଚାଗ୍ରାହି ଯୋଗ ଗଠନ ହେବ। ଗ୍ରହମାନଙ୍କର ଏହି ଶୁଭ ଘଟଣା କ୍ୱଚିତ୍ ଦେଖାଯାଏ | ଗ୍ରହମାନଙ୍କର ମିଶ୍ରଣ କିଛି ରାଶିର ବ୍ୟକ୍ତିଙ୍କ ଉପରେ ଶୁଭ ପ୍ରଭାବ ପକାଇବ | ଫେବୃଆରୀ ୨୦୨୨ ରେ,ପାଞ୍ଚଟି ଗ୍ରହ […]
ନୂଆଦିଲ୍ଲୀ: ବଜାଜ୍ ଗ୍ରୁପ୍ର ପୂର୍ବତନ ଅଧ୍ୟକ୍ଷ ତଥା ଦେଶର ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜଙ୍କ ପରଲୋକ ହୋଇଯାଇଛି। ଆଜି(ଶନିବାର) ଅପରାହ୍ଣ ୨ଟା ୩୦ରେ ସେ ଇହ ଲୀଳା ସମ୍ବରଣ କରିଛନ୍ତି। ଶେଷ ନିଶ୍ୱାସ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ବାଜାଜ୍ ଗ୍ରୁପ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତାଙ୍କ ଶେଷକୃତ୍ୟ ଆସନ୍ତାକାଲି ସଂପନ୍ନ କରାଯିବ। ସେ ଦୃଦ୍ରୋଗରେ ବି ପୀଡ଼ିତ ଥିଲେ,କିଛିଦିନ ହେଲା ନିମୋନିଆରେ ଆକ୍ରାନ୍ତ ହୋଇ ମାସେ […]
ମନୋଜ ମହାନ୍ତି(ଭୁବନେଶ୍ୱର): ୧୨/୦୨ -ଓଲିଉଡକୁ କରୋନା ଡର ଗ୍ରାସ କରିଥିବାବେଳେ, ମୁନ ଟିଭି ବିଛାଇ ଚାଲିଛି ଜହ୍ନର ଶୀତଲତା । କରିଚାଲିଛି ରେକର୍ଡ ପରେ ରେକର୍ଡ,କିଛିଦିନ ପୂର୍ବରୁ ଏକାଥରେ ୨୦ଟି ଓଡ଼ିଆ ସିନେମାର ମେଘା ପ୍ରୋଜେକ୍ଟ ର ଘୋଷଣାକାରୀ ଓଡ଼ିଆ ଚଳଚିତ୍ର ପ୍ରେମୀଙ୍କୁ ଚମକାଇଥିଲା । ଏହି ପର୍ଯାୟରେ ଓଲିଉଡକୁ ଦେଉଛି ଗୋଟିଏ ପରେ ଗୋଟିଏ ଫିଲ୍ମ । ଆଜି ଏକ ବର୍ଣାଢ୍ୟ ପରିବେଶ ମଧ୍ୟରେ ଦେଇଛି ଅନେକ କିଛି […]


