■ ପୁରୀ-ଅମୃତସର ସ୍ୱତନ୍ତ୍ର ଟ୍ରେନରେ ପୂର୍ଣ୍ଣ ମାତ୍ରାରେ ବର୍ଥ ସଂରକ୍ଷଣ ■ ପ୍ରତୀକ୍ଷା ସୂଚୀ ଯାତ୍ରୀମାନେ ସ୍ୱତନ୍ତ୍ର ଟ୍ରେନରେ କନଫର୍ମ ଟିକେଟ ପାଇପାରିବେ ପୂଜା ସମୟରେ ନିୟମିତ ଚଳାଚଳ କରୁଥିବା ଟ୍ରେନ ଗୁଡିକରେ ମାତ୍ରାଧିକ ଯାତ୍ରୀଭିଡ଼କୁ ଉପଲବ୍ଧକରି ପୂର୍ବତଟ ରେଳପଥ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବାପାଇଁ ବ୍ୟବସ୍ଥା କରାଯାଇଅଛି ଯାହା ଫଳରେ ଯାତ୍ରୀମାନେ କୌଣସି ଅସୁବିଧାର ସାମ୍ନା ନକରି ସେମାନଙ୍କର ଗନ୍ତବ୍ୟସ୍ଥଳରେ ପହଁଚିପାରୁଛନ୍ତି I […]

୧-2020ରେ ଘରୋଇ କର୍ମଚାରୀଙ୍କ ଦରମାରେ ହାରାହାରି 10 ପ୍ରତିଶତ ବୃଦ୍ଧି ହେବ। ୨-କଟକ ଏସ୍‌ସିବି ହେବ ଏମ୍ସ ପ୍ଲସ ହସ୍‌ପିଟାଲ୍‌, ଶଯ୍ୟା ସଂଖ୍ୟା ୩ହଜାରକୁ ବୃଦ୍ଧି, ଏକ ହଜାର କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର। ୩-ଦୁର୍ବଳ ହେବ ଭୀଷଣ ସାମୁଦ୍ରିକ ଝଡ ବୁଲ୍‌ବୁଲ୍‌ , ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସମୁଦ୍ର ମଧ୍ୟରେ ନେବ ଅତି ଭୀଷଣ ଘୂର୍ଣ୍ଣିଝଡର ରୂପ। ୪-ଓଡ଼ିଶାରେ ‘ଠିକାରେ ଚାଷ’କୁ ମିଳିବ ଆଇନଗତ ମାନ୍ୟତା, […]

ବାସ୍ତବ ବ୍ୟୁରୋ : ମେଷ: ଦିନଟି ଶୁଭପ୍ରଦ ହେବ। ଅନ୍ୟ ଲୋକଙ୍କ ସାହାଯ୍ୟରେ କାମ ସ˚ପୂର୍ଣ୍ଣ ହେବ। ସମାଜରେ ମାନସମ୍ମାନ ପାଇବେ। ରାଜନୀତି, ସଭାସମିତି କିମ୍ବା ପ୍ରଶାସନିକସ୍ତରରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ କରିପାରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, କ୍ରୀଡ଼ା, ଚଳଚ୍ଚିତ୍ର ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହେବାର କ୍ଷୀଣ ଆଶା ରହିଛି । ଶୁଭରଙ୍ଗ: ଘିଅ ରଙ୍ଗ। ଶୁଭସ˚ଖ୍ୟା: ୨। ବୃଷ: ଭବିଷ୍ୟକୁ ସୁଧାରିବା ଲାଗି […]

ବାସ୍ତବ ବ୍ୟୁରୋ (ଭୁବନେଶ୍ୱର): ବାତ୍ୟା ବୁଲବୁଲ ପ୍ରକୋପରୁ ଓଡ଼ିଶା ବର୍ତ୍ତିଯିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ କହିଛି । ବିଭାଗ ପକ୍ଷରୁ ଜାରି ନୂଆ ବୁଲେଟିନ ଅନୁସାରେ ବୁଲବୁଲ ଧୀରେ ଧୀରେ ଉତ୍ତର ଦିଗରେ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ଯାଉଛି । ତେବେ ଏହାର ପ୍ରଭାବରେ ଆସନ୍ତା ୯ ଓ ୧୦ ତାରିଖରେ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ […]

୧-ପ୍ରଦୂଷଣ କବଳରେ ଏବେ ଓଡ଼ିଶାର ୭ ସହର: ଭୁବନେଶ୍ୱର,କଟକ, ଅନୁଗୁଳ, ତାଳଚେର, ବାଲେଶ୍ୱର, ରାଉରକେଲା ଓ କଳିଙ୍ଗନଗର । ସବୁଠୁ ପ୍ରଦୂଷିତ ଭୁବନେଶ୍ୱର। ୨-ପୁରୀ:ସୁପ୍ରିମକୋର୍ଟଙ୍କ କଡ଼ା ରାୟ; ବିଶୃଙ୍ଖଳିତ ସେବାୟତଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ୩-ସମ୍ଭାବ୍ୟ ଭୀଷଣ ବର୍ଷା ଏବଂ ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ କର୍ମଚାରୀଙ୍କର ଛୁଟି ବାତିଲ କଲେ ଗଞ୍ଜାମ ଜିଲ୍ଲାପାଳ। ୪-ପ୍ରଦୂଷଣ ମୁକ୍ତ ପରିବେଶ ପାଇଁ କଟକରେ ପୁଣି ଫେରିବ ରିକ୍ସା। ୫-୭ […]

ବାସ୍ତବ ବ୍ୟୁରୋ : ସୁନା କିଣିବାକୁ ଚାଁହୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଦେଇଛି|ବିଶେଷ କରି ସୁନା ଦର ଉଚ୍ଚା ରହିବା ଯୋଗୁଁ ସୁନା ଗହଣା ପ୍ରତି ଲୋକଙ୍କ ମୋହ ତୁଟିବାରେ ଲାଗିଛି|ଯେଉଁଥିପାଇଁ ସୁନା ଆମଦାନୀ ମଧ୍ୟ କମିଯାଇଛି| ଯାହାକୁ ନଜରରେ ରଖି ସୁନା ଦର ଏବେ କମିଛି | ମଙ୍ଗଳବାର ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧୦୧ ଟଙ୍କା କମିଯାଇଛି| ମଙ୍ଗଳବାର ଦିଲ୍ଲୀରେ ସୁନା ମୂଲ୍ୟ ୧୦ […]

ବାସ୍ତବ ବ୍ୟୁରୋ :ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନରେ ପରିଣତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଏବେ ଏହା ପାରାଦୀପ ଠାରୁ ୮୯୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ରହିଛି । ଆସନ୍ତା ୧୨ ଘଣ୍ଟାରେ ଏହା ଡିପ ଡିପ୍ରେସନରେ ପରିଣତ ହେବ ଓ ପରବର୍ତ୍ତି ୨୪ ଘଣ୍ଟାରେ ଅର୍ଥାତ ୭ ତାରିଖ ସୁଦ୍ଧା ଏହା ଏକ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବାର ସମ୍ଭାବନା […]

ବାସ୍ତବ ବ୍ୟୁରୋ (ଭୁବନେଶ୍ୱର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ବିକାଶ ପାଇଁ ୮.୫ କୋଟି ଟଙ୍କା ମୁଞ୍ଜୁର କରିଛନ୍ତି। ମଞ୍ଜୁର ହୋଇଥିବା ଟଙ୍କାରେ ବଳଦେବଜୀଉ ମନ୍ଦିର ଓ ବଡ଼ଦାଣ୍ଡର ବିକାଶ କାମ କରାଯିବ। ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମନ୍ଦିର ଟ୍ରଷ୍ଟ ଏବଂ ସେବାୟତମାନଙ୍କ ସହ ଆଲୋଚନା କରିଛନ୍ତି। ଆଧ୍ୟାତ୍ମିକ ପାର୍କ, ଐତିହ୍ୟ ପୁଷ୍କରିଣୀ ଓ ଡ୍ରେନେଜ ମରାମତି କାମ କରାଯିବ। ସଠିକ୍ ଖବର ସଠିକ୍ […]

ବାସ୍ତବ ବ୍ୟୁରୋ (ଭୁବନେଶ୍ୱର) : ସମ୍ଭାବ୍ୟ ବାତ୍ୟା ଖବର ଗଣମାଧ୍ୟରୁ ଶୁଣି ବଜାର ହାଟରେ ଲୋକଙ୍କ ପ୍ରବଳ ଗହଳି ଲାଗିିଛି । ଓଡିଶା ପାଇଁ ବାତ୍ୟାର କୌଣସି ସୂଚନା ନଥିବା ବେଳେ ଲୋକେ କିନ୍ତୁ ଆଗୁଆ ପରିବା କିଣି ଗଚ୍ଛିତ ରଖୁଥିବା ବେଳେ ବେପାରୀ ଲୋକଙ୍କ ଆବଶ୍ୟକତାର ଫାଇଦା ନେଉଛନ୍ତି । ଯାହା ଫଳରେ ପରିବା ବଜାରରେ ଦର ଆକାଶ ଛୁଆଁ ହୋଇଛି । ବଜାରରେ ପିଆଜ- ୭୦, ଆଳୁ-୨୪, […]

୧-ଦୁର୍ନୀତି ଅଭିଯୋଗରେ ,୬ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ।୫ ଜଣଙ୍କ ପେନସନ ସ୍ଥାୟୀ ଭାବେ ବନ୍ଦ କରିବାକୁ ବି ନିର୍ଦ୍ଦେଶ । ୨-କଟକ:DSP ସ୍ତରରେ ୫୦ ଅଧିକାରୀଙ୍କ ବଦଳି। ୩-IMDର ସୂଚନା ଅଧିକ ଘନୀଭୂତ ହେଲା ଲଘୁଚାପ, ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅବପାତ ଓ ସାମୁଦ୍ରିକ ଝଡର ରୂପ ନେବ।୮ରୁ ବର୍ଷା,ପବନ ସହିତ ସମୁଦ୍ର ଅଶାନ୍ତ ରହିବ। ୪-ଷାଣ୍ମାସିକ ପରୀକ୍ଷାରେ ତ୍ରୁଟି ପ୍ରସଙ୍ଗ, ୧୫ ଦିନ ମଧ୍ୟରେ […]

Breaking News

Pin It on Pinterest