ସଂଜୟ ଶତପଥୀ(କଟକ): ପ୍ରାୟତଃ ସମସ୍ତ କାରାଗାରରେ ସମସ୍ତ ସୁବିଧା ଯୋଗାଇ ଦିଆଯାଉଥୂଲା ବେଳେ ଅଧିକାଂଶ କ୍ଷେତ୍ରରେ କାରାଗାରରେ ରହୁଥୂବା ଅପରାଧୀ ଅନ୍ତେବାସୀମାନେ ମାନସିକ ଚାପରେ ରହୁଥୂବା କାରଣରୁ ସ୍ବାସ୍ଥ୍ୟଗତ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ଯାହା କି ବର୍ତ୍ତମାନ ସ୍ଥିତିରେ ଏକ ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଏହି ପରିସ୍ଥିତି କୁ ସୁଧାରିବା ଲାଗି ରୋଟାରୀ କ୍ଲବ ଅଫ୍ କଟକ ମହାନଦୀ ପକ୍ଷରୁ ଏକ ସ୍ବତନ୍ତ୍ର “ମାନସିକ ସ୍ଵାସ୍ଥ୍ୟ ସଚେତନତା […]
ରାଜ୍ୟ
ବାସ୍ତବ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଶୁ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ଆଜିର ଶିଶୁ କାଲିର ଭବିଷ୍ୟତ । ସମାଜର ବିକାଶ ପାଇଁ ଶିଶୁମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟର ବିକାଶ ଅପରିହାର୍ଯ୍ୟ। ଶିଶୁମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ଏବଂ ଅସୁମାରୀ ସୁଯୋଗ ସୃଷ୍ଟି କରିବା ଦିଗରେ ସମସ୍ତେ ଏକ ହୋଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ […]
ବାସ୍ତବ ବ୍ୟୁରୋ: ଆସନ୍ତା ଫେବୃଆରୀ ୨୧ ତାରିଖ ଠାରୁ ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍ଇ) ଦ୍ବାରା ପରିଚାଳିତ ମାଟ୍ରିକ୍ପରୀକ୍ଷା-୨୦୨୫ ଆରମ୍ଭ ହେବ। ଏହି ପରୀକ୍ଷା ମାର୍ଚ୍ଚ ୬ ତାରିଖ ଯାଏଁ ଜାରି ରହିବ। ଏହି ସୂଚନା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଦିଆଯାଇଛି। ସୂଚନାନୁଯାୟୀ, ମାଟ୍ରିକ୍ ପରୀକ୍ଷା-୨୦୨୫ ଆସନ୍ତା ୨୧ ତାରିଖ ଠାରୁ ଆରମ୍ଭ ହେବ। ପ୍ରଥମ ଦିନରେ ମାତୃଭାଷା ଓଡ଼ିଆ ହେବ। ୨୪ ତାରିଖରେ ଇଂରାଜୀ, ୨୭ ତାରିଖରେ […]
ସଂଜୟ ଶତପଥୀ(କଟକ): ଆଜି କଟକ ଓ.ଏମ୍.ପି ଛକ ସ୍ଥିତ ଓଡ଼ିଶା ସଶସ୍ତ୍ର ଆରକ୍ଷୀ ସୁରକ୍ଷା ବଳ ପରିସରରେ ପ୍ରତିଷ୍ଠିତ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରତିବର୍ଷ ପରି ସମଗ୍ର ବିଶ୍ୱର କଲ୍ୟାଣାର୍ଥେ ତ୍ରୀଦିବସୀୟ ବିଶ୍ଵଶାନ୍ତି ମହାଯଜ୍ଞ -୨୦୨୪ ର ଆୟୋଜନ କରାଯାଇଛି। ଏହି ପରିପ୍ରେକ୍ଷୀରେ ୬ଷ୍ଠ ସଶସ୍ତ୍ର ଆରକ୍ଷୀ ସୁରକ୍ଷା ବଳ ର ଦୁର୍ଗପତି ଶ୍ରୀ ସୂର୍ଯ୍ୟନାରାୟଣ ମଲ୍ଲିକ ସପତ୍ନୀକ ଏବଂ ବାଟାଲିୟନର ସମସ୍ତ ଅଧିକାରୀ ଓ […]
ସଂଜୟ ଶତପଥୀ(କଟକ): ଓଡ଼ିଶା ପୋଲିସ୍ ବିଭାଗ ପକ୍ଷରୁ ସପ୍ତଦିବସୀୟ ରାଜ୍ୟସ୍ତରୀୟ ଫୁଟବଲ୍ ପ୍ରତିଯୋଗିତାର ଉଦଯାପନୀ ଉତ୍ସବ କଟକର ଓ.ଏମ୍.ପି ଛକ ସ୍ଥିତ ୬ଷ୍ଠ ସଶସ୍ତ୍ର ଆରକ୍ଷୀ ସୁରକ୍ଷା ବଳ ପରିସରରେ ଦୁର୍ଗପତି ଶ୍ରୀ ସୂର୍ଯ୍ୟନାରାୟଣ ମଲ୍ଲିକ ଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଭବ୍ୟ ଉଦଯାପନ ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ଓଡ଼ିଶା ପୋଲିସ୍ ବିଭାଗ ର ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର […]
ବାସ୍ତବ ବ୍ୟୁରୋ: ଚଳିତ ମାସରେ ଓଡ଼ିଶାର ତିନି ବିଶ୍ୱ ବିଦ୍ୟାଳୟର କୁଳପତିମାନଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଉତ୍କଳ ବିଶ୍ୱ ବିଦ୍ୟାଳୟ, ରମାଦେବୀ ଦେବୀ ବିଶ୍ୱ ବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ ସରିବ କାର୍ଯ୍ୟକାଳ । ଓଡ଼ିଶା ୟୁନିଭରସିଟି ଆକ୍ଟ ୧୯୮୯ ଅନୁଯାୟୀ କୁଳପତି ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିବା ପାଇଁ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଦ୍ୱାରା ଉଚ୍ଚ ଶିକ୍ଷା ବିଭଗ ସଚିବଙ୍କୁ ଚିଠି କରାଯାଇଛି […]
ବରଗଡ଼୧୦/୧୧(ନବୀନ କୁମାର ଦାଶ):ନିଶା ମୁକ୍ତ ଯୁବ ଅଭିଯାନ ଅବସରରେ ବରଗଡ଼ ଜିଲ୍ଲା ଅମ୍ବା ଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ସ୍ଥିତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସାମୂହିକ ଶପଥ ପାଠ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ତତ୍ତ୍ଵାବଧାନରେ ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ଏହି ଶପଥ ପାଠ କରାଇ ଥିବାବେଳେ କ୍ରୀଡ଼ା ଶିକ୍ଷକ ଜ୍ୟୋତିଶ୍ଚନ୍ଦ୍ର ପଧାନ,ଈଶ୍ୱର ପଧାନ, ତେଜରାମ ସା,ଆଶୁତୋଷ ଭୋଇ, […]
ବରଗଡ଼୧୦/୧୧(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅମ୍ବାଭୋନା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ଯାଳୟରେ ବିଦ୍ୟାଳୟ ସ୍ତରୀୟ ଶିଶୁ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ସୁଧାମୟ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ସଭାପତିତ୍ବରେ ଅନୁଷ୍ଠିତ ବିଜ୍ଞାନ ମେଳା ରେ ମୁଖ୍ୟ ଅତିଥି ଭାବରେ ଭୁକ୍ତା ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଶୁଭ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବରେ […]
ବରଗଡ଼୯/୧୧(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ପପଙ୍ଗା ପଞ୍ଚାୟତ ର ବଡ଼ ପିପିଲିପାଲି “ଆନନ୍ଦ ସେବା ସଦନ” ବୃଦ୍ଧାଶ୍ରମ ଠାରେ ଗୋଷ୍ଟାଷ୍ଟମୀ ଉପଲକ୍ଷେ ଏକ ଦିବସୀୟ ନାମଯଜ୍ଞ ଓ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ କର୍ତ୍ତା ଭାବରେ ପ୍ରଫୁଲ୍ଲ କୁମାର ମହାପାତ୍ର ଓ ଧର୍ମପତ୍ନୀ ଅନୀତା ମହାପାତ୍ର ଦାଇତ୍ବ ତୁଲାଇ ଥିବାବେଳେ ପରିଚାଳନା ଦାୟିତ୍ୱରେ ଆନନ୍ଦ ସେବା ସଦନ ଅନାଥାଶ୍ରମର ମୁଖ୍ୟ ଆନନ୍ଦ […]
ବରଗଡ଼(ନବୀନ କୁମାର ଦାଶ):ପଞ୍ଚାୟତ ମହାବିଦ୍ୟାଳୟ ବରଗଡ଼ ରେ ପଶ୍ଚିମ ଓଡିଶା ଇତିହାସ ସମ୍ମେଳନ’ର ଦ୍ବିତୀୟ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।ଇତିହାସ ବିଭାଗ ଦ୍ୱାରା ଆୟୋଜିତ ଉକ୍ତ ସମ୍ମେଳନର ଉଦଘାଟନୀ ସଭାରେ ସଂଯୋଜକ ତଥା ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ନକୁଳ ସେଠ୍ ସ୍ବାଗତ ଭାଷଣ ପ୍ରଦାନ ଓ ସଭା ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ସହକାରୀ ପ୍ରଫେସର ଡକ୍ଟର ପୁଷ୍ପିତା ରାଣୀ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ […]


