ଦୀପକ କୁମାର ସାହୁ (କଳାହାଣ୍ଡି)ଭାଙ୍ଗିଲା ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲ ବନ୍ଧ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ |ଚିନ୍ତା ରେ ଚାଷି ଚଳିତ ବର୍ଷ ଠାରୁ ଇନ୍ଦ୍ରାବତୀ ରୁ ପ୍ରଥମ ଥର ପାଇଁ ଉଠା ଜଳସେଚନ ରେ କୋକସରା ଓ ଧର୍ମଗଡ ବ୍ଲକ ର ଅଣଜଳସେଚିତ ଚାଷ ଜମି କୁ ପାଣି ଯୋଗାଇବା ପାଇଁ ପାଣି ଛଡା ଯାଇଥିଲା |ହେଲେ ପ୍ରଥମ ବନ୍ୟାଜଳ ନିଷ୍କାସନ ରେ ହିଁ […]

ବବିତା ସାମଲ(ଭଦ୍ରକ)ମହାଳୟା ସମୟରେ ପିତୃ ପୁରଷଙ୍କୁ ପିଣ୍ଡଦାନ ଦେବା ପାଇଁ ଇଣ୍ଡିଆନ ରେଲୱେ କେ୍ଟେରିଙ୍ଗ ଏବଂ ଟୁ୍ରିଜିମ କରୋପରେସନ ପକ୍ଷରୁ ଏକ ନୂଆ ପଦକ୍ଷେପ ନିଆଯାଇଛି. ଏଥିପାଇଁ ଏକ ସ୍ୱତନ୍ତ୍ର ଟ୍ରେନ ୨୫ ସେପ୍ଟେମ୍ବର ରୁ ସିକେନ୍ଦ୍ରାବାଦ ଠାରୁ ବାହାରି ଓଡିଶାର ୫ ଗୋଟି ଷ୍ଟେସନ ସହିତ ଭଦ୍ରକ ରେଳ ଷ୍ଟେସନ ଦେଇ ଯିବ. ଏହି ଟ୍ରେନ ଟି ବାରଣାସୀ, ପ୍ରୟାଗରଜ ଓ ଗାୟରେ ରହିବ ବୋଲି ଭଦ୍ରକ ଠାରେ […]

ବବିତା ସାମଲ(ଭଦ୍ରକ)ଆଜି ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ଭଦ୍ରକ ଜିଲ୍ଲା ତରଫରୁ ଜିଲ୍ଲା ସବ ରେଜିଷ୍ଟ୍ରାର ଅଫିସ ରେ ଥିବା ବିଭିନ୍ନ ସମସ୍ୟା କୁ ନେଇ ସବ ରେଜିଷ୍ଟ୍ରାର ଅଫିସ ସାମନା(ଭଦ୍ରକ କୋର୍ଟ)ରେ ଏକ ଜନ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି |ଦାବି ଅନୁସାରେ ଭଦ୍ରକ ଜିଲ୍ଲାରେ କେହି ସବ ରେଜିଷ୍ଟ୍ରାର ଅଫିସର ନାହାନ୍ତି ।ତାହା ଫଳରେ ପ୍ରତ୍ୟେକ ଦିନ ୧୫୦/୨୦୦ ଲୋକ ଦଲିଲ ପାଇଁ ଆସୁଛନ୍ତି । ସେମାନଙ୍କ ପାଇଁ […]

ଦେବାଶିଷ ମିଶ୍ର(କଟକ)ଅଜଣା ଗାଡ଼ିଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା । କଟକ ଜିଲ୍ଲା ଟାଙ୍ଗିଥାନା ଅନ୍ତର୍ଗତ କହ୍ନେଇ ପୁର ପଞ୍ଚାୟତ ବଡ଼ପୋଖରୀ ଗାଁର ସୁକାନ୍ତ ହେମ୍ରମ ନାମକ ଜଣେ ବ୍ୟକ୍ତିଙ୍କୁ ଏକ ଅଜଣା ଗାଡ଼ିଧକ୍କା ଦେବାରେ ଘଟଣାସ୍ଥଳରେ ତାଙ୍କର ମୃତୁ ଘଟିଛି । ଯାହାକୁ ନେଇ ସ୍ଥାନୀୟ ଗ୍ରାବାସୀମାନେ ଭଗତପୁର ଠାରୁ ଓସିଏଲ ସିମେଣ୍ଟ କମ୍ପାନୀକୁ ଯାଇଥିବା ରାସ୍ତା ଅବରୋଧ କରିବା ସହ ସେଠାରେ ଉତ୍ତେଜନା […]

ଦେବାଶିଷ ମିଶ୍ର(କଟକ) କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ବାର ବ୍ଲକ ଟାଙ୍ଗୀ ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ରେ ଷ୍ଟାର କୃଷି ବିକାଶ କେନ୍ଦ୍ରର ସୁଭ ଉଦ୍ଘାଟନ ଜେନେରାଲ ମ୍ଯାନେଜର ଶ୍ରୀ ପ୍ରିୟବ୍ରତ ପଟନାୟକଙ୍କ ଦ୍ୱାରା ହୋଇଯାଇଛି।କୃଷି ଋଣ ର ପାଧାନ୍ୟତା କୁ ଦୃଷ୍ଟି ରେ ରଖି ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଏହି ଷ୍ଟାର କୃଷି ବିକାଶ କେନ୍ଦ୍ର ର ଶୁଭ ଆରମ୍ଭ କରା ଯାଉଛି। ଶ୍ରୀ ପଟନାୟକ କହିବା […]

ବାସ୍ତବବ୍ୟୁରୋ:(ମାଲକାନଗିରି)ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା lଏକ ଭିଡ଼ିଓ କନ୍ଫରେସ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପାଇଲଟ ପ୍ରୋଜେକ୍ଟ ରୂପେ ଶୁଭାରମ୍ଭ କରିଥିଲେ । ଏହି ଯୋଜନାରେ ମାଲକାନଗିରି ଜିଲ୍ଲାର ୧ ଲକ୍ଷ ୫୭ ହଜାର ୮୩ ଗୋଟି ପରିବାରର ୫ ଲକ୍ଷ ୪୬ ହଜାର ୫ ଶହ ୧ ଜଣ ହିତାଧିକାରୀ ଉପକୃତ ହେବେ ଓ […]

ଦୀପକ କୁମାର ଖଣ୍ଡେୱାଲ (ସୋର)ନାବାଳିକାକୁ ପ୍ରେମ ଜାଲରେ ଫସାଇ ବାବାହାର ପ୍ରତିଶ୍ରୁତି ଦେଇ ଗୋଟିଏ ଅଜଣା ଘରେ ନାବାଳିକା ଜଣକୁ ରଖିଲା ପ୍ରେମିକ ପ୍ରବର ଯୁବକ । ସେଠାରେ ୧୦ ଦିନ ଧରି ନାବାଳିକାକୁ ହେଲା ଗଣ ଦୁଷ୍କର୍ମ । ଜଣେ କି ଦୁଇ ଜଣ ନୁହଁ, ୬ ଜଣ ଯୁବକ ନାବାଳିକାକୁ ଗଣ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଏହା ଚର୍ଚ୍ଚାର […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୫୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୮୩୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୭୫୬୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୬୭୧୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୫୩୦୮୮ ଜଣ ସୁସ୍ଥ […]

ନବୀନ ସାହୁ(ଜଳେଶ୍ବର)କଳାକାରଂକୁ କେହି ଜୋର ଜବରଦସ୍ତ କଳାକାର କରିପାରେନା । ସେ ସ୍ରଷ୍ଠାର ଅନବେଦ୍ୟ ସୃଷ୍ଟି, ଈଶ୍ୱରଙ୍କ ଇଛା ବିନା କେହିକେବେ କଳାକାର ହୋଇପାରେନା । ସେ ଚିତ୍ରକାଳାହେଉ ସଂଗୀତ କି ଅଭିନୟ, ହେଲେ ସମସ୍ତେ ସମ୍ପୂର୍ଣ୍ଣ ବିକଶିତ ହୋଇପାରନ୍ତିନି ସେଥିପାଇଁ ପାରିପାର୍ଶିକ ପରିସ୍ଥିତି ଦାୟୀ । ଏମିତ ଏକ ବଣମଲ୍ଲୀର କାହାଣୀ….କଥାରେ ଅଛି ବଣ ମଲ୍ଲୀ ବଣ ରେ ଫୁଟି ଝଡି ପଢୁଛି ସତ ,କିନ୍ତୁ ତାର ମହକ […]

ପ୍ରଭାତ ସାହୁ (ସାକ୍ଷୀଗୋପାଳ)ନଦୀରେ ଭାସୁଛି ଅଚିହ୍ନା ମୃତଦେହ।ମୃତଦେହ କୁ ଦେଖି ସ୍ଥାନୀୟ ଲୋକ ଖବର ଦେବା ପରେ ଚନ୍ଦନପୁର ପୋଲିସ ପହଞ୍ଚି ଶବକୁ କରିଛି ଚିହ୍ନଟ।ପୁରୀ ସଦର ଚନ୍ଦନପୁର ଦମଦାରପୁର ବଜାର ନିକଟରେ ଥିବା ଭାର୍ଗବୀ ନଦୀରେ ଆଜି ଭାସୁଥିଲା ଏକ ମୃତ ଦେହ।ସ୍ଥାନୀୟ ଲୋକ ଏହାର ଖବର ଦେଇଥିଲେ ଚନ୍ଦନପୁର ଥାନାକୁ ।ଶବ ଭାସୁଥିବା ସ୍ଥାନରେ ପହଞ୍ଚିଥିଲା ପୋଲିସ।ଆରମ୍ଭ କରିଥିଲା ଶବ ଚିହ୍ନଟ।ସବଟି ପାଣିରେ ପଚି ଦୁର୍ଗନ୍ଧ ବାହାରୁଥିଲା […]

Pin It on Pinterest