ଭୁବନେଶ୍ୱର(ବାସ୍ତବ ଟିଭି): ଚାଷୀଙ୍କ ସ୍ୱାର୍ଥ ପାଇଁ ଶେଷରେ କିଷନକୁ ହଁ କରିଛନ୍ତି ନବୀନ । ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଯୋଜନା ପିଏମ କିଷାନକୁ ଆପଣେଇବାକୁ ମଙ୍ଗିଛନ୍ତି ରାଜ୍ୟ ସରକାର । ହେଲେ ଆୟୁଷ୍ମାନ ଯୋଜନାକୁ ନବୀନ ଗ୍ରହଣ କରିନଥିବା ଜଣାପଡ଼ିଛି । ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାର ବସିଥିବା କାଳିଆ ପ୍ରକଳ୍ପ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରଥମ ପର୍ୟ୍ୟାୟରେ କାଳିଆ ଯୋଜନାରେ […]
ରାଜ୍ୟ
ଭୁବନେଶ୍ୱର(ବାସ୍ତବ ଟିଭି): ଦୀର୍ଘ ପ୍ରାୟ ପାଞ୍ଚ ବର୍ଷରୁ ଉିଦ୍ଧ୍ୱର୍ ବିତିଯାଇଥିବା ଏହି ବମିଖାଲ ବ୍ରିଜର ନିର୍ମାଣ ଶେଷରେ ଅନ୍ତଘଟିଛି । ଗତ ଫେବୃଆରୀ ୨୦ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବମିଖାଲ ବ୍ରିଜର ଉଦ୍ଘାଟନ କରିଛନ୍ତି । ରାଜ୍ୟସରକାରଙ୍କ ଦ୍ୱାରା ତିଆରି ହୋଉଥିବା ଏହି ବୋମିଖାଲ ବ୍ରିଜ୍ ଦୁଇ ଦୁଇ ଥର ଦୁର୍ଘଟଣା ଘଟିଥିବାବେଳେ ଶେଷରେ ଦୁିଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । କିନ୍ତୁ ପ୍ରଶାସନର ଏତେ ଦିନର ପରିଶ୍ରମ […]


