ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ବନ୍ୟା,ବାତ୍ୟା ଓ ମହାମାରୀ କରୋନା ସମୟରେ ହେଉ କିମ୍ବା ଶୀତର ପ୍ରକୋପ ହେଉ ସବୁବେଳେ ସବୁସମୟରେ ଅସହାୟ ମାନଙ୍କ ନିକଟକୁ ଆଗେଇ ଆସେ ସଂଗ୍ରାମ ସେନା । ପ୍ରତିବର୍ଷ ଗରିବ ମେହନତି ମଣିଷ ପାଇଁ ସଂଗ୍ରାମ ସେନା ପକ୍ଷରୁ ଆରମ୍ଭ କରାଯାଇଥାଏ ଭିନ୍ନ ଭିନ୍ନ ପ୍ରୟାଷ, କେତବେଳେ ଭିନ୍ନକ୍ଷମ ମାନଙ୍କୁ ଭିନ୍ନକ୍ଷମ ଉପକରଣ ବଂଟନ କରିଥାଏ ତ କେତେବେଳେ ମାଗଣା ସ୍ୱାସ୍ଥ୍ୟ ସେବା ଏମିତି ଅନେକ କାର୍ଯ୍ୟ […]
ରାଜ୍ୟ
ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୫୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୪୩୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୫୯୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୪୪୨୭୮ଜଣ ସୁସ୍ଥ ହୋଇଛନ୍ତି […]
ଡ଼.ନବକିଶୋର ମିଶ୍ର ୨୦୨୧ ବର୍ଷ ଶେଷ ହେବାକୁ ଆଉ ତିନି ଦିନ ବାକି ଅଛି | ଏହା ପରେ ଆମେ ନୂଆ ବର୍ଷରେ ପ୍ରବେଶ କରିବା | ଜ୍ୟୋତିଷଙ୍କ ଗଣନା ଅନୁଯାୟୀ, ୨୦୨୧ ବର୍ଷର ଶେଷ ତିନି ଦିନରେ ବୃଷ,ତୁଳା,ବିଛା ଏବଂ ମୀନ ରାଶିର ଲୋକମାନଙ୍କ ଧନ ବୃଦ୍ଧି ପାଉଥିବାବେଳେ ସିଂହ ରାଶିର ଲୋକଙ୍କ ଖର୍ଚ୍ଚ ବଢିବ | ବୃଷ– ୨୦୨୧ ର ଶେଷ ତିନି ଦିନ ପାଇଁ ତୁମେ […]
ବାସ୍ତବବ୍ୟୁରୋ:ପ୍ରାୟ ଏକ ମାସ ପୂର୍ବେ ପାକିସ୍ତାନ କହିଥିଲା ଯେ ଏହା ୱାଗା ସୀମା ଦେଇ ଆଫଗାନିସ୍ତାନକୁ ଭାରତୀୟ ମାନବିକ ସହାୟତାର ଗତିବିଧିକୁ ଅନୁମତି ଦେବ। ମାତ୍ର ଗୋଟିଏ ମାସ ପରେ ମଧ୍ୟ ଭାରତ କୌଣସି ପ୍ରକାରେ ଆଫଗାନିସ୍ତାନକୁ ଗହମ ପଠାଇବାରେ ସକ୍ଷମ ନୁହେଁ। ଏହାର କାରଣ ହେଉଛି ଇସଲାମାବାଦ ମୋଡାଲିଟି ଚୂଡ଼ାନ୍ତ କରିନାହିଁ। ଭାରତୀୟ ପକ୍ଷ ୭ ଅକ୍ଟୋବରରେ ୱାଗା ମାଧ୍ୟମରେ ୫୦,୦୦୦ ଟନ୍ ଗହମ ଏବଂ ଔଷଧ ପଠାଇବାକୁ […]
ମନୋଜ ମହାନ୍ତି(ଭୁବନେଶ୍ୱର):୨୮/୧୨- ଆସନ୍ତା ଜାନୁୟାରୀ ୩ ତାରିଖରୁ,ସାରା ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଥିବା ପ୍ରାୟ ୨୭,୦୦୦ ବିଦ୍ୟାଳୟକୁ ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ସରକାର ।ଯେଉଁ ବିଦ୍ୟାଳୟରେ ଦଶମ ଶ୍ରେଣୀ ନିମନ୍ତେ ୫ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ସମାଟିଭ୍-୧ ପରୀକ୍ଷା ହେବାର ଅଛି, ସେହି ବିଦ୍ୟାଳୟ ଗୁଡ଼ିକୁ ୧୦ ଜାନୁୟାରୀ ଠାରୁ ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବିଦ୍ୟାଳୟ ଗୁଡ଼ିକ ପୂର୍ବାହ୍ନ ୯ […]
ବାସ୍ତବବ୍ୟୁରୋ:ଆଜି ରତନ ଟାଟାଙ୍କ ଜନ୍ମ ଦିନ,୮୩ ବର୍ଷ ପୂର୍ବେ ସୁରଟରେ ୨୮ ଡିସେମ୍ବର ୧୯୩୭ ରେ ଜନ୍ମଗ୍ରହଣ କରିଥିଲେ। ରତନ ଟାଟା ନାଭାଲ ଟାଟାର ପୁତ୍ର,ଯିଏକି ସ୍ୱାମୀ ରତନଜୀ ଟାଟାଙ୍କ ମୃତ୍ୟୁ ପରେ ନବାଜବାଇ ଟାଟାଙ୍କ ଦ୍ୱାରା ଗ୍ରହଣ କରାଯାଇଥିଲା |ଆଜି, ତାଙ୍କ ଜନ୍ମଦିନ ଅବସରରେ, କିଛି ମଜାଦାର ଉପନ୍ୟାସ ସହିତ,ମୁଁ ଆପଣଙ୍କୁ ସେହି ୪ ଟି ଉଦ୍ଧୃତି କହିବି,ଯାହା ଆପଣଙ୍କ ଜୀବନକୁ ଉନ୍ନତ କରିପାରିବ | ରତନ ଟାଟାର […]
ଗତ ୨୪ ଘଣ୍ଟାରେ ୧୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୫୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୪୧୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୫୫୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୪୪୦୯୩ଜଣ ସୁସ୍ଥ ହୋଇଛନ୍ତି । […]
ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ):କୋଭିଡ -୧୯ ବିରୋଧରେ ଟୀକାକରଣ କାର୍ଯ୍ୟକ୍ରମ ଦେଶରେ ବିସ୍ତାର ହେଉଛି ଏବଂ ବର୍ତ୍ତମାନ ୧୫ ରୁ ୧୮ ବର୍ଷର ପିଲାମାନଙ୍କୁ ମଧ୍ୟ କରୋନା ଟିକା ଦିଆଯିବ | ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୋମବାର ପଞ୍ଜୀକରଣ ଏବଂ ଟୀକାକରଣ ଅଭିଯାନ ଉପରେ ନିର୍ଦ୍ଦେଶାବଳୀ ଜାରି କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ସୋମବାର ପ୍ରକାଶିତ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଜାନୁୟାରୀ ୩ ରୁ ୧୫ -୧୮ […]
ଦେଵକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକ ଜଳଶ୍ୱରପୁର ପଂଚାୟତରେ ଯୁବ ସମାଜସେବୀ ରମାକାନ୍ତ ଭୋଳ ଗାଁ ରାସ୍ତା ସଂପ୍ରସରଣ ପାଇଁ ଉଚ୍ଚ ନ୍ୟାୟଳରେ ଆବେଦନ କରିଥିଲେ, ଏଥିନେଇ ପ୍ଲଟ- ୫୯୫ ଖାତା ୩୪୦ରେ ୧ଏକର ୨୫ ସ୍ଥାନରେ ଗାଁ ରାସ୍ତା ସଂପ୍ରସାରଣ ପାଇଁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜବର ଦଖଲ ଉଛେଦ ପାଇଁ ନୋଟିସ ଜାରୀ ହୋଇଥିଲା । ତହସିଲ ପକ୍ଷରୁ ଅତିରିକ୍ତ ସହସିଲଦାର ନେତୃତ୍ବରେ ରାଜସ୍ବ ଅଧିକାରୀ, ସରକାରୀ ଅମିନ ଜଳେଶ୍ୱରପୁର […]
ତ୍ରିନାଥ ବାରିକ(ସାକ୍ଷୀଗୋପାଳ):ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବଳପୁର ପଞ୍ଚାୟତ ର ମହାବିରୀ ମନ୍ଦିର ପ୍ରାଙ୍ଗଣ ରେ ଓଡିଶା ସ୍ୱର୍ଣ ରୌପ୍ୟ ଶିଳ୍ପୀ ମହାସଙ୍ଘ ଆନୁକୂଲ୍ୟରେ ଗ୍ରାମାଞ୍ଚଳ ରେ ଥିବା ହସ୍ତଶିଳ୍ପୀ କାରିଗର ମାନଙ୍କୁ ଏକ ପ୍ରଶିକ୍ଷଣ ଶିବିର ଓ ଓଡିଶା, କେନ୍ଦ୍ର ସରକାର ଙ୍କ ଦ୍ୱାରା ପଞ୍ଜିକୃତ ହୋଇଥିବା କାରିଗର ମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି ହୋଇଥିଲା!!କାରିଗର ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି?ଏହି ସଂଘ ତାରାଫୁରୁ ସରକାରଙ୍କ […]