ସଂଜୟ ଶତପଥୀ(କଟକ)୨୩-୬-୨୫:ଶଙ୍କର ପୁର ସାହି ଅଧିକାରୀ ସାମ୍ୟବାଦୀ ସୁରେଶ ଚନ୍ଦ୍ର ବାରିକ ଙ୍କ ବିୟୋଗରେ ସିପିଆଇ ଶଙ୍କର ପୁର ଶାଖା ଓ ବାଦାମବାଡ଼ି ଉଠା ଦୋକାନୀ ମହାସଂଘ ପକ୍ଷରୁ ବାଦାମ ବାଡି ଠାରେ ଛତ୍ର ବଜାର ହାଇସ୍କୁଲ ର ଅବସରପ୍ରାପ୍ତ ଶିକ୍ଷକ କ୍ଷୀରୋଦ ବିଶ୍ଵାଳ ଙ୍କ ସଭାପତିତ୍ବ ରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସିପିଆଇ ଜିଲ୍ଲା ସଂପାଦକ ସୂଚନା ଦେଇଥିଲେ।ଉଠା ଦୋକାନୀ ମହାସଂଘ ସଭାପତି ଅମରେନ୍ଦୁ ମହାନ୍ତି,ସିପିଆଇ […]

ବରଗଡ଼୨୨/୦୬(ନବୀନ କୁମାର ଦାଶ):ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଶୁ ଆରୋଗ୍ୟ କାମନା ପୂର୍ବକ ଅତାବିରା ବିଜେଡି ପକ୍ଷରୁ ଅତାବିରା ଦୁର୍ଗା ମନ୍ଦିରରେ ପୂଜା ଅର୍ଚ୍ଚନା କରି ପ୍ରଦୀପ ପ୍ରଜ୍ଜ୍ବଳନ କରିଛନ୍ତି। ବିଜେଡି ନଗର ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡାଙ୍କ ସଂଯୋଜନାରେ ବ୍ଳକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ,ଉପ ଅଧ୍ୟକ୍ଷ ଅନନ୍ତ ମେହେର,ଏନଏସି ଅଧ୍ୟକ୍ଷ ବନମାଳୀ ବରିହା,ଉପ ଅଧ୍ୟକ୍ଷା ଅନୁସୟା ବିଶ୍ୱାଳ,କାଉନସିଲର ବିଳସ ଯୋନପୁରୀ,ପ୍ରମିଳା ପ୍ରଧାନ,ସବିତା ମଲ୍ଲିକ,ସମେତ ସରପଞ୍ଚ,ସମିତି ସଭ୍ୟ ଓ […]

ବରଗଡ:୨୨/୦୬(ନବୀନ କୁମାର ଦାଶ):ଅଗ୍ନିପଥ ସ୍କିମ୍ ଏବଂ ନିୟମିତ କ୍ୟାଡର ଅନ ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ୩୦ ଜୁନ୍ ୨୦୨୫ ରୁ ୧୦ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ଭାରତୀୟ ସେନାରେ ନିଯୁକ୍ତି ବର୍ଷ ୨୦୨୫-୨୬ ପାଇଁ ଅନ ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।କୋଲ କାତାର ନିଯୁକ୍ତି କ୍ଷେତ୍ରର ପରୀକ୍ଷା ସିକିମ୍,ପଶ୍ଚିମବଙ୍ଗ ଏବଂ ଓଡ଼ିଶା ରାଜ୍ୟର ୧୮ ଟି ସହରର ୨୨ ଟି କେନ୍ଦ୍ରରେ ଅନୁଷ୍ଠିତ ହେବ। ପଶ୍ଚିମ […]

ବାସ୍ତବ ବ୍ୟୁରୋ: କିଛି ଦିନ ହେଲାଣି ବହୁ ବିମାନରେ ତ୍ରୁଟିଥିବା ଖବର ସାମ୍ନାକୁ ଆସୁଛି । କେତେବେଳେ ଯାନ୍ତ୍ରିକ ତ୍ରୁଟି ତ ଆଉ କେତେବେଳେ ପକ୍ଷୀ ଧକ୍କା ଯୋଗୁଁ ବହୁ ବିମାନ ବାତିଲ ହେଉଛି । ଲୋକେ ଡରିଲେଣି ବିମାନରେ ଯାତ୍ରା କରିବାକୁ । ଅହମ୍ମଦାବାଦ ବିମାନ ଦୁର୍ଘଟଣା, ଯାତ୍ରୀ ଏବଂ ସେମାନଙ୍କ ପ୍ରିୟଜନଙ୍କ ମାନସିକ ସ୍ୱାସ୍ଥ୍ୟ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ଲୋକେ ଗୁଗୁଲ୍ ରେ “ନିରାପଦ ଏୟାରଲାଇନ୍ସ […]

ବରଗଡ଼୨୧/୦୬(ନବୀନ କୁମାର ଦାଶ):ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗମୟ ହୋଇଛି ସାରା ଜଗତ।ଏକାଦଶ ଆନ୍ତର୍ଜାତୀୟ ଯୋଗ ଦିବସର ଥିମ୍‍ ରହିଛି ‘ଏକ ପୃଥିବୀ,ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ।ବିଶାଖାପାଟଣା ବେଳା ଭୂମିରେ ଜାତୀୟ ଯୋଗ ଦିବସ ପାଳନରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆରକେ ବିଚ୍‍ ଠାରୁ ଭୋଗପୁରମ ପର୍ଯ୍ୟନ୍ତ ୨୬କିଲୋମିଟର କରି ଡରରେ ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟକ୍ରମ।ଯେଉଁଠାରେ ୩ ଲକ୍ଷ ଲୋକ ଏଥିରେ ସାମିଲ ହୋଇ ଥିବା […]

 ଯୋଗକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ କେନ୍ଦ୍ରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ରାଜ୍ୟରେ ଶ୍ରୀ ମୋହନ ମାଝୀଙ୍କ ସରକାର ନିରନ୍ତର ଭାବେ ପ୍ରୋତ୍ସାହିତ କରୁଛନ୍ତି ସୁସ୍ଥ, ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଯୋଗକୁ ଦୈନନ୍ଦିନ ଜୀବନରେ ସାମିଲ କରିବାକୁ ଆହ୍ୱାନଭୁବନେଶ୍ୱର(ନି.ପ୍ର)୨୧/୦୬: ଯୋଗ ପ୍ରାଚୀନ ଭାରତୀୟ ପରମ୍ପରାର ଏକ ଅମୂଲ୍ୟ ଉପହାର । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚେଷ୍ଟା ଯୋଗୁ […]

ବରଗଡ଼୨୦/୦୬(ନବୀନ କୁମାର ଦାଶ):ଲୋକଙ୍କ ସରକାରରେ ଗରିମାମୟ ହେଉଛି ଓଡ଼ିଆ ଅସ୍ମିତା, ଓଡ଼ିଶାର ବରପୁତ୍ରଙ୍କୁ ମିଳୁଛି ସମ୍ମାନ।ଲୋକଙ୍କ ସରକାରଙ୍କ ସେବା,ସୁଶାସନ ଓ ଗରିବ କଲ୍ୟାଣ ପାଇଁ ସମର୍ପିତ ୧ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ଜନତା ମଇଦାନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାବେଶରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଓଡ଼ିଶାର କୃଷି,ଶକ୍ତି,ସଡ଼କ ଏବଂ ଗମନାଗମନ ଆଦି କ୍ଷେତ୍ରରେ ଉନ୍ନତି ନିମିତ୍ତ ୬୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର […]

ବାସ୍ତବ ବ୍ୟୁରୋ: ଆଜି ୬୭ ବର୍ଷରେ ପାଦ ଥାପିଛନ୍ତି ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତିଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇ କହିଛନ୍ତି, “ତାଙ୍କ ଜୀବନ ଏବଂ ନେତୃତ୍ୱ ଦେଶର କୋଟି କୋଟି ଲୋକଙ୍କୁ ପ୍ରେରଣା ଦିଏ”। ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରିଛନ୍ତି, “ରାଷ୍ଟ୍ରପତିଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ତାଙ୍କ ଜୀବନ ଏବଂ ନେତୃତ୍ୱ ଦେଶର କୋଟି କୋଟି ଲୋକଙ୍କୁ ପ୍ରେରଣା ଦିଏ। […]

ବାସ୍ତବ ବ୍ୟୁରୋ: ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ନବୀନ ପଟ୍ଟନାୟକ ସର୍ଭିକାଲ ଆର୍ଥ୍ରାଇଟିସ୍‌ ସମସ୍ୟା ପାଇଁ ଚିକିତ୍ସିତ ହେବାକୁ ମୁମ୍ବାଇ ଯିବେ । ଏନେଇ ନିଜେ ‘ଏକ୍ସ’ରେ ଟୁଇଟ୍‌ କରି ସୂଚନା ଦେଇଛନ୍ତି ନବୀନ ପଟ୍ଟନାୟକ । ସେ ଆସନ୍ତା ୨୨ ତାରିଖରେ ସେ ମୁମ୍ବାଇ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିବେ।  ମୁମ୍ବାଇସ୍ଥିତ କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍‌ପିଟାଲରେ ଏହି ଚିକିତ୍ସା ହେବ ନବୀନ। ବ୍ୟକ୍ତିଗତ ଡାକ୍ତର ରମାକାନ୍ତ […]

ବାସ୍ତବ ବ୍ୟୁରୋ: କେନ୍ଦ୍ର ସାହିତ୍ୟ ଏକାଡେମି ପକ୍ଷରୁ ଯୁବ ଓ ବାଳ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି । ଓଡ଼ିଆ ଲେଖକ ସୁବ୍ରତ ସେନାପତିଙ୍କୁ ଯୁବ ପୁରସ୍କାର ଓ ରାଜକିଶୋର ପାଢୀଙ୍କୁ ବାଳ ସାହିତ୍ୟ ପୁରସ୍କାରରେ ସମ୍ମାନୀତ କରାଯିବ । ସୁବ୍ରତ ସେନାପତି ‘କଦମ୍ବବନ’ ପୁସ୍ତକ ଓ ରାଜକିଶୋର ପାଢୀ ‘କେତେ ଫୁଲ ଫୁଟିଚି’ ପାଇଁ ଏହି ମର୍ଯାଦାଜନକ ପୁରସ୍କାର ପାଇବେ। ଉଭୟଙ୍କୁ ପୁରସ୍କାର ବାବଦକୁ ୫୦ ହଜାର ଟଙ୍କା, ଉପଢୌକନ ଓ ସ୍ମାରକୀ […]

Pin It on Pinterest