ବାସ୍ତବବ୍ୟୁରୋ:ତାଳଚେରସ୍ଥିତ ଏମ୍ସିଏଲ୍ ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ପରିଣତ କରାଯାଉ , ଏକତା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ରାଜ୍ୟରେ କରୋନା ପରିସ୍ଥିତି ଅଣାୟତ୍ତ ହେବାର ଲାଗିଛି, ଦିକୁ ଦିନ ବଢ଼ି ଚାଲିଛି ସଂକ୍ରାମିତଙ୍କ ସଂଖ୍ୟା | ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରେ ବି ଉପରମୁହାଁ ରହିଛି ସଂକ୍ରମଣ ଗ୍ରାଫ।ତେଣୁ ତାଳଚେରସ୍ଥିତ ଏମ୍ସିଏଲ୍ ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ପରିଣତ କରିବାକୁ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ସମ୍ପର୍କରେ ସେ […]
ରାଜ୍ୟ
ଦୁଇଦିନ ପୂର୍ବରୁ ଆମେ ଖବର ପ୍ରକାଶ କରିଥିଲୁକି, ଆସିଛିକି ଟ୍ରିପିଲ ମ୍ୟୁଟାଣ୍ଟ ? ଆଜି ଏହାର ଉତ୍ତରରେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଗଣମାଧ୍ୟମକୁ କହିଛନ୍ତି ଯେ,ଆମ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇଥିବା ଜଣାପଡ଼ିନାହିଁ । ସେ ଆହୁରିମଧ୍ୟ କହିଛନ୍ତି, ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡ଼ରେ ଟ୍ରିପିଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇଛି। ଏହି ନୂଆ ଭୂତାଣୁଶୀଘ୍ର ବ୍ୟାପୁଛି। ଏହି ଭୁତାଣୁକୁ କୋଭିଡ ଟିକା ରୋକିବ କି […]
କୋଭିଡ – ୧୯ ଲାଗି ଭାରତରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ନାଗରିକଙ୍କ ଟିକାକରଣରେ ୬୭, ୧୯୩ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରେ ମୋଟ ରାଜ୍ୟ ଗୁଡ଼ିକ ପାଇଁ ୪୬ ହଜାର ୩୨୩ କୋଟି ଟଙ୍କା ଖର୍ଚ୍ଚ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୨୧୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ […]
ବାସ୍ତବବ୍ୟୁରୋ:(ଭୁବନେଶ୍ବର) ଦୁଇଦିନ ବନ୍ଦ ରହିବ ଦୁଇ ସ୍ଵତନ୍ତ୍ର ଟ୍ରେନ, ଶାଳଗାଁ ଓ ରାଜଆଠଗଡ଼ ଷ୍ଟେସନ ମଧ୍ୟରେ ତୃତୀୟ ଓ ଚତୁର୍ଥ ଲାଇନ କାର୍ଯ୍ୟକ୍ଷମ ପାଇଁ, ରାଜଆଠଗଡ଼ ଷ୍ଟେସନଠାରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଚାଲିଛି। ଖୋର୍ଧାରୋଡ ରେଳ ମଣ୍ଡଳ ସୂଚନାନୁଯାୟୀ, ସେଥିପାଇଁ ରାଉରକେଲା-ଭୁବନେଶ୍ବର-ରାଉରକେଲା(୦୨୮୬୧/୦୨୮୬୨) ଓ ସମ୍ବଲପୁର-ପୁରୀ-ସମ୍ବଲପୁର ସ୍ବତନ୍ତ୍ର ଟ୍ରେନ(୦୮୩୦୩/୦୮୩୦୪) ଏପ୍ରିଲ ୨୭ ଓ ୨୮ ତାରିଖ ଦିନ ବାତିଲ ରହିବ ।
ଗତ ୨୪ ଘଣ୍ଟା ମଧ୍ୟରେ ୬୧୬୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୬୫କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୧୬୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮୮୪୭୯ରେ ପହଞ୍ଚିଛି । ଏଥି ମଧ୍ୟରୁ ୩୫୦୭୫ଟି […]
ବାସ୍ତବବ୍ୟୁରୋ: କରୋନା ସାରା ଦେଶକୁ କବଳିତ କରିବାରେ ଲାଗିଛି ,ନେତା ,ଅଭିନେତା ବା ସାଧାରଣ ଜନତା ସମସ୍ତେ ଆତଙ୍କିତ | ଘରୁ ପଦାକୁ ଗୋଡ କାଢ଼ିବାକୁ ଡର,ଏବେ କଂଗ୍ରେସର ବରିଷ୍ଠ ବିଧାୟକ,ତଥା ବିଧାୟକ ଦଳ ନେତା ନରସିଂହ ମିଶ୍ର କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ସଂପର୍କରେ ସେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଆରଟିପିସିଆର ରିପୋର୍ଟରେ କଂଗ୍ରେସ ନେତା ନରସିଂହ ମିଶ୍ର କରୋନା ପଜିଟିଭ୍ ଥିବା […]
ବାସ୍ତବବ୍ୟୁରୋ : କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ (CAT) ମଙ୍ଗଳବାର ଦିନ ନବୋଦୟ ବିଦ୍ୟାଲୟ ସମିତିର ନିଷ୍ପତ୍ତି ବଦଳାଇ ଦେଇଛନ୍ତି। ବର୍ତ୍ତମାନ ପୋଷ୍ଟ ଗ୍ରାଜୁଏଟ୍ ପ୍ରାର୍ଥୀମାନେ ତାଲିମ ପ୍ରାପ୍ତ ସ୍ନାତକ ଶିକ୍ଷକ (TGT) ସାକ୍ଷାତକାରରେ ମଧ୍ୟ ଭାଗ ନେଇ ପାରିବେ | ନୂଆଦିଲ୍ଲୀରେ CAT ର ପ୍ରିନ୍ସିପାଲ୍ ବେଞ୍ଚ ନବୋଦୟ ବିଦ୍ୟାଲୟଙ୍କୁ TGT (ସୋସିଆଲ୍ ଷ୍ଟଡିଜ୍) ସାକ୍ଷାତକାରରେ ବସିବାକୁ ଅନୁମତି ଦେଇଥିଲେ, ଯାହା ନବୋଦୟ ବିଦ୍ୟାଲୟ ସମିତି ଦ୍ୱାରା ବେଆଇନ ଭାବେ […]
ବାସ୍ତବବ୍ୟୁରୋ: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାନୁଯାଇ, ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି |ଏଥିପାଇଁ ୨୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି | ଏହି ୨୧ଟି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଦେବଗଡ, ଝାରସୁଗୁଡା, ସମ୍ବଲପୁର, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଜପତି, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, […]
କରୋନାଙ୍କ ଦ୍ରୁତ ଗତିରେ ବଢୁଥିବା ମାମଲା ମଧ୍ୟରେ ଆଉ ଏକ ଆଲାର୍ମ ଘଣ୍ଟି |ଡବଲ୍ ମ୍ୟୁଟାଣ୍ଟ ଭାରିଆଣ୍ଟ ପରେ, ବର୍ତ୍ତମାନ ଟ୍ରିପଲ୍ ମ୍ୟୁଟାଣ୍ଟ ଭାରିଆଣ୍ଟର ଏଣ୍ଟ୍ରି!ମହାରାଷ୍ଟ୍ର, ଦିଲ୍ଲୀ, ବଙ୍ଗଳା ଏବଂ ଛତିଶଗଡର ନମୁନାରେ ନୂତନ ପରିବର୍ତ୍ତନ | ବାସ୍ତବବ୍ୟୁରୋ:ଭାରତରେ କରୋନା ମାମଲା ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କରୋନା ର ଡବଲ୍ ମ୍ୟୁଟାଣ୍ଟ ଭାରିଆଣ୍ଟ ଏହା ପଛର କାରଣ ବୋଲି ବିଶ୍ୱାସ କରାଯାଏ | ଗତ ବର୍ଷ ଅକ୍ଟୋବରରେ […]
ବାସ୍ତବବ୍ୟୁରୋ: ଭୁବନେଶ୍ୱର:ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ,ଛାତ୍ର ଛାତ୍ରୀ ତଥା ଅଭିଭାବକଙ୍କ ଦାବି ଓ କରୋନା ସଂକ୍ରମଣକୁ ନଜରରେ ରଖି, ଶେଷରେ ମାଟ୍ରିକ ପରୀକ୍ଷା ବାତିଲ କରିଛନ୍ତି |ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ବୋର୍ଡ ପକ୍ଷରୁ ଧାର୍ଯ୍ୟ ପଦ୍ଧତି ଆଧାରରେ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରାଯିବ। ଯେଉଁମାନେ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ହେବେ ସେମାନଙ୍କ ପାଇଁ ପରବର୍ତ୍ତୀ ସମୟରେ ପରୀକ୍ଷା କରାଯିବ। ଯଦି ମିଳିଥିବା […]


