ବାସ୍ତବ ବ୍ୟୁରୋ : ସମୟ ଦିନ ପ୍ରାୟ ୧୧ଟା ୪୫, ଆଜି (ରବିବାର) ବେଙ୍ଗାଳୁରୁରୁ ଗୁଆହାଟୀ ଯାଉଥିଲା କାମାକ୍ଷା ଏକ୍ସପ୍ରେସ୍ ଟ୍ରେନ୍। ଶନିବାର ସକାଳ ୮ଟା ୫୦ରେ ଏହି ଟ୍ରେନଟି ବେଙ୍ଗଳୁରୁରୁ ଛାଡ଼ିଥିଲା, ଆଉ ସୋମବାର ଦିନ ୧ଟା ୪୫ରେ କାମାକ୍ଷାରେ ପହଞ୍ଚିଥାନ୍ତା । କିନ୍ତୁ କଟକ ମହାନଦୀ ବ୍ରିଜ୍ ଅତିକ୍ରମ କରିବା ପରେ ଥରିବାକୁ ଲାଗିଲା ଟ୍ରେନ। କେହି କିଛି ବୁଝିବା ପୂର୍ବରୁ ଘଟିସାରିଥିଲା ଦୁର୍ଘଟଣା। ଟ୍ରାକ୍ରୁ ଅଲଗା […]
ରାଜ୍ୟ
ଆସନ୍ତା ଏପ୍ରିଲ ୧୨ ତାରିଖରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହି ଗସ୍ତ ଅବସରରେ ଜେପି ନଡ୍ଡା ବିଜେପିର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ କନ୍ଧମାଳ ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ଦେଲେ ସୂଚନା ଦେଇଛନ୍ତି। ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ପରେ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳଙ୍କ ନାଁ ଘୋଷଣା […]
ବିଧାନସଭା ଘେରାଓ ନାଁରେ କଂଗ୍ରେସ ଦଳର ଗୁଣ୍ଡାଗର୍ଦ୍ଦି ଅପରାଧୀମାନଙ୍କୁ ପ୍ରଥମେ ରାଜନୀତିରେ ସ୍ଥାନ ଦେଇଥିଲା କଂଗ୍ରେସ ଦଳ ବିଧାନସଭା ଘେରାଉ ନାଁରେ ବିରୋଧୀ ଗୁଣ୍ଡାଗର୍ଦ୍ଦି କରି ଆଇନଶୃଙ୍ଖଳା ପରିସ୍ଥିତି ଉପୁଯାଇଛି କାର୍ଯ୍ୟରତ ସାମ୍ବାଦିକ ଏବଂ ପୋଲିସ କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ଅତ୍ୟନ୍ତ ଘୃଣ୍ୟ କାର୍ଯ୍ୟବାସ୍ତବବ୍ୟୁରୋ(ଭୁବନେଶ୍ୱର)୨୭/୦୩: ରାଜନୀତିରେ ହିଂସାର ସ୍ଥାନ ନାହିଁ । ଅପରାଧୀମାନଙ୍କୁ ପ୍ରଥମେ ରାଜନୀତିରେ ସ୍ଥାନ ଦେଇଥିଲା କଂଗ୍ରେସ ଦଳ ।ବାସ୍ତବରେ ରାଜନୀତିରେ ଅପରାଧିକରଣର ସ୍ରଷ୍ଟା […]
ଓଡ଼ିଶାରେ କୃଷି ଭିତିଭୂମିର ବ୍ୟାପକ ବିକାଶ କରିଥିଲେ ଡା.ଦେବେନ୍ଦ୍ର ପ୍ରଧାନ : ମହେଶ୍ୱର ସାହୁବାସ୍ତବବ୍ୟୁରୋ(ଭୁବନେଶ୍ୱର)୨୫/୦୩: ଓଡ଼ିଶା ବିଜେପିର ବରିଷ୍ଠ ନେତା, ପିତାମହ ତଥା ପୂର୍ବତନ ରାଜ୍ୟ ସଭାପତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତଃ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଭୁବନେଶ୍ୱରସ୍ଥିତ ବୁଲନ୍ ନନା ସେବା ଭବନରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ କହିଛନ୍ତି […]
ସଂଜୟ ଶତପଥୀ(କଟକ)୨୫.୩.୨୦୨୫: ଆସନ୍ତା ଏପ୍ରିଲ ୧୨ତାରିଖ କଟକ ଠାରେ ହେବାକୁ ଯାଉଥିବା ପେନସନର ମହାସଂଘର ୬ଷ୍ଠ ସମ୍ମିଳନୀକୁ ସଫଳ କରିବାକୁ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ସି ଡି ଏ ଯୋନର ଏକ ପ୍ରସ୍ତୁତି ସଭା ମାର୍ଚ୍ଚ ୨୪ତାରିଖ ସନ୍ଧ୍ୟାରେ ସେକ୍ଟର -୮ଶିବ ମନ୍ଦିର ପ୍ରାଙ୍ଗଣରେ ଯୋନ ସଭାପତି ଶ୍ରୀ ଧୀରେନ୍ଦ୍ର କୁମାର ନାୟକ ଅସୁସ୍ଥତା ନେଇ ଆସି ପାରିବେନି ବୋଲି ଜଣାଇବା ପରେ ବରିଷ୍ଠ ସଦସ୍ୟ ଶ୍ରୀ […]
ବରଗଡ଼୨୫/୩(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳରେ ସକ୍ରିୟ ଭୂମିକା ଗ୍ରହଣ କରି ଆସୁଥିବା ଆନ୍ତର୍ଜାତୀୟ ମାନ୍ୟତା ପ୍ରାପ୍ତ ସ୍ବେଚ୍ଛା ସେବୀ ସଂଗଠନ ଜେସିଆଇ ଅତାବିରା ପକ୍ଷରୁ ୧୮ତମ ଶପଥ ଗ୍ରହଣ ସମା ରୋହ ଧୁମ୍ ଧାମରେ ପାଳିତ ହୋଇ ଯାଇଛି। ସମାରୋହରେ ଜେସିଆଇ ଜୋନ୍ -୯ ର ପୂର୍ବତନ ମଣ୍ଡଲାଧ୍ୟକ୍ଷ ହରିଶ୍ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜେ ସି ଆଇ ଅତାବିରା ର […]
ବାସ୍ତବ ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି। କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ ସାମାଜିକ ଗଣମାଧ୍ୟମ ‘ଏକ୍’ରେ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟ କଲେଜିୟମ୍ ଜଷ୍ଟିସ୍ ଟଣ୍ଡନଙ୍କ ନାମ ସୁପାରିଶ କରିଥିଲେ। ଜଷ୍ଟିସ୍ ହରିଶ ଟଣ୍ଡନ ଏବେ କୋଲକାତା ହାଇକୋର୍ଟରେ ବିଚାରପତି ଅଛନ୍ତି। ସୂଚନାଯୋଗ୍ୟ ଯେ, ଜଷ୍ଟିସ୍ ହରିଶ ଟଣ୍ଡନ ବର୍ତ୍ତମାନ କଲିକତା ହାଇକୋର୍ଟରେ ବିଚାରପତି ଅଛନ୍ତି। […]
ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସମେତ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ, ସାଂସଦ, ବିଧାୟକ, ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ ବିଜେଡି, କଂଗ୍ରେସ, କମ୍ୟୁନିଷ୍ଟ, ଆପ୍ ଦଳର ବରିଷ୍ଠ ଓ ପ୍ରମୁଖ ନେତୃବୃନ୍ଦଙ୍କ ସମେତ ବିଭିନ୍ନ ସାମାଜିକ ସଂଗଠନ, ଧାର୍ମିକ ସଂଗଠନ, ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ସାମ୍ବାଦିକ, ଡାକ୍ତର, ଅଧିବକ୍ତାମାନଙ୍କୁ ଶ୍ରଦ୍ଧାଞ୍ଜଳି ସଭାରେ […]
ବାସ୍ତବ ବ୍ୟୁରୋ: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି । ଏପ୍ରିଲ ୨ରୁ ରାଜ୍ୟରେ ହେବ ସକାଳୁଆ ସ୍କୁଲ । ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ପ୍ରଦାନ କରିଛନ୍ତି । ସକାଳ ୭ଟାରୁ ୯ଟା ଯାଏଁ ରାଜ୍ୟରେ ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲାରହିବ । ତାତି ବଢିଲେ ଅଙ୍ଗନଓ୍ବାଡି କେନ୍ଦ୍ର ଛୁଟି ସହିତ ପିଲାଙ୍କ […]
ବାସ୍ତବବ୍ୟୁରୋ(ଭୁବନେଶ୍ୱର)୧୭ ମାର୍ଚ୍ଚ ୨୦୨୫:ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଜ୍ୟ ବିଜେପି ର ପୂର୍ବତନ ସଭାପତି ଡ଼କ୍ଟର ଦେବେନ୍ଦ୍ର ପ୍ରଧାନ ଙ୍କ ବିୟୋଗରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସ୍ବର୍ଗତ ଡ଼କ୍ଟର ପ୍ରଧାନ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଶ୍ରୀ ପଟନାୟକ କହିଛନ୍ତି ଯେ ସ୍ବର୍ଗତ ଡ଼କ୍ଟର ପ୍ରଧାନ ତାଙ୍କର ଅତୁଳନୀୟ ସାଂଗଠନିକ ଦକ୍ଷତା ଓ ଅମାୟିକ ବ୍ୟକ୍ତିତ୍ୱ ପାଇଁ ସ୍ମରଣୀୟ ହୋଇ […]


