କଟକ(ସଂଜୟ ଶତପଥୀ): ଆଗାମୀ ଅଗଷ୍ଟ ୧୪ ତାରିଖ ରେ ସମଗ୍ର ଭାରତବର୍ଷରେ ପାଳିତ ହେବାକୁ ଯାଉଛି ଅଖଣ୍ଡ ଭାରତ ସଂକଳ୍ପ ଦିବସ। ସ୍ଵାଭିମାନୀ ହିନ୍ଦୁ ପ୍ରେମୀଙ୍କୁ ଏକାଠି କରିବାର ତଥା ନେତାଜୀଙ୍କ ସ୍ବପ୍ନ “ଅଖଣ୍ଡ ଭାରତ” ଗଠନ ର ସ୍ବପ୍ନ କୁ ସାକାର କରିବା ଲାଗି ଆଜି କଟକ ଲିଙ୍କ ରୋଡ଼ ସ୍ଥିତ ସୁଲୋଚନା ସେବା ସଂଘ କାର୍ଯ୍ୟାଳୟ ଠାରେ ସଂଘ ର ସଭାପତି ଶ୍ରୀ ସୁଶାନ୍ତ କୁମାର ପାତ୍ର […]
Cuttack
କଟକ(ସଂଜୟ ଶତପଥୀ):ବିଶ୍ବସ୍ତ ସୂତ୍ରରୁ ଜଣାଯାଏ ଯେ, ଅଲ୍ ଓଡିଶା ପ୍ରାଇଭେଟ୍ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ୍ ପକ୍ଷରୁ କଟକ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଜନୈକ କନିଷ୍ଠ ସହାୟକ ଶ୍ରୀ ଅଜିତ୍ କୁମାର ମହାରଣା ଙ୍କ ବିରୁଦ୍ଧରେ ଦୁର୍ନୀତି ର ଏକ ଅଭିଯୋଗ ପତ୍ର ଫୋରମ୍ ର ସଭାପତି ଶ୍ରୀ ବସନ୍ତ କୁମାର ଜେନା, ସାଧାରଣ ସମ୍ପାଦକ ଶ୍ରୀ ଅନ୍ନଦା ପ୍ରସାଦ ରାଉତରାୟ ଓ ସମ୍ପାଦକ ଶ୍ରୀ […]
କଟକ(ସଂଜୟ ଶତପଥୀ): ବିଶ୍ୱ ସତ୍ୟ-ସନାତନ-ଧର୍ମ ପ୍ରଚାରିଣୀ ମହାସଙ୍ଘ କଳକୀ ସେନା ପକ୍ଷରୁ ଆୟୋଜିତ ଦଶାବତାର କଥାମୃତ ଗତକାଲି ଐତିହାସିକ ଟାଉନହଲ ସଭାଗୃହରେ ଉଦଯାପିତ ହୋଇଯାଇଛି । ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ରାଜନେତା ନୟନ କିଶୋର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଧ୍ୟାତ୍ମିକ ସଭାରେ ବିଜେପି ରାଜ୍ୟ ଉପ-ସଭାପତି ସୁନାମଧନ୍ୟ ଚିକିତ୍ସକ ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ସତସଙ୍ଗକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ସଦଗୁରୁଙ୍କ […]
କଟକ(ସଂଜୟ ଶତପଥୀ): ପେନସନ ଅଭିବୃଦ୍ଧି ବନ୍ଦ କରିବାକୁ ସଂଶୋଧିତ ନିୟମର ପ୍ରତ୍ୟାହାର ଓ ୮ମ ବେତନ କମିଶନ ବିଧିବଦ୍ଧ ଭାବେ ବସାଇ ଟର୍ମ ଏଣ୍ଡ ରେଫେରେନ୍ସ ଘୋଷଣା କରିବା ଦାବିରେ ଆଜି ,କଟକ ଜିପିଓ ଠାରେ ସର୍ବଭାରତୀୟ ସିଭିଲ ପେନସନର ଫୋରମ ଆହ୍ବାନରେ ସଙ୍ଗଠିତ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଠ କର୍ମଚାରୀ ନେତା ତଥା ସିଭିଲ ପେନସନର ଫୋରମର ରାଜ୍ୟ ଆବାହକ ରବିନ୍ଦ୍ର ନାଥ ଧଳ […]
ସଂଜୟ ଶତପଥୀ(କଟକ): ଭାଜପା କଟକ ଜିଲ୍ଲା ତରଫରୁ ୨୨ ଜୁଲାଇ ଅପରାହ୍ନ ୫ ଘଟିକାରେ ବକ୍ସିବଜାର ଛକରେ ସମ୍ପ୍ରତି ଓଡିଶାରେ ମହିଳା ଅତ୍ୟାଚାର ବିଷୟକୁ ନେଇ କଂଗ୍ରେସ ର ଦୋମୁହାଁ ନୀତିର ମୁଖା ଖୋଲିବା ପାଇଁ ଏକ ପଥପ୍ରାନ୍ତ ସଭା ହୋଇଥିଲା। ପୂର୍ବତନ ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ହୋଇଥିବା ଏହି ସଭାରେ ଜିଲ୍ଲା ସଭାପତି ସୁକାନ୍ତ କୁମାର ବିଶ୍ୱାଳ, ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ନମିତା […]
କଟକ(ସଂଜୟ ଶତପଥୀ)୧୪।୦୭: ବାଲେଶ୍ଵରସ୍ଥିତ ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟଶ୍ରୀ ବିଶୀ ଉକ୍ତ ଅନୁଷ୍ଠାନର ଶିକ୍ଷକଙ୍କ ଦ୍ଵାରା ନିର୍ଯାତିତା ହେବା ଫଳରେ ନିଜ ଶରୀରରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିବା ଘଟଣା ସମଗ୍ର ଦେଶକୁ ବ୍ୟଥୀତ କରିପକାଇଛି । ବର୍ତ୍ତମାନ୍ ଛାତ୍ରୀଙ୍କ ଶରୀରର ବହୁ ଅଂଶ ଗଭୀର ଭାବେ ପୋଡ଼ି ଯାଇଥିବାରୁ ସେ ଭୁବନେଶ୍ୱରସ୍ଥିତ ଏମସ ହସପିଟାଲରେ ଚିକିତ୍ସାଧୀନ ହେଉଛନ୍ତି । ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା […]
ବରଗଡ଼(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ବରପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତା ରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନାଙ୍କ ସମେତ ଅତିରିକ୍ତ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୁରଜ କୁମାର ପଟ୍ଟନାୟକ,ବରଗଡ଼ ଉପଜିଲ୍ଲାପାଳ ପ୍ରସନ୍ନ କୁମାର […]
ସଂଜୟ ଶତପଥୀ(କଟକ): କଟକ ଉଠାଦୋକାନୀ ମହାସଙ୍ଘ ପକ୍ଷରୁ ଉଚ୍ଛେଦ ନ କରି ଥଇଥାନ ଓ ଭେଣ୍ଡିଂ ଜୋନ ଯୋଗାଇ ଦେବା ଦାବିରେ ରାଣୀହାଟ, ପ୍ରେସଛକ, ସିଡିଏ, ମଧୁପାଟଣା ଓ ବାଦାମବାଡ଼ିରେ ଉଚ୍ଛେଦ ହୋଇଥିବା ଉଠାଦୋକାନୀମାନେ ଆଜି ପୂର୍ବାହ୍ନରେ କଟକ ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟରେ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଆଇନି ଅନୁସାରେ ଉଠାଦୋକାନୀମାନଙ୍କୁ ଉଚ୍ଛେଦ ପୂର୍ବରୁ ଥଇଥାନର ପ୍ରାବଧାନ ଥିଲେ ମଧ୍ୟ ନାଳ ସଫାକରିବା ଆଳରେ ଉପରୋକ୍ତ ଅଞ୍ଚଳମାନଙ୍କରେ ଉଚ୍ଛେଦ […]
ସଂଜୟ ଶତପଥୀ(କଟକ):କଟକ ସହରର ଉଠାଦୋକାନୀଙ୍କୁ ଉଛେଦ ନକରି ଥଇଥାନ ଓ ଭେଣ୍ଡିଂ ଜୋନ ଦାବିରେ କଟକ ଉଠାଦୋକାନୀ ମହାସଙ୍ଘ ପକ୍ଷରୁ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସାକ୍ଷାତ କରି ଆଜି ପୂର୍ବାହ୍ନରେ ଦାବିପତ୍ର ପ୍ରଦାନ କରାଯାଇଛି । ସାଂସଦଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କ୍ଷମତାସୀନ କମିଟି ୨୦୨୪ ମସିହା ସେପ୍ଟେମ୍ବର ମାସରେ କଟକର ବିଭିନ୍ନ ମାର୍କେଟ ଗସ୍ତ କରି ପ୍ରାୟ ଆଠଗୋଟି ସ୍ଥାନରେ ଯଥା : ରାଣୀହାଟ, ବାଦାମବାଡ଼ି, […]
ବରଗଡ଼୦୮/୦୫/୨୦୨୫(ନବୀନ କୁମାର ଦାଶ):ଗୁରୁ ଭଗବାନ ସାହୁ ସ୍ମୃତି କମିଟି ର ଏକ ବୈଠକ ସ୍ଥାନୀୟ ଏ. ଇ. ମିସନ ସ୍କୁଲ ସମ୍ମିଳନୀ କକ୍ଷରେ ଡ.ତପସ୍ୱୀନି ଗୁରୁଙ୍କ ସଭାପତିତ୍ବରେ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା ଏବଂ ସର୍ଦ୍ଦାର ପ୍ରିତମ ସିଂ ଙ୍କ ସଂଯୋଜନା ତଥା ଲୁଲୁ ରବିନ ଦାସ ଙ୍କ ଆବାହକତ୍ବରେ ରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜୁନ ୧୧ ଦେବସ୍ନାନ ପୂର୍ଣ୍ଣିମା ତିଥିରେ ଗୁରୁ ଭଗବାନ ସାହୁଙ୍କ ୯୫ ତମ […]


