ବାସ୍ତବବ୍ୟୁରୋ: ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନାନୁଯାୟୀ ଆଜିଠାରୁ ( ରବିବାର) ଫେବ୍ରୁଆରି ୨ତାରିଖ ପର୍ଯ୍ୟନ୍ତ କରୋନା ଟିକାକରଣ ସାରା ରାଜ୍ୟ ରେ ବନ୍ଦ ରହିବ। କାରଣ ୩୧ତାରିଖରୁ ୩ଦିନ ଧରି ରାଜ୍ୟରେ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ ରହିଥିବାରୁ,କରୋନା ଟିକାକରଣକୁ ସ୍ଥଗିତ ରଖାଯାଇଛି। ୧୬ ଜାନୁୟାରୀ ଠାରୁ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ ୩ଦିନ ଧରି ଚାଲିବାପାଇଁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଦେଶବ୍ୟାପୀ କରୋନା ଟିକାକରଣ ଆରମ୍ଭ ହେବା ପରେ ଏହି କାର୍ଯ୍ୟକ୍ରମକୁ […]

 ସରକାରୀ ମେଡିକାଲ କଲେଜ ହାଉସ୍‌ ସର୍ଜନଙ୍କ ଷ୍ଟାଇପେଣ୍ଡ୍ ବଢ଼ିଲା । ମାସିକ ୨୦ ହଜାରରୁ ୨୮ ହଜାର ଟଙ୍କାକୁ ଷ୍ଟାଇପେଣ୍ଡ ବୃଦ୍ଧି କଲେ ରାଜ୍ୟ ସରକାର । ୨୦୨୧ ଜାନୁଆରୀରୁ ୩ ବର୍ଷ ପାଇଁ ଏହି ବର୍ଦ୍ଧିତ ଷ୍ଟାଇପେଣ୍ଡ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।   ଆଜି କଟକରେ ଭେଜାଲ ଘିଅ କାରଖାନା ଠାବ ହୋଇଛି । ନକଲି କାରଖାନାଟି କଟକର ସିଡିଏ ସେକ୍ଟର-୯ରେ ଠାବ କରିଛି ପୋଲିସ । […]

ଆଜିଠୁ ପୁଣି କେନ୍ଦ୍ରାପଡାର ବିଶ୍ୱପ୍ରସିଦ୍ଧ ଭିତରକନିକା ଓ ଗହୀରମଥାରେ ହେବ ଡଲଫିନ୍ ଗଣନା । ଚଳିତ ବର୍ଷ ଖଣ୍ଡଗିରି କୁମ୍ଭମେଳା ଫେବୃଆରୀ ୧୮ ରୁ ଆରମ୍ଭ ହେବାକୁ ଯାଉଛି । ଦୀର୍ଘ ୧୨ ଦିନ ଧରି ଚାଲିବାକୁ ଥିବା ଏହି ମେଳା ପାଇଁ ଏବେଠାରୁ ଯୋରସୋରରେ ପ୍ରସ୍ତୁତି ଚାଲିଛି । ରାଜ୍ୟକୁ ପୁଣି ଶୀତ ଫେରୁଛି। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ଏହି ଶୀତର ପ୍ରକୋପ ଅଧିକ ରହିବ। ଆସନ୍ତା ୩ ଦିନରେ […]

  ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୭୮୦ରେ ପହଞ୍ଚିଛି । ୩୧ତମ ରାଜ୍ୟ ଚଳଚ୍ଚିତ୍ର ଓ ୮ମ ଟେଲି ପୁରସ୍କାର ଉତ୍ସବ ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବ। ଆଜି ପୌଷ ପୂର୍ଣ୍ଣିମା  ।  ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ପୁଷ୍ୟା ଦେବାଭିଷେକ ନୀତି ଅନୁଷ୍ଠିତ ହେଉଛି  । ଏହି ପୂର୍ଣ୍ଣମୀ ଦିନ ଶ୍ରୀଜଗନ୍ନାଥଙ୍କ ନିତ୍ୟ ପୂଜା ପରେ ନୂତନବସ୍ତ୍ର, ଭୂଷଣ […]

ୟୁକେ କରୋନା ଅପଡେଟ୍: ଗତ ୨୪ ଘଣ୍ଟା ମଧ୍ୟରେ ଦେଢ଼ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି, ୨୫ ହଜାର ଲୋକ ସଂକ୍ରମିତ |ବ୍ରିଟେନରେ କରୋନା ସଂକ୍ରମଣର ମୋଟ ସଂଖ୍ୟା ୩୭ ଲକ୍ଷ୧୫ ହଜାର ୫୪ ପହଂଛିଚି। ଏଥିସହ ଏଥିରୁ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧ ହଜାର ୮୮୭ କୁ ବୃଦ୍ଧି ପାଇଛି। ବାସ୍ତବବ୍ୟୁରୋ:ବ୍ରିଟେନରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ନୂତନ ଷ୍ଟ୍ରେନ୍ […]

କୁମ୍ବ ମେଳା ଉପରେ ନଜର ରଖିବ AIIMS ଦିଲ୍ଲୀର ବିଶେଷଜ୍ଞ ଦଳ , ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ | ବାସ୍ତବବ୍ୟୁରୋ:ହରିଦ୍ୱାର ମହାକୁମ୍ବରେ କରୋନା ସଂକ୍ରମଣ ନବାପିବା ପାଇଁ କେନ୍ଦ୍ର ସରକାରଙ୍କ ଏକ ବିଶେଷ ଧ୍ୟାନ ରହିଛି। ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ଦିଲ୍ଲୀର ବିଶେଷଜ୍ଞ ଦଳଙ୍କୁ ଏଠାରେ ଚିକିତ୍ସା ସୁବିଧା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ରାଜ୍ୟ ସରକାରଙ୍କୁ ଏହା […]

 ରାୟଗଡାରେ ଆଜି ଏକ କୋଇଲା ବୋଝେଇ ଟ୍ରକ୍ ରେ ହଠାତ୍ ନିଆଁ ଲାଗି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଜିଠୁ ଶ୍ରୀମନ୍ଦିର ପରିସରରେ ପୁଣି ସେବାୟତ ମାନଙ୍କ କୋଭିଡ୍ ଟେଷ୍ଟ ଆରମ୍ଭ ହୋଇଛି । ପ୍ରତିଦିନ ପର୍ଯ୍ୟାୟ କ୍ରମେ ସେବାୟତ ମାନଙ୍କ କରୋନା ଟେଷ୍ଟ କରାଯିବ। ପ୍ରତିଦିନ ୫୦ ଜଣ ସେବାୟତଙ୍କ ଆରଟିପିସିଆର ଟେଷ୍ଟ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।  ଆଜିଠାରୁ ରାଜ୍ୟରେ ପୁଣି ଆରମ୍ଭ ହେଉଛି କୋଭିଡ୍ […]

ହିଂସା ପରେ ଗୃହମନ୍ତ୍ରଣାଳୟର ବଡ ନିଷ୍ପତ୍ତି |ବାସ୍ତବବ୍ୟୁରୋ:ହିଂସା ପରେ ଗୃହ ମନ୍ତ୍ରଣାଳୟ ଏକ ବଡ ନିଷ୍ପତ୍ତି ନେଇଛି। ୧୦ ଟି CRPF କମ୍ପାନୀ ନିୟୋଜିତ ହେବେ | ସମୁଦାୟ ୧୫ ଟି ସାମରିକ ବାହିନୀ ନିୟୋଜିତ କରାଯିବ । ପୂର୍ଣ୍ଣ ବଳ ସହିତ ଉପଦ୍ରବକୁ ମୁକାବିଲା କରିବାକୁ ନିର୍ଦ୍ଦେଶ ଦିଆଯାଇଛି | ଆଇଟିଓ ହିଂସା କାରୀଙ୍କ ଦ୍ୱାରା ଏବେବି ଦଖଲ କରାଯାଇଛି | ଦିଲ୍ଲୀ ପୋଲିସ କମିଶନର ଏହି ନିର୍ଦ୍ଦେଶ […]

ରାଜଧାନୀର କିଛି ସ୍ଥାନରେ ଅନିୟନ୍ତ୍ରିତ କୃଷକ ଆନ୍ଦୋଳନ ଲାଲକିଲ୍ଲାରେ ପତାକା ଉତ୍ତୋଳନ | ବାସ୍ତବବ୍ୟୁରୋ:ଦୁଇ ମାସ ଧରି ଦେଶର ରାଜଧାନୀ ଦିଲ୍ଲୀ ସୀମାରେ ଥିବା ନୂତନ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନେ ଆଜି ଦିଲ୍ଲୀରେ ଏକ ଟ୍ରାକ୍ଟର ରାଲି କରୁଛନ୍ତି। ଟ୍ରାକ୍ଟର ସମାବେଶରେ ଅନେକ ସ୍ଥାନରେ କୃଷକ ଆନ୍ଦୋଳନ ଅନିୟନ୍ତ୍ରିତ ହୋଇଗଲା। କୃଷକମାନେ ପୋଲିସ ଲଗାଇଥିବା ବ୍ୟାରିକେଡ ଭାଙ୍ଗି ଦିଲ୍ଲୀରେ ପ୍ରବେଶ କରି ଲାଲକିଲ୍ଲା ରେ ପତାକା […]

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୫୨୯ରେ ପହଞ୍ଚିଛି ।  ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ,ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ଓଡିଶାର ସଂସ୍କୃତି  ଝଲକ କଳାହାଣ୍ଡିର ଲୋକନୃତ୍ୟ ‘ବଜାସାଲ’  ପରିବେଷଣ କରାଯାଇଛି  ।  ସାରା ଦେଶ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବାବେଳେ ଏହି […]

Pin It on Pinterest