ମାଲକାନଗିରି(ବାସ୍ତବବ୍ୟୁରୋ)୧୫।୨: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ପପଲୁର ଠାରେ କୋଣ୍ଡାରେଡି ସଂପ୍ରଦାଯ ପକ୍ଷରୁ ଏକ ବିଶାଳ ସମବେଶ ଅନୁଷ୍ଠିତ ହୋଇଯାଇଛି। କୋଣ୍ଡାରେଡି ସମାଜର ସଭାପତି ରାମା ରାଓଙ୍କ ଅଧକ୍ଷତାରେ ଆୟଅଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ବଳଭଦ୍ର ମାଝି, ସମ୍ମାନିତ ଅତିଥି ଭାବେ ବିଧାୟକ ନରସିଂହ ମାଡକାମି, ଅନାୟତମ ଅତିଥି ଭାବେ ପୂର୍ବତନ ସାଂସଦ ମୁରଲିଧର ଜେନା, ସମାଜର ସମ୍ପାଦକ ପି ଶ୍ରୀଗୁରୁ, ଆଦିବାସୀ ସଂଘ ସଭାପତି […]
Malkangiri
ମାଲକାନଗିରି(ପି.ବାଲାରାଜୁ)୧୫।୨: ମହା ଶିବରାତ୍ରି ଅବସରରେ ସାରା ଦେଶରେ ଶୈବ ପୀଠ ଗୁଡିକ ଭକ୍ତିମୟ ପରିବେଶ ମଧ୍ୟରେ ଚଳଚଞ୍ଚଳ ହୋଇପଡିଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ବିଭିନ୍ନ ଶୈବ ପୀଠରେ ସକାଳୁ ସକାଳୁ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁ ମାନଙ୍କ ଭିଡ଼। ମାଲକାନଗିରି ଜିଲ୍ଲା ସଦର ମହକୁମା ନିକଟସ୍ଥ ମଲ୍ଲିକେଶ୍ବର ଶୈବ, ଯଦୁଗୁଡାର ଐତିହାସିକ ଶୈବ ପୀଠ, ହର ଗୌରି ପୀଠ ସହ ବିଭିନ୍ନ ଶୈବ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ […]
ମାଲକାନଗିରି(ପି.ବାଲୁରାଜୁ)୮।୨: ଆମ ଦେଶ ସ୍ୱାଧୀନ ହୋଇ ସାତ ଦଶନ୍ଧି ଅତିକ୍ରମ କରି ଆଠ ଦଶନ୍ଧିକୁ ଛୁଇଁବାକୁ ଯାଉଛି। ହେଲେ ଆଜି ମଧ୍ୟ ମାଲକାନଗିରି ଜିଲ୍ଲାରେ ବିକାଶ ଅନେକ ସ୍ଥାନରେ ବାଟ ହୁଡିଛି। ବିକାଶର ଡିଣ୍ଡିମ ପିଟୁଥିବା ଓ ରାଜ୍ୟରେ ପଛୁଆ ଅଞ୍ଚଳରେ ବିକାଶ ଏବଂ ଓଡିଆ ଅସ୍ମିତା କଥା କହୁଥିବା ରାଜ୍ୟ ସରକାର କାଗଜ କଲମରେ ଅନେକ କିଛି ବିକାଶ କରୁଥିବା କହୁଥିବା ବେଳେ ଆଜି ଯାଏଁ ଜିଲ୍ଲାର ଗୋନ୍ଧିଗୁଡା […]
ମାଲକାନଗିରି(ଏନ୍ ରବି): କୁଡୁମୁଲଗୁମ୍ମା ସ୍ଥାନୀୟ ଡ଼ାରୱିନ ସ୍ମାରକୀ ମହାବିଦ୍ୟାଳୟ ଠାରେ ତିନିଦିନିଆ ଜିଲ୍ଲାସ୍ତରୀୟ ଯୁବ ରେଡ୍ କ୍ରସ୍ ଶିବିରର ଆୟୋଜନ କରାଯାଇଛି । ଶିବିରର ଉଦ୍ଘାଟନରେ ସୀମା ସୁରକ୍ଷା ବଳ, ୮୮ ବାଟାଲିୟନ, ବାଲିମେଳାର କମାଣ୍ଡାଣ୍ଟ ଅମିତ୍ କୁମାର୍ ଶର୍ମା ରେଡ କ୍ରସ୍ ପତାକା ଉତ୍ତୋଳନ କରି କରିଥିଲେ। ତତ୍ପରେ ଏକ ସଭାର ଆୟୋଜନ କରା ଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର୍ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜିଲ୍ଲା […]


